ସମ୍ପାଦକୀୟ

ଏଇ ଭାରତରେ

ଶୁଷ୍କ ଜମିକୁ ଶସ୍ୟଶ୍ୟାମଳା କରିବାରେ ଜଣେ ମହିଳା କୃଷି ଶ୍ରମିକଙ୍କ ପ୍ରୟାସ ଏକ ଉଦାହରଣ ସୃଷ୍ଟି କରିଛି। ପଶ୍ଚିମବଙ୍ଗର ମରୁଡ଼ି ପ୍ରପୀଡ଼ିତ ଝାରଗ୍ରାମ ଅଞ୍ଚଳର ଧୋବଖୁରିଆ ଗାଁର ଲୀଳାବତୀ ମହାତାଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। । ସାଧାରଣତଃ ମହିଳାମାନେ ଏସ୍‌ଏଚ୍‌ଜି…

କେବଳ ସହିବା, କହିବା ନାହିଁ

ବିଚିତ୍ର ବିଶ୍ୱାଳ ବର୍ତ୍ତମାନ ଦରଦାମ୍‌ ବୃଦ୍ଧି ତଥା ମହଙ୍ଗା ଯେତିକି ବାଧୁଛି ତା’ଠାରୁ ଅଧିକ ବାଧୁଛି ମହଙ୍ଗା ସପକ୍ଷରେ ଚାଲୁଥିବା ମୋଦି ଭକ୍ତମାନଙ୍କ ବିତଣ୍ଡା ଯୁକ୍ତି। ଦରଦାମ୍‌ ବୃଦ୍ଧିକୁ ସମ୍ଭାଳିବା ପାଇଁ ଯେତିକି ସାହସ ଓ ଶକ୍ତି ଦରକାର ଦରଦାମ୍‌ ବୃଦ୍ଧି…

ଦକ୍ଷିଣପୂର୍ବ ଏସିଆ ଓ ପ୍ରବାସୀ ଶ୍ରମିକ

ଏମ୍‌.ନିଆଜ ଅସଦୁଲ୍ଲା କୋଭିଡ୍‌-୧୯ ମହାମାରୀ ବିଶ୍ୱ ଅର୍ଥନୀତିକୁ ମାନ୍ଦା କରିଦେଇଛି। ସବୁଆଡ଼େ ଶ୍ରମ ବଜାର ଛାର୍‌ଖାର ହୋଇଯାଇଛି । ଏହାଯୋଗୁ ବିଶ୍ୱରେ ଶ୍ରମ ଶକ୍ତିର ଅଭାବ ମଧ୍ୟ ପରିଲକ୍ଷିତ ହୋଇଛି। ମହାମାରୀର ପ୍ରାରମ୍ଭିକ ମାସଗୁଡ଼ିକରେ ଦିଲ୍ଲୀ ଓ ଢାକା ଭଳି ଅନ୍ୟ…

ବୃହତ୍ତମ ଓ କ୍ଷୁଦ୍ରତମ

ନିମାଇଁ ଚରଣ ଲେଙ୍କା ସଂସାରରେ ବୃହତ୍ତମ ଓ କ୍ଷୁଦ୍ରତମର କୌଣସି ସୀମାନାହିଁ। ସବୁଠାରୁ ବଡ଼ ଭାବୁଥିବା ବ୍ୟକ୍ତିଠାରୁ ଆହୁରି ବଡ଼ ଅଛନ୍ତି ଓ ସବୁଠାରୁ ଛୋଟ ଭାବୁଥିବା ବ୍ୟକ୍ତିଠାରୁ ଆହୁରି ଛୋଟ ଅଛନ୍ତି। ପ୍ରକୃତରେ ନିଜକୁ ସବୁଠାର ୁବଡ଼ ବା ମହାନ୍‌…

ଏଇ ଭାରତରେ

ଭାରତ-ଚାଇନା-ତିବ୍ବତ- ସୀମାକୁ ଲାଗି ରହିଥିବା ଚମେଲି ଜିଲା(ଉତ୍ତରାଖଣ୍ଡ)ର ସବାଡ଼ ଗାଁର ଗ୍ରାମବାସୀଙ୍କ ଦେଶ ସେବା ମନୋଭାବ ଖୁବ୍‌ ନିଆରା। ଏହି ଗାଁରେ ଏବେ ୧୪୦୦ ଲୋକ ରହୁଛନ୍ତି। ଚମେଲି ଜିଲା ମୁଖ୍ୟାଳୟଠାରୁ ୧୧୨ କି.ମି. ଦୂର ଦେବାଲ ବ୍ଲକ୍‌ର ସବାଡ ଗାଁ…

ଅନିଦ୍ରାରୁ ଚିନ୍ତା, ଚିନ୍ତାରୁ ଅନିଦ୍ରା

ଡା. ସମ୍ରାଟ୍‌ କର   ଆଜିର ସହରୀ ଜୀବନ ବିଷୟରେ ଲେଖିବାକୁ ବସିଲେ ଅନେକ କଥା ମନକୁ ଆସେ। ଗମନାଗମନରେ ଅସୁବିଧା, ଅନିଶ୍ଚିତତା, ଦୀର୍ଘସମୟର ଟ୍ରାଫିକ ଜାମ୍‌, ଶବ୍ଦ ଓ ବାୟୁ ପ୍ରଦୂଷଣ, ଶିକ୍ଷାନୁଷ୍ଠାନ ଓ କର୍ମକ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା, ଜନାକୀର୍ଣ୍ଣ…

ଦେଶରୁ ଊର୍ଦ୍ଧ୍ୱ

ଆଜିର ଦିବସରେ ‘ଧରିତ୍ରୀ’ ତା’ର ୪୭ ବର୍ଷ ପୂରଣ କରି ୪୮ତମ ବର୍ଷରେ ପଦାର୍ପଣ କରୁଛି। ଆଜି ହେଉଛି ଯୋଗୀ ଶ୍ରୀଅରବିନ୍ଦଙ୍କ ସମାଧି ଦିବସ। ଗତ ୪୭ ବର୍ଷ ମଧ୍ୟରେ ଧରିତ୍ରୀ ନିଷ୍ଠାର ସହ ରାଜ୍ୟ, ଦେଶ ଓ ପୃଥିବୀର ଘଟଣାଗୁଡ଼ିକୁ…

ଏଇ ଭାରତରେ

ଅନ୍ୟର ଦୁଃଖ ବୁଝିଲେ ନିଜ ଦୁଃଖ କମିଯାଏ। ଅନ୍ୟର ସେବା କଲେ ଦୁର୍ବଳତା ଓ ପୀଡ଼ା ବିରୋଧରେ ଲଢ଼ିବାକୁ ଶକ୍ତି ମିଳେ। ଜୁନାଗଡ଼ର ଏମିତି ଦୁଇ ଭଉଣୀ ନିଜ ଯନ୍ତ୍ରଣାକୁ ଭୁଲି ୧୦ ବର୍ଷ ଧରି ମାନସିକ ସ୍ତରରେ ଦୁର୍ବଳ ଥିବା…

ଏକ ବିରଳ ବ୍ୟକ୍ତିତ୍ୱ

ଡ. ଶୁଭ୍ରାଂଶୁ ପଟ୍ଟନାୟକ ୧୨୦ ବର୍ଷ ତଳେ ଏହି ମାଟିରେ ଜନ୍ମ ନେଇଥିଲେ ଜଣେ ଋଷି ଜନକ ଯୋଗନିଷ୍ଠ ମହାନ୍‌ ନବକୃଷ୍ଣ ଚୌଧୁରୀ (ବାପି)। ଆମେ ଜାଣୁ ଋଷି ଜନକ ଏକାଧାରରେ ରାଜା ଓ ଋଷି ଥିଲେ। କିନ୍ତୁ ଆମେ ଜାଣିବାରେ…

ଚାଷୀଙ୍କ ମୃତ୍ୟୁ ପାଇଁ ଦାୟୀ କିଏ

ଡ. ସନ୍ତୋଷ କୁମାର ମହାପାତ୍ର ନିକଟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି ୩ଟି କୃଷି ଆଇନ ପ୍ରତ୍ୟାହାର କରାଗଲା ବୋଲି ଘୋଷଣା କରିଛନ୍ତି। ସାମ୍ବିଧାନିକ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ ବୋଲି ଆଶ୍ୱାସନା ଦେବା ସହିତ ଆନ୍ଦୋଳନ ଛାଡ଼ି ଘରକୁ ଯିବାକୁ ଚାଷୀଙ୍କୁ…

ଝିଅଙ୍କ ପାଠ

କୋଭିଡ୍‌-୧୯କୁ ଦୁଇବର୍ଷ ପୂରିବାକୁ ଯାଉଥିବା ବେଳେ ବିଶ୍ୱସାରା ଛାତ୍ରୀଛାତ୍ରଙ୍କ ପାଠପଢ଼ା ଘୋର ପ୍ରଭାବିତ ହୋଇଛି। ଅନ୍‌ଲାଇନ୍‌ ଶିକ୍ଷା ଯଦିଓ ମହାମାରୀ ସମୟରେ ଭାରସାଯୋଗ୍ୟ ମାଧ୍ୟମ ହୋଇପାରିଛି, ତଥାପି ଏହା କୌଣସି ଭାବେ ଶ୍ରେଣୀକକ୍ଷ ପଢ଼ା ସହ ସମକକ୍ଷ ନୁହେଁ ବୋଲି ସମସ୍ତେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri