ସମ୍ପାଦକୀୟ

ଏଇ ଭାରତରେ

ଶିକ୍ଷାଦାନ ସହ ଜୈବିକ ଫଳ ଓ ପରିବା ଉତ୍ପାଦନ କରି ଏକ ଉଦାହରଣ ସୃଷ୍ଟି କରିଛି ବେଙ୍ଗାଲୁରୁର ବିଶ୍ୱ ବିଦ୍ୟାପୀଠ ସ୍କୁଲ। ସ୍କୁଲର ଡାଇରେକ୍ଟର ସୁଶୀଳା ସନ୍ତୋଷଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଉପତ୍ାଦିତ ପନିପରିବାରେ ୧,୪୦୦ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କୁ…

ପରିବେଶ ଓ ଘୂର୍ଣ୍ଣିଝଡ଼

ଡ. ଅଜୟ କୁମାର ପାତ୍ର ଆମ ଜୀବଲୋକକୁ ଘେରି ରହିଛି ବାୟୁମଣ୍ଡଳ। କୌଣସି କାରଣରୁ ଗୋଟିଏ ଅଞ୍ଚଳର ବାୟୁ ଅତ୍ୟଧିକ ଉତ୍ତପ୍ତ ହେଲେ ତାହା ପ୍ରସାରିତ ହୋଇ ହାଲୁକା ହୁଏ ଓ ଉପରକୁ ଉଠିଯାଏ। ସେହି ସୃଷ୍ଟ ଶୂନ୍ୟସ୍ଥାନକୁ ପୂରଣ କରିବା…

ଅନ୍‌ଲାଇନ ନିଲାମିର ବିପଜ୍ଜନକ ପ୍ରକରଣ

ଭାଲଚନ୍ଦ୍ର ଷଡ଼ଙ୍ଗୀ ‘ବୁଲିବାଇ’ ଓ ‘ସୁଲି ଡିଲସ୍‌’ ନଁାରେ ଇଣ୍ଟରନେଟ୍‌ରେ ଅପ୍‌ଲୋଡ୍‌ ହୋଇଥିବା ଦୁଇଟି ଆପ୍‌କୁ ନେଇ ଗତ କିଛି ଦିନ ଧରି ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି। ମହିଳାଙ୍କ ଅନ୍‌ଲାଇନ୍‌ ନିଲାମୀ ନଁାରେ ଗତବର୍ଷ ‘ସୁଲି ଡିଲସ୍‌’ ପରେ ଏବେ…

ନଗଦକୁ ଫେର

ଭାରତ ଦିନକୁଦିନ ପ୍ରଯୁକ୍ତି କ୍ଷେତ୍ରରେ ଉନ୍ନତି କରୁଛି ଓ ‘ଡିଜିଟାଲ ଇଣ୍ଡିଆ’ ଦେଶକୁ ନୂଆ ଦିଶା ଦେଖାଇଛି ବୋଲି କେନ୍ଦ୍ର ସରକାର କହି ବୁଲୁଛନ୍ତି। କିନ୍ତୁ ବାସ୍ତବ ଭାରତରେ ଅନେକ ହଜାର ଲୋକ ଦୈନିକ ଅନ୍‌ଲାଇନ ଠକାମିର ଶିକାର ହେଉଛନ୍ତି। ମାଇକ୍ରୋସଫ୍ଟ…

ଟିକେଟ ପାଇଁ ବ୍ୟାକୁଳ

ସାମ୍ପ୍ରତିକ ନିର୍ବାଚନ ସ୍ଥିତି ଦେଖିଲେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଓ ମଣିପୁରରେ ଆସନ୍ତା ମାସ ବିଧାନସଭା ଭୋଟ୍‌ ହେବାକୁ ଯାଉଛି। ଏବେ ଦଳଡିଆଁ, ଟିକେଟ ନ ମିଳିବାରୁ କାନ୍ଦିବା ଓ ଆତ୍ମହତ୍ୟା ଉଦ୍ୟମ ଭଳି ଆଶାୟୀ ନେତାଙ୍କ ବିଚିତ୍ର ଘଟଣାସବୁ…

ବିମୁଦ୍ରୀକରଣ କାହିଁକି ବିଫଳ ହେଲା

ସରକାର କ୍ରୂର ବିମୁଦ୍ରୀକରଣ ପଦକ୍ଷେପ ନେବାର ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ଅତିକ୍ରାନ୍ତ ହେଲାଣି। ଏହି ପଦକ୍ଷେପ ଦୁର୍ନୀତି, କଳାଟଙ୍କା, ଜାଲ୍‌ନୋଟ କାରବାର ବନ୍ଦ କରିବା ସହିତ ସନ୍ତ୍ରାସବାଦୀ କାର୍ଯ୍ୟକଳାପରେ ଅଙ୍କୁଶ ଲଗାଇବ ବୋଲି କୁହାଯାଇଥିଲା। କିନ୍ତୁ ଯେତେବେଳେ ଏହି ଲକ୍ଷ୍ୟ…

ଏଇ ଭାରତରେ

ନିଷ୍ଠା ଓ ଏକାଗ୍ରତା ବଳରେ ସବୁ କିଛି ସମ୍ଭବ। ଏହା ପ୍ରମାଣ କରିଛନ୍ତି ମହାରାଷ୍ଟ୍ରର ହନ୍‌ମନ୍ତରାଓ ଗାଏକ୍ୱାଡ। ସେ ପରିବାର ପ୍ରତିପୋଷଣ ପାଇଁ ଆମ୍ବ ବିକ୍ରି କରୁଥିଲେ। ପରେ ଭାରତ ବିକାଶ ଗ୍ରୁପ୍‌ (ବିଭିଜି) ପ୍ରତିଷ୍ଠା କରି ୭୦,୦୦୦ ଗ୍ରାମୀଣ ଯୁବକଙ୍କୁ…

ବାହ୍ୟଚାପ

ପାକିସ୍ତାନ ତା’ ଜାତୀୟ ସୁରକ୍ଷା ନୀତି ୨୦୨୨-୨୬ ପ୍ରକାଶ କରିଛି। ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫ୍‌ ଓ ଅନ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଡକ୍ୟୁମେଣ୍ଟର ଅଧା ସାଧାରଣରେ ପ୍ରକାଶ କରାଯାଇଥିବାବେଳେ ଆଉ ଅଧା ଗୁପ୍ତ ରଖାଯାଇଛି। ଉକ୍ତ ଡକ୍ୟୁମେଣ୍ଟ…

ଇସ୍ରୋ ମୁଖ୍ୟ

ପ୍ରଖ୍ୟାତ ରକେଟ ବୈଜ୍ଞାନିକ ଏସ୍‌. ସୋମନାଥ ୧୪ ଜାନୁୟାରୀ ୨୦୨୨ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମୁଖ୍ୟ ଆସନରେ ଆସୀନ ହେବା ପରେ କେରଳର ଆଲାପୁଜାହା ଜିଲା ଅନ୍ତର୍ଗତ ଥୁରାଭୂର ଅଞ୍ଚଳ ଉତ୍ସବ ମୁଖରିତ ହୋଇ ଉଠିଥିଲା। ତାଙ୍କ ପିତା…

ଚନ୍ଦା ଦେଶେ ଗଲି ପାନିଆ ବିକି

ବିକଟି ଆମ ଲୋକକଥାରେ ବହୁଳ ଭାବେ ପ୍ରସାରିତ ‘ଅନ୍ଧ ଦେଶେ ଗଲି ଦର୍ପଣ ବିକି’ ପରି ଆଉ ଏକ କଟାକ୍ଷ, ଯାହା ସାମ୍ପ୍ରତିକ ଜନଜୀବନରେ ଉପଭୋକ୍ତାଙ୍କ ରୁଚିକୁ ବହୁ ଭାବେ ପ୍ରଭାବିତ କରୁଥିବା ବିବିଧବର୍ଣ୍ଣା ବିଜ୍ଞାପନ ବିରୋଧରେ ଅଭିପ୍ରେତ। ଆଧୁନିକରୁ ଅତ୍ୟାଧୁନିକ…

ଏଇ ଭାରତରେ

ଶାଢ଼ି ଲାଇବ୍ରେରି କଥା କେବେ ଶୁଣିଥିଲେ କି? ଏମିତିକା ଲାଇବ୍ରେରି ଦେଖିବାକୁ ପାଇବେ ଗୁଜରାଟର ବରୋଦାରେ। ଏହାକୁ ଜୁନ୍‌ ୨୦୨୦ରେ ୮ ଜଣ ମହିଲା ଏକାଠି ଖୋଲିଥିଲେ। ସେମାନେ ଏହାର ନାମ ରଖିଛନ୍ତି ‘ଅଷ୍ଟ ସହେଲି ଶାଢ଼ି ଲାଇବ୍ରେରି’। ବରୋଦା ସହରର…

ଏଇ ଭାରତରେ

ଅଗଣାରେ ଜୈବିକ ପରିବା ଚାଷ କରି ଅନ୍ୟମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରୁଛନ୍ତି ବାରାଣସୀର ନନ୍ଦଲାଲ ମାଷ୍ଟର। ସେ ୨୦୦ଟି କୁଣ୍ଡରେ ପରିବା ଚାଷ କରୁଛନ୍ତି। ଏଥିରୁ ଗୋଟିଏ ସପ୍ତାହରେ ୧୦୦ କେଜି ପରିବା ଉପତ୍ାଦନ କରୁଛନ୍ତି। ୨୦୧୧ରେ ଉତ୍ତରପ୍ରଦେଶର ନାଗେପୁର ଗାଁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?