ବଜେଟକୁ ନେଇ ଆଶା
ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସିତାରାମନ ଫେବୃୟାରୀ ୧ରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ବିଭିନ୍ନ ସଂସ୍ଥା, ଯୋଜନା ପ୍ରଣୟନକାରୀ, ନୀତି ନିର୍ଦ୍ଧାରକ ଏବଂ ଶିଳ୍ପ ଉଦ୍ୟୋଗୀମାନଙ୍କର ମତାମତ ଏବଂ ବିଭିନ୍ନ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ଆୟ ବ୍ୟୟର…
ଏଇ ଭାରତରେ
କୃଷିର ମୋହ ଆଗରେ ପିଏଚ୍ଡିର ଆକର୍ଷଣ ଫିକା ପଡ଼ିଛି ଇନ୍ଶାହା ରସୁଲଙ୍କ ଜୀବନରେ। କଶ୍ମୀରର ଏହି ମହିଳା ବେଙ୍ଗାଲୁରୁର ଇନ୍ଷ୍ଟିଚ୍ୟୁଟ ଅଫ୍ ସାଇନ୍ସରେ ଶିକ୍ଷା ଶେଷ କରି ଦକ୍ଷିଣ କୋରିଆରେ ପିଏଚ୍ଡି କରୁଥିଲେ। କିନ୍ତୁ ଜୈବିକ ଚାଷର ବିକାଶ ପାଇଁ ସେ…
ଏଇ ଭାରତରେ
କେରଳର ଛାବରା ଦର୍ଶନ ସିଏମ୍ଆଇ ପବ୍ଲିକ୍ ସ୍କୁଲ ପରିବେଶ ଉପଯୋଗୀ ଅଭିିଯାନର ଏକ ସଫଳ ଦୃଷ୍ଟାନ୍ତ । ଏର୍ନାକୁଲମ ଜିଲା କୋନାମାଭୁସ୍ଥିତ ଉକ୍ତ ସ୍କୁଲରେ ଏକ ଆକର୍ଷଣୀୟ ବାଉଁଶ ଉଦ୍ୟାନ କରାଯାଇଛି। ଅଧ ଏକର ଜମିରେ ପ୍ରାୟ ୩୦ ପ୍ରଜାତିର ବାଉଁଶ…
ଲକ୍ଷ୍ୟ ଏକ, ମାର୍ଗ ଅନେକ
ଇବ୍ରାର ଖାଁ ଭାରତ ପରି ବିଶାଳ ଗଣତାନ୍ତ୍ରିକ ଦେଶରେ ବହୁ ଧର୍ମ, ଜାତି ଏବଂ ଭାଷାର ଯେଉଁ ଅପୂର୍ବ ସମନ୍ବୟ ପରିଦୃଷ୍ଟ ହୁଏ ତାହା ପୃଥିବୀର ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳେନି। ଜାତି, ଧର୍ମ, ଭାଷା, ସମ୍ପ୍ରଦାୟ ଏବଂ ଅଞ୍ଚଳକୁ…
ପଞ୍ଚାୟତ ନିର୍ବାଚନର ଉଦ୍ଦେଶ୍ୟ ଓ ବାସ୍ତବତା
ଅନିଲ କୁମାର ବିଶ୍ୱାଳ ରାଜ୍ୟରେ ଏବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଓଡ଼ିଶାରେ ପାଖାପାଖି ୮୫% ଲୋକେ ରୁହନ୍ତି ଗ୍ରାମାଞ୍ଚଳରେ; ଯେଉଁଠି ଏହି ନିର୍ବାଚନ ହେବାକୁ ଯାଉଛି । ବିଧାନସଭା ଓ ଲୋକ ସଭା ନିର୍ବାଚନ ସହିତ…
ଏମ୍ଏଚ୍ଏରେ ବନ ଅଧିକାରୀ
କେନ୍ଦ୍ର ସରକାର ନିଯୁକ୍ତି କ୍ଷେତ୍ରରେ ଆଇଏଏସ୍ ଗୋଷ୍ଠୀକୁ ଅଣଦେଖା କରି ଆସୁଛନ୍ତି। ଏହି ଧାରା ପୂର୍ବରୁ ଲାଗି ରହିଛି ଓ ଏହା ଏବେ ପୁନର୍ବାର ସ୍ପଷ୍ଟ ହୋଇଛି। ଗତ ବର୍ଷେ କି ଦୁଇ ବର୍ଷ ମଧ୍ୟରେ ନିଯୁକ୍ତି ପାଇଁ ସବୁ ସର୍ଭିସରୁ…
ଏଇ ଭାରତରେ
ଡେରାଡୁନ ଚିଡ଼ିଆଖାନାର ଡାଇରେକ୍ଟର ପି.କେ. ପାତ୍ରୋଙ୍କ ପରିବେଶ ସଚେତନତା ନିଶ୍ଚିତ ଭାବେ ପ୍ରେରଣାଦାୟକ। ସେ ଚିଡ଼ିଆଖାନାକୁ ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ କରିପାରିଛନ୍ତି। ସେଠାରେ କୌଣସି ପ୍ଲାଷ୍ଟିକ ବ୍ୟବହାର କରାଯାଉନାହିଁ। ସେ ଚିଡ଼ିଆଖାନାର କାର୍ବନ ନିର୍ଗମନକୁ ଶୂନ ସ୍ତରକୁ ଆଣିପାରିଛନ୍ତି। ୨୦୧୪-୧୫ରେ ପାତ୍ରୋ…
ସ୍ମାର୍ଟ ସିଟି ଓ ବୁଲାକୁକୁର
ପ୍ରଭାତ କୁମାର ଦାସ କିଛିଦିନ ତଳେ ଗୋଟିଏ ଖବର ପ୍ରକାଶ ପାଇଥିଲା, ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ କେହି ଜଣେ ଦୁଇଟି ବୁଲାକୁକୁରଙ୍କୁ ଗୁଳିକରି ହତ୍ୟା କରିବାର ଉଦ୍ୟମ କରିଥିଲେ। ସେଥିରୁ ଗୋଟିଏ ମୃତ୍ୟୁବରଣ କରିଥିଲା। କେହି ପଶୁପ୍ରେମୀ ଏହା ବିରୋଧରେ ଥାନାରେ…
ସବୁଜ ଆଣବିକ ଶକ୍ତି
ହାନ୍ସ ଓ୍ବେର୍ନର ସିନ୍ ୟୁରୋପୀୟ ସଂଘ (ଇୟୁ) ୨୦୨୦ରେ ପରିବେଶ ଉପଯୋଗୀ ତଥା ନିରନ୍ତର କାର୍ଯ୍ୟକଳାପଗୁଡ଼ିକର ବର୍ଗୀକରଣ କରିଥିଲା। କେଉଁ କାର୍ଯ୍ୟ ଜାରି ରଖିଲେ ଭବିଷ୍ୟତ ପିଢ଼ିର ଆବଶ୍ୟକତା ପୂରଣ ହେବା ସହ ପରିବେଶ ସୁରକ୍ଷିତ ରହିବ ସେଥିପାଇଁ ଏକ ନୂଆ…
ପାଣିପାଗ, ଜଳବାୟୁ ନିୟନ୍ତ୍ରଣରେ ଜଙ୍ଗଲ
ଇଂ. ମାୟାଧର ସ୍ବାଇଁ ପାଣିପାଗ ଓ ଜଳବାୟୁ ନିୟନ୍ତ୍ରଣରେ ଜଙ୍ଗଲର ଭୂମିକା ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ଆମେ ଜାଣୁ ଯେ ଉଦ୍ଭିଦ ସର୍ବଦା ଉତ୍ସ୍ବେଦନ (transpiration) କରିଥାଏ। ଏହି ପ୍ରକ୍ରିୟାରେ ଏହା ନିଜ ପତ୍ର ମାଧ୍ୟମରେ ଜଳକୁ ଜଳୀୟବାଷ୍ପରେ ପରିଣତ କରି…
ଏଇ ଭାରତରେ
ଘର ବଗିଚାରୁ ଯାତ୍ରା ଆରମ୍ଭ କରି ୧୦ ଏକର ଜମିରେ ଜୈବିକ ଚାଷରେ ସଫଳ ହୋଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି ତାମିଲନାଡୁର ପି. ଭୁବନେଶ୍ୱରୀ। ଗୃହିଣୀ ଭାବେ ଘରେ କିଚେନ ଗାର୍ଡେନ ଆରମ୍ଭ କରିବା ପରେ ସେ ଅଧିକ ଜମିରେ…
ବିବାହ ଓ ପ୍ରତାରଣା
ବୈକୁଣ୍ଠନାଥ ମିଶ୍ର ପ୍ରେମ ଅଧିକାଂଶ କ୍ଷେତ୍ରରେ ବିବାହର ରୂପ ନେଉଛି। କିନ୍ତୁ ପରିତାପର ବିଷୟ ଯେ ପ୍ରେମବିବାହ ଭିତରୁ ପ୍ରାୟ ଶତକଡ଼ା ୭୦ ଭାଗ ବିଫଳ ହେଉଛି। ମାତ୍ର ୫୦/୬୦ ବର୍ଷ ପୂର୍ବେ ପ୍ରେମ ବିବାହ କ୍ୱଚିତ୍ ଦେଖାଯାଉଥିଲା। ପ୍ରେମବିବାହ…
Archives


