ଏଇ ଭାରତରେ

ଶାଢ଼ି ଲାଇବ୍ରେରି କଥା କେବେ ଶୁଣିଥିଲେ କି? ଏମିତିକା ଲାଇବ୍ରେରି ଦେଖିବାକୁ ପାଇବେ ଗୁଜରାଟର ବରୋଦାରେ। ଏହାକୁ ଜୁନ୍‌ ୨୦୨୦ରେ ୮ ଜଣ ମହିଲା ଏକାଠି ଖୋଲିଥିଲେ। ସେମାନେ ଏହାର ନାମ ରଖିଛନ୍ତି ‘ଅଷ୍ଟ ସହେଲି ଶାଢ଼ି ଲାଇବ୍ରେରି’। ବରୋଦା ସହରର ଗଡ୍‌ରା ରୋଡସ୍ଥିତ ମହ୍ଲାର ପଏଣ୍ଟରେ ଥିବା ଏହି ଲାଇବ୍ରେରିର ସଂସ୍ଥାପକ ହେଉଛନ୍ତି ହେମା ଚୌହାନ। କାଞ୍ଜିବରମ୍‌, ରେଶମ, ବନାରସୀ, କୋଟା ଚେକ୍‌, ବାନ୍ଧଶାଢ଼ିଠାରୁ ଆରମ୍ଭ କରି ଶିଫନର ପ୍ରାୟ ୪୦୦ ଶାଢ଼ି ରହିଛି ଏହି ଲାଇବ୍ରେରିରେ। ଏଠାରୁ ସବୁ ବର୍ଗର ମହିଳା ୫ ଦିନ ଲାଗି କମ୍‌ ମୂଲ୍ୟରେ ଏକ ସଙ୍ଗରେ ତିନୋଟି ଶାଢ଼ି ନେଇପାରୁଛନ୍ତି। ଏ ବାବଦରେ ସେମାନଙ୍କୁ ୫୦୦ ଟଙ୍କାର ଟୋକନ୍‌ ମନି ପଇଠ କରିବାକୁ ହେଉଛି। ଭାରତର ବିଭିନ୍ନ ସହରରୁ ମହିଳାମାନେ ଲାଇବ୍ରେରିକୁ ଶାଢ଼ି ଦାନ କରୁଛନ୍ତି। ଲାଇବ୍ରେରିରୁ ଏବେ ସୁଦ୍ଧା ୧୦୦ରୁ ଊର୍ଦ୍ଧ୍ୱ ମହିଳା ଶାଢ଼ି ନେଇସାରିଛନ୍ତି। ଏହା ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲା ରହୁଛି। ଲାଇବ୍ରେରିର ଅନଲାଇନ ଗ୍ରୁପ୍‌ରେ ୧,୩୦୦ ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri