ସମ୍ପାଦକୀୟ

ଏଇ ଭାରତରେ

ଗୋଟିଏ ଲାଇବ୍ରେରିର ଉନ୍ନତି ପାଇଁ ଜଣେ ଲାଇବ୍ରେରିଆନ୍‌ଙ୍କ ନିଷ୍ଠାପର ପ୍ରୟାସ ସଭିଙ୍କ ପାଇଁ ପ୍ରେରଣା ପାଲଟିଛି। କେରଳର ଆଲ୍‌ପୁଝା ଜିଲା କାରୁଭଟ୍ଟା ନିବାସୀ ଲାଇବ୍ରେରିଆନ୍‌ ପି. ସୁକୁମାରନ୍‌ ପ୍ରତିଦିନ ୧୨ କି.ମି. ଚାଲିଚାଲି ଯାଇ ଲୋକମାନଙ୍କୁ ବହି ଦେଉଛନ୍ତି। ଅତି କମ୍‌ରେ…

ଏଇ ଭାରତରେ

ବିଦ୍ୟୁତ୍‌ ପହଞ୍ଚି ନ ଥିବା ଗାଁର ଲୋକେ ବଲ୍‌ବଟିଏ ଜଳିବା ଦେଖିଲେ କେତେ ଖୁସି ମିିଳେ ତାହା ଅନୁଭବୀ ହିଁ କହିପାରିବେ। ଏମିତି ଏକ ଖୁସିର ମୁହୂର୍ତ୍ତ ଆସିଛି ତାମିଲନାଡୁର ଥୁଥୁକୋଡ଼ି ପାଇଁ। ଧୀବର ବର୍ଗର ଲୋକେ ରହୁଥିବା ଏହି ଗାଁର…

ଏଇ ଭାରତରେ

ନାଁ ଦୀପକ। ବୟସ ୧୯। କିନ୍ତୁ ଦୃଷ୍ଟାନ୍ତଯୋଗ୍ୟ କାର୍ଯ୍ୟ ତାଙ୍କୁ ଭିନ୍ନ ପରିଚୟ ପ୍ରଦାନ କରିଛି। ଲକ୍ଷ୍ନୌ ଜିଲା ହେମି ଗାଁରେ ରହନ୍ତି ଦୀପକ। ମହିଳା ବିରୋଧୀ ହିଂସା ଏବଂ ଭେଦଭାବ ଦୂର କରିବା ପାଇଁ ସେ ଅଭିଯାନ ଚଳାଇଛନ୍ତି। ବ୍ରେକ୍‌…

ଗୁଣ୍ଡା ଗପ

ଡ.କୁଳାଙ୍ଗାର   ସିଏ ସାହିର ଗୋଟେ ଛୋଟକାଟିଆ ବଦମାସ୍‌ ଥିଲା। ଛକରେ ଛିଡ଼ାହୋଇ ଝିଅ ବୋହୂଙ୍କୁ କମେଣ୍ଟ ମାରିବା, ଦୁର୍ଘଟଣା ହେଲେ ମାହାଳିଆ ମାଡ଼ ମାରିବା ଏବଂ ପେଟି ଦୋକାନୀଙ୍କଠାରୁ ମାଗଣାରେ ଚା, ଜଳଖିଆ, ପାନ, ଗୁଟ୍‌ଖା, ବିଡି/ସିଗାରେଟ ଆଦି ଖାଇବା…

କୁବେର ହେବାର ଗଳାବାଟ

ଡ. ଅଜୟ କୁମାର ନନ୍ଦ   ଗଣତନ୍ତ୍ରର ଗରିମାକୁ ଅକ୍ଷୁଣ୍ଣ ରଖିବା ଓ ଏହାର ମହତ୍‌ ଉଦ୍ଦେଶ୍ୟକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବାର ମୁଖ୍ୟ ମାଧ୍ୟମ ହେଉଛି ଶାସନ; ଯାହା ସମ୍ବିଧାନର ଆତ୍ମା କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ଶାସନ କଳଟି…

ସାମ୍ପ୍ରତିକ ସମୟର ବଡ଼ ବିପଦ

ଅନିଲ ବିଶ୍ୱାଳ   ବିଶ୍ୱ ଏବେ ଅନେକ ସମସ୍ୟା ଦେଇ ଗତି କରୁଛି। କରୋନା ମହାମାରୀ, ଆର୍ଥିକ ସଙ୍କଟ, ଗଣତାନ୍ତ୍ରିକ ମୂଲ୍ୟବୋଧରେ ହ୍ରାସ, ଧନୀ-ଗରିବ ତାରତମ୍ୟରେ ବୃଦ୍ଧି, ବିଭିନ୍ନ ଦେଶରେ ଗୃହଯୁଦ୍ଧ, ସାମରିକ ଶାସନ ଆଦି ଏମିତି ଗଣିଲେ ସମସ୍ୟାର ଲମ୍ବା…

ନକାରାତ୍ମକ ସିବିଏସ୍‌ଇ

ନିକଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀର ଟର୍ମ -୧ର ଇଂଲିଶ୍‌ ଭାଷା ପରୀକ୍ଷାରେ ନାରୀ ସ୍ୱାଧୀନତା ବିରୋଧୀ ଏକ ବିଚିତ୍ର ବିଷୟ ପଚରାଯାଇଛି। ସବୁ ଗଣମାଧ୍ୟମରେ କୁହାଯାଇଛି ଯେ, ଏହି ନାରୀ ବିରୋଧୀ ଚିନ୍ତା…

ଏଇ ଭାରତରେ

ମନୋଜ ପଟେଲ ପେସାରେ ଜଣେ କୃଷକ। ମଧ୍ୟପ୍ରଦେଶର ଦେବାସରେ ରହନ୍ତି। କୃଷି ସହ ଜଡ଼ିତ ରହି ମଧ୍ୟ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ବଞ୍ଚାଇପାରିଛନ୍ତି। ଆଖିଠାରୁ ଆରମ୍ଭ କରି କିଡ୍‌ନୀ ଯାଏ ଦାନ କରିବାର ବ୍ୟବସ୍ଥା…

ଆମ ପାଠପଢ଼ା ଓ ଜିଜ୍ଞାସା

ରିତେଶ କୁମାର ଶିଶୁ ଗଛରୁ ସେଓ ଆଗରୁ ବି ପଡୁଥିଲା କିନ୍ତୁ ନିଉଟନ ପ୍ରଥମ ବ୍ୟକ୍ତି ଥିଲେ ପଚାରିବାକୁ କାହିଁକି ପଡ଼ିଲା। ଯଦି ତାଙ୍କ ମନରେ ଏହି ପ୍ରଶ୍ନଟି ଆସି ନ ଥା’ନ୍ତା ତେବେ ଆଜି ହୁଏ ତ ମାଧ୍ୟାକର୍ଷଣ ବଳ…

ବିପନ୍ନ ଗଣତନ୍ତ୍ର ଓ ଉପେକ୍ଷିତ ଜନତା

ଡ. ସିଦ୍ଧାର୍ଥ କାନୁନ୍‌ଗୋ ଆମେ ଜାଣୁ ଆମ ବକ୍ତବ୍ୟରେ ଦେଶର ଦୁଃଖ ଦୂରହେବ ନାହିଁ; ଅଥବା ଲାଞ୍ଚଖୋର ମଣିଷର ପ୍ରବୃତ୍ତି ବନ୍ଦ ହେବ ନାହିଁ।“ – ଏହା ହେଉଛି ସେତେବେଳର ଯୁବ ଓ ପ୍ରଭାବଶାଳୀ କବି କହ୍ନେୟାଲାଲ ଦାସଙ୍କ ରଚିତ କବିତାର…

ବାଇଡେନ୍‌ଙ୍କ ପଦକ୍ଷେପ

ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଦ୍ୱାରା ଭର୍ଚୁଆଲ୍‌ ମାଧ୍ୟମରେ ‘ସମିଟ୍‌ ଫର୍‌ ଡେମୋକ୍ରାସି’ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହାର ୩ଟି ଉଦ୍ଦେଶ୍ୟ ଥିଲା, ଯଥା-ଏକଚ୍ଛତ୍ରବାଦକୁ ପ୍ରତିହତ କରିବା, ଦୁର୍ନୀତି ବିରୋଧରେ ସଂଗ୍ରାମ ଏବଂ ମାନବ ଅଧିକାରକୁ ସମ୍ମାନର ସହ…

ଆମ୍ବ ସ୍ବାଦ ବରକୋଳିରେ ନାହିଁ

ଡିସେମ୍ବର ୧୨ ସକାଳୁ ଖବର ମିଳିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌ ହୋଇଛି। ସେହି ହ୍ୟାକ୍‌ର ଦୁଷ୍ଟ ଲେଖା ଦର୍ଶାଇଲା ଯେ, ସତେ ଯେମିତି ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ବ୍ୟକ୍ତିଗତ ଟୁଇଟର ହ୍ୟାଣ୍ଡ୍‌ଲରେ ଘୋଷଣା କରିଛନ୍ତି, ‘ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?