ଚକା ତଳେ ଚାଷୀ
ବିଚିତ୍ର ବିଶ୍ୱାଳ ଏଇ କିଛି ଦିନ ତଳେ ଲଖିମ୍ପୁର ଖେରିରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭରତ କୃଷକମାନଙ୍କ ଉପରେ ଯେପରି ଭାବେ ଗାଡ଼ି ଚଢ଼େଇ ହତ୍ୟା କରାଗଲା ତାହା ନିନ୍ଦନୀୟ। ଘଟଣାର ଚାରିଦିନ ଯାଏ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ଖୋଲାରେ…
ନୋବେଲ ଓ ସାମ୍ବାଦିକତା
ନିକଟରେ ଦୁଇ ଜଣ ସାମ୍ବାଦିକ ନୋବେଲ୍ ଶାନ୍ତି ପୁରସ୍କାର ବିଜେତା ହୋଇଥିବାରୁ ପୃଥିବୀବ୍ୟାପୀ ବାକ୍ ସ୍ବାଧୀନତା ସମ୍ପର୍କରେ ସଚେତନତା ବୃଦ୍ଧି ପାଇଛି। ଫିଲିପାଇନ୍ସର ମହିଳା ସାମ୍ବାଦିକ ମାରିଆ ରେସା ଓ ରୁଷିଆର ଡିମିତ୍ରି ମୁରାଟୋଭ୍ ଯୁଗ୍ମ ବିଜେତା ହୋଇଛନ୍ତି ବୋଲି ନର୍ଓ୍ବେ…
ଗମ୍ଭୀର ହୋଇ ସମ୍ଭାଳ
ଗତ ସପ୍ତାହରେ ଶ୍ରୀନଗର ଉପକଣ୍ଠ ସରକାରୀ ବାଳକ ଉଚ୍ଚ ମାଧ୍ୟମିକ ସ୍କୁଲ ପରିସରରେ ଏହାର ପ୍ରନ୍ସିପାଲ ଓ ଜଣେ ଶିକ୍ଷକଙ୍କୁ ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଥିଲେ। ପ୍ରିନ୍ସିପାଲ ସୁପିନ୍ଦର କୌର ଶିଖ୍ ହୋଇଥିବା ବେଳେ ଶିକ୍ଷକ ଦୀପକ ଚାନ୍ଦ କଶ୍ମୀରୀ ପଣ୍ଡିତ।…
ଧନୀଙ୍କ ଘୃଣ୍ୟ ଚେହେରା
ଡ. ସନ୍ତୋଷ କୁମାର ମହାପାତ୍ର ଧନୀ ହେବା, ଅର୍ଥ ଅର୍ଜନ କରିବା ଓ ସମ୍ପଦ ବୃଦ୍ଧି କରିବା କିଛି ଭୁଲ୍ ନୁହେଁ। ଅର୍ଥ ଓ ସମ୍ପଦ ଥିଲେ ଜଣେ ଅନ୍ୟକୁ ସାହାଯ୍ୟ କରିପାରିବ। ଅର୍ଥ ନ ଥିଲେ, ଜଣେ ଚାହିଁଲେ ବି…
ସଙ୍କଟରେ ଶିକ୍ଷା
ରବିନାରାୟଣ ସାମଲ ସ୍ୱାଧୀନୋତ୍ତର ଭାରତବର୍ଷରେ ଶିକ୍ଷାର ସଂସ୍କାର ନିମିତ୍ତ ଅନେକ କମିଶନ ବସିସାରିଛି। ମାତ୍ର କମିଶନଙ୍କ ସୁପାରିସ କାର୍ଯ୍ୟକାରୀ ହେବା ପରିବର୍ତ୍ତେ ଶୀତଳଭଣ୍ଡାରକୁ ଚାଲିଯାଇଛି। ପ୍ରବର୍ତ୍ତିତ ଜାତୀୟ ଶିକ୍ଷାନୀତି ଶିକ୍ଷା କ୍ଷେତ୍ରକୁ ସମ୍ପ୍ରସାରିତ କରିବା ପରିବର୍ତ୍ତେ ଅଧିକ ସଂକୁଚିତ କରିଛି। ଦେଶରେ…
ଏଇ ଭାରତରେ
ସାରା ଦେଶରେ ଦାରିଦ୍ର୍ୟର ଛବି ଗାଁଗୁଡ଼ିକରେ ଦେଖିବାକୁ ମିଳୁଥିବାବେଳେ ତା’ ଭିତରେ ବି ଏକ ଭଲ ଖବର ସାମ୍ନାକୁ ଆସିଛି। ଅହମ୍ମଦ ନଗର ଜିଲା ହିଓ୍ବାର ବଜାର ଏବେ ଭାରତର ଏକ ଆଦର୍ଶ ଗାଁ ହୋଇପାରିଛି। ଏହା ସମ୍ଭବ ହୋଇଛି ସେହି…
କି ଲାଭ ମିଳିଛି
ଆକାର ପଟେଲ ଜମ୍ମୁ କଶ୍ମୀରରେ ଅନୁଚ୍ଛେଦ ୩୭୦କୁ ନିଷ୍ପ୍ରଭାବୀ କରିବାର ପଦକ୍ଷେପ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ଯାଇ ୮ ଅଗଷ୍ଟ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଅନୁଚ୍ଛେଦ ୩୭୦ ଦ୍ୱାରା ଜମ୍ମୁ କଶ୍ମୀର ଏବଂ ଲଦାଖର…
ଶରଣାର୍ଥୀଙ୍କ ସ୍ବର
ଆଫଗାନିସ୍ତାନରେ ପୁନଶ୍ଚ ତାଲିବାନ ଶାସନ ଆରମ୍ଭ ହେବା ପରେ ଗଣତନ୍ତ୍ର ସପକ୍ଷବାଦୀଙ୍କ ଉପରେ ଅତ୍ୟାଚାର ଓ ବିଶେଷକରି ମହିଳାଙ୍କ ପ୍ରତି ନିର୍ଯାତନା ବଢ଼ିବାରେ ଲାଗିଛି। ଅଗଷ୍ଟ ୧୫ରେ ରାଜଧାନୀ କାବୁଲ ଦଖଲ ପରେ ତାଲିବାନଙ୍କ ଆକ୍ରୋଶରୁ ରକ୍ଷା ପାଇବା ପାଇଁ ଲୋକେ…
‘ଘିନୁଆ’ ଦଣ୍ଡ ଲୋଡ଼ା
ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସାମ୍ୟବାଦୀ ସାହିତ୍ୟର ଏକ ଅନବଦ୍ୟ ସୃଷ୍ଟି ‘ଶିକାର’ର କାହାଣୀ ଇତିମଧ୍ୟରେ ବହୁ ପାଠକଙ୍କ ବିସ୍ମୃତିରେ ହଜିଗଲାଣି। ଢେର ପୁରୁଣା ହୋଇଗଲାଣି ଏକ ଅଭିନବ ଶିକାରର ଅଶ୍ରୁତପୂର୍ବ ଆବେଦନ। କାହାଣୀର ନାୟକ…
ଏଇ ଭାରତରେ
ପେନ୍ସନ ଟଙ୍କାରେ ରାସ୍ତା ଖାଲଖମା ପୂରଣ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ହାଇଦ୍ରାବାଦର ଗଙ୍ଗାଧର ତିଳକ କଟନାମ୍। ସେ ପ୍ରତିଦିନ ସକାଳେ ତାଙ୍କ କାର୍ ଧରି ହାଇଦ୍ରାବାଦର ରାସ୍ତାଗୁଡ଼ିକରେ ଘୂରିବୁଲନ୍ତି ଓ ଯେଉଁଠାରେ ଗର୍ତ୍ତ ଥାଏ ତାହାକୁ ପୂରଣ କରନ୍ତି।…
ଏଇ ଭାରତରେ
୧୨୫ ଏଚ୍ଆଇଭି ପଜିଟିଭ ଶିଶୁଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବାରେ ମହାରାଷ୍ଟ୍ରର ମଙ୍ଗଳ ଅରୁଣ ଶାହ ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ। ତାଙ୍କୁ ଶ୍ରଦ୍ଧାରେ ଲୋକେ ମଙ୍ଗଳତାଇ ଡାକନ୍ତି। ମଙ୍ଗଳତାଇଙ୍କୁ ଏବେ ବୟସ ୬୯। ସେ ପଲାଇ ନାମକ କେୟାର ହୋମ୍…
ଅଣୁ ଗଠନର ଅଭିନବ ଉପକରଣକୁ ନୋବେଲ
ଡ. ବିକାଶ କୁମାର ଜେନା ଚଳିତବର୍ଷ ପ୍ରସିଦ୍ଧ ଅନୁସନ୍ଧାନକାରୀ ବେଞ୍ଜାମିନ୍ ଲିଷ୍ଟ ଏବଂ ଡେଭିଡ୍ ମ୍ୟାକ୍ମିଲନଙ୍କୁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ମନୋନୟନ କରାଯାଇଛି। ୧୯୬୮ ମସିହାରେ ବେଞ୍ଜାମିନ୍ ଲିଷ୍ଟ ଜର୍ମାନୀର ଫ୍ରାଙ୍କ୍ଫର୍ଟରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ସେ ଜର୍ମାନୀର…
Archives


