ମୋ ମାତୃଭାଷା ମୋତେ ଶ୍ରେଷ୍ଠ
ବୈକୁଣ୍ଠନାଥ ମିଶ୍ର ଶୀର୍ଷକଟି ବ୍ୟାସକବି ଫକୀର ମୋହନଙ୍କ କବିତାର ଏକ ଉଦ୍ଧୃତାଂଶ। କବିଙ୍କ ଭାଷାରେ- ଭ୍ରମିଲି ବହୁ ଦେଶଦୂର- କାଞ୍ଚତ୍ କାମାକ୍ଷା କାନପୁର।/ ପଢ଼ିଲି ନାନା ଦେଶଭାଷା – କାହିଁ ତ ନ ପୂରିଲା ଆଶା।/ହେଉ ପଛକେ ସେ ନିକୃଷ୍ଟ –…
ଜଳଯୁଦ୍ଧ
ଡ. ଅଜୟ କୁମାର ପାତ୍ର ବିନ୍ଦୁ ବିନ୍ଦୁ ପାଣିରେ ଅୟୁତ ଜୀବନ। ବିନ୍ଦୁ ବିନ୍ଦୁ ପାଣି ମିଶି ମହାସାଗର ହୋଇପାରିଛି। ପାଣିର ଏପରି ବିଶିଷ୍ଟ ଗୁଣ ଯୋଗୁ ଏହାକୁ ‘ସାର୍ବଜନୀନ ଦ୍ରାବକ’ କୁହାଯାଏ। ଅଧିକନ୍ତୁ ସୌର ପରିବାର ଏକମାତ୍ର ଜୀବଲୋକ ପୃଥିବୀକୁ…
ବଡ଼ ବିତର୍କ ଲୋଡ଼ା
କେନ୍ଦ୍ର ସରକାରଙ୍କ ଲାଟେରାଲ ଏଣ୍ଟ୍ରି ନୀତିରେ ଘରୋଇ ଏବଂ ସାର୍ବଜନୀନ କ୍ଷେତ୍ରରୁ ବିଶେଷଜ୍ଞଙ୍କୁ ଆଣି ସରକାରରେ ନିଯୁକ୍ତି ଦିଆଯାଉଛି। କିନ୍ତୁ ଧୀରେଧୀରେ ବରିଷ୍ଠ ବାବୁମାନେ ସର୍ଭିସ ଛାଡି କର୍ପୋରେଟ ଜଗତରେ ପ୍ରବେଶ କରିବା ଦ୍ୱାରା ଏହି ନୀତି ପ୍ରଭାବହୀନ ହେବାରେ ଲାଗିଛି।…
ଏଇ ଭାରତରେ
ପାର୍ଥିବ ଶରୀରର ଅନ୍ତିମ ସଂସ୍କାର ନ ହେଲେ ଆମତ୍ା ମୁକ୍ତିଲାଭ କରିପାରେ ନାହିଁ ବୋଲି ମାନ୍ୟତା ରହିଛି। ଏହାକୁ ଲକ୍ଷ୍ୟକରି ପଞ୍ଜାବର ଜଣେ ମହିଳା ଏଏସ୍ଆଇ ସୁନୀତା ଦୁର୍ଘଟଣା କିମ୍ବା ଅନ୍ୟ କାରଣରୁ ମୃତ୍ୟୁ ହେଉଥିବା ଅନେକ ଅପରିଚିତ ମୃତଦେହ ଦାହକରି…
ସ୍ତ୍ରୀ ହାତରୁ ଚାପୁଡ଼ା
ଡ. ସୁବାସ ଚନ୍ଦ୍ର ପାତ୍ର ସ୍ତ୍ରୀହାତରୁ ଚାପୁଡ଼ା ଖାଇବା ଘଟଣା ନେଇ ପୁରୁଷମାନେ ବେଶି ବ୍ୟତିବ୍ୟସ୍ତ ହେବା ଉଚିତ ନୁହେଁ। ଏହା ସାମୟିକ ଭାବରେ ଭୂମିକାର ଅଦଳବଦଳ। ଏହାକୁ ଅନ୍ୟ ଭାବରେ ଦେଖିବା ଉଚିତ ନୁହେଁ, ବରଂ ଏହା ଏକ ସାମାଜିକ…
ବିଶ୍ୱତାପନ ଚିନ୍ତା
ପାସ୍କାଲ ଲାମି ଇଣ୍ଟର୍ଗଭର୍ନମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଟ୍ ଚେଞ୍ଜ (ଆଇପିସିସି)ର ପ୍ରକାଶିତ ସଦ୍ୟତମ ରିପୋର୍ଟ ଅନେକଙ୍କୁ ଭୟଭୀତ କରିଥିଲା । କିନ୍ତୁ ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ କରିବାରେ ଲଗାତର ବିଫଳ ହେବା ସହ ଶିଳ୍ପବିପ୍ଳବ ପୂର୍ବ ସ୍ତର ତୁଳନାରେ…
ବିଚାର ଆପଣଙ୍କର
ଶ୍ରୀଧର ପଟ୍ଟନାୟକ ଭଗବାନ ପୃଥିବୀରେ ଅଛନ୍ତି ନା ପୃଥିବୀ ବାହାରେ? ଏହାର ଉତ୍ତର ବୟଃପ୍ରାପ୍ତ କୌଣସି ବ୍ୟକ୍ତିଙ୍କୁ ଦିଆଯାଇପାରେ, ହେଲେ ପାଞ୍ଚବର୍ଷର ପୁଅକୁ ଦେବା ମୋ ପକ୍ଷେ ନିହାତି କଷ୍ଟ ଥିଲା। ବୁଝେଇବା ଢଙ୍ଗରେ କହିଲି: ହଁ; ଭଗବାନ ପୃଥିବୀରେ ହିଁ…
ଇତିହାସ, ପୌରାଣିକ କଥା ଓ କିମ୍ବଦନ୍ତୀ
ପୁରାତନ କାଳର ‘ଇତିହାସ’ କହିଲେ କଥାକାରଙ୍କ ପ୍ରତ୍ୟକ୍ଷଦର୍ଶୀ ବା ପ୍ରାମାଣିକ କାହାଣୀକୁ ବୁଝାଏ। ଏଣୁ ରାମାୟଣ ଏକ ଇତିହାସ। କାରଣ ଏହାକୁ ବାଲ୍ମୀକି ପ୍ରତ୍ୟକ୍ଷ ଭାବେ ଦେଖି ତାହାର କାହାଣୀ ରଚନା କରିଥିଲେ। ମହାଭାରତ ମଧ୍ୟ ଏକ ଇତିହାସ, କାରଣ ବ୍ୟାସ…
ଜନତା ଓ ଜନ ପ୍ରତିନିଧି
ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଅନୁସାରେ ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ ହେବା ପାଇଁ ଆମ ସମ୍ବିଧାନରେ ନିୟମ ରହିଛି। ମାତ୍ର ଏବେର ନିର୍ବାଚନରେ ଏସବୁରେ ବ୍ୟତିକ୍ରମ ଦେଖାଦେଇଛି। ଦିନକୁଦିନ ନିର୍ବାଚନ ବ୍ୟୟବହୁଳ ହେଉଛି। କେବଳ ଆର୍ଥିକ ସ୍ବଚ୍ଛଳ ବର୍ଗର ଲୋକେ…
ଦେଶଦ୍ରୋହ ଆଇନରେ ପରିବର୍ତ୍ତନ ଲୋଡ଼ା
ଦେଶରେ ଅନେକ ସମୟରେ ବିତର୍କର କାରଣ ପାଲଟିଥିବା ଭାରତୀୟ ପିଙ୍ଗଳ କୋଡ୍ର ବିବାଦୀୟ ଧାରା ୧୨୪-କ ଉପରେ ସୁପ୍ରିମକୋର୍ଟ ଏବେ ସାମୟିକ ରୋକ୍ ଲଗାଇଛନ୍ତି। କୁହାଯାଉଛି ଏହି ଆଇନ ହଟାଇବା ଦିଗରେ ଏହା ହେଉଛି ପ୍ରଥମ ସୋପାନ। ଆଗରୁ ଅନେକ ସମୟରେ…
ଏଇ ଭାରତରେ
ଚାଷ କାମ ସହିତ ଉଦ୍ଭାବନ ନିଶା ଜଣେ କୃଷକଙ୍କୁ ସଫଳତା ଦେଇଛି। ଗୁଜରାଟ ରାମନଗର ନିବାସୀ ୩୪ ବର୍ଷୀୟ ମହେଶ ଭୂତ୍ ଏକ ଇ-ଟ୍ରାକ୍ଟର ନିର୍ମାଣ କରିଛନ୍ତି ଯାହାକୁ ୧ ଘଣ୍ଟା ଚଳାଇଲେ ଖର୍ଚ୍ଚ ହେଉଛି ମାତ୍ର ୧୫ ଟଙ୍କା। ପୁଅର…
ଏଇ ଭାରତରେ
ଶସ୍ୟ, ମୁଖ୍ୟତଃ ଧାନ ଓ ନଡ଼ା ଖୁଣ୍ଟା ପୋଡ଼ିରୁ ପରିବେଶ ପ୍ରଦୂଷିତ ହେଉଛିି। ପ୍ରତିବର୍ଷ ଏହି ସମସ୍ୟା ଦିଲ୍ଲୀ-ଏନ୍ସିଆର୍ ଶୀତଋତୁରେ ସାମ୍ନା କରିଆସୁଛି। ଏହା ଉପରେ ନ୍ୟାୟିକ କଟକଣା ଲାଗୁ କରାଯାଇଥିଲେ ମଧ୍ୟ ସୁଫଳ ମିଳିପାରୁନାହିଁ। ତେବେ ଖୁଣ୍ଟାର ପୁନଃ ଉପଯୋଗ…
Archives


