ସମ୍ପାଦକୀୟ

ଅବିଶ୍ୱସନୀୟ ଅମଲାତନ୍ତ୍ରୀ

ସବୁ ଗଣତାନ୍ତ୍ରିକ ଦେଶରେ ସରକାରୀ ବ୍ୟବସ୍ଥା ଚାଲିବା ପାଇଁ କେତେକ ମୂଳଦୁଆ ପଡ଼ିଥାଏ। ସର୍ବୋଚ୍ଚରେ ପାର୍ଲାମେଣ୍ଟ ଅର୍ଥାତ୍‌ ବିଧାନପାଳିକା ଥିବାବେଳେ ନ୍ୟାୟପାଳିକା, କାର୍ଯ୍ୟପାଳିକା ବା ଅମଲାତନ୍ତ୍ର ଏବଂ ଅଣଆନୁଷ୍ଠାନିକ ଭାବେ ଗଣମାଧ୍ୟମକୁ ହିସାବ କରାଯାଏ। ଭାରତୀୟ ସମ୍ବିଧାନରେ ମଧ୍ୟ ସେହିଭଳି ପଦ୍ଧତି…

ଯେତେ ବୁଦ୍ଧି, ସେତେ ବିଭ୍ରାଟ

ରଞ୍ଜନ କୁମାର ଦାସ ମଣିଷ ଯେତେବେଳେ ଆଦିମ ଥିଲା ସେ ଖୁବ୍‌ ନିଶ୍ଚିନ୍ତରେ, ନିରାଡ଼ମ୍ବର ଭାବେ ଓ ନିରୁଦ୍‌ବିଗ୍ନ ଭାବେ ତା’ର ଜୀବନ ଜିଉଁଥିଲା। ଯେଉଁଠି ଯାହା ପାଉଥିଲା ଖାଇ ଦେଉଥିଲା। ଯେଉଁଠି ହାଲିଆ ଲାଗୁଥିଲା ନିଦରେ ଶୋଇ ପଡ଼ୁଥିଲା। ନା…

ମାଛ ତ ଏତେ, ଶୁଖୁଆ କେତେ

ପୁଷ୍ପାରାଣୀ ମିଶ୍ର ସୃଷ୍ଟିର ଅୟମାରମ୍ଭରୁ ମାନବ ସମାଜଟିଏ ଗଢ଼ି ବଞ୍ଚିବା ଶିଖିଛି, ହିଂସ୍ରଜନ୍ତୁଙ୍କ ଭୟରେ ଗିରିକନ୍ଦରରେ ମଧ୍ୟ ଦଳଗତ ଜୀବନ ବିତାଇଛି। ତେଣୁ ଭଲ ଫଳ ମୂଳଟିଏ ପାଇଲେ ତାକୁ ପରିବାର ପରିଜନଙ୍କ ସହିତ ବାଣ୍ଟିଖାଇବା ହେଲା ତା’ର ଏକ ଆଦିମ…

ଏଇ ଭାରତରେ

ଗୋଷ୍ଠୀଗତ ପ୍ରୟାସ କିଭଳି ଭୋକିଲାଙ୍କ ପେଟ ଭରିପାରେ ତାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ପୁଣେରେ। ସ୍ନେହାଜ ଚଓ୍ବାଲଙ୍କ ନେତୃତ୍ୱରେ ତାଙ୍କର ୬ ଜଣ ସାଙ୍ଗ ପୁଣେରେ ୨ଟି କମ୍ୟୁନିଟ୍‌ କିଚେନ ଚଳାଉଛନ୍ତି। ଏଠାରେ ପ୍ରତିଦିନ ସହରର ୪୦୦ ଭୋକିଲା ଲୋକଙ୍କୁ ଖାଇବାକୁ…

ସଂସ୍କାର ନୁହେଁ, ସମସ୍ୟା

ଆକାର ପଟେଲ କୃଷି ଆଇନଗୁଡ଼ିକୁ ପ୍ରତ୍ୟାହାର କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଦୁଇ ଗୋଷ୍ଠୀର ଲୋକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ। ପ୍ରଥମ ଗୋଷ୍ଠୀରେ ରହିଛନ୍ତି ବର୍ଷେରୁ ଅଧିକ ସମୟ ଧରି କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ପଞ୍ଜାବ,…

ଆଇନ କୂଟନୀତିଜ୍ଞ

ଜାତିସଂଘ ସାଧାରଣ ସଭା ଦ୍ୱାରା ୧୯୪୭ରେ ଅନ୍ତର୍ଜାତୀୟ ଆଇନ କମିଶନ (ଆଇଏଲ୍‌ସି) ଗଠନ କରାଯାଇଥିଲା। ଅନ୍ତର୍ଜାତୀୟ ଆଇନର ପ୍ରଗତିଶୀଳ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ ଏହା କାର୍ଯ୍ୟ କରିଆସୁଛି। ଏବର କାର୍ଯ୍ୟକ୍ରମ ଦେଖିଲେ ଏହା ବିଭିନ୍ନ ପ୍ରକାର ଚୁକ୍ତି, ପରିବେଶ ଓ…

ମତ୍ସ୍ୟ ସମ୍ପଦ ଅଭିବୃଦ୍ଧି

ପ୍ରକାଶ ତ୍ରିପାଠୀ ପୃଥିବୀରେ ଜୀବନ ସର୍ଜନା ଆରମ୍ଭରୁ ମତ୍ସ୍ୟ ସମ୍ପଦର ଉପସ୍ଥିତିକୁ ଉଭୟ ଜୀବ ବିଜ୍ଞାନୀ ଓ ଭଗବଦ୍‌ବିଶ୍ୱାସୀମାନେ ଗ୍ରହଣ କରନ୍ତି। ମାଛ ଏକ ସୁଷମ, ପୁଷ୍ଟିକର, ସହଜ ଉପଲବ୍ଧ ଓ ସ୍ବାଦଯୁକ୍ତ ହୋଇଥିବାରୁ ଏବେ ବିଶ୍ୱରେ ମାଛ ଖାଉଥିବା ଲୋକଙ୍କ…

ଏଇ ଭାରତରେ

ମଲିହାବାଦ୍‌ର ଏକ ଆମ୍ବବଗିଚା ଦେଇ ସକାଳେ କିମ୍ବା ସନ୍ଧ୍ୟାବେଳେ ଯିବା ସମୟରେ ବକ୍ସରଙ୍କ ପଞ୍ଚିଂ ଶବ୍ଦ ଶୁଣିପାରିବେ। ଏହି ବଗିଚାର ମାଲିକ ହେଉଛନ୍ତି ମହମ୍ମଦ ସୈଫ ଖାନ୍‌ । ପେସାରେ ସେ ଜଣେ ଆମ୍ବଚାଷୀ ଓ ଭଲ ବକ୍ସର। ଏବେ ସୈଫଙ୍କ…

ଏଇ ଭାରତରେ

ମରୁଡ଼ିମୁକ୍ତ ଗାଁର ସ୍ବପ୍ନ ସାକାର କରୁଛନ୍ତି ରାହୁଲ ବକାରେ। ପୁଣେ ବାସିନ୍ଦା ରାହୁଲ ଏକ ନୂଆ ମେଶିନ ‘ବୋର୍‌ ଚାର୍ଜର’ ନିର୍ମାଣ କରିଛନ୍ତି ଓ ଏହା ଭୂତଳ ଜଳ ସ୍ତର ବୃଦ୍ଧି କରୁଛି। ଫଳରେ ବିଭିନ୍ନ ଅଞ୍ଚଳରେ ବୋର୍‌ଓ୍ବେଲରୁ ପର୍ଯ୍ୟାପ୍ତ ପାଣି…

ନୈତିକ ଶିକ୍ଷାର ଆବଶ୍ୟକତା

ଅନୁଲିପ୍ତା ମିଶ୍ର ଶିକ୍ଷା ସମାଜର ମାନଦଣ୍ଡ। ସମାଜକୁ ଉନ୍ନତ, ମହତ ଓ ପ୍ରଗତିଶୀଳ କରିବାରେ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଜୀବନକୁ ସୁସ୍ଥ, ସୁନ୍ଦର କରି ଗଢ଼ିତୋଳିବା ପାଇଁ ଶିକ୍ଷା ହିଁ ପଥପ୍ରଦର୍ଶକ ସାଜିଥାଏ। ଦେଶ ଓ ଜାତିର ସାମୂହିକ…

ଅସତ୍ୟର ଗହୀର ଚେର

ବିମଳ ପାଣ୍ଡିଆ ଭାରତର ଅନେକ ଲୋକ ‘ନାଇକା’ ବୋଲି ଗୋଟେ କମ୍ପାନୀ ଅଛି ଜାଣି ନ ଥିବେ। କମ୍ପାନୀଟି ସୌନ୍ଦର୍ଯ୍ୟ ଓ ପ୍ରସାଧନ ସାମଗ୍ରୀ ବିକେ। ନିଜେ ତିଆରି କରେ ନାହିଁ, ଅନ୍ୟମାନଙ୍କର ପ୍ରସ୍ତୁତ ସାମଗ୍ରୀ ବିକେ। ଅନ୍ୟ ଭାବରେ କହିଲେ,…

ଗୁଜରାଟୀ ଷ୍ଟାଇଲ୍‌

ପ୍ରତିରକ୍ଷା ଉତ୍ପାଦନ ସଚିବ ରାଜ କୁମାର ସମୟ ପୂର୍ବରୁ ତାଙ୍କ ମୂଳ ଗୁଜରାଟ କ୍ୟାଡର୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲଙ୍କ ଅନୁରୋଧ କ୍ରମେ ଏହା କରାଯାଇଥିବା ଜଣାପଡ଼ିଛି। କିନ୍ତୁ ଗୁଞ୍ଜରଣ ଉଠୁଛି, ୧୯୮୭ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀଙ୍କୁ ସମ୍ଭବତଃ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri