ଏଇ ଭାରତରେ

ଥରେ ଚାର୍ଜ ହେଲେ ୨୦୦ କି.ମି. ଯାଉଥିବା ଇ- ବାଇକ୍‌ ନିର୍ମାଣ କରିଛନ୍ତି ବେଙ୍ଗାଲୁରୁ ନିବାସୀ ଡାନିକର ଏବଂ ମଧୁମିତା ଅଗ୍ରଓ୍ବାଲ। ଏହି ଦମ୍ପତି ଇ-ବାଇକ ନିର୍ମାଣରେ ସବୁ ସ୍ବଦେଶୀ ପାର୍ଟ ବ୍ୟବହାର କରିଛନ୍ତି। ଏହା ଘଣ୍ଟାକୁ ୧୦୦ କି.ମି. ବେଗରେ ଯାଇପାରୁଛି। ଓବେନ ଇଭି ଇନୋଭେଟିଭ ଷ୍ଟାର୍ଟଅପ୍‌ ମାଧ୍ୟମରେ ଏହାକୁ ନିର୍ମାଣ କରାଯାଇଛି। ସେମାନେ ଏକ ବର୍ଷ ପୂର୍ବରୁ ଉକ୍ତ ବାଇକ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଏବେ ସଫଳ ହୋଇଛନ୍ତି। ଏହାର ପରୀକ୍ଷା ପାଇଁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଏହା ମାତ୍ର ୩ ସେକେଣ୍ଡରେ ଜିରୋରୁ ୪୦ କିମି ଛୁଇଁପାରିବ ବୋଲି ଡାନିକର କହନ୍ତି। ଚାର୍ଜର ୨ ଘଣ୍ଟାରେ ବ୍ୟାଟେରିକୁ ସମ୍ପୂର୍ଣ୍ଣ ଚାର୍ଜ କରିପାରୁଛି। ବାହାରେ ଥିବା ଡିସି ଚାର୍ଜରରୁ ବି ଏହା ଏକ ଘଣ୍ଟାରେ ହୋଇପାରିବ। ଏହା ଏବେ ସୁଦ୍ଧା ନିର୍ମାଣ କରାଯାଇଥିତ୍ବା ସବୁ ଇ-ବାଇକ ଓଜନ ତୁଳନାରେ ୨୫% ହାଲୁକା । ଏହାର ସ୍ମାର୍ଟଫୋନ କନେକ୍‌ଟିଭିଟି ଦ୍ୱାରା ବ୍ୟାଟେରି ଲାଇଫ୍‌, ମେଣ୍ଟେନାନ୍ସ ବିଷୟରେ ସବିଶେଷ ତଥ୍ୟ ମୋବାଇଲ ଆପ୍‌ ଶେୟାର କରିପାରୁଛି। ୨୦୨୨ର ପ୍ରଥମ ତ୍ରୈମାସିକରେ ଏହି ବାଇକକୁ ଲଞ୍ଚ କରାଯିବାର ଯୋଜନା କରିଛନ୍ତି ଉକ୍ତ ଦମ୍ପତି।


Enter your email to get our daily news in your inbox.

All Right Reserved By Dharitri.Com

ଟିପୁଙ୍କ ବାଘ ପାକିସ୍ତାନୀଙ୍କୁ ଭୟ

ସାରଦା ପ୍ରସାଦ କର ଅର୍ଦ୍ଧଚେତନ ମନର ଅବସ୍ଥାରେ ସ୍ବପ୍ନ ଦେଖିବା ଏକ ନିୟମିତ ପ୍ରକିୟା, କିନ୍ତୁ ଅବସାଦଗ୍ରସ୍ତ ମଣିଷ ପାଇଁ ସ୍ବପ୍ନ ଅଯଥା ଭୟସଞ୍ଚାର କରେ।...

ଏଇ ଭାରତରେ

ବୟସ ୯୨। ହେଲେ ହାତ ଥମି ନାହିଁ କି ମନୋବଳ ଭାଙ୍ଗିନାହିଁ। ପ୍ଲାଷ୍ଟିକ ବର୍ଜ୍ୟର କିଭଳି ରିସାଇକ୍ଲିଂ ବା ପୁନଃ ଉପଯୋଗ କରାଯାଇପାରିବ ତାହାର ଏକ...

ୟୁକ୍ରେନ୍‌ ସଙ୍କଟ ଓ ଭାରତର ଆଭିମୁଖ୍ୟ

ପ୍ରଫେସର ଶକ୍ତି ପ୍ରସାଦ ଶ୍ରୀଚନ୍ଦନ ବର୍ତ୍ତମାନ ୟୁରୋପ ଶୀତଳ ଯୁଦ୍ଧ ପରବର୍ତ୍ତୀ ସମୟର ସବୁଠାରୁ ବିପଜ୍ଜନକ ପର୍ଯ୍ୟାୟ ଦେଇ ଗତି କରୁଛି। ଯଦିଓ ୟୁକ୍ରେନ୍‌ ସଙ୍କଟ...

ଜାଲ୍‌ ସାର୍ଟିଫିକେଟ ସମସ୍ୟା

ଛତିଶଗଡ଼ ସରକାର ଏକ ଉଚ୍ଚସ୍ତରୀୟ ସାର୍ଟିଫିକେଟ ଇନ୍‌ଭେଷ୍ଟିଗେଶନ କମିଟି ବା ପ୍ରମାଣପତ୍ର ତଦନ୍ତ କମିଟିି ଗଠନ କରିଛନ୍ତି। ଏହି କମିଟି ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ...

ଏକ ଅମୃତ ଅନୁଭବ

ସଂଗ୍ରାମ କେଶରୀ ପୃଷ୍ଟି ଏସୃଷ୍ଟିର ପାଳନକର୍ତ୍ତା ପ୍ରଭୁ ବିଷ୍ଣୁ ଦାନ କରିବାକୁ ସଂକଳ୍ପ ନେଲେ। ଏ ଖବର ପ୍ରଚାରିତ ହେବା ପରେ ବିଷ୍ଣୁଲୋକରେ ଦେବ, ଦାନବ,...

ଓଡ଼ିଶା ପୋଲିସ ଓ ହାଜତ ମୃତ୍ୟୁ

ସବ୍ୟସାଚୀ ଅମିତାଭ ବର୍ତ୍ତମାନ ସମୟରେ ଓଡ଼ିଶା ପୋଲିସ୍‌ର ଛବି ସଙ୍କଟରେ। ପୁରୀ ଓ ବୀରମିତ୍ରପୁରର ହାଜତ ମୃତ୍ୟୁ ଅଭିଯୋଗ ସରକାରଙ୍କ ତଣ୍ଟିରେ କଣ୍ଟା ହୋଇଲାଗିଛି। ପୁରୀ...

ଭଇଗରଙ୍କୁ ନିର୍ଯାତନା

ପଞ୍ଚାନନ ଅଗ୍ରୱାଲା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗତ ଡିସେମ୍ବର ୨୩ ରେ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ସ୍ବାକ୍ଷର କରିଛନ୍ତି। ଚାଇନାର ଶିଆନ ପ୍ରଦେଶରେ ସଂଖ୍ୟାଲଘୁ...

ଏଇ ଭାରତରେ

କର୍ନାଟକର ଦିବ୍ୟା ସେଟ୍ଟୀ ଓ ବିଷ୍ଣୁ ବର୍ଦ୍ଧନଙ୍କ ପରବେଶ ଚିନ୍ତା ବେଶ୍‌ ପ୍ରେରଣାଦାୟକ। ପ୍ରତି ମାସରେ ଏହି ଦମ୍ପତି ଅନେକ ଟନ୍‌ ବର୍ଜ୍ୟ ରିସାଇକ୍ଲିଂ କରୁଛନ୍ତି।...

Advertisement
Archives

Model This Week