ଏଇ ଭାରତରେ

ବିହାରର ୨୦ ବର୍ଷୀୟା ଇଞ୍ଜିନିୟର ସୃଷ୍ଟି ପାଣ୍ଡେ ସୌରଚାଳିତ କୋଭିଡ୍‌ ସୁବିଧା ଲୋକମାନଙ୍କୁ ଯୋଗାଇବାରେ ଲାଗିଛନ୍ତି। ସୃଷ୍ଟିଙ୍କ ଘର ଉତ୍ତରପ୍ରଦେଶରେ। ସେ ଦୁଇଟି କୋଭିଡ୍‌ ସେଣ୍ଟର ପାଟ୍‌ନା ଏବଂ ଜଳନ୍ଧର ସହର ଉପକଣ୍ଠରେ ନିର୍ମାଣ କରିଛନ୍ତି। ସେ ଏହି ସେଣ୍ଟରରେ ସୋଲାର ପ୍ୟାନେଲ ବସାଇବାରେ କୃଷି ବର୍ଜ୍ୟ ଉପଯୋଗ କରିଛନ୍ତି। ଏହି ସେଣ୍ଟର ଦୁଇଟିକୁ ସେ ୮୦ ଦିନରେ ନିର୍ମାଣ କରିଛନ୍ତି। ଜଳନ୍ଧରରେ ସେଲ୍‌କୋ ଫାଉଣ୍ଡେଶନ ଓ ପାଟ୍‌ନାରେ ବାତ୍ରା ହସ୍ପିଟାଲ ସହଯୋଗରେ ଏହି କୋଭିଡ୍‌ ସେଣ୍ଟର ନିର୍ମାଣ କରାଯାଇଛି। ଜଳନ୍ଧରରେ ୬,୦୦୦ ବର୍ଗଫୁଟରେ ନିର୍ମିତ ସେଣ୍ଟରରେ ୭୦ଟି ଶଯ୍ୟା ରହିଛି। ଦୁଇଟିଯାକ ସେଣ୍ଟର ସୌରଶକ୍ତିରେ ଚାଲୁଛି। ସେ କୃଷକମାନଙ୍କଠାରୁ ନଡ଼ା ସଂଗ୍ରହ କରୁଛନ୍ତି। ଏବାବଦରେ କୃଷକମାନେ ୧ ଏକରରୁ ୨୫୦୦ ଟଙ୍କା ପାଇବା ସହ ପରୋକ୍ଷରେ ପରିବେଶ ପ୍ରଦୂଷଣ କମିପାରୁଛି। ଗୋଟିଏ ୧୦ ଫୁଟ ଲମ୍ବ, ୪ ଫୁଟ ଚଉଡ଼ାର ସୋଲାର ପ୍ୟାନେଲ ସେଟ୍‌ କରିବା ପାଇଁ ୧୦୦ କେଜି ନଡ଼ା ଆବଶ୍ୟକ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri