ଏଇ ଭାରତରେ
କଥାରେ ଅଛି ଯାହାକୁ ରଖିବେ ଅନନ୍ତ କେ କରି ପାରେ ବଳବନ୍ତ। ଠିକ୍ ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନର ଲଚ୍ଛାରୀ ଗାଁରେ। ମାତ୍ର ୪ ବର୍ଷର ବାଳକଟିଏ ୯୦ ଫୁଟ ଏକ ବୋରୱେଲ ଭିତରୁ ସୁରକ୍ଷିତଭାବେ ଉଦ୍ଧାର ହେବା…
ହସିବା ମନା
ଦ୍ୱିତୀ ଚନ୍ଦ୍ର ସାହୁ ଘେରାଏ ପାର୍କର ଚାରିପାଖ ବୁଲି ଆସିବା ପରେ ନିର୍ଦ୍ଦିଷ୍ଟ ସ୍ଥାନରେ ବସେ। ବସି ଟିକିଏ ଥକା ମାରିବା ପରେ ଆରମ୍ଭ କରେ ସୂକ୍ଷ୍ମ ବ୍ୟାୟାମ। ଟିଭି ପରଦାରୁ ଦେଖି ଜାଣିଥିବା କିଛି ଯୋଗାଭ୍ୟାସ କଲା ପରେ ଘରକୁ…
ଲିଙ୍ଗଗତ ପକ୍ଷପାତିତା କାହିଁକି
ଇଂ. ଶକ୍ତି ପ୍ରସାଦ ଦାସ ପ୍ରତିଭାବାନ୍ ମହିଳା ଓକିଲମାନଙ୍କୁ ବିଚାରପତି ପଦ ପାଇଁ ଅଣଦେଖା କରାଯାଉଛି ବୋଲି ‘ସୁପ୍ରିମକୋର୍ଟ ମହିଳା ଆଇନଜୀବୀ ସଙ୍ଘ’ର ଏକ ଆବେଦନ ଉପରେ ଗତ ମାର୍ଚ୍ଚ ୧୫ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କହିଲେ ଯେ, ପାରିବାରିକ…
ଅକଳରେ ଅଧିକାରୀ
କରୋନା ମହାମାରୀରେ ପ୍ରଶାସନ ଅତି ନିନ୍ଦିତ ହେଉଥିବାବେଳେ ତ୍ରିପୁରାର ଜଣେ ଜିଲା ମାଜିଷ୍ଟ୍ରେଟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଅତି ଉତ୍ସାହୀ ହୋଇ ରାଜ୍ୟ ରାଜଧାନୀ ଅଗରତାଲାରେ ଏକ ବିବାହ ଉତ୍ସବରେ ନାଇଟ୍ କର୍ଫ୍ୟୁ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରି ସେ…
ଏଇ ଭାରତରେ
ବିହାରର ୨୦ ବର୍ଷୀୟା ଇଞ୍ଜିନିୟର ସୃଷ୍ଟି ପାଣ୍ଡେ ସୌରଚାଳିତ କୋଭିଡ୍ ସୁବିଧା ଲୋକମାନଙ୍କୁ ଯୋଗାଇବାରେ ଲାଗିଛନ୍ତି। ସୃଷ୍ଟିଙ୍କ ଘର ଉତ୍ତରପ୍ରଦେଶରେ। ସେ ଦୁଇଟି କୋଭିଡ୍ ସେଣ୍ଟର ପାଟ୍ନା ଏବଂ ଜଳନ୍ଧର ସହର ଉପକଣ୍ଠରେ ନିର୍ମାଣ କରିଛନ୍ତି। ସେ ଏହି ସେଣ୍ଟରରେ ସୋଲାର…
ଭୟଙ୍କର ସ୍ଥିତିରେ ଆମ ବିଦ୍ୟାଳୟ
ରାଜୀବ କର୍ମି ଆମ ରାଜ୍ୟରେ ପ୍ରାଥମିକ ଶିକ୍ଷାର ସ୍ତର ସମ୍ପ୍ରତି ଅତି ଉଦ୍ବେଗଜନକ ଅବସ୍ଥାରେ ପହଞ୍ଚିଛି। ଯଦିଓ କରୋନା ଏହାର ଏକ କାରଣ କିନ୍ତୁ ମୁଖ୍ୟ କାରଣ ନୁହେଁ। ବିଗତ ପାଞ୍ଚ ଛଅ ବର୍ଷ ହେଲା ଏ ସ୍ଥିତି ଦେଖାଦେଲାଣି। ଫଳରେ…
ଚତୁର୍ଥ ଶିଳ୍ପ ବିପ୍ଳବ ଓ ପ୍ରଯୁକ୍ତି
ଭିକ୍ଟର ଗାଲାଜ ସୂଚନା ପ୍ରଯୁକ୍ତିର ପେଣ୍ଠ ସିଲିକନ ଭ୍ୟାଲି। ଏଠାକାର ନେତୃମଣ୍ଡଳୀ ଆମକୁ କୁହନ୍ତି, ଚତୁର୍ଥ ଶିଳ୍ପ ବିପ୍ଳବ ହିଁ ଆମକୁ ପର୍ଯ୍ୟାପ୍ତ ଲାଭ ଦେବ। ଏହି ଧାରା ଏବେ ଆରମ୍ଭ ହୋଇଯାଇଛି। ଏହା ଆଗକୁ ବଢିଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ…
ପ୍ରଚଣ୍ଡ ସାମ୍ୟବାଦୀରୁ ସମ୍ପୂର୍ଣ୍ଣ ଅଧ୍ୟାମତ୍ବାଦୀ
ପ୍ରସାଦ ତ୍ରିପାଠୀ ଆମ୍ଭେମାନେ ଯେବେ ତରୁଣ ଥିଲୁ, ସେତେବେଳେ ମନୋଜ ଦାସ ଥିଲେ ସାମ୍ୟବାଦୀ ମନ୍ତ୍ରରେ ଅଭିମନ୍ତ୍ରିତ ଏକ ଅଗ୍ନିଶିଖା। ସ୍ବର୍ଗତ ମନମୋହନ ମିଶ୍ର, ରାମକୃଷ୍ଣ ପତି ପ୍ରମୁଖ ସାମ୍ୟବାଦୀ ନେତାମାନଙ୍କ ସହିତ ଏକା ମଞ୍ଚରେ ତାଙ୍କର ଅଗ୍ନିବର୍ଷୀ ଭାଷଣ ଆମେ…
କଲେଜ ହତାରେ ପ୍ରାଣୀଙ୍କ ଯତ୍ନ
ମାନେକା ଗାନ୍ଧୀ ପଟିଆଲାର ଥାପର ଇନ୍ଷ୍ଟିଚ୍ୟୁଟ ଆଣ୍ଡ୍ ଟେକ୍ନୋଲୋଜି ଏବଂ ପଟିଆଲା କଲେଜର କ୍ୟାମ୍ପସ ବା ହତାରେ ଅନୁଷ୍କା, ଅଭିଷେକ, ସାର୍ଥକ ଏବଂ ଗର୍ବିତା ପ୍ରାଣୀ କଲ୍ୟାଣ ଗ୍ରୁପ ‘ପୁପର୍ସ ହେଲପର୍ସ ଟିଟ୍’ଆରମ୍ଭ କରିଛନ୍ତି। ଏହାର ମାର୍ଗଦର୍ଶନ କରିବାକୁ ସେମାନେ କିଛି…
ଆଧ୍ୟାତ୍ମିକ ଜୀବନ ଓ ଶାକାହାର
ଡା. ଉମେଶ ଚନ୍ଦ୍ର ପାତ୍ର ଖାଦ୍ୟପଦାର୍ଥର ସ୍ବାଦ ଜାଣିବା ପାଇଁ ଜିହ୍ବା ମୁଖ୍ୟ ଭୂମିକା ଗ୍ରହଣ କରୁଥିବାରୁ ସୁସ୍ବାଦୁ ଖାଦ୍ୟ ଗ୍ରହଣ କରିବା ପାଇଁ ଏହା ମନକୁ ପ୍ରଭାବିତ କରିଥାଏ। ଫଳରେ ଅନିୟନ୍ତ୍ରିତ ମନର ପ୍ରଭାବରେ ଅଧିକ ପରିମାଣରେ ସୁସ୍ବାଦୁ ଖାଦ୍ୟ…
ଯୁବଗୋଷ୍ଠୀ ଓ ଉପଲବ୍ଧ ନିଯୁକ୍ତି
ଡ. ପ୍ରମୋଦ କୁମାର ପଣ୍ଡା ଶାସ୍ତ୍ରରେ ଅଛି ବିଦ୍ୟୟା ଅମୃତମ ଅଶ୍ମୁତେ ଅର୍ଥାତ୍ ବିଦ୍ୟା ଦ୍ୱାରା ଅମୃତ ପ୍ରାପ୍ତି ହୋଇଥାଏ। ଆହୁରି ସରଳତାରେ କହିଲେ ବୁଝାପଡ଼ିବ ଯେ ପାଠପଢ଼ା ଦ୍ୱାରା ଜୀବନରେ ସୁଖ ଶାନ୍ତି ମିଳିଥାଏ। ମାତ୍ର ବର୍ତ୍ତମାନ ସମୟରେ ତ…
ଏଇ ଭାରତରେ
ପରୀକ୍ଷାରେ ମାତାପିତାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ ମିଳିବା ପରେ ସେମାନଙ୍କ ପିଲାମାନେ ଏକପ୍ରକାର ଅସହାୟ ମନେକରନ୍ତି। ମୁଖ୍ୟତଃ ବସ୍ତିରେ ରହୁଥିବା ଗରିବ ଶ୍ରେଣୀର ପିଲାମାନଙ୍କ ଜୀବନ ଦୁର୍ବିଷହ ହୋଇପଡ଼ୁଛି। ତେବେ ଏଭଳି ପରିସ୍ଥିତିରେ ମୁମ୍ବାଇର ଏକ ଏନ୍ଜିଓ ରୁବେଲ ନାଗି ଆର୍ଟ…
Archives


