ସମ୍ପାଦକୀୟ

ବନ ଗହନ ଗାଥା

ରାଧାମୋହନ ମହାପାତ୍ର   ଯଦି ଜନ୍ମ ସତ୍ୟ, ମୃତ୍ୟୁ ଯେତେ ନିଦାରୁଣ ହେଲେ ବି ଧ୍ରୁବ ସତ୍ୟ। ଏଇ ଜନ୍ମ ମୃତ୍ୟୁ ସହିତ ବନ ଖୁବ୍‌ ଭାବେ ଜଡ଼ିତ। ମଣିଷ ଯେତେବେଳେ ଜନ୍ମ ନିଏ ଏକ ନିଷ୍ପାପ ନିର୍ଭରଶୀଳ ଶିଶୁଟିଏ ହୋଇ…

ଛୁଇଁବା ନାହିଁ ତ କି ଶୁଶ୍ରୂଷା

ସହଦେବ ସାହୁ   କରୋନା ଭାଇରସ ମଣିଷଠୁ ମଣିଷକୁ ସଂକ୍ରମଣ କରୁଥିବାରୁ ଏହାକୁ ରୋକିବାର ମୁଖ୍ୟ ଉପାୟ ଭିତରେ ଅନ୍ୟତମ ହେଉଛି ସଙ୍ଗରୋଧ ବା ସୋସିଆଲ୍‌ ଡିଷ୍ଟାନ୍ସିଂ। ଏ ଉପାୟ ସମ୍ବନ୍ଧରେ ସଚେତନ ନ ଥିବା ଲୋକଙ୍କ ପାଇଁ ଯିବାଆସିବା ବନ୍ଦ…

ବିବେକର ମୃତ୍ୟୁ

ଫାଦର ଷ୍ଟାନ୍‌ ସ୍ୱାମୀଙ୍କର ୫ ଜୁଲାଇରେ ମୁମ୍ବାଇର ହୋଲି ଫାମିଲି ହସ୍ପିଟାଲରେ ପରଲୋକ ଘଟିଯାଇଛି। ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଜଣେ ବ୍ୟକ୍ତିଙ୍କ ସ୍ବାଭାବିକ ମୃତ୍ୟୁ ଘଟିଲା ଭଳି ଖବର ଲେଖା ନ ଯାଇ ଦେଶବ୍ୟାପୀ ଗଣମାଧ୍ୟମରେ ଯେଭଳି ବର୍ଣ୍ଣନା…

ଏଇ ଭାରତରେ

ବନବିଭାଗର ଜଣେ ଉଚ୍ଚ ପଦାଧିକାରୀଙ୍କ ନିଷ୍ଠାପର କାର୍ଯ୍ୟ କିଭଳି ପରିବେଶ ଓ ଜୀବଜଗତ ଲାଗି ଉପଯୋଗୀ ହୋଇପାରେ ତାହାର ଉଦାହରଣ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ। ରୁଦ୍ରପ୍ରୟାଗରେ ଡିଏଫ୍‌ଓ ଭାବେ କାର୍ଯ୍ୟରତ ଆଇଏଫ୍‌ଏସ୍‌ ଅଧିକାରୀ ବୈଭବ ସିଂ ବର୍ଷାଜଳ ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ…

କୋଭିଡ୍‌ ପରିଚାଳନା ଓ ଅଦାଲତ

ରବିନାରାୟଣ ସାମଲ କରୋନା ମହାମାରୀର ଦ୍ୱିତୀୟ ଲହରରେ ଗୋଟିଏ ଗୋଟିଏ ପରିବାର ଉଜୁଡ଼ି ଗଲା। ସାଧାରଣ ଜନତା ଅସହାୟ ହୋଇପଡ଼ିଲେ। କେଉଁଠି ଅକ୍ସିଜେନ୍‌ ଅଭାବରୁ ରୋଗୀର ପ୍ରାଣ ଗଲା ତ ଆଉ କେଉଁଠି ଉପଯୁକ୍ତ ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁମୁଖରେ ପଡ଼ିଲା।…

ଦର ବୃଦ୍ଧି ବନାମ ବିକାଶ

ଗୋପାଳ ଚନ୍ଦ୍ର ନାଥ ଭାରତ ସ୍ବାଧୀନ ହେଲା ପରଠାରୁ ଦେଶର ସମ୍ବଳ ଓ ଦକ୍ଷତାକୁ ନେଇ ସରକାର ବିଭିନ୍ନ ପଦକ୍ଷେପ ଜରିଆରେ ବିକାଶ ପାଇଁ ଉଦ୍ୟମ କରିଆସୁଛନ୍ତି। ସ୍ବାଧୀନ ସମୟରେ ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ସୀମିତ ଥିଲା। ଦେଶରେ ଦାରିଦ୍ର୍ୟ ଏକ…

ଘାଜିଆବାଦରୁ ବାଣୀ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭଗଓ୍ବତ ୪ ଜୁଲାଇରେ ଘାଜିଆବାଦର ମଓ୍ବେର ପ୍ରତିଷ୍ଠାନରେ ଖ୍ବାଜା ଇଫ୍‌ତିକାର ଅହମ୍ମଦଙ୍କ ପୁସ୍ତକ ‘ମିଟିଂ ଅଫ୍‌ ମାଇଣ୍ଡ୍‌ସ’ ଉନ୍ମୋଚନ କରିବା ଅବସରରେ କହିଛନ୍ତି ଯେ, ଧର୍ମ ନାମରେ ଯେଉଁମାନେ ହିଂସାତ୍ମକ କାଣ୍ଡ…

ଅଣଦେଖା କରନି

ବାସହୀନ ଲୋକଙ୍କୁ ସରକାର ସବୁକିଛି ମାଗଣାରେ ଯୋଗାଇପାରିବେ ନାହିଁ। ସେମାନେ ଦେଶ ପାଇଁ କିଛି କରିବା ଉଚିତ ବୋଲି ବମ୍ବେ ହାଇକୋର୍ଟ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ର ଶୁଣାଣି କରି ଏହା କହିଛନ୍ତି । ବ୍ରିହାନ୍‌ ମୁମ୍ବାଇ ମହାନଗର ନିଗମରେ ରହୁଥିବା…

ହନୁ କହିବାକୁ ଥିବା ସତକଥା

ଡ. ନିଖିଳାନନ୍ଦ ପାଣିଗ୍ରାହୀ ରୋଗରେ ଶଯ୍ୟାଶାୟୀ ଜଣେ ବ୍ୟକ୍ତିର ମନୋଭାବ କ’ଣ ହୋଇପାରେ, ଏହି ସମ୍ପର୍କରେ ଧାରଣା ପାଇଁ ଆମେ ନିମ୍ନ ଉଦ୍ଧୃତାଂଶଟି ପ୍ରତି ଦୃଷ୍ଟିଦେଇ ପାରୁ।”ଦିନେ ମୁଁ କାମନାର କାଗଜ-ବୋଇତ ନିର୍ମାଣ କରି ଅପାର ପାରାବାର ବକ୍ଷରେ ଆହୁଲା ବାହି…

ଆନନ୍ଦ ବଜାର ଓ ମହାପ୍ରସାଦ

ଡ. ପ୍ରମୋଦ କୁମାର ପଣ୍ଡା ପୁରୀ ଜଗନ୍ନାଥ ଧାମ ବା ପୁରୁଷୋତ୍ତମ ଧାମ ହିନ୍ଦୁମାନଙ୍କର ୪ ମୁଖ୍ୟ ଧାମ ମଧ୍ୟରୁ ଅନ୍ୟତମ। ଅନ୍ୟ ତିନୋଟି ମୁଖ୍ୟ ଧାମ ହେଲା ବଦ୍ରିକା ଧାମ, ଦ୍ୱାରକା ଧାମ ଓ ରାମେଶ୍ୱର । ଶାସ୍ତ୍ର ବିଧି…

ଏଇ ଭାରତରେ

କୋଭିଡ୍‌ ମହାମାରୀରେ ଚାକିରି ହରାଇ ସେବାକୁ ବ୍ରତ ଭାବେ ଗ୍ରହଣ କରିଛନ୍ତି ପୁଣେର ଅନିତା ଗୋସାଭି। ସେ ପୁଣେ, ନାସିକ ଏବଂ ଲାଟୁର ଅଞ୍ଚଳରେ ଆମ୍ବୁଲାନ୍ସ ସେବା ଆରମ୍ଭ କରି କୋଭିଡ୍‌ ପୀଡ଼ିତଙ୍କୁ ହସ୍ପିଟାଲ ନେବା ଆଣିବା କରୁଛନ୍ତି। ୪୧ ବର୍ଷୀୟା…

କିଛି ଦେଖି ପାରୁନାହୁଁ

ଆକାର ପଟେଲ ଆମେରିକାରେ ସ୍ତମ୍ଭ ଲେଖିବା ପାଣ୍ଡିତ୍ୟ କାମ ବୋଲି କୁହାଯାଏ। ଆମେରିକୀୟଙ୍କ ଅନୁସାରେ ପଣ୍ଡିତ କହିଲେ କୌଣସି ନିର୍ଦ୍ଦିଷ୍ଟ ବିଷୟ କିମ୍ବା କ୍ଷେତ୍ରରେ ଜଣେ ବିଶେଷଜ୍ଞକୁ ବୁଝାଏ, ଯିଏ ଲଗାତର ଜନସାଧାରଣଙ୍କ ପାଖରେ ତାଙ୍କ ମତାମତ ଉପସ୍ଥାପନ କରିଥାଆନ୍ତି। ବାସ୍ତବରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri