ସମ୍ପାଦକୀୟ

ମୂଳୁ ମାରିବା ଆସ

ଶ୍ରୁତକୀର୍ତ୍ତି ତ୍ରିପାଠୀ   ‘ନିଶା ନିବାରଣ’ କିମ୍ବା ନିଶାକୁ ଛାଡ଼ିବା କଥା ପଡ଼ିଲାମାତ୍ରେ ଏହାଦ୍ୱାରା ଉପୁଜୁଥିବା ସୁବିଧା ଓ ଅସୁବିଧାକୁ ନେଇ ଅନେକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। ପଚରା ଯାଉଥିବା ପ୍ରଶ୍ନଗୁଡ଼ିକ ମଧ୍ୟରେ ୯o% ଲୋକଙ୍କ ପ୍ରଶ୍ନ ଏହା ଯେ,…

ଯୁବଶକ୍ତି ଲେଖୁ ଜୀବନର ଜୟଗୀତି

ଉପେନ୍ଦ୍ର ବିଶ୍ୱାଳ   ଯୁବ ସମାଜର ଚିର ଆଦର୍ଶ ସ୍ବାମୀ ବିବେକାନନ୍ଦ ସେଦିନ କହିଥିଲେ ‘ମୋତେ ଶହେଜଣ ଆଦର୍ଶ ଯୁବକ ଦିଅ, ମୁଁ ଦେଶର ଭାଗ୍ୟ ବଦଳାଇ ଦେବି।’ ଯେ କୌଣସି ଦେଶର ଉତ୍ଥାନ ପତନର ସୂତ୍ରଧର ହେଉଛନ୍ତି ଯୁବସମାଜ। ଏମାନେ…

ସମସ୍ତଙ୍କ ପାଇଁ ଫାଷ୍ଟ୍‌ଫୁଡ୍‌

ଆଧୁନିକ ମଣିଷ ତା’ର ସ୍ୱାସ୍ଥ୍ୟ ସମ୍ପର୍କରେ ବହୁଦିନ ଧରି ସଚେତନ ହୋଇଆସିଛି। ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧି ପ୍ରାରମ୍ଭରେ କରୋନା ଭୂତାଣୁ ସମଗ୍ର ପୃଥିବୀକୁ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅଧିକ ଚିନ୍ତିତ ଓ ସଚେତନ କରାଇଛି ବୋଲି କହିହେବ। ପିଲାଙ୍କଠାରୁ ଆରମ୍ଭକରି ବୃଦ୍ଧଙ୍କ…

ଲଗାମବିହୀନ ସାଇବର ଅପରାଧ

ପ୍ରକାଶ ତ୍ରିପାଠୀ ନୂଆ ଚାକିରି ଆଉ ପ୍ରଥମ ଦରମାର ଏକ ସତନ୍ତ୍ର ଆକର୍ଷଣ ରହିଥାଏ। ଏଥିରୁ ବାଦ୍‌ ପଡ଼ି ନ ଥିଲେ ଭୁବନେଶର ନିବାସୀ ଶୁଭମ୍‌। ପ୍ରଥମ ଚାକିରିର ପ୍ରଥମ ଦୁଇମାସର ଦରମା ସାଇତି ରଖିଥିଲେ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଥିବା ନିଜ…

ଭସ୍ମାସୁର

ଖବର ମିଳିଛି ଯେ ଆଫଗାନିସ୍ତାନର ତାଲିବାନ୍‌ ସରକାର ସୁଇସାଇଡ୍‌ ବମ୍ବର ବା ଆତ୍ମଘାତୀ ବୋମାଧାରୀଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନକୁ ଆଣିବ। ସ୍ବତନ୍ତ୍ର କାର୍ଯ୍ୟାନୁଷ୍ଠାନ ବେଳେ ସେମାନଙ୍କୁ ବ୍ୟବହାର କରାଯିବ। ଏଥିସହିତ ସେମାନଙ୍କୁ ବିଧିବଦ୍ଧ ସୈନିକ ମାନ୍ୟତା ଦେଇ ଜେହାଦ କରିବା ପାଇଁ…

ଏଇ ଭାରତରେ

ଖାଦ୍ୟ ଖାଇବା କିମ୍ବା ପରଷିବାରେ ବ୍ୟବହୃତ ପ୍ଲାଷ୍ଟିକ୍‌ କଟଲେରି (ଛୁରୀ, କଣ୍ଟାଚାମଚ, ଚାମଚ) ଗ୍ଲାସ, କପ୍‌ ଆଦି ଜିନିଷର ବିକଳ୍ପ ଏଡିବଲ (ଖାଇବାଯୋଗ୍ୟ) ଦ୍ରବ୍ୟ ପ୍ରସ୍ତୁତ କରିଛନ୍ତି ପୁନିତ ଦତ୍ତ। ସେସବୁ ଏଡିବଲ ଜିନିଷ ବ୍ୟବହାର ପରେ ତାହାକୁ ଖାଇ ହେଉଛିି।…

ବଢ଼ିଲା ଝିଅର ଚିନ୍ତା

ଦ୍ୱିତୀ ଚନ୍ଦ୍ର ସାହୁ ଅପରାହ୍ଣ ସମୟ। ବିଦ୍ୟାଳୟ ସମୟ ଶେଷ ହୋଇଯାଇଛି। ଅଫିସରେ ବସିଥାଏ। ଜଣେ ଅଳ୍ପବୟସ୍କା କାଖରେ ପିଲାଟିକୁ ଧରି ଆସଲା। ତା’ର ଟିସି ମାଗିବା ଉଦ୍ଦେଶ୍ୟରେ ଆସିଥିବା ସୂଚନା ଦେଲା। ନିଜର ପରିଚୟ ଦେଲା। ସପ୍ତମ ଶ୍ରେଣୀଯାଏ ପଢ଼ିଥିବା…

ଜୋକୋଭିଚ୍‌ ବନାମ ଅଷ୍ଟ୍ରେଲିଆ

ଭାରତରେ ସରକାରୀ ବ୍ୟବସ୍ଥାରେ ନିତିଦିନିଆ ଏପଟସେପଟ ନିଷ୍ପତ୍ତି ଦେଖି ସମସ୍ତେ ବିରକ୍ତ ହେବା ସ୍ବାଭାବିକ। ରାଜନୈତିକ କିମ୍ବା ଅମଲାତାନ୍ତ୍ରିକ ଚାପରେ ସରକାରୀ କଳ ଏପାଖ ନ ହେଲେ ସେପାଖ ଛବି ଦର୍ଶାଏ। ସରକାରୀ ନୀତି ସବୁବେଳେ ଜନସାଧାରଣଙ୍କ ହିତ ନିମନ୍ତେ ହେବା…

ସ୍କୁଲ ରୂପାନ୍ତରଣ

ଡ. ସୁବାସ ଚନ୍ଦ୍ର ପାତ୍ର ବେ ଓଡ଼ିଶାରେ ଶିକ୍ଷା କହିଲେ ଗଣଶିକ୍ଷାକୁ ବା ସ୍କୁଲ ଶିକ୍ଷାକୁ ଲୋକେ ବୁଝୁଛନ୍ତି। କାରଣ ଯାହା କିଛି ରୂପାନ୍ତରଣ, ପଦବୀ ଭର୍ତ୍ତି, ପ୍ରଧାନଶିକ୍ଷକ ନିଯୁକ୍ତି ସବୁ ସ୍କୁଲସ୍ତରରେ ଚାଲିଛି। ବିନା ଅଧ୍ୟକ୍ଷ, ବିନା ନିୟମିତ ଅଧ୍ୟାପକ,…

ଭଇଗରଙ୍କୁ ନିର୍ଯାତନା

ପଞ୍ଚାନନ ଅଗ୍ରୱାଲା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗତ ଡିସେମ୍ବର ୨୩ ରେ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ସ୍ବାକ୍ଷର କରିଛନ୍ତି। ଚାଇନାର ଶିଆନ ପ୍ରଦେଶରେ ସଂଖ୍ୟାଲଘୁ ଭଇଗର ସମ୍ପ୍ରଦାୟ ଉପରେ ହେଉଥିବା ଅତ୍ୟାଚାର ଏବଂ ମାନବାଧିକାର ଉଲ୍ଲଂଘନ ପ୍ରସଙ୍ଗରେ ବେଜିଂକୁ ଦଣ୍ଡିତ…

ଏଇ ଭାରତରେ

କାର୍‌କୁ ମୋବାଇଲ୍‌ କ୍ଲିନିକ୍‌ କରି ରୋଗୀ ସେବାର ଉଦାହରଣ ସୃଷ୍ଟି କରିଛନ୍ତି ଡ. ସୁନୀଲ କୁମାର ହେବି। ବେଙ୍ଗାଲୁରୁ ଓ ଏହାର ଆଖପାଖ ଅଞ୍ଚଳରେ ୧୦ ବର୍ଷ ମଧ୍ୟରେ ୮୦୦ ମେଡିକାଲ କ୍ୟାମ୍ପ କରି ୧.୨ ଲକ୍ଷରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ମାଗଣାରେ…

ପଶ୍ଚାତ୍ତାପ କରିବାକୁ ହେବ

ଆମ ଉପରେ ଜଳବାୟୁ ପରିବର୍ତ୍ତନର ପରିଣାମ ଧୀରେ ଧୀରେ ଅନୁଭୂତ ହେଉଛି। ଏହାର ଉତ୍ତରଦାୟିତ୍ୱ ବର୍ତ୍ତମାନର ପିଢି ନେଉନାହାନ୍ତି। ୧୯୮୦ରେ ସାମ୍‌ନାକୁ ଆସିଥିବା ‘ଗ୍ରୀନ୍‌ ହାଉସ ଗ୍ୟାସ୍‌’, କ୍ଲୋରୋଫ୍ଲୋରକାର୍ବନ’ ଏବଂ ‘ହୋଲ୍‌ ଇନ୍‌ ଓଜୋନ ଲେୟାର’ ଭଳି ବାକ୍ୟାଂଶ ବା ଶବ୍ଦଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?