ସମ୍ପାଦକୀୟ

ମହାକାଶରେ ଦିବ୍ୟ ଚକ୍ଷୁ

ରିତେଶ କୁମାର ଶିଶୁ ଆମ ଚକ୍ଷୁର ଦୃଷ୍ଟି ପରିସୀମା ସୀମିତ, ଯାହା ମାଧ୍ୟମରେ ବିଶ୍ୱର ସମସ୍ତ ବିଚିତ୍ରତାକୁ ଦେଖିବା ସମ୍ଭବ ନୁହେଁ। ମହାଭାରତରେ ଋଷି ବ୍ୟାସଦେବ ସୟଙ୍କୁ ଓ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଦିବ୍ୟ ଦୃଷ୍ଟି ପ୍ରଦାନ କରିଥିଲେ ଓ ଉଭୟ…

ମିଥ୍ୟାର ଜୟଗାନ କାହିଁକି

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ମଣିଷ ମାତ୍ରେ ହିଁ କେବେ ନା କେବେ ମିଥ୍ୟା କହିଥାଏ, ଯଦିଓ ଏହାକୁ ଏକ ହୀନ ନକାରାତ୍ମକ ଗୁଣ ରୂପେ ସଚରାଚରରେ ଗଣନା କରାଯାଏ। ଏପରି କି ଆମେ ସତ୍ୟର ମୂର୍ତ୍ତିମନ୍ତ ପ୍ରତୀକ ବୋଲି ମାନୁଥିବା…

ରାଜନୀତି ମନସ୍କ

ବାବୁମାନେ ରାଜନୀତିରେ ଯୋଗଦେବା ଧାରା ପୁନର୍ବାର ଆରମ୍ଭ ହୋଇଯିବା ପୂର୍ବରୁ ସେମାନଙ୍କ ପାଇଁ ଏକ ବାଧ୍ୟତାମୂଳକ କୁଲିଂ ଅଫ୍‌ ପିରିୟଡ୍‌ ପାଇଁ ଦାବି ହୋଇଛି। ଉତ୍ତରପ୍ରଦେଶରେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଖିତ୍ଆଗରେ ରଖି ରାଜ୍ୟର ଦୁଇ ବରିଷ୍ଠ ବାବୁ…

ଏଇ ଭାରତରେ

ଉତ୍ତରପ୍ରଦେଶର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଫ୍ୟାଶନ ଟେକ୍‌ନୋଲୋଜିରୁ ଡିଗ୍ରୀ ହାସଲ କରିବା ପରେ ଏ କ୍ଷେତ୍ରରେ ଏକ ଅଭିନବତ୍ୱ ଆଣିଛନ୍ତି ଅଭିଷେକ ପାଠକ। ସେ ଖଦିର ବିକାଶ ଲାଗି ପ୍ରୟାସ କରୁଛନ୍ତି ଓ ସୋଲାର ଖଦି ଉପତ୍ାଦ ଉପରେ ଗୁରୁତ୍ୱ ଦେଉଛନ୍ତି।…

ଓଡ଼ିଆ ଜୀବନ ଚିତ୍ରର ଫୁଙ୍ଗୁଳା ଫର୍ଦ୍ଦ

ଡ. ପ୍ରଫୁଲ୍ଲ କୁମାର ସାହୁ ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ଜନକ ଫକୀରମୋହନ ସେନାପତି। ସାମାଜିକ ବାସ୍ତବତାର ଜଣେ ପ୍ରଚଣ୍ଡ ପ୍ରବକ୍ତା। ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଯେତେବେଳେ ସାହେବମାନଙ୍କ ହୁକୁମ ଓ ପଡ଼ୋଶୀ ବଙ୍ଗାଳୀମାନଙ୍କ ତାଚ୍ଛଲ୍ୟ ମଝିରେ ବନ୍ଧା ପଡ଼ିଥିଲା ସ୍ବାଭିମାନୀ…

ଆଫଗାନିସ୍ତାନରେ ମାନବୀୟ ସଙ୍କଟ

ଲଖ୍‌ଦର ବ୍ରାହିମି ଅଗଷ୍ଟ ୨୦୨୧ରେ ପାଶ୍ଚତ୍ୟ ସମର୍ଥତ୍ତ ଆଫଗାନିସ୍ତାନ ସରକାର ଖୁବ୍‌ କମ୍‌ ଦିନରେ ଭୁଶୁଡି ପଡ଼ିବା ଦେଖି ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଦେଶରେ ଚାରିଆଡେ ଅସ୍ଥିରତା ଖେଳିଗଲା ଏବଂ ଶେଷରେ ତାଲିବାନ୍‌ କାବୁଲ ଦଖଲ କରି ଦୀର୍ଘ ୨୦ ବର୍ଷ…

ବନାଞ୍ଚଳର ବିସ୍ତୃତି

ଯୁକ୍ତରାଷ୍ଟ୍ର ଆମେରିକାର ୩୨ତମ ରାଷ୍ଟ୍ରପତି ଫ୍ରାଙ୍କଲିନ୍‌ ଡି.ରୁଜଭେଲ୍ଟ ଏକଦା କହିଥିଲେ, ଯେଉଁ ରାଷ୍ଟ୍ର ତା’ର ମୃତ୍ତିକାକୁ ଧ୍ୱଂସ କରେ, ସେହି ରାଷ୍ଟ୍ର ନିଜକୁ ହିଁ ଧ୍ୱଂସ କରିଥାଏ। ଜଙ୍ଗଲଗୁଡ଼ିକ ହେଉଛି ଆମେ ବାସ କରୁଥିବା ଏଇ ଧରିତ୍ରୀର ଫୁସ୍‌ଫୁସ୍‌; ଯାହା ବାୟୁକୁ…

ରେକର୍ଡ ସ୍ତରରେ ବଜାର କାରବାର

ମୁମ୍ବାଇ,୧୩।୧: ସାରା ବିଶ୍ୱ ଏପରିକି ଭାରତରେ ମଧ୍ୟ କୋଭିଡ୍‌ର ୩ୟ ଲହର ସହ ଓମିକ୍ରନ୍‌ର ଭୟର ବାତାବରଣ ମଧ୍ୟରେ ଦଲାଲ ଷ୍ଟ୍ରିଟ୍‌ରେ ନିବେଶକଙ୍କ ଉତ୍ସାହ ଜାରି ରହିଛି। ବୁଧବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୫୩୩ ପଏଣ୍ଟ ବୃଦ୍ଧି ପାଇଛି।…

ପ୍ରଯୁକ୍ତି ଓ ଗଣତନ୍ତ୍ର

ମାନୁଏଲ୍‌ ମୁନିଜ୍‌ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସପକ୍ଷବାଦୀମାନେ ୬ ଜାନୁୟାରୀ ୨୦୨୦ରେ କ୍ୟାପିଟୋଲ ଉପରେ ଆକ୍ରମଣ କରିଥିଲେ। ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବାରେ ବାଧା ସୃଷ୍ଟି କରିବାରେ ସେହିଦିନର ଘଟଣା ଉଦ୍ଦିଷ୍ଟ ଥିଲା। ଏହି ଆକ୍ରମଣର ପ୍ରଥମ…

କଳା କଳଙ୍କ-କଳହ

ରଞ୍ଜନ କୁମାର ଦାସ କଳାର ସୃଷ୍ଟି ଯେ କାଳେକାଳେ କଳାକାରର ଜ୍ୱଳନ, ପୀଡ଼ନ, ବ୍ୟଥା ଓ ବେଦନାରୁ ଜାତ ଏକଥା ସର୍ବଜନସ୍ବୀକୃତ। ବୋଧହୁଏ ଏ ନିରବିଧି ଜ୍ୱଳନର ଅଗ୍ନିରୁ ଜାତ ଅଙ୍ଗାର ହିଁ ତା’ର କଳା। ସେ ଅଗ୍ନିରୁ ଜାତ ପାଉଁଶ…

ଏଇ ଭାରତରେ

ଭାରତରେ ବର୍ଜ୍ୟର ପୁନଃ ଉପଯୋଗ ଲାଗି ଦୁଇ ଇଞ୍ଜିନିୟରଙ୍କ ପ୍ରୟାସ ଯୁବପିଢ଼ିଙ୍କ ଲାଗି ଏକ ଦୃଷ୍ଟାନ୍ତ ପାଲଟିଛି। ଏହି ଦୁଇ ଇଞ୍ଜିନିୟର ହେଉଛନ୍ତି ଦର୍ଶନ ଚାଲ୍ଲୁର ଏବଂ ଚନ୍ଦନ କଗନାପଲ୍ଲି। ସେମାନେ ବର୍ଜ୍ୟରୁ ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି। କିଲୋ ପ୍ରତି…

ଏଇ ଭାରତରେ

ମ୍ରିଦୁ ଖୋସ୍‌ଲା। ବୟସ ୩୮। ମୁମ୍ବାଇର ରାସ୍ତାରେ ବୁଲୁଥିବା ବିଲେଇଙ୍କୁ ଉଦ୍ଧାର କରି ସେମାନଙ୍କ ଚିକିତ୍ସା କରୁଛନ୍ତି। ଏବେ ସୁଦ୍ଧା ଖୋସ୍‌ଲା ୧୦,୦୦୦ ବିଲେଇଙ୍କ ଚିକିତ୍ସା କରିସାରିଲେଣି। ସେ ୨୦୦୫ରେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିବା ପରେ ନ୍ୟୁୟର୍କ ଇନ୍‌ଷ୍ଟିଚ୍ୟୁଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?