ସମ୍ପାଦକୀୟ

ଏଇ ଭାରତରେ

ଦାରିଦ୍ର୍ୟର ସ୍ପଷ୍ଟ ଚିତ୍ର ଯେ କୌଣସି ଛକ ରାସ୍ତାରେ ଦେଖିବାକୁ ମିଳେ। ଛୋଟ ପିଲାମାନେ ଭିକ୍ଷା ବୃତ୍ତିରେ ନିୟୋଜିତ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ। ଅନେକେ ସେମାନଙ୍କୁ ଭିକ୍ଷା ଦେଇ ଚାଲିଯାଉଥିବାବେଳେ ଗୁଜରାଟର ଏକ ଦମ୍ପତି କିଛି ଭିନ୍ନ ଚିନ୍ତା କରିଛନ୍ତି। ଜୟନ୍ତୀ…

ଅକାଳ ମୃତ୍ୟୁ ଓ ଅପମୃତ୍ୟୁ

ଡ. ବାସନ୍ତୀ ମହାନ୍ତି ଜନ୍ମରୁ ମୃତ୍ୟୁ ଯାଏ ଆମ ଯାତ୍ରା ହିଁ ଜୀବନ। ମୃତ୍ୟୁ ଜୀବନର ସ୍ବାଭାବିକ ପରିଣତି। ମଣିଷ ବାଲ୍ୟ, ଯୌବନ ଓ ଜରା ତିନୋଟି ପର୍ଯ୍ୟାୟ ଦେଇ ମୃତ୍ୟୁ ପାଖରେ ପହଞ୍ଚିଥାଏ। ଏହି ପର୍ଯ୍ୟାୟଗୁଡ଼ିକୁ ଅତିକ୍ରମ ନ କରି…

ତୈଳ ଦର ହ୍ରାସ : ଉପହାର ନା ପ୍ରତାରଣା

ଭାଲଚନ୍ଦ୍ର ଷଡ଼ଙ୍ଗୀ ସଦ୍ୟ ସମାପ୍ତ ବିଭିନ୍ନ ରାଜ୍ୟର ଉପନିର୍ବାଚନରେ ଦରବୃଦ୍ଧି ବିରୋଧରେ ଜନ ଅସନ୍ତୋଷକୁ ଦେଖି କେନ୍ଦ୍ରର ମୋଦି ସରକାର ପେଟ୍ରୋଲ, ଡିଜେଲ ଉପରେ ଉପତ୍ାଦନ ଶୁଳ୍କକୁ କମାଇବାକୁ ବାଧ୍ୟ ହୋଇଛନ୍ତି। ଉପତ୍ାଦନ ଶୁଳ୍କ ହ୍ରାସ ଫଳରେ ଗତ ଛଅ ମାସ…

ବିକଳ୍ପ ଯୋଜନା

ଗତବର୍ଷ କୋଭିଡ୍‌-୧୯ ସଂକ୍ରମଣ ଶୀର୍ଷକୁ ଛୁଇଁବା ସମୟରେ ଗୁଜରାଟ ସରକାର ସବୁଠୁ ବେଶି ପ୍ରଭାବିତ ଅଞ୍ଚଳରେ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ମେଡିକାଲ ସାଇନ୍ସ ଡିଗ୍ରୀଧାରୀ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିଲେ। ରାଜ୍ୟରେ ସୃଷ୍ଟି ହୋଇଥିବା ଜରୁରିକାଳୀନ…

ଏଇ ଭାରତରେ

ଚାଷ କରି ଅଧିକ ଆୟ କରିବାଠାରୁ ପ୍ରାଣୀଙ୍କ ଜୀବନ ଅଧିକ ମୂଲ୍ୟବାନ୍‌ ସାବ୍ୟସ୍ତ ହୋଇଛି ଜଣେ କୃଷକଙ୍କ ପାଇଁ। ଏହି କୃଷକ ଜଣକ ହେଉଛନ୍ତି ତାମିଲନାଡୁର ଆର୍‌. ଗୁରୁସ୍ବାମୀ। ପୁଡୁପାଲାୟାମ ଗଁାରେ ତାଙ୍କ ଘର। ସେ ହରିଣଙ୍କ ସୁରକ୍ଷା ଲାଗି ୫୦…

ସମସ୍ୟା, ସଚେତନତା ଓ ସାମର୍ଥ୍ୟ

ମୌସୁମୀ ପରିଡ଼ା ଆମ ଦେଶ ଏକମାତ୍ର ରାଷ୍ଟ୍ର ଯେଉଁଠି ବିଭିନ୍ନ ଧର୍ମାବଲମ୍ବୀମାନେ ସମାନ ସୁବିଧା ଉପଭୋଗ କରନ୍ତି। ସ୍ଥଳବିଶେଷରେ ମୁଷ୍ଟିମେୟଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ଉପଲବ୍ଧ କରାଯାଏ। ଏ ପ୍ରକାରର ବୈଷମ୍ୟ ମାନସିକତାରେ ତାରତମ୍ୟ ଆଣେ। ମାନସିକତାରେ ତାରତମ୍ୟ ଘଟିଲେ…

ମହାଶକ୍ତି ସଂଘର୍ଷ

ଡାନି ରୋଡ୍ରିକ୍‌ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଆର୍ଥିକ ଓ ବୈଦେଶିକ ନୀତିଗୁଡ଼ିକ ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇପାରେ, କିନ୍ତୁ ଚାଇନା ସହ ସମ୍ପର୍କ କଥା ଉଠିଲେ ସେ ଟ୍ରମ୍ପ୍‌ଙ୍କ କଡ଼ା ପଥ ଅନୁସରଣ କରନ୍ତିି। ସେ ଏଥିରେ କୌଣସି…

ସାର୍‌ ଠିକ୍‌ କହିଲେ

ଡ. ଗଣେଶ ଚନ୍ଦ୍ର କୁଣ୍ଡ ଏକ ଅନୁସନ୍ଧାନଭିତ୍ତିକ ପ୍ରବନ୍ଧ ଲେଖିବା ପାଇଁ, କିଛି ତଥ୍ୟ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଦିନେ ମୋତେ ବାରିପଦା ଯାତ୍ରା କରିବାକୁ ପଡ଼ିଲା। ଭୁବନେଶ୍ୱରରୁ ବାରିପଦା ଯିବା ପାଇଁ ବରମୁଣ୍ଡା ଷ୍ଟାଣ୍ଡରୁ ଭଲ ଶୀତତାପ ନିୟନ୍ତ୍ରିତ ବସ୍‌ଟି…

ଡେମୋକ୍ରାଟଙ୍କ ପରାଜୟ

ଏଲିଜାବେଥ୍‌ ଡ୍ରିୟୁ ଆମେରିକାରେ ଡେମୋକ୍ରାଟିକ ପାର୍ଟିର ଅଧୋଗତିକୁ ସମ୍ଭବତଃ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ କଂଗ୍ରେସରେ ତାଙ୍କ ସାଥୀମାନେ ହିଁ ରୋକିିପାରିବେ। ହେଲେ ସେମାନଙ୍କ କାର୍ଯ୍ୟ ନିରୁତ୍ସାହଜନକ। ବିଶେଷକରି ମୁଦ୍ରାସ୍ଫୀତିକୁ ନେଇ ସେମାନଙ୍କ ମାନସିକତା ଯଦି ପରିବର୍ତ୍ତନ ନ ହୁଏ ଏବଂ…

ପ୍ରଦୂଷିତ ଖାଦ୍ୟ ଓ ରୋଗ

ଡା. ଉମେଶ ଚନ୍ଦ୍ର ପାତ୍ର କ୍ରମବର୍ଦ୍ଧିଷ୍ଣୁ ପ୍ରଦୂଷଣ ଓ ପ୍ରଦୂଷିତ ଖାଦ୍ୟ ଶୃଙ୍ଖଳା ଯୋଗୁଁ ‘ଏଲର୍ଜି’ ବଢ଼ୁଛି ବୋଲି ନିକଟରେ ଦିଲ୍ଲୀସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଟେଷ୍ଟ ଇନ୍‌ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରଫେସର ରାଜ କୁମାର ଏକ ବୈଜ୍ଞାନିକ ସଂଗୋଷ୍ଠୀରେ ମତବ୍ୟକ୍ତ କରିଛନ୍ତି।…

ଅନ୍ତରାତ୍ମାର ଡାକ

ଉପେନ୍ଦ୍ର ବିଶ୍ୱାଳ ଶିଶୁଟିଏ ଯେବେ ଜନ୍ମନିଏ ସେତେବେଳେ ମନେହୁଏ କେହି ଜଣେ ଦେବତାଙ୍କର ହେଲା ଧରାବତରଣ। କାରଣ ତା’ଦେହରେ ଲେଶମାତ୍ର ନ ଥାଏ କଳୁଷ କାଳିମା; ବରଂ ଦିବ୍ୟଭାବରେ ଝଲସୁଥାଏ ମୁଖମଣ୍ଡଳ। ଯାହୁଁ ବୟସ ବଢ଼ି ବଢ଼ି ଚାଲେ ତାହୁଁ ବିଭିନ୍ନ…

ଏଇ ଭାରତରେ

ଜଣେ ଦିବ୍ୟାଙ୍ଗ ଅନ୍ୟ ଦିବ୍ୟାଙ୍ଗଙ୍କ ଦୁଃଖ ବୁଝି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ଦୃଷ୍ଟାନ୍ତ ସାମ୍‌ନାକୁ ଆସିଛି ଗୁଜରାଟରେ। ନିଲମ୍‌ ପାରାମର ତାଙ୍କ ଭଉଣୀ ରେଖାଙ୍କ ସହାୟତାରେ ଦିବ୍ୟାଙ୍ଗ ପିଲାମାନଙ୍କୁ ଖାଦ୍ୟ, ଶିକ୍ଷା ଏବଂ ସେମାନଙ୍କ ରହିବାର ସୁବିଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?