ସମ୍ପାଦକୀୟ

ଧନ୍ୟବାଦ ନା ଅଭିଯୋଗ

ଡ. ବାସୁଦେବ ମିଶ୍ର   ଧନ୍ୟବାଦ ଦେବା ଏବଂ ଅଭିଯୋଗ କରିବା ଏ ଦୁଇଟିରୁ ଦ୍ୱିତୀୟଟିକୁ ବିନା ଦ୍ୱିଧାରେ ବାଛିନିଅନ୍ତି ଆମ ଭିତରୁ ଅନେକ। ଦଶରୁ ନଅ ମିଳିଥିଲେ ନ ମିଳିଥିବା ‘ଏକ’ ପାଇଁ ଆମେ ଅଭିଯୋଗ କରିବସୁ ସିନା କିନ୍ତୁ…

ଚିହ୍ନା ପୋଖରୀ, ଅଚିହ୍ନା ନଈ

ରଞ୍ଜନ କୁମାର ଦାସ   ନୂଆ ବାହାଘର ପରେ ସମସ୍ତେ ଆମକୁ ପଚାରିଲେ ହନିମୁନ୍‌ରେ କୁଆଡ଼େ ଯିବ? ଆମ ସମୟରେ ହନିମୁନ୍‌ କଥା ଶୁଣିଲେ ଲାଜ ମାଡୁଥିଲା। ତା’ଛଡ଼ା ଦୂର ଜାଗାକୁ କୁଆଡ଼େ ଯିବାକଥା ମଧ୍ୟ ପ୍ରାୟତଃ ଅସମ୍ଭବ ଲାଗୁଥିଲା। ବିଦେଶ…

ଜାତିସଂଘକୁ ମାଡ଼

ବିଶ୍ୱ କ୍ଷୁଧା ସୂଚକାଙ୍କ ପ୍ରକାଶ ପାଇବା ପରେ ବିଭିନ୍ନ ଦେଶରେ ଭୋକିଲାଙ୍କ ସଙ୍କଟଜନକ ସ୍ଥିିତି ସାମ୍‌ନାକୁ ଆସିଛି। ଜାତିସଂଘର ୱାଲର୍‌ଡ ଫୁଡ୍‌ ପ୍ରୋଗ୍ରାମ (ଡବ୍ଲ୍ୟୁଏଫ୍‌ପି) ଏହାର ମୁକାବିଲା ଲାଗି ବାହାରିପଡ଼ିଛି। ଡବ୍ଲ୍ୟୁଏଫ୍‌ପି ନିର୍ଦ୍ଦେଶକ ଡାଭିଡ୍‌ ବିସ୍‌ଲେ କହିଛନ୍ତି ଯେ, ବିିଶ୍ୱର କେତେକ…

ଆଗୁଆ ଗୋଟି

ଭାରତରେ ସ୍ୱାଧୀନତା ପରଠାରୁ ସୁବିଧାବାଦୀ ରାଜନୀତି ଗଡ଼ିଆସିଛି। କଂଗ୍ରେସ ସର୍ବଦା ଭୋଟ୍‌କୁ ଆଖି ଆଗରେ ରଖି ସଂଖ୍ୟାଲଘୁଙ୍କୁ ସନ୍ତୁଷ୍ଟ କରି ସଂଖ୍ୟାଗରିଷ୍ଠଙ୍କୁ ଦମନ କରିଥିଲା। ଦଳର ଏଭଳି ଆଚରଣ ଦେଖି ଜନସାଧାରଣ ବିରକ୍ତ ହୋଇ ଶାସନ ବଦଳାଇ ଦେଲେ। ଆଶା ଥିଲା…

ଏଇ ଭାରତରେ

ନିର୍ବାଚନରେ ନେତାମାନେ ବିହନ, ସାର, ପାଣି ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଉଥିବା କଥା ସମସ୍ତେ ଜାଣନ୍ତି। ହେଲେ ରାତିଦିନ ଫସଲ ଜଗିବା ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିବା କେବେ ଶୁଣିଛନ୍ତି କି। ବିହାରର ମୁଜାଫର୍‌ନଗର ଜିଲା ଚୌତରବା ଥାନା ଅଧୀନ…

ପରୋକ୍ଷ ଉକ୍ତି

ଅଲେଖ ଚନ୍ଦ୍ର ମିଶ୍ର ପୁରୁଣା କଥାଟିଏ। ଜଣେ ରାଜା ଥିଲେ।ସେ ଜ୍ଞାନୀ, ଗୁଣୀ ଓ ପଣ୍ଡିତମାନଙ୍କୁ ଖୁବ୍‌ ଆଦର କରୁଥିଲେ। ତେଣୁ ତାଙ୍କ ସଭାରେ ଅନେକ ବିଜ୍ଞଲୋକ ଥିଲେ। ଥରେ ତାଙ୍କ ଦରବାରରେ ପହଞ୍ଚିଲେ ଜଣେ ଅପରିଚିତ ଲୋକ। ତାଙ୍କ ସହିତ…

କେତେ ଖୁସି

ପ୍ରକାଶ ତ୍ରିପାଠୀ ପ୍ରସିଦ୍ଧ ବିଟିଲ୍ସ ରକ୍‌ ବ୍ୟାଣ୍ଡ୍‌ ଗ୍ରୁପ୍‌ର ଅନ୍ୟତମ ପ୍ରତିଷ୍ଠାତା ଜନ୍‌ ଲେନନଙ୍କ ପିଲାଦିନର ଗୋଟିଏ ଶିକ୍ଷଣୀୟ ଘଟଣାରୁ ଏହି ଆଲେଖ୍ୟଟି ଆରମ୍ଭ। ଥରେ ଶ୍ରେଣୀ ଗୃହରେ ଶିକ୍ଷକ ଛାତ୍ରୀଛାତ୍ରମାନଙ୍କୁ କିଛି ପାଠ ନ ପଢ଼ାଇ ଏକ ଭିନ୍ନ ଶୈଳୀରେ…

କିଏ ପଚାରେ

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା କଣ୍ଟ୍ରୋଲର ଜେନେରାଲ ଅଫ୍‌ ଆକାଉଣ୍ଟ୍‌ସ (ସିଜିଏ)ରୁ ମିଳିଥିବା ତଥ୍ୟ ଅନୁଯାୟୀ ସରକାର ପ୍ରାକ୍‌-କୋଭିଡ୍‌ ସମୟଠାରୁ ପେଟ୍ରୋଲିୟମ୍‌ ସାମଗ୍ରୀ ଉପରେ ବସାଇଥିବା ଉତ୍ପାଦ ଶୁଳ୍କ ଏବେ ୭୯ ପ୍ରତିଶତ ବୃଦ୍ଧି କରିଛନ୍ତି। ୨୦୧୯ ଏପ୍ରିଲରୁ ସେପ୍ଟେମ୍ବରରେ…

ଧାର୍ମିକ ନିଶା

ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୭୦ ଅଗଷ୍ଟ ୫, ୨୦୧୯ରେ ବାଦ୍‌ ପଡ଼ିବା ପୂର୍ବରୁ ମଧ୍ୟ କଶ୍ମୀରର ଅନେକ ବାସିନ୍ଦା ଭାରତ ବିରୋଧୀ ପାଲଟି ଯାଇଥିଲେ। ତଥାପି ଯେଉଁମାନେ କଶ୍ମୀର ଭ୍ରମଣରେ ଯାଇଥିବେ ସେମାନେ ଜାଣିଥିବେ ଯେ ସେଠାକାର ନାଗରିକଙ୍କ ଏକ ବଡ଼…

ମୃତ ବ୍ୟକ୍ତିଙ୍କ ପ୍ରତି ଅପମାନ

ଡ. ସନ୍ତୋଷ କୁମାର ମହାପାତ୍ର ଗତ ଅକ୍ଟୋବର ୨୧ରେ ଭାରତ ୧୦୦ କୋଟି ଡୋଜ୍‌ ଟିକାକରଣ ସମ୍ପୂର୍ଣ୍ଣ କରିଛି। କିନ୍ତୁ ଏହି ସଫଳତାର ଶ୍ରେୟ ନେବା ପାଇଁ ୨୨ ତାରିଖରେ ସବୁ ଜାତୀୟ ଖବରକାଗଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ପ୍ରସଙ୍ଗରେ…

ଆନନ୍ଦ ପ୍ରାପ୍ତି

ଅନ୍ତର୍ଯ୍ୟାମୀ ପଟ୍ଟନାୟକ ଜୀବିତ ରହିବା ଜୀବନର ଅନ୍ୟତମ ଧର୍ମ। ଏହି ଶରୀରରେ ଜୀବନ ଚିରକାଳ ରହିପାରେ ନାହିଁ, କାରଣ ଶରୀର କ୍ଷୟଶୀଳ। ଶରୀର ନଷ୍ଟ ହେବା ପୂର୍ବରୁ ଜୀବଠାରେ ନୂତନ ଜୀବ ସୃଷ୍ଟିର ପ୍ରବୃତ୍ତି ଦେଖାଦେଇଥାଏ। ଜ୍ଞାନୀଜନ ଏହା ଉପଲବ୍ଧି କରିଥା’ନ୍ତି।…

ଭାଗ୍ୟ ବନାମ କର୍ମ

ଡ. ସିଦ୍ଧାର୍ଥ କାନୁନ୍‌ଗୋ ଯେତେବେଳେ ପିଲା ଥିଲି, ସେତେବେଳେ ଅଜା ଉପଦେଶ ଛଳରେ ମୋତେ କହିଥିଲେ- ”ବାବୁରେ, ବାମ ହାତର ପାପ ଡାହାଣ ହାତକୁ ଯାଏନି।“ ମୁଁ ସ୍ବାଭାବିକ ଭାବେ ଅଜାଙ୍କୁ ପ୍ରଶ୍ନ କରିଥିଲି ଏହାର ଅର୍ଥ ମୋତେ ବୁଝାଇ କୁହ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri