ସମ୍ପାଦକୀୟ

ଅପାରଦର୍ଶୀ ନିଲାମି ପ୍ରକ୍ରିୟା

ଶ୍ରୀଗିରୀଶ ଜଲିହଲ   ଗରିବ ଓ ସଶସ୍ତ୍ର ବଳକୁ ଡାଲି ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କ ୪,୬୦୦ କୋଟି ଟଙ୍କା ମୂଲ୍ୟର ନିଲାମି ପ୍ରକ୍ରିୟା କେତେକ ବଡ ମିଲ୍‌ ମାଲିକଙ୍କୁ ଲାଭ ଦେବାକୁ ଅନୁଚିତ ଉପାୟରେ ପ୍ରବନ୍ଧିତ କରାଯାଇଥିଲା ବୋଲି…

ବିନାଶ ପଥେ କଂଗ୍ରେସ

ମାସାଧିକ କାଳର କସରତ ପରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବାକୁ ମନା କରିଦେଇଛନ୍ତି। ଟୁଇଟରରେ ସେ ଏହାର କାରଣ ମଧ୍ୟ କହିଛନ୍ତି। କିଶୋର କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଦ୍ୱାରା ଗଠିତ ଏମ୍ପାଓ୍ବାର୍ଡ ଆକ୍ସନ ଗ୍ରୁପ୍‌…

ମସ୍କ: ମାନିବାକୁ ପଡ଼ିବ

ଟେସ୍‌ଲା ମାଲିକ, ସ୍ପେସ୍‌ଏକ୍ସ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବିଶ୍ୱର ସର୍ବବୃହତ୍‌ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ଆମେରିକାଭିତ୍ତିକ ମାଇକ୍ରୋବ୍ଲଗିଂ ଓ ସୋସିଆଲ ନେଟ୍‌ଓ୍ବର୍କିଂ ସର୍ଭିସ ‘ଟୁଇଟର’କୁ ୪୪ ବିଲିୟନ ଡଲାରରେ କିଣିଛନ୍ତି। ଷ୍ଟକ୍‌ ବଜାରରେ ତାଲିକାଭୁକ୍ତ କମ୍ପାନୀ ମଧ୍ୟରେ ଏହି ଅଧିଗ୍ରହଣ…

ଏଇ ଭାରତରେ

ଅଧାରୁ ପାଠ ଛାଡ଼ିଛନ୍ତି, ହେଲେ ନିଜର ନିଷ୍ଠା ବଳରେ ତିଆରି କରିଛନ୍ତି ଏଭଳି ଜିନିଷ ଯାହାକୁ ବ୍ୟବହାର ପରେ ବି ଖାଇହେଉଛି। ତାମିଲନାଡ଼ୁ କୋଏମ୍ବାଟୁରର କଲ୍ୟାଣ କୁମାରଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। କଲ୍ୟାଣଙ୍କ ବୟସ ୩୯ । ବିଜ୍‌ନେସ ଆଡ୍‌ମିନିଟ୍ରେଶନରେ…

ଅସହାୟ ଜୀବନ ଓ ଦିଗହରା ରାଜନୀତ

ବ୍ରଜକିଶୋର ଦାସ ଓଡ଼ିଶା ଏକ ପ୍ରାକୃତିକ ଦୁର୍ବିପାକର ରାଜ୍ୟ। ବର୍ଷ ବର୍ଷ ଧରି ବନ୍ୟା, ବାତ୍ୟା, ମରୁଡ଼ି ସବୁବେଳେ ଜନସାଧାରଣଙ୍କୁ ଦୁଃଖ ଓ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦିଏ। ଏଠି ବସବାସ କରୁଥିବା ଅଧିକାଂଶ ମଣିଷ ଶ୍ରମଜୀବୀ, ଆଦିବାସୀ, ଗରିବ ଓ ନାମମାତ୍ର…

ପଡ଼ୋଶୀ ଦେଶରୁ ଶିକ୍ଷା

ରଶ୍ମିରଞ୍ଜନ ରାଉତ ଭାରତର ୩ଟି ନିକଟତମ ପଡ଼ୋଶୀ ଦେଶ ଶ୍ରୀଲଙ୍କା, ପାକିସ୍ତାନ ଓ ନେପାଳରେ ଆର୍ଥତ୍କ ସଙ୍କଟ ଏବେ ଚରମ ସୀମାରେ। ଏହା ମଧ୍ୟରେ ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷଣା କରିସାରିଥିବାବେଳେ ପାକିସ୍ତାନର ନେତୃତ୍ୱରେ ପରିବର୍ତ୍ତନ ଘଟିସାରିଛି। ଏହା ସହ ନେପାଳ…

ଭୂତଳ ନୁହେଁ, ଭୂପୃଷ୍ଠ

ପୃଥିବୀକୁ ନୀଳ ଗ୍ରହର ଆଖ୍ୟା ଦିଆଯାଇଛି। କାରଣ ଭୂପୃଷ୍ଠରେ ନୀଳ ସାଗର ବହିବା ସହ ଏହା ୭୧ ପ୍ରତିଶତ ଜଳଧାରଣ କରିଛି। ଅନ୍ୟପକ୍ଷରେ ଦିନକୁ ଦିନ ଏହାର ଗ୍ରାଉଣ୍ଡ୍‌ ଓ୍ବାଟର ବା ଭୂତଳ ଜଳସ୍ତର ବିଭିନ୍ନ କାରଣରୁ କମିକମି ଯାଉଛି। ପ୍ରାଣୀ…

ଅନ୍ଧାର କୋଣ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏବେ ପୁଣି ଚର୍ଚ୍ଚାକୁ ଆସିଛି। ଏହାର ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଇତିହାସ ଏବଂ ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ (ଏନ୍‌ଏଏମ୍‌), ଆଫ୍ରିକୀୟ-ଏସୀୟ ଅଞ୍ଚଳର ଇସ୍‌ଲାମୀୟ ସାମ୍ରାଜ୍ୟ, ଶୀତଳ ଯୁଦ୍ଧ ଯୁଗ,…

ପିଲାଙ୍କ ବ୍ରେନ୍‌ ପାୱାର

ଡା. ସମ୍ରାଟ କର କରୋନା ପ୍ରକୋପ ପାଇଁ ପାଖାପାଖି ଦୁଇବର୍ଷ ପିଲାମାନେ ଘରେ ରହି ଅନ୍‌ଲାଇନରେ ପରୀକ୍ଷା ଦେଲେ। ତେବେ ଚଳିତ ବର୍ଷଠାରୁ ଅଫ୍‌ଲାଇନ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ପିଲାମାନଙ୍କ ବ୍ରେନ ପାୱାର ବଢ଼ିବା…

ମୃତ୍ତିକାର ଆର୍ତ୍ତନାଦ

ଡ. ସୁବାସ ଚନ୍ଦ୍ର ପାତ୍ର ଦୁର୍ଗତି ପ୍ରଗତିର ବୋଧହୁଏ ସବୁଠୁ ବିଶ୍ୱସ୍ତ ସହଚର। ଯେଉଁ ମାଟି ମା’ ଦିନେ ମଣିଷର ଭରସାର ମୂଳପିଣ୍ଡ ଥିଲା, ଯାହା ଉପରେ ମଣିଷ ପାଦ ଥାପୁଥିଲା ଏହି ବିଶ୍ୱାସ ନେଇ ଯେ ତା’ର ପାଦତଳ ମାଟି…

ଏଇ ଭାରତରେ

ଜୈବ ଇନ୍ଧନ ବ୍ୟବହାର କମ୍‌ କରିବା ସହ ପରିବେଶ ପ୍ରଦୂଷଣ ରୋକିବା ଲାଗି ଏବେ ବୈଦ୍ୟୁତିକ ଦୁଇଚକିଆ ଯାନ(ଇଭି ଟୁହ୍ବିଲର) ନିର୍ମାଣରେ ଲାଗିଛନ୍ତି ବହୁ ନାମୀଦାମୀ କମ୍ପାନୀ। ଗତବର୍ଷ ତୁଳନାରେ ଏହାର ବିକ୍ରି ମଧ୍ୟ ୧୩୨ ପ୍ରତିଶତ ବୃଦ୍ଧି ପାଇଛି। ଲୋକେ…

ଆଘାତଦାୟକ ସମୟ

ଆକାର ପଟେଲ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ୧୯୨୫ରେ ପ୍ରତିଷ୍ଠା ହୋଇଥିଲା। ଆଉ ତିନି ବର୍ଷରେ ଏହା ୧୦୦ରେ ପଦାର୍ପଣ କରିବ। ବିଶେଷକରି ୨୦୧୯ରୁ ଘଟିଥିବା ଘଟଣାଗୁଡ଼ିକ ପରେ କେତେକେ ଅନୁଭବ କରିଛନ୍ତି ଯେ, ୨୦୨୫ ଭାରତ ହିନ୍ଦୁ ରାଷ୍ଟ୍ରକୁ ପରିବର୍ତ୍ତନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri