ଏଇ ଭାରତରେ
ଅତ୍ୟାଧୁନିକ ନିର୍ମାଣ କାର୍ଯ୍ୟ ଯୋଗୁ ଭାରତରେ ୩୦% ବାୟୁ ପ୍ରଦୂଷଣ ହେଉଥିତ୍ବାରୁ ଏଥିରେ ସୁଧାର ଆଣିବା ପାଇଁ କର୍ନାଟକର ‘ଶୂନ୍ୟତା ଇକୋ ହୋଟେଲ’ ନୂଆ ବାଟ ଦେଖାଇଛି। ଏହାର ମାଲିକ ହେଉଛନ୍ତି ୪୩ ବର୍ଷୀୟ ଲୋକେଶ ଗୁଞ୍ଜୁଗନୁର । କର୍ନାଟକର ଚିକ୍ମାଗାଲୁରରେ…
ବିଚରା ବାବାମାନେ
ଡ. କୁଳାଙ୍ଗାର ଜଗତର କଲ୍ୟାଣ ପାଇଁ ବାବାମାନେ ବା ହେବା ଓ ବାପା ହେବା ପ୍ରଥାକୁ ପରିତ୍ୟାଗ କରି ସାଧନାରେ ବ୍ରତୀ ହୁଅନ୍ତି ବୋଲି ଦାବି କରିଥାଆନ୍ତି। କିନ୍ତୁ ହାୟ, ବାବାଙ୍କ ଜଗତରେ କଲ୍ୟାଣ ଅପେକ୍ଷା ସାଧନାମାନଙ୍କର ଅଧିକ ପ୍ରବେଶ ଥାଏ…
ତଥାପି ତିନି ବର୍ଷ ପଛରେ
ଡ. ସନ୍ତୋଷ କୁମାର ମହାପାତ୍ର ସମ୍ପ୍ରତି ୨୦୨୧-୨୨ ଆର୍ଥିକବର୍ଷର ପ୍ରଥମ ତ୍ରୈମାସିକରେ (ଏପ୍ରିଲ୍-ଜୁନ୍ ୨୦୨୧) ମୋଟ ଘରୋଇ ଉତ୍ପାଦ(ଜିଡିପି) ୨୦.୧% ବୃଦ୍ଧି ପାଇଛି; ଯାହାକୁ ନେଇ ଆର୍ଥିକ ସୁଧାର ହୋଇଛି ବୋଲି ପ୍ରଚାର କରାଯାଉଛି। ସରକାର ବାହାବା ନେବାକୁ ଚେଷ୍ଟା କରୁଛନ୍ତି।…
ଖେଳ ସରିନାହିଁ
୧୯୮୬ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପଙ୍କଜ କୁମାରଙ୍କୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ପାଇଛି ଗୁଜରାଟ। କିନ୍ତୁ କୁମାରଙ୍କ ପୂର୍ବରୁ ମୁଖ୍ୟ ଶାସନ ସଚିବ ଥିବା ଅନିଲ ଗୋପିଶଙ୍କର ମୁକିମ୍ଙ୍କୁ ନଇ ବାବୁ ପରିସରରେ ବହୁ ଉକତ୍ଣ୍ଠା ପ୍ରକାଶ ପାଇଛି।…
ଏଇ ଭାରତରେ
ପାଇଖାନା ନିର୍ମାଣ ହୋଇଛି ୫୦୦ ଏବଂ ୧ ଲିଟର ବିଶିଷ୍ଟ ୮,୦୦୦ରୁ ଅଧିକ ଅଦରକାରୀ ପ୍ଲାଷ୍ଟିକ ବୋତଲରେ। ଏହା ବିଶ୍ୱାସ କରିହେଉ ନ ଥିଲେ ବି ସତ। ଆସାମର ଆଇଏଏସ୍ ଅଧିତ୍କାରୀ ଲକ୍ଷ୍ମୀପ୍ରିୟା ଏମ.ଏସ୍ ଏମିତି ପାଇଖାନା ନିର୍ମାଣ କରି ଉଦାହରଣ…
କୋଭିଡ୍ ସମୟରେ ପୋଷଣ ଓ ସ୍ବାସ୍ଥ୍ୟ
ଶୁଭନାରାୟଣ ଶତପଥୀ ଆମେ ସମସ୍ତେ ସବୁବେଳେ ସୁସ୍ଥ ରହିବାକୁ ଚାହିଁଥାଉ। ଏହି ସୁସ୍ଥ ସ୍ବାସ୍ଥ୍ୟ ହିଁ ଆମକୁ ପୋଷଣରୁ ମିଳିଥାଏ; ଯାହା ଖାଦ୍ୟରେ ଥିବା ପୋଷକତତ୍ତ୍ୱ ଯଥା- ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଫ୍ୟାଟ୍, ଭିଟାମିନ୍, ମିନେରାଲରୁ ମିଳିଥାଏ। ସନ୍ତୁଳିତ ଖାଦ୍ୟ ହିଁ ଏକ…
ଆଇସିସି ଓ ପରିବେଶଗତ ଅପରାଧ
କାଟେ ମ୍ୟାକିନ୍ଟୋସ, ଜୋଜୋ ମେହେଟା ବନ୍ୟା, ବନାଗ୍ନି, ଅତ୍ୟଧିକ ତାପମାତ୍ରା ବୃଦ୍ଧି ଏବଂ ଜୀବବାହିତ ସଂକ୍ରାମକ ରୋଗ ମୁଖ୍ୟତଃ ଜଳବାୟୁ ଏବଂ ଜୈବମଣ୍ଡଳୀୟ ସଙ୍କଟ ସୃଷ୍ଟି କରୁଛି। ଏଭଳି ସଙ୍କଟକୁ ଅଣଦେଖା କରିବା ଉଚିତ ନୁହେଁ। ଆମ ପରିବେଶର ଗୁରୁତର କ୍ଷତି…
ଅଭିଶପ୍ତ ଦେବତା
ନିମାଇଁ ଚରଣ ଲେଙ୍କା ଆମର ତିନିମାତା ଅଛନ୍ତି। ୧ମରେ ଜନ୍ମଦାତ୍ରୀ ମାତା, ୨ୟରେ ମାତୃଗର୍ଭରୁ ଭୂମିଷ୍ଠ ହେଲାପରେ ଆମକୁ କୋଳେଇ ନେଉଥିବା ଧରିତ୍ରୀମାତା ଓ ୩ୟରେ ମାତୃସ୍ତନ୍ୟପାନ ଅଭାବରେ ଆମ ମୁଖରେ ଅମୃତ(କ୍ଷୀର)ଦେଉଥିବା ଗୋ’ମାତା। ଆର୍ଯ୍ୟସଂସ୍କୃତି ଓ ଶାସ୍ତ୍ରାନୁସାରେ, ଗୋ’ମାତାଙ୍କ ଶରୀରରେ…
ଆଫଗାନ୍ଙ୍କ ସୁରକ୍ଷା ନାଟୋର ଦାୟିତ୍ୱ
ଏଦି ରାମା ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ୟୁରୋପୀୟ ଇହୁଦୀମାନଙ୍କ ପତନ ବା ବିନାଶକୁ ଲକ୍ଷ୍ୟ କଲେ ଆଲ୍ବାନିଆର ବୀରତ୍ୱ ଗାଥା ସ୍ପଷ୍ଟ ପ୍ରତୀୟମାନ ହୁଏ। ଏହା ଏକମାତ୍ର ବୀରତ୍ୱ ନୁହେଁ, ଏହାବାଦ୍ ଆଲ୍ବାନିଆର ଇତିହାସରେ ବୀରତ୍ୱର ଆଉ କିଛି ସମୃଦ୍ଧ ପୃଷ୍ଠା ମଧ୍ୟ…
ଭଲ ମଣିଷ ମିଳିବା କଷ୍ଟ
ଉମାଶଙ୍କର ପ୍ରସାଦ ଆଜିର ସମାଜରେ ତଥାକଥିତ ବଡ଼ ମଣିଷମାନଙ୍କର ସଂଖ୍ୟା ସେମାନଙ୍କ ଭୂମିକା ଅନୁଯାୟୀ ବଢ଼ି ବଢ଼ି ଚାଲିଥିବା ବେଳେ ବାସ୍ତବ ‘ଭଲମଣିଷ’ମାନଙ୍କର ସଂଖ୍ୟା ସେହି ବହୁଚର୍ଚ୍ଚିତ ସନ୍ଥ ଦାର୍ଶନିକ ଦାଓଜେନଙ୍କ ଦିନ ଦ୍ୱିପ୍ରହରରେ ଲଣ୍ଠନ ଜାଳି ଭଲ ମଣିଷଟିଏ ଖୋଜୁଥିବା…
ଧୀର ଜହର
ଡ. ଅଜୟ କୁମାର ପାତ୍ର ଜ୍ଞାନୀମାନେ ଜଳକୁ ‘ସାର୍ବଜନୀନ’ବୋଲି କହିଥାଆନ୍ତି। କାରଣ ପୃଥିବୀର ଆୟତନରୁ ଜଳଭାଗ ପ୍ରାୟ ସତୁରି ପ୍ରତିଶତ ଅଧିକାର କରିଛି। ସେମିତି ଆମ ଶରୀର କୋଷରେ ସତୁରି ପ୍ରତିଶତରୁ ଅଧିକ ଭାଗ ଜଳ। ଜଳ ହିଁ ଜୀବଜଗତର ଜୀବନକୁ…
ଏଇ ଭାରତରେ
ପ୍ରତିଦିନ ପାଖାପାଖି ୪୦୦ ଲୋକଙ୍କୁ ୫ ଟଙ୍କାରେ ମିଲ୍ ଯୋଗାଇ ଦେଉଛନ୍ତି ତାମିଲନାଡୁର ତ୍ରିଚିର ବାସିନ୍ଦା ଚନ୍ଦ୍ରଶେଖର। ସେ ଓ୍ବେଲ୍ଡର ଭାବେ କାମ କରନ୍ତି। ଏଥିରୁ ଯାହା ଆୟ କରୁଛନ୍ତି ସେଥିରେ ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି। ଏଥିପାଇଁ ସେ ଅଗଷ୍ଟ…
Archives


