ଏଇ ଭାରତରେ

ହଜାର ହଜାର ଝିଅଙ୍କୁ ସଶକ୍ତ କରି ସମାଜ ଲାଗି ପ୍ରେରଣା ସାଜିଛନ୍ତି ବିହାର ବୈଶାଳୀ ଜିଲାର ପୁନମ ରାୟ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ପେଣ୍ଟିଂରେ ଡିଗ୍ରୀ ହାସଲ କରିବା ପରେ ପୁନମ ୧୯୯୫ରେ ବିବାହ କରିଥିଲେ। କନ୍ୟା ସନ୍ତାନର ଜନନୀ ହେବା ପରେ ତାଙ୍କ ପ୍ରତି ନିର୍ଯାତନ ବଢ଼ିଲା ଓ ବାଲକୋନିରୁ ପଡ଼ିଯିବା ଯୋଗୁ ତାଙ୍କ ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଏହାଯୋଗୁ ପକ୍ଷାଘାତରେ ଶିକାର ହେବା ପରେ ପୈତୃକ ଘର ଲେଉଟି ଆସି ୧୫ ବର୍ଷ ଧରି ଚିକିତ୍ସା ପରେ ସୁସ୍ଥ ହୋଇଥିଲେ। ୨୦୧୬ରେ ସେ ଆମତ୍ରକ୍ଷା କୌଶଳ ଶିକ୍ଷା କରିବା ପରେ ବିନ୍ଦେଶ୍ୱର ରାୟ ଫାଉଣ୍ଡେଶନ ଗଠନ କରି ତା’ମାଧ୍ୟମରେ ଝିଅମାନଙ୍କୁ ଆମତ୍ରକ୍ଷା ପାଇଁ ଟାଏକୋଣ୍ଡୋ ଶିକ୍ଷା ଦେଉଛନ୍ତି। ପେଣ୍ଟିଂ ଏକ୍‌ଜିବିଶନ ଆୟୋଜନ କରି ଏଥିପାଇଁ ପାଣ୍ଠି ଯୋଗାଡ଼ କରୁଛନ୍ତି । ସେ ମଧ୍ୟ ପିଲାମାନଙ୍କୁ ପେଣ୍ଟିଂ ଶିକ୍ଷା ଦେଉଛନ୍ତି। ଏବେ ସୁଦ୍ଧା ତାଙ୍କ ସଂସ୍ଥା ୩୦୦୦ରୁ ଅଧିକ ଝିଅ ଟାଏକୋଣ୍ଡୋ ଶିଖି ସାରିଲେଣି। ଅସହାୟ ଝିଇମାନଙ୍କୁ ମାଗଣାରେ ଶିକ୍ଷା ଦେଉଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ଜଣ ରାଜ୍ୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଶକ୍ତି ଉତ୍ପାଦନ ଧିମା

ଜୀବାଶ୍ମ ଇନ୍ଧନ ଉପରେ ୟୁରୋପର ନିର୍ଭରଶୀଳତା ଅତ୍ୟନ୍ତ ବିପଜ୍ଜନକ ଓ ଏଭଳି ମନୋଭାବକୁ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଲୋକଲୋଚନକୁ ଆଣିଛି। ଠିକ୍‌ ସେହିଭଳି ଜୀବାଶ୍ମ ଇନ୍ଧନ...

ଘର କରିବୁ କେବେ

ଡ.ସତ୍ୟ ନାରାୟଣ ମିଶ୍ର   ପ୍ରତ୍ୟେକ ମଣିଷ ଆଶା କରିଥାଏ ଜୀବନର ସାଂସାରିକ ପୂର୍ଣ୍ଣାଙ୍ଗ ପ୍ରାପ୍ତି, ଯାହା ନିର୍ଭର କରିଥାଏ ଆବଶ୍ୟକତାକୁ ସମ୍ମୁଖୀନ ହେବା ପାଇଁ...

ଈଶ୍ୱରପ୍ପା ହେଲେ ଈଶ୍ୱର

ଭାରତୀୟ ବ୍ୟବସ୍ଥାରେ ଦୁର୍ନୀତି ଏକ ଅଂଶ ହୋଇଯାଇଛି। ଦୀର୍ଘବର୍ଷ ଶାସନ କରୁଥିବା କଂଗ୍ରେସର ଦୁର୍ନୀତିକୁ ଅଙ୍ଗୁଳି ନିର୍ଦ୍ଦେଶ କରି ଭାରତୀୟ ଜନତା ପାର୍ଟି (ଭାଜପା) କ୍ଷମତାକୁ...

କର୍ଣ୍ଣ, ଏକଲବ୍ୟ ଓ ଅନ୍‌ଲାଇନ୍‌ ଶିକ୍ଷା

ଡ. ବାସନ୍ତୀ ମହାନ୍ତି କୁରୁ ରାଜକୁମାରମାନଙ୍କୁ ଶିକ୍ଷା ଦେବା ପାଇଁ ଭୀଷ୍ମ ଦ୍ରୋଣାଚାର୍ଯ୍ୟଙ୍କୁ ନିଯୁକ୍ତି ଦେଇଥିଲେ। ଦ୍ରୋଣଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେମାନଙ୍କ ଶିକ୍ଷାଦାନ ପ୍ର୍ରକ୍ରିୟା ଚାଲିଥିଲା।...

ସ୍ବେଚ୍ଛାକୃତ ଜନସେବା

ନିର୍ବାଚନ ସମୟରେ ଯେତେବେଳେ ନବୀନ ତଥା ପୁରାତନ ପ୍ରାର୍ଥୀମାନଙ୍କୁ ତାଙ୍କ ପ୍ରାର୍ଥିତ୍ୱ ସମ୍ବନ୍ଧରେ ଗଣମାଧ୍ୟମ ତରଫରୁ ପ୍ରଶ୍ନ କରାଯାଏ, ସେତେବେଳେ ଉତ୍ତରଟିଏ ମିଳେ ଯେ ଜନସେବାର...

ସାମ୍ପ୍ରତିକ ପରିସ୍ଥିତିରେ ଗଣମାଧ୍ୟମ

ଆକାର ପଟେଲ ମୁଖ୍ୟଧାରାର ଗଣମାଧ୍ୟମ ସାଧାରଣତଃ ସୁପ୍ରତିଷ୍ଠିତ ସମ୍ବାଦସଂସ୍ଥା ମୁଖ୍ୟତଃ ଖବରକାଗଜକୁ ହିଁ ବୁଝାଇଥାଏ। କେତେକାଂଶରେ ଏହା ଟେଲିଭିଜନକୁ ବି ବୁଝାଏ। କିଛି ଓ୍ବେବ୍‌ସାଇଟ କିମ୍ବା...

ଏଇ ଭାରତରେ

ଗୁଜରାଟରେ ମଦ କାରବାର ସମ୍ପୂର୍ଣ୍ଣ ନିଷେଦ୍ଧ କରାଯାଇଛି। ଏହା ସତ୍ତ୍ୱେ ମଦ୍ୟପମାନେ କେଉଁଠୁ କେମିତି ଆଣି ପିଇଦେଉଛନ୍ତି। ତେବେ ଏମିତିକା ମଦ୍ୟପଙ୍କ ନିଶାଭ୍ୟାସ ଛଡାଇବା ଲାଗି...

ପ୍ରବାସୀଙ୍କୁ କରୋନା: ସାମାନ୍ୟ ସ୍ଥିତିକୁ ଫେରିବାର ସୁଯୋଗ

ବିମଳ ପାଣ୍ଡିଆ ମୁଁ ଯୋଉ ହିସାବ ଦେବି ସେଥିରୁ କିଛି ଠୋସ୍‌ ରୂପରେଖଟିଏ ବାରିବା ହୁଏତ ଅନେକଙ୍କୁ ଅଡୁଆ ଲାଗିପାରେ, କିନ୍ତୁ ମୋତେ ଏଇଥିରୁ କିଛି...

Advertisement
Archives

Model This Week