ରାମାୟଣ ପରିବାର
ଡା. ଦିଲୀପ କୁମାର ମହାରଣା ରାମାୟଣ ଭାରତୀୟମାନଙ୍କର ଜୀବନ ନାଟିକା। କିଛି ବର୍ଷ ଆଗେ ସମଗ୍ର ଭାରତବର୍ଷରେ ଏମିତି ଗୋଟିଏ ଗାଁ ନ ଥିଲା ଯେଉଁଠି ରାମ ଉପାସନା ପାଇଁ ମନ୍ଦିରଟିଏ ନ ଥିଲା, ଏମିତି ଘରଟିଏ ନ ଥିଲା ଯେଉଁଠି…
ନୂଆବର୍ଷ: ଆହ୍ବାନ ଓ ସମ୍ଭାବନା
ଶୁଭେନ୍ଦୁ ମହାନ୍ତି ଅତୀତର ଅତଳ ଗର୍ଭରେ ବିଲୀନ ହୋଇଛି ୨୦୨୧ରେ ଘଟିତ ଅସୁମାରୀ ଘଟଣାବଳୀର ତିକ୍ତ, ମଧୁର ସ୍ମୃତି-ଅନୁଭୂତି, ଅପାସୋରା ମୁହୂର୍ତ୍ତ, ସଫଳତା-ବିଫଳତାର ଚିତ୍ର, ସଂଘର୍ଷ ଓ ସଂଗ୍ରାମର ନିଷ୍ଠୁର ବାସ୍ତବତା, ଦିଗ-ଦିଗନ୍ତର ଉତ୍ଥାନ-ପତନ, ସାମୂହିକ ମାନବୀୟ ଚେତନାର ବିଲୟ, ପୁଣି…
ନୋବେଲ ଚିନ୍ତା
ତିନି କୃଷି ଆଇନ ବିରୋଧରେ କୃଷକ ସଂଗଠନଗୁଡ଼ିକ ଏକ ବର୍ଷରୁ ଅଧିକ ସମୟ ଧରି ଆନ୍ଦୋଳନ ଜାରି ରଖିବା ପରେ ଏବେ ତାହାକୁ ଶେଷ କରିଛନ୍ତି। ସରକାର କୃଷି ଆଇନଗୁଡ଼ିକୁ ପ୍ରତ୍ୟାହାର କରି ନେଇଛନ୍ତି। ଏଥିରେ କୃଷକମାନଙ୍କର ବିଜୟ ହୋଇଛି ଓ…
ଏଇ ଭାରତରେ
ଥରେ ଚାର୍ଜ ହେଲେ ୨୦୦ କି.ମି. ଯାଉଥିବା ଇ- ବାଇକ୍ ନିର୍ମାଣ କରିଛନ୍ତି ବେଙ୍ଗାଲୁରୁ ନିବାସୀ ଡାନିକର ଏବଂ ମଧୁମିତା ଅଗ୍ରଓ୍ବାଲ। ଏହି ଦମ୍ପତି ଇ-ବାଇକ ନିର୍ମାଣରେ ସବୁ ସ୍ବଦେଶୀ ପାର୍ଟ ବ୍ୟବହାର କରିଛନ୍ତି। ଏହା ଘଣ୍ଟାକୁ ୧୦୦ କି.ମି. ବେଗରେ…
ରାଷ୍ଟ୍ରର ଦାୟିତ୍ୱ କ’ଣ
ଡ. ସନ୍ତୋଷ କୁମାର ମହାପାତ୍ର ଏବେ କେବଳ ଅହରହ ପ୍ରଚାର ଏବଂ ନୂଆ ନୂଆ ସ୍ଲୋଗାନ ଦେବାରେ ଅତିବାହିତ ହେଉଛି। ଏପରି କି ଧର୍ମ ଓ ଜାତି ନାମରେ ଭୋଟ ମଗାଯାଉଛି। ପ୍ରଧାନମନ୍ତ୍ରୀଙ୍କର ‘ନୂଆ ଭାରତ’ ସବ୍କା ସାଥ, ସବ୍କା ବିକାଶ’…
ଟିକା ଅସମାନତା
ସାଫୁରା ଅବଦୁଲ୍ କରିମ୍ ଦକ୍ଷିଣ ଆଫ୍ରିକାରେ କୋଭିଡ୍-୧୯ର ନୂଆ ରୂପ ଓମିକ୍ରନ୍ ପ୍ରକାଶ ପାଇବା ପରେ ଏହାକୁ ନେଇ ସାମାଜିକ, ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ବିକଶିତ ଦେଶଗୁଡ଼ିକରେ ପ୍ରତିକ୍ରିୟା ପ୍ରକାଶପାଇଛି। ପୁଣି ମହାମାରୀକୁ ନେଇ ତୀବ୍ର ଅସମାନତା ମୁଣ୍ଡ ଟେକିଛି।…
ମାଗଣା ଯୋଜନା ଓ ମିଛ ହିତାଧିକାରୀ
ଷ୍ଟାଲିନ ମିଶ୍ର ବ୍ରିଟିଶ ଶାସନ ସମୟର କଥା। ରାଜ୍ୟରେ ଭୟଙ୍କର ନଅଙ୍କ ଦୁର୍ଭିକ୍ଷ ପଡ଼ିଥାଏ। ଭୋକ ଦାଉ ସହି ନ ପାରି ଲକ୍ଷ ଲକ୍ଷ ଓଡ଼ିଆ ପୋକମାଛି ପରି ଜୀବନ ହାରିଥିଲେ। ଗୋରା ସରକାର ଅନ୍ନଛତ୍ର ଖୋଲିଲେ। ମାଗଣା ଖାଦ୍ୟ ବାଣ୍ଟିଲେ।…
ମହାଶକ୍ତି ସଂଘର୍ଷ ଓ ୟୁରୋପ
ଆମେରିକା ଏବଂ ଚାଇନା ମଧ୍ୟରେ ଏବେ ମୁହଁାମୁହଁି ଭଳି ସ୍ଥିତି ଉପୁଜିଛି। ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କୂଟନୈତିକ ପଦକ୍ଷେପ ନେଇଛନ୍ତି। ଚାଇନାର ବେଜିଂରେ ଅନୁଷ୍ଠିତ ହେବାକୁ ଥିବା ଶୀତକାଳୀନ ଅଲିମ୍ପିକ୍ସରେ ଆମେରିକା ଭାଗ ନେବ ନାହିଁ ବୋଲି…
ନଦୀର ମାନ୍ୟତା ଅପେକ୍ଷାରେ
ଅଭୟ କୁମାର ଦାସ ଓଡ଼ିଶାର ଲାଇଫ୍ଲାଇନ୍ କୁହାଯାଉଥିବା ମହାନଦୀକୁ ନେଇ ଓଡ଼ିଶା ସହ ପଡ଼ୋଶୀ ଛତିଶଗଡ଼ ସହ ମୁହଁାମୁହିଁ ସ୍ଥିତି ଓ ମହାନଦୀର ସୁରକ୍ଷା ପାଇଁ ଅନେକ ଦାବି ପ୍ରତିବାଦ ଉଠୁଥିବାବେଳେ ଅନେକ ହୁଏତ ଜାଣିନାହାନ୍ତି ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବିଶେଷକରି…
ଶିକ୍ଷା ବ୍ୟବସ୍ଥାର ଗତି ଓ ସ୍ଥିତି
ପ୍ରମୋଦ କୁମାର ପଣ୍ଡା ସେ ଯାହାବି ହେଉ ଅନେକ ଦିନ ପରେ ସରକାର ଯେତେବେଳେ ଶିକ୍ଷାବିଭାଗ ପ୍ରତି ଦୃଷ୍ଟି ଦେଇଛନ୍ତି ଜନସାଧାରଣଙ୍କ ମନରେ ଆଶା ସଂଚାର ହେବା ସ୍ବାଭାବିକ। ମୋ ସ୍କୁଲ ଅଭିଯାନ ହେଉ କି ପୋଷ୍ୟ ସ୍କୁଲ କାର୍ଯ୍ୟକ୍ରମ ହେଉ…
ଏଇ ଭାରତରେ
ପ୍ଲାଷ୍ଟିକ ସାମଗ୍ରୀ ପରିବେଶ ପ୍ରଦୂଷଣ କରୁଥିବା ବେଳେ ଏହାର ବିକଳ୍ପ ଜିନିଷ ଆଖୁ ବର୍ଜ୍ୟରୁ ପ୍ରସ୍ତୁତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶର ବେଦ କ୍ରିଷ୍ଣ। ଅଯୋଧ୍ୟାରେ ‘ୟାଶ ପକ୍କା’ କମ୍ପାନୀର ଷ୍ଟ୍ରାଟେଜିକ୍ ହେଡ୍ ବା ମୁଖ୍ୟ ବେଦ କ୍ରିଷ୍ଣଙ୍କ…
ଅନାବଶ୍ୟକ ଏଏଫ୍ଏସ୍ପିଏ
ଡିସେମ୍ବର ୫ରେ ନାଗାଲାଣ୍ଡର ମୋନ୍ ଜିଲାରେ ସେନା ଗୁଳିରେ ୧୪ ଜଣ ସାଧାରଣ ଲୋକଙ୍କ ପ୍ରାଣ ଯିବା ପରଠାରୁ ରାଜ୍ୟରେ ବିବାଦୀୟ ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (ଏଏଫ୍ଏସ୍ପିଏ) ପ୍ରତ୍ୟାହାର ନେଇ ଦାବି ଜୋରଦାର ହେଉଛି। ଏହି ଆଇନ ଦ୍ୱାରା…
Archives


