ନିଷ୍ଠା ଓ ଏକାଗ୍ରତା ବଳରେ ସବୁ କିଛି ସମ୍ଭବ। ଏହା ପ୍ରମାଣ କରିଛନ୍ତି ମହାରାଷ୍ଟ୍ରର ହନ୍ମନ୍ତରାଓ ଗାଏକ୍ୱାଡ। ସେ ପରିବାର ପ୍ରତିପୋଷଣ ପାଇଁ ଆମ୍ବ ବିକ୍ରି କରୁଥିଲେ। ପରେ ଭାରତ ବିକାଶ ଗ୍ରୁପ୍ (ବିଭିଜି) ପ୍ରତିଷ୍ଠା କରି ୭୦,୦୦୦ ଗ୍ରାମୀଣ ଯୁବକଙ୍କୁ ନିଯୁକ୍ତି ଦେଇପାରିଛନ୍ତି। ୮୫୦ କମ୍ପାନୀ ସହ ଏୟାରପୋର୍ଟ, କର୍ପୋରେଟ, ଆମ୍ବୁଲାନ୍ସ ସର୍ଭିସ ଆଦିରେ ଏହାକୁ ଯୋଡ଼ି ପାରିଛନ୍ତି। କେବଳ ଏତିକି ନୁହେଁ ବିଭିଜି ହାଉସକିପିଂ, ଫ୍ୟାସିଲିଟି ମ୍ୟାନେଜମେଣ୍ଟ, ଗାର୍ଡେନିଂ, ମେଡିକାଲ ଓ ଏଗ୍ରିକଲ୍ଚର କ୍ଷେତ୍ରରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ଲାଭ ଦେଇପାରୁଛି। ହନ୍ମନ୍ତରାଓ ୧୯୯୪ରେ ଟାଟା ମୋଟର୍ସରେ ଜଣେ ଇଞ୍ଜିନିୟର ଭାବେ ଯୋଗ ଦେଇଥିତ୍ଲେ। ପରେ ଭାରତ ବିକାଶ ପ୍ରତିଷ୍ଠାନ ଗଠନ କରି ସେ ପ୍ରଥମେ ୮ ଜଣ ଯୁବକଙ୍କୁ ନିଯୁକ୍ତ କରିଥିଲେ। ଏମାନେ ଥିଲେ ତାଙ୍କ ଗାଁ ସତରାର ଯୁବକ। ହନ୍ମନ୍ତରାଓ ଅତ୍ୟନ୍ତ ସଂଘର୍ଷମୟ ଜୀବନକୁ ଅତିକ୍ରମ କରି ଇଚ୍ଛାଶକ୍ତି ବଳରେ ଆଜି ୨ହଜାର କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି।

ଏମାନେ କେମିତିକା ଛାତ୍ର
ଭେଙ୍କଟ ବାଲାଜୀ ବିଶ୍ୱନାଥ ଶତପଥୀ କିଛିଦିନ ଧରି ଦିଲ୍ଲୀ ଜେଏନ୍ୟୁରେ କିଛି ଛାତ୍ରୀଛାତ୍ରଙ୍କ ଦ୍ୱାରା ଭୀଷଣ ମହାଭାରତ କାଣ୍ଡ ଦେଖିବାକୁ ମଳୁଛି। ଅନେକ ଗଣମାଧ୍ୟମରେ ଏ...

କରୋନା ବେଳେ ଏମ୍ଜିଏନ୍ଆର୍ଇଜିଏର ଭୂମିକା
ବିଚିତ୍ର ବିଶ୍ୱାଳ କରୋନା ମହାମାରୀ ଓ ତଜ୍ଜନିତ ସୁଦୀର୍ଘ ଲକ୍ଡାଉନ୍ ଯୋଗୁ ଦେଶରେ ବେକାରି ସମସ୍ୟା ଭୟଙ୍କର ଭାବେ ବଢ଼ିଯାଇଥିବା ବେଳେ ଅର୍ଥନୈତିକ ଅବସ୍ଥା ରସାତଳଗାମୀ...

ଏଇ ଭାରତରେ
କଥାରେ କୁହନ୍ତି, କୋଲକାତା ସହରରେ ତୁମେ କେବେ ବି ଭୋକିଲା ରହିବନି। ଏହାର ଯଥାର୍ଥତା ପ୍ରତିପାଦନ କରୁଛି ସେଠାକାର ଆଇକନିକ ପାଇସ୍ ହୋଟେଲ। ଏଠାରେ ଭୋକିଲା,...

ଆନ୍ଦୋଳନର ଆଚାର ସଂହିତା ଓ ଅରାଜକତା
ଅରୁଣ କୁମାର ପଣ୍ଡା ଆନ୍ଦୋଳନ, ଧର୍ମଘଟ, ଧାରଣା ଦାୟିତ୍ୱହୀନ ରାଜନୈତିକ ଖେଳ ନୁହେଁ, ବରଂ ଏହା ଜୀବନ୍ତ ଗଣତନ୍ତ୍ରର ପ୍ରାଣଶକ୍ତି। ନିଜର ବିଚାର କିମ୍ବା ଯୁକ୍ତି...

ଅଳପ ଧନ ବହୁତ ମନ
ମୋହନ ଚରଣ ବିଷି ସହର ପରି ଗାଁ ମଧ୍ୟ ଧୋବଧାଉଳିଆ। ସହରର ଚାକଚକ୍ୟ ଗାଁରେ ମଧ୍ୟ ଦେଖାଦେଲାଣି। ଚାଲିଚଳଣିରେ ଲୋକମାନଙ୍କ ଅନେକ ପରିବର୍ତ୍ତନ ହେଲାଣି।...

କେମିତି ବଢ଼ିବ ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି
ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ କରୋନାର ଭୟାବହତା ସମୟରେ ସ୍ବାସ୍ଥ୍ୟଗତ କ୍ଷେତ୍ରରେ ବିଶେଷକରି ଶିଶୁ ସ୍ବାସ୍ଥ୍ୟ କ୍ଷେତ୍ରରେ ଉଦ୍ବେଗ ପ୍ରକାଶ ପାଉଛି। ପିଲାଙ୍କ ରୋଗପ୍ରତିରୋଧକ ସାମର୍ଥ୍ୟ ନେଇ...

ବିବାଦୀୟ କେରଳୀ ବାବୁ
ବିବାଦୀୟ କେରଳ ଆଇପିଏସ୍ ଅଫିସର ଯାଦବ ଟମାସ ନିଜର ରଙ୍ଗିନ କ୍ୟାରିଅରକୁ ଏକ ଗଣମାଧ୍ୟମର ଶିରୋନାମା ତିଆରି କଲା ଭଳି ଢଙ୍ଗରେ ସମାପ୍ତ କରିଛନ୍ତି। ଚାକିରିର...

ପ୍ଲଗିଂ ସେଲିବ୍ରିଟି
ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଅଳିଆ ଓ ଅସନା ଜିନିଷ କଥା କହିଲେ ଅନେକେ ନାକ ଟେକିଥାଆନ୍ତି। ଏସବୁ ସମାଜର ତଳ ଶ୍ରେଣୀର ଲୋକଙ୍କ କାମ ବୋଲି...