ସମ୍ପାଦକୀୟ

ଆଉ ଏକ ଧର୍ମୀୟ ଜାଗରଣ

ସୌଭାଗ୍ୟ ସୁନ୍ଦରରାୟ ଆଇନଗତ ସ୍ତରରେ ରାମ ଜନ୍ମଭୂମି ଆନ୍ଦୋଳନର ଅନ୍ତ ଘଟିଛି ବୋଲି କୁହାଯାଇପାରେ। ତେବେ ଦୀର୍ଘ ୩ ଦଶନ୍ଧି ଧରି ଦେଶରେ ଚାଲିଥିବା ଏକ ଧର୍ମୀୟ ଜାଗରଣର ପରିସମାପ୍ତି ଘଟିଛି ବୋଲି ଯଦି କୁହାଯାଏ ତାହା ଠିକ୍‌ ହେବ ନାହିଁ।…

ନନ୍ଦନକାନନ: ଦଫା ୩୦୭

ଓଡ଼ିଶା ସରକାର କହୁଛନ୍ତି ଯେ, ଆମ ରାଜ୍ୟ ହେଉଛି ଭାରତବର୍ଷର ସବୁଠାରୁ ଅନାବିଷ୍କୃତ ସୌନ୍ଦର୍ଯ୍ୟ ବା ବେଷ୍ଟ କେପ୍ଟ ସିକ୍ରେଟ୍‌। ସେହି ଗୋପନୀୟତାକୁ ଓଡ଼ିଶା ସରକାର ପର୍ଯ୍ୟଟନ ବିଭାଗ ମାଧ୍ୟମରେ ଅନେକ ଅର୍ଥ ଖର୍ଚ୍ଚ କରି ଦେଶବ୍ୟାପୀ ପ୍ରଚାର ଚଳାଇଛନ୍ତି। ଖୁସିଲାଗେ…

ବାଧ୍ୟରେ ନଇଁଛନ୍ତି

ଦେଶରେ ପେଟ୍ରୋଲ ଓ ଡିଜେଲର ଅହେତୁକ ମୂଲ୍ୟ ବୃଦ୍ଧିଜନିତ ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ୍‌ ବଢ଼ିଚାଲିଛି। ୨୦୨୨ ମେ’ ୨୧ ସନ୍ଧ୍ୟାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଟୁଇଟ୍‌ କରିଥିଲେ, ସରକାର ପେଟ୍ରୋଲ ଉପରୁ ୮ ଟଙ୍କା ଓ…

ବଞ୍ଚିତଙ୍କୁ ଅଣଦେଖା

ନବରଙ୍ଗପୁର ଜିଲା ଉଦୟପୁର ଗ୍ରାମରେ ରାଜୀବ ପାତ୍ର ଓ ତାଙ୍କ ବଡ଼ ଭାଇ ଦେବ ପାତ୍ର ଉଭୟ ଦିବ୍ୟାଙ୍ଗ। ଦେବ ମାନସିକ ଭିନ୍ନକ୍ଷମ ହୋଇଥିବା ବେଳେ ରାଜୀବ ଶାରୀରିକ ଭିନ୍ନକ୍ଷମ। ସରକାରଙ୍କ ନିୟମ ଅନୁଯାୟୀ ଦେବ ମାସକୁ ୫୦୦ ଟଙ୍କା ଭତ୍ତା…

ରାଜନୈତିକ ଅସହିଷ୍ଣୁତା ଓ ପୋଲିସରାଜ୍‌

ଶାସକ ଦଳର ଛତ୍ରଛାୟାରେ ରହିଲେ ପୋଲିସ ଡର ନାହିଁ। ସମ୍ପୃକ୍ତ ପୋଲିସକୁ ଘୁସ୍‌ ଦେବାର ପଇସା ଥିଲେ କୋର୍ଟ କଚେରିକୁ ଡର ନାହିଁ – ଏ ଏକ ଲୋକୋକ୍ତି ହୋଇଗଲାଣି। ଘୁସ୍‌ କାରବାର ଉପରେ ଆଲୋଚନା କରିବା ବୃଥା, ତାହା ତ…

ବାର୍ଦ୍ଧକ୍ୟର ସାହାରା: ପୁରାତନ ପେନ୍‌ସନ

ଘରୋଇକରଣ ବିରୋଧରେ, ନିୟମିତ ଦାବିରେ ସରକାରୀ କର୍ମଚାରୀମାନେ ଆଜି ଆନ୍ଦୋଳନକୁ ଓହ୍ଲାଉଛନ୍ତି। ପୁଣି ସରକାରୀ ନିର୍ଦ୍ଦେଶନାମା ବିରୋଧରେ ଓ ବେତନ ବୃଦ୍ଧି ପାଇଁ ଧାରଣା ପ୍ରଦର୍ଶନ କରୁଛନ୍ତି। ପ୍ରଶ୍ନ ହେଉଛି, ନୀତି ନିର୍ଦ୍ଧାରଣ ବେଳେ ସରକାର କାହିଁକି ଏପରି ନିଷ୍ପତ୍ତି ନେଉଛନ୍ତି;…

ଏଇ ଭାରତରେ

ନିଶାସକ୍ତ ଜୀବନର ଅନ୍ଧକାରମୟ ଭବିଷ୍ୟତକୁ ଭଲଭାବେ ନିରୀକ୍ଷଣ କରିଛନ୍ତି ନାଗପୁରର ବିଜୟ ବର୍ଷେ। ସେଥିପାଇଁ ସେ ଅନେକ ହଜାର ବସ୍ତିପିଲାଙ୍କୁ ଫୁଟବଲ ମାଧ୍ୟମରେ ନିଶା କବଳରୁ ଉଦ୍ଧାର କରି ଉନ୍ନତ ଜୀବନ ଜିଇବାରେ ସାହାଯ୍ୟ କରିଛନ୍ତି। ବିଜୟ ୨୦୦୧ରୁ ‘ଝୋପଡ଼ପଟ୍ଟି ଫୁଟବଲ’…

ଆକ୍ରୋଶର ଶେଷ କେବେ

ବର୍ତ୍ତମାନ ଜ୍ଞାନବାପି ମସ୍‌ଜିଦ ଚର୍ଚ୍ଚା ଦେଶରେ ସବୁଠୁ ଚର୍ଚ୍ଚିତ ବିଷୟ ହୋଇଛି। ଅଯୋଧ୍ୟା ବାବ୍ରି ମସ୍‌ଜିଦ ପ୍ରସଙ୍ଗ ଯେଭଳି ଅନେକ ଦଶନ୍ଧି ଧରି ରହିଥିଲା ସେଭଳି ଏହା ରହି ନ ପାରେ, କିନ୍ତୁ କିଛି ବର୍ଷ ରହିବାର ସମ୍ଭାବନା ରହିଛି। ସାମ୍ବାଦିକା…

ସେଲିବ୍ରିଟି ସେବିକା

ପରିବାରର ୧୯ତମ ସନ୍ତାନ ଭାବେ ଆନ୍ନା କାବାଲେ ଡୁବା କେନିଆର ଟୁର୍ବି ଅଞ୍ଚଳର ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପୁଅମାନଙ୍କୁ ପଢ଼ିବାର ସୁଯୋଗ ଥିବା ବେଳେ ଝିଅମାନଙ୍କୁ କମ୍‌ ବୟସରେ ବିବାହ କରିଦେବା ଚିନ୍ତା ମାତାପିତାଙ୍କୁ ଘାରିଥାଏ। ଏଭଳି ରିଗ୍ରେସିଭ୍‌ ବା…

ଦୃଶ୍ୟମାନ ଈଶ୍ୱରଙ୍କ ଦୁଃଖ

ଈଶ୍ୱର ତ ଚିରକାଳ ଅଦୃଶ୍ୟ। ପୁଣି ଏହି ଅପହଞ୍ଚ ଇଲାକାର ଅଧୀଶ୍ୱର ତ ସକଳ ପ୍ରାଣୀଙ୍କ ଦୁଃଖମୋଚନର ଏକମାତ୍ର ସମର୍ଥ ଆଶ୍ରୟ। ସୁତରାଂ ‘ଦୃଶ୍ୟମାନ ଈଶ୍ୱରଙ୍କ ଦୁଃଖ’ ଶୀର୍ଷକ ଏ ସ୍ତମ୍ଭର ପାଠିକାପାଠକଙ୍କ ଚେତନାରେ ଏକ ନିଶ୍ଚିତ ବିରୋଧାଭାସ ଭଳି ପ୍ରତୀୟମାନ…

ଏଇ ଭାରତରେ

ଦୁନିଆରେ ଦିବ୍ୟାଙ୍ଗମାନେ ସାମାଜିକ ସ୍ରୋତରେ ପଛରେ ରହିଯାଉଛନ୍ତି। ଏହାର ଅନେକ କିଛି କାରଣ ରହିଛି, ହେଲେ ସେହିସବୁ କାରଣକୁ ନ ଖୋଜି ନିଜ ମାଧ୍ୟମରେ ଯାହାକିଛି କରିହେବ ତାହା କରୁଛନ୍ତି ମହାଦେବନ ମୁଥାଲାମ୍ପେଟ। ସେ ବାଣିଜ୍ୟ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ।…

ଏଇ ଭାରତରେ

ଜୀବନରେ ସାଂଘାତିକ ରୋଗର ଝଟ୍‌କା ପାଇବା ପରେ ସେଥିରୁ ବଞ୍ଚିଯାଇଥିବା ବହୁ ବ୍ୟକ୍ତିଙ୍କ ସେବାରେ ଜଡ଼ିତ ରହିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳେ। ସେମାନଙ୍କ ମଧ୍ୟରେ ଦିଲ୍ଲୀର ଅଲାଗଡଥାନମ ନଟରାଜନ ଅନ୍ୟତମ। ନଟରାଜନ କ୍ୟାନ୍‌ସରରେ ପୀଡ଼ିତ ହୋଇ ଜୀବନ ସହ ସଂଗ୍ରାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri