ସମ୍ପାଦକୀୟ

ହାତୀ ମଲେ, ଜିଇଲେ

ଓଡ଼ିଶାରେ ଏଇ କିଛି ଦିନ ହେବ ହାତୀଙ୍କ ମୃତ୍ୟୁ ଓ ଆହତ ହେବା ବିଷୟ ନିତିଦିନିଆ ଘଟଣା ହୋଇଗଲାଣି। ଗତ ସପ୍ତାହରେ ନରସିଂହପୁର ବନାଞ୍ଚଳରେ ଶିକାରୀ ଦ୍ୱାରା ଗୁଳିବିଦ୍ଧ ହାତୀର ୧୪ ଜୁନ୍‌ରେ ମୃତ୍ୟୁ ଘଟିଥିଲା। ଏହା ପରଦିନ ସମ୍ବଲପୁର ବନଖଣ୍ଡ…

ବିକାଶର ନାମ ବିଜ୍ଞାପନ

ପେଟ ଚାଖଣ୍ଡକ ପୂରିଗଲେ କଥା ସରିବା କଥା। ହେଲେ ସର୍ବଗ୍ରାସୀ ଲୋଭ, ସବୁକୁ ନିଜର କରିବାର ପ୍ରୟାସରୁ ଅନେକେ କ୍ଷତିଗ୍ରସ୍ତ ହେଉଛନ୍ତି। ହେଇ ଦେଖୁନାହାନ୍ତି ନୀରବ ମୋଦି ଓ ବିଜୟ ମାଲ୍ୟାଙ୍କ ପରି ବ୍ୟକ୍ତିବିଶେଷ କେତେ ଠକି ନେଲେ ଯେ ତାକୁ…

ଏଇ ଭାରତରେ

ଘର ବଗିଚାରେ ୧,୫୦୦ରୁ ଊର୍ଦ୍ଧ୍ୱ ଗଛ ବଢ଼ାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି କୋଚିର ବିଶ୍ୱମ୍ବରନ୍‌ ଏନ୍‌.କେ.। ସେ ଡିଆରଡିଓରେ ବୈଜ୍ଞାନିକ ଥିଲେ। ସେଥିରୁ ଅବସର ନେବା ପରେ ସେ ଏହିଭଳି ବଗିଚା କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ବଗିଚାର ଆକର୍ଷଣ…

ନିଯୁକ୍ତିକୁ ନେଇ କ୍ରୋଧ

ଅଗ୍ନିବୀର ଘଟଣାରେ, ସରକାର ପୁଣି ପ୍ରଥମେ ତାଙ୍କ ପଟରୁ କାର୍ଯ୍ୟ କରିଛନ୍ତି ଓ ପରେ ନୀରବରେ ତା’ର ସମ୍ଭାବ୍ୟ ପରିଣାମ ସମ୍ପର୍କରେ ଚିନ୍ତା କରୁଛନ୍ତି। ହଠାତ୍‌ ଏବକାର ସେନା ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବଦଳାଇବାର ମାନେ କ’ଣ ଥିଲା। ଏହା କିପରି…

ପରାଜିତ ମୃତ୍ୟୁର ଆନନ୍ଦ

ମୃତ୍ୟୁ ତ ଚିରକାଳ ବିଜୟୀ। ମୃତ୍ୟୁ ଉପରେ ବିଜୟ ଲାଭ କରିବାର ଦୃଷ୍ଟାନ୍ତ କେବଳ ବିରଳ ନୁହେଁ, ଅସମ୍ଭବ ମଧ୍ୟ। ମୃତ୍ୟୁ ଆସେ ସମ୍ପୂର୍ଣ୍ଣ ଅଯାଚିତ, ଅପ୍ରତ୍ୟାଶିତ ଭାବେ। ସେ କଅଁଳ କଳିକାଟିଏ ହେଉ କି ପରିଣତ ବୟସ୍କ ବୃଦ୍ଧ, ରୋଗୀ…

ଗଣମାଧ୍ୟମ ନିୟାମକର ଅଧ୍ୟକ୍ଷ

ଆଜିର ସମୟରେ ଗଣମାଧ୍ୟମର ସଂଜ୍ଞା ବ୍ୟାପକ ହୋଇଛି। ଛାପା (ପ୍ରିଣ୍ଟ୍‌), ବୈଦ୍ୟୁତିକ (ଇଲେକ୍‌ଟ୍ରୋନିକ୍‌) ମାଧ୍ୟମଠାରୁ ସୋସିଆଲ ମିଡିଆ ଓ ସର୍ବୋପରେ କହିଲେ ଡିଜିଟାଲ ଗଣମାଧ୍ୟମ ଦୁନିଆକୁ ଆବୋରି ବସିଛି। ଡିଜିଟାଲ ଯୁଗରେ ଜଗତ ଏବେ ପାଲଟିଯାଇଛି ବିଶ୍ୱଗ୍ରାମ। ତେଣୁ ପ୍ରତି ମୁହୂର୍ତ୍ତରେ…

ଏଇ ଭାରତରେ

ଚରଖା ଓ ହସ୍ତତନ୍ତର ଆଦର କମି ଆସୁଥିବାବେଳେ ଏହାର ଉପଯୋଗିତାକୁ ପୁନଃ ପ୍ରତିପାଦିତ କରିଛନ୍ତି ପୁଣେର ନନ୍ଦନ ଭଟ୍ଟ। ସେ ସିଙ୍ଗଲ୍‌ ୟୁଜ୍‌ଡ ପ୍ଲାଷ୍ଟିକ ଭଳି ପଲିିଥିନ୍‌ ବ୍ୟାଗ, ଅଡିଓ ଓ ଭିଡିଓ କ୍ୟାସେଟ ଟେପ୍‌କୁ ଚରଖା ଏବଂ ହସ୍ତତନ୍ତ ମାଧ୍ୟମରେ…

ଅଜଣା ରୋଗର ନିଦାନ

ରୋଗ ହେଉଛି ଏକ ଅବସ୍ଥା, ଯାହା ଶରୀରର ଗତାନୁଗତିକ କାର୍ଯ୍ୟରେ ବାଧା ସୃଷ୍ଟି କରି ପୀଡ଼ା ସହ ସ୍ବାସ୍ଥ୍ୟକୁ ଆଘାତ ଦେଇଥାଏ। ଉଭୟ ଉଦ୍ଭିଦ ଓ ପ୍ରାଣୀ ରୋଗରେ ପୀଡ଼ିତ ହୋଇଥାନ୍ତି। ଉଦ୍ଭିଦଗୁଡ଼ିକର ରୋଗକୁ ମଣିଷ ଦେଖେ ଓ ତାହାର ଉପଚାର…

ଘୃଣା ମନ୍ତବ୍ୟ ରୋକିବା ଜରୁରୀ

ନିକଟରେ ଏକ ଘରୋଇ ଟିଭି ଚ୍ୟାନେଲ୍‌ର ବିତର୍କରେ ଭାଗ ନେଇ ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ନୂପୁର ଶର୍ମା ଇସ୍‌ଲାମ ଧର୍ମର ସଂସ୍ଥାପକ ପେଗମ୍ବର ମହମ୍ମଦଙ୍କ ସମ୍ପର୍କରେ ଯେଉଁ ଅସୂୟାସୂଚକ ମନ୍ତବ୍ୟ ଦେଲେ, ତାକୁ ନେଇ ଉଭୟ ଦେଶ ଭିତରେ ଓ ବିଦେଶରେ…

ଲକ୍ଷ୍ୟପଥରେ ବାବୁ

ବହୁ ସମୟରେ ଆଇଏଏସ୍‌ ଅଧିକାରୀମାନେ ପ୍ରାପ୍ତ ସୁବିଧାସୁଯୋଗର ଦୁରୁପଯୋଗ କରିବା କିମ୍ବା ରାଜନୈତିକ ଗୁରୁଙ୍କ ଦ୍ୱାରା ନିୟନ୍ତ୍ରିତ ବା ପ୍ରଭାବିତ ହେଉଥିବା ଯୋଗୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବା ଲକ୍ଷ୍ୟ କରାଯାଏ। ଅପରପକ୍ଷେ ନୀରବରେ କାମ କରି ପ୍ରଶଂସିତ ହେଉଥିବା ଅନେକ…

ଏଇ ଭାରତରେ

ବିନା ଡ୍ରାଇଭର୍‌ରେ ଚାଲିବ ଟ୍ରାକ୍ଟର। ରାଜସ୍ଥାନ ବାରନ ଜିଲାର ବମୋରିକଲା ଗାଁରେ ଯୋଗେଶ ନାଗରଙ୍କ ଦ୍ୱାରା ଆବିଷ୍କୃତି ରିମୋଟ୍‌ରେ ଏହା ସମ୍ଭବ ହୋଇଛି। ଏହି ରିମୋଟ୍‌ରେ ଦୂରରେ ରହି ଟ୍ରାକ୍ଟରକୁ ସହଜରେ ଚଲାଯାଉଛି। ଯୋଗେଶ ସପ୍ତମ ଶ୍ରେଣୀରେ ପଢ଼ିବା ବେଳୁ ତାଙ୍କ…

ମୃତ୍ୟୁଯନ୍ତା

ଡ. ଜୟକୃଷ୍ଣ ପାଣିଗ୍ରାହୀ ମାନବ ସଭ୍ୟତାର ଅଭ୍ୟୁଦୟ ଏବଂ ବିବର୍ତ୍ତନ ପ୍ରକ୍ରିୟାରେ ବିବିଧ କ୍ଷେତ୍ରରେ ଯେଉଁସବୁ ପ୍ରଗତିଶୀଳ ବିପ୍ଳବର ସୂତ୍ରପାତ ହୋଇଛି, ସେଥିରେ ପ୍ରମୁଖ ରୂପେ ଅନ୍ତର୍ଭୁକ୍ତ ରହିଛି କୃଷି, ଶିଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ, ପରିବହନ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?