ସମ୍ପାଦକୀୟ

ଆଜିର ହୋମିଓପ୍ୟାଥି ଚିକିତ୍ସା

ଡା. ରାଜେନ୍ଦ୍ର କୁମାର ଦାଶ ହୋମିଓପ୍ୟାଥି ଚିକିତ୍ସାର ସୃଷ୍ଟି ହୁଏ ୧୭୯୬ ମସିହାରେ ଡା. ସାମୁଏଲ୍‌ ହାନିମାନଙ୍କ ଦ୍ୱାରା। ଆଜି ହୋମିଓପ୍ୟାଥିର ଜନକ ମହାମତ୍ା ହାନିମାନଙ୍କ ୨୬୭ତମ ଜୟନ୍ତୀ। ଏହାକୁ ହୋମିଓପ୍ୟାଥି ଦିବସ ରୂପେ ପାଳନ କରାଯାଉଛି। ୧୭୫୫ ଏପ୍ରିଲ୍‌ ୧୦ରେ…

ଚାଷର ଫାଶ

ବିମଳ ପାଣ୍ଡିଆ ଶନିବାର ସକାଳେ ସମ୍ବଲପୁର ସହରର ଗୋଲବଜ଼ାରରେ ବଢ଼ିଆ ଟମାଟୋକୁ କିଲୋ ଦଶ ଟଙ୍କାରେ ପାଇ ଖାଉଟି ହିସାବରେ ମୋତେ ଖୁସି ଲାଗୁଥିଲା ସତ; କିନ୍ତୁ ଚାରିମାସ ଧରି ଅନେକ ଶ୍ରମ ଓ ବ୍ୟୟରେ କ୍ଷେତରେ ଫସଲ ଫଳାଇ ଭଲ…

ଏଇ ଭାରତରେ

ଚାଷୀମାନେ କେମିତି କମ୍‌ ଖର୍ଚ୍ଚରେ ଅଧିକ ଲାଭ ପାଇପାରିବେ ସେ ବିଷୟରେ ଚିନ୍ତା କରୁଛନ୍ତି ୨୨ ବର୍ଷୀୟ ଯୁବକ ଜିତେନ୍ଦ୍ର ଅତୋଦିୟା। ମଧ୍ୟପ୍ରଦେଶର ରତ୍‌ଲାମ ବାସିନ୍ଦା ଜିତେନ୍ଦ୍ର ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି ଓ ଚାଷୀମାନଙ୍କୁ ୧ କେଜି ଖତକୁ ମାତ୍ର…

ଆମ ପାଇଁ ନୂଆ

ଜଣେ କୂଟନୀତିଜ୍ଞଙ୍କୁ ସମସ୍ତେ ଭଲ ପାଆନ୍ତି। ଗତ ମାସରେ ଇଣ୍ଟର୍ନ ବା ପ୍ରଶିକ୍ଷଣାର୍ଥୀମାନଙ୍କୁ ଆମନ୍ତ୍ରଣ କରିବାକୁ ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ) ତା’ ନୀତିର ସଂଶୋଧନ କରି ନୂଆ ରୂପ ଦେବା ପରେ ଇଣ୍ଟର୍ନମାନଙ୍କ ପାଇଁ ଦ୍ୱାରା ଖୋଲିଦେଇଥିଲା। ଏଥିପାଇଁ ଦେଶର ସବୁଆଡୁ…

ଏଇ ଭାରତରେ

ଶହ ଶହ ଚାଷୀଙ୍କୁ ସଶକ୍ତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି କଶ୍ମୀରର କୃଷକ ଭରତ ଭୂଷଣ। ସେ ଡୋଡା ଜିଲାର ଲେର୍ହୋଟେ ଗାଁରେ ଜୈବିକ ପଦ୍ଧତିରେ ଲାଭେଣ୍ଡର ଚାଷ କରନ୍ତି। ୧୦ ବର୍ଷ ପୂର୍ବେ ଭରତ ଏହି ଚାଷ ଆରମ୍ଭ…

ଜିତେଇଦେଲେ ଚନ୍ଦ୍ର ବୁଲେଇନେବି

ଇଂ. ଶକ୍ତି ପ୍ରସାଦ ଦାସ ନିକଟରେ ତାମିଲନାଡ଼ୁର ଦକ୍ଷିଣ-ମଦୁରାଇ ନିର୍ବାଚନମଣ୍ଡଳୀରୁ ଜଣେ ସ୍ବାଧୀନ ପ୍ରାର୍ଥୀ ଜିତିଲେ ଭୋଟରଙ୍କୁ ମାଗଣାରେ ଚନ୍ଦ୍ର ବୁଲାଇ ନେବାର ପ୍ରତିଶ୍ରୁତି ଦେଇଛନ୍ତି। ଘର ପିଛା ଗୋଟିଏ ମିନି ହେଲିକପ୍ଟର, ବାର୍ଷିକ ୧ କୋଟି ଟଙ୍କାର ଜମା, ବିବାହ…

ମୃତ୍ୟୁ ପାଇଁ ଅଧିତ୍କାର

ପିଟର ସିଙ୍ଗର ମୃତ୍ୟୁ ପାଇଁ ସହାୟତାର ଅଧିକାର ଲଗାତର ମଜଭୁତ ହେବାରେ ଲାଗିଛି। ସ୍ପେନ ପାର୍ଲାମେଣ୍ଟ ଏକ ଆଇନ ପାସ୍‌ କରିଛି, ଯାହା ଜୁନ୍‌ରେ କାର୍ଯ୍ୟକାରୀ ହେବ ବୋଲି ଅନୁମାନ କରାଯାଉଛି। ମାରାମତ୍କ ତଥା ଅସାଧ୍ୟ ରୋଗରେ ପଡ଼ି ଅସହ୍ୟ ଯନ୍ତ୍ରଣା…

ଅମୂଲ୍ୟ ପଞ୍ଚଭୂତ

ଅଲେଖ ଚନ୍ଦ୍ର ମିଶ୍ର ନିକଟ ଅତୀତରେ ଖବରକାଗଜରେ ପ୍ରକାଶ ପାଇଥିଲା ଏକ କ୍ଷୁଦ୍ର ଅଥଚ ଗୁରୁତ୍ୱପୂର୍ଣ୍ଣ ଖବର। ଦିଲ୍ଲୀରେ ବିଶୁଦ୍ଧ ବାୟୁ ପ୍ୟାକେଟ ଭିତରେ ସଂଗୃହୀତ ହୋଇ ୫୦୦ ଗ୍ରାମ୍‌ ପ୍ୟାକେଟ୍‌କୁ ୫୫୦୦ ଟଙ୍କାରେ ବିକ୍ରି କରାଯାଉଛି। କଥାଟା ସତ। କାରଣ…

ପ୍ରାଣୀ କଲ୍ୟାଣ ପାଠ୍ୟକ୍ରମ

ମାନେକା ଗାନ୍ଧୀ ପାଞ୍ଚବର୍ଷ ପୂର୍ବେ ଲ’କଲେଜରେ ଆନିମଲ ଓ୍ବେଲ୍‌ଫେୟାର ବା ପ୍ରାଣୀ କଲ୍ୟାଣକୁ ଏକ ବିଷୟ ଭାବେ ଆରମ୍ଭ କରିବା ପାଇଁ ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆର ମୁଖ୍ୟଙ୍କୁ ଅନୁରୋଧ କରିଥିଲି। ସେ ଏହା ତତ୍‌କ୍ଷଣାତ କରିଥିଲେ। ସେ ଆଇନଜୀବୀମାନଙ୍କୁ ଏକ…

ମହାଭାରତ-ଚମ୍ପାରଣ-ନୂଆଦିଲ୍ଲୀ ସୀମା

ତୁଷାରକାନ୍ତ ଖ୍ରୀଷ୍ଟପୂର୍ବ ୩୦୬୭ ନଭେମ୍ବର ବାଇଶ ତାରିଖରେ ଧର୍ମସ୍ଥଳ ବୋଲି ବିଦିତ କୁରୁକ୍ଷେତ୍ରରେ ପାଣ୍ଡବ ଓ କୌରବ ପକ୍ଷ ‘ସାତଟି ପଡ଼ା ବନାମ ବିନା ଯୁଦ୍ଧେ ଦେବି ନାହିଁ ସୂଚ୍ୟଗ୍ର ମେଦିନୀ’ ଜିଦିରେ ଯୁଦ୍ଧ ଆରମ୍ଭ କରିଥିଲେ। ଅବଶ୍ୟ, କେହି କେହି…

ଦିନରେ ଧୂଆଁ, ରାତିରେ ନିଆଁ

ଘାସିରାମ ପଣ୍ଡା ଖରା ବଢ଼ିବା ସହିତ ଜଙ୍ଗଲରେ ନିଆଁ ବି ବଢ଼ିପାରେ। ବୈଷୟିକ ଜ୍ଞାନକୌଶଳ ସହାୟତାରେ ବିଭାଗ ପାଖକୁ ପ୍ରତିଦିନ ଜଙ୍ଗଲ ନିଆଁର ସ୍ଥିତି ପହଞ୍ଚତ୍ୟାଉଛି। ତେଣୁ ଆଉ ଚିନ୍ତା ନାହିଁ। ସୂଚନା ଆଧାରରେ ବିଭାଗ ନିଆଁକୁ ଆୟତ୍ତ କରିବାର ପ୍ରୟାସ…

ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀ ଅନେକଙ୍କ ଜୀବିକା ଛଡ଼ାଇ ନେଇଥିବାବେଳେ ନୀତିନ ଭରଦ୍ୱାଜଙ୍କୁ ନୂତନ କାର୍ଯ୍ୟ କରିବାକୁ ବାଟ ଦେଖାଇଛି । ଚମ୍ପାରନ ଜିଲାର ମୁରେରା ଗାଁର ବାସିନ୍ଦା ନୀତିନଙ୍କ ବୟସ ୨୮। ସେ ଦିଲ୍ଲୀରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କମ୍ପ୍ୟୁଟର ପ୍ରଫେଶନାଲ ଭାବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri