ଏଇ ଭାରତରେ
ସେବା କରିବାର ଇଚ୍ଛାଶକ୍ତି ଆଗରେ ମନ ଓ ଶରୀର ଅବଶ ହୋଇଯାଏ ନାହିଁ। ଏହା ପ୍ରମାଣ କରିଛନ୍ତି ବରେଲିର ଅନୁରାଧା ଖଣ୍ଡେଲ୍ଓ୍ବାଲ। ସେ ଉତ୍ତରପ୍ରଦେଶ ବରେଲିର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଦୀର୍ଘ ୮ ବର୍ଷ ହେବ ମସଲା ଓ ଚା’ ବିକ୍ରି କରି…
କେମିତି ଚାଲିଛି ଆଇଏମ୍ଏଫ୍
ଜୟତି ଘୋଷ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍) ଏବଂ ବିଶ୍ୱ ବ୍ୟାଙ୍କ୍ ବିରୋଧରେ ଆଲୋଚନା କରିବାର ଅନେକ କାରଣ ରହିଛି। କିନ୍ତୁ ଏବେ ଏହି ଦୁଇଟି ସଂସ୍ଥା ସାମ୍ନା କରୁଥିବା ବୈଧାନିକ ସଙ୍କଟ ଏହି ସବୁ ଆଲୋଚ୍ୟ ବିଷୟ ପରିସରଭୁକ୍ତ ନୁହେଁ। ଏହା…
ଦେବୀ ପୂଜା
ଇଂ. ସଚ୍ଚିଦାନନ୍ଦ ନନ୍ଦ ଭାରତରେ ବିଭିନ୍ନ ଅବସରରେ ମାତୃପୂଜା କରାଯାଇଥାଏ। ଦୁର୍ଗା, ଲକ୍ଷ୍ମୀ, ସରସ୍ବତୀ, ଭୁବନେଶ୍ୱରୀ, କାଳୀ, ଜଗଦ୍ଧାତ୍ରୀ, ଅମ୍ବିକା, ଗାୟତ୍ରୀ, ପାର୍ବତୀ ପ୍ରଭୃତିଙ୍କ ନାମରେ ବହୁ ଆଡ଼ମ୍ବରରେ ପୂଜା ଆରାଧନା କରାଯାଉଛି। ସେଭଳି କେତେକ ଈଶ୍ୱରକୋଟୀ ମହିଳା, ଯଥା- ରାଧା,…
ମନ୍ଦିର ମୂଷା
ଡ. ଗଣେଶ ଚନ୍ଦ୍ର କୁଣ୍ଡ ସମୟ ସହିତ ତାଳ ଦେଇ ଯେତେବେଳେ ଆମେ ଅତ୍ୟାଧୁନିକ ଜୀବନଶୈଳୀ ଆଡ଼କୁ ଗତି କରୁଛେ, ଆମ ଭିତରେ ମାନବିକତା କମି କମି ଯାଉଛି। ଲୋକମାନଙ୍କ ଭିତରେ ଛନ୍ଦ, କପଟ, ମିଥ୍ୟା ବଢ଼ି ବଢ଼ି ଚାଲିଛି। ଦିନକୁ…
ଏଇ ଭାରତରେ
ଶିଶୁ ଶ୍ରମିକର ବୋଝ ସମ୍ଭାଳିଥିବା ସୁରେଶ ଏବେ ଶହ ଶହ ଗୃହହୀନଙ୍କ ଭବିଷ୍ୟତ ଗଢ଼ିବାରେ ଲାଗିଛନ୍ତି । ୭ ବର୍ଷ ବୟସରେ ସେ ତାଙ୍କ ପିତାଙ୍କୁ ହରାଇବା ପରେ ପେପର ଓ ପ୍ଲାଷ୍ଟିକ ବିକି ଘର ଚଳାଇବା ଆରମ୍ଭ କରିଥିଲେ। ତାଙ୍କ…
ଏଇ ଭାରତରେ
ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଭାରତରେ ଯେଉଁ କେତେଜଣ ସକ୍ରିୟ ଭୂମିକା ନେଉଛନ୍ତି ସେମାନଙ୍କ ମଧ୍ୟରେ ବିଶାଳ ଖାଲ୍ଡେ ଅନ୍ୟତମ। ମହାରାଷ୍ଟ୍ରର ପୁଣେରେ ବିଶାଳ ଜିଓନ ୱେଷ୍ଟ୍ ମ୍ୟାନେଜର୍ସ ପ୍ରାଇଭେଟ୍ ଲିମିଟେଡ୍ ଷ୍ଟାର୍ଟଅପ୍ ମାଧ୍ୟମରେ ବର୍ଜ୍ୟ ପରିଚାଳନା କରୁଛନ୍ତି। ରୋଷେଇ ଘର ବର୍ଜ୍ୟରୁ…
କରୁଣାମୟୀ
ଡା. ଜୀବନ କୃଷ୍ଣ ମିଶ୍ର ପୁଣ୍ୟଭୂମି ଭାରତବର୍ଷରେ ମହାଶକ୍ତିରୂପିଣୀ ଦୁର୍ଗାଦେବୀଙ୍କର ସ୍ଥାନ ବହୁ ଉଚ୍ଚରେ। ସେ ଯେତେବେଳେ ପାପାତ୍ମା ରାକ୍ଷସମାନଙ୍କର ଧ୍ୱଂସ ସାଧନରେ ପ୍ରବୃତ୍ତ, ସେ କାଳୀ, କରାଳୀ, ବିକରାଳୀ, ଚତୁର୍ଭୁଜା, ଷଡ଼ଭୁଜା, ଅଷ୍ଟଭୁଜା, ଦଶଭୁଜା ଓ ବିଂଶଭୁଜା; ଅନ୍ୟଥା, ସେ…
ଚାଲ କବିତା ଲେଖିବା
ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ତଥାକଥିତ ସୁଖ ଓ ସମୃଦ୍ଧି ପଛରେ ଅନବରତ ଧାଉଁଥିବା ଆଧୁନିକ ମଣିଷର ଜୀବନରେ ଏକ ବିଷବୃକ୍ଷ ରୂପେ ଏବେ ଉଭା ହୋଇଛି ମାନସିକ ଚାପ। ତା’ର ଅଧିକାଂଶ ମନରୋଗ ଏବଂ ଅଣସଂକ୍ରମିତଜନିତ ଦେହ ରୋଗର…
ପ୍ରାୟଶ୍ଚିତ୍ତର ସମୟ
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଆସନ୍ତାବର୍ଷ ହେବାକୁ ଥିବାରୁ ଏଥିଲାଗି ବିଭିନ୍ନ ରାଜନୈତିକ ଦଳ ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଲେଣି। କେଉଁ ଉପାୟ ବା ରାସ୍ତା ଧରିଲେ ଦେଶର ସବୁଠାରୁ ବୃହତ୍ ରାଜ୍ୟର ରାଜନୈତିକ ମଙ୍ଗୁଆଳ ହେଇ ହେବ, ସେଥିଲାଗି ରାଜନେତାମାନେ ବିଭିନ୍ନ…
ବ୍ଲା ବ୍ଲା ବ୍ଲା
ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ଜଳବାୟୁ ପରିବର୍ତ୍ତନ ଓ ସ୍ଵାସ୍ଥ୍ୟ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା ପରେ ବିଶ୍ୱ ସମୁଦାୟର ଚିନ୍ତା ବଢ଼ିଯାଇଛି। ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କୋପ୍୨୬) ପୂର୍ବରୁ ପ୍ରକାଶିତ ଉକ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ବାୟୁ ପ୍ରଦୂଷଣ…
ଏଇ ଭାରତରେ
ବୟସ ୭୬ ଛୁଇଁଲାଣି। ହେଲେ ତାଙ୍କ ସେବାରେ ଭଟ୍ଟା ପଡ଼ିନାହିଁ। ପ୍ରତିଦିନ ମାଗଣାରେ ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଥିବା ଏହି ବ୍ୟକ୍ତି ହେଉଛନ୍ତି ଦିଲ୍ଲୀର ହର୍ଜିନ୍ଦର ସିଂ। ଏହି ସେବା ଯୋଗାଇ ଶହ ଶହ ଲୋକଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ…
ଅସହାୟ ଜୀବନ
ଡ. ମୌସୁମୀ ପରିଡ଼ା ମଣିଷ ପୃଥିବୀର ଶ୍ରେଷ୍ଠ ଜୀବ ହୋଇଥିବାରୁ ହିଂସ୍ର ଜୀବଜନ୍ତୁଙ୍କୁ ଆୟତ୍ତ କରିପାରେ। ମୁଣ୍ମୟ ପ୍ରତିମା କରି ଈଶ୍ୱରଙ୍କୁ ଆହ୍ବାନ କରିପାରେ, ପୁଣି ବିସର୍ଜି ମଧ୍ୟ ଆସିପାରେ ନଦୀନାଳରେ। ନିଜ ସମଧର୍ମୀ ଓ ସହଧର୍ମୀଙ୍କ ପ୍ରତି ବିଦ୍ୱେଷ ରଖେ।…
Archives


