ଏଇ ଭାରତରେ

ଅହମଦାବାଦର ଶିଳ୍ପା ପଟେଲଙ୍କ ପରିବାର ପରିବେଶ ଉପଯୋଗୀ କପଡ଼ା ତିଆରି କରି ପରିବେଶ ସଚେତନତାର ବାର୍ତ୍ତା ଦେଇଆସୁଛନ୍ତି। ଉକ୍ତ ପରିବାର ‘ଛାପା’ ନାମକ ପରିବେଶ ସହନୀୟ ଷ୍ଟାର୍ଟଅପ୍‌ ବ୍ରାଣ୍ଡ୍‌ରେ ଏହାକୁ ପ୍ରସ୍ତୁତ କରୁଛନ୍ତି। ଏଥିରେ ସେମାନେ ବହୁ ପୁରୁଣା ହ୍ୟାଣ୍ଡ ବ୍ଲକ୍‌ ପ୍ରିଣ୍ଟିଂ ଟେକ୍‌ନିକ୍‌ ବ୍ୟବହାର କରୁଛନ୍ତି। କାଠ ତିଆରି ବ୍ଲକ୍‌ରେ ବିଭିନ୍ନ ପଶୁଙ୍କ ରୂପ କରାଯାଇ ଏହି ପ୍ରିଣ୍ଟିଂ କରାଯାଉଛି। ପଟେଲ ପରିବାର ଉକ୍ତ କାର୍ଯ୍ୟରେ ଆଖପାଖର ୨୫ ଜଣ କାରିଗରଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି। ଶିଳ୍ପା ୨୦୧୩ରେ ଛାପା ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରିଥିଲେ। ହ୍ୟାଣ୍ଡ୍‌ ବ୍ଲକ ପ୍ରିଣ୍ଟିଂର ପୁନରୁଦ୍ଧାର ସହ କାରିଗରମାନଙ୍କୁ ସହଯୋଗ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟ ଜାରି ରଖିଛନ୍ତି । ଖଦି ଓ କଟନ କପଡ଼ାରେ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଉଛି। ବଳି ପଡ଼ୁଥିବା ବର୍ଜ୍ୟ କପଡ଼ାର ଉପଯୋଗ କରି ପାଉଚ୍‌ ଓ ବ୍ୟାଗ୍‌ ତିଆରି କରାଯାଉଛି। ସେମାନେ ଅନ୍ୟ ବୁଣାକାରମାନଙ୍କ ସହ ଯୋଗାଯୋଗ କରି ପ୍ରିଣ୍ଟିଂ ଟେକ୍‌ନିକ୍‌କୁ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି। ଅହମଦାବାଦରେ ଏକ ଷ୍ଟୋର ଏବଂ ଅନ୍‌ଲାଇନରେ କପଡ଼ା ବ୍ୟବସାୟ କରାଯାଉଛି। ବର୍ଷକୁ ଏଥିରୁ ପଟେଲ ପରିବାର ୧.୫ କୋଟି ଟଙ୍କା ଆୟ କରୁଛନ୍ତି ଓ ଏଥିରୁ ୨୫% କାରିଗରଙ୍କୁ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପରିବେଶ ସୁରକ୍ଷା ଲାଗି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ (ଏସ୍‌ୟୁପି)ବନ୍ଦ ହେବା ପରେ ରିସାଇକ୍ଲିଂ ପାଇଁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି ଜୁନାଗଡ଼ ଜିଲାପାଳ ରଚିତ ରାଜ। ଯେଉଁମାନେ...

ନ୍ୟାୟପାଳିକାକୁ କରାୟତ୍ତ କରିବାର ଷଡ଼ଯନ୍ତ୍ର

କେଦାର ମିଶ୍ର ଗତ ୬ ଜାନୁୟାରୀରେ ଭାରତର ଆଇନ ମନ୍ତ୍ରୀ କିରଣ ରିଜିଜୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଦାବି କରିଛନ୍ତି ଯେ, ଦେଶର...

ଗାନ୍ଧିଜୀଙ୍କ ଦୃଷ୍ଟିରେ ସ୍ବଚ୍ଛତା

ଜଗଦାନନ୍ଦ ଜେନା ୨୦୧୯ ଅକ୍ଟୋବର ୨ ତାରିଖରେ ଆମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରିବାକୁ ଯାଉଛୁ। ଆମ ଜାତିକୁ କର୍ତ୍ତବ୍ୟପରାୟଣ,...

ଏଇ ଭାରତରେ

ଅଭିନବ ଉପାୟରେ ନିଜସ୍ବ ଜ୍ଞାନ କୌଶଳରେ କମ୍‌ ସଂସାଧନ ଉପଯୋଗରେ ସ୍କ୍ରାପ୍‌ ଜିନିଷରୁ ଟର୍‌ବାଇନ ନିର୍ମାଣ କରି ବିଦ୍ୟୁତ ଉତ୍ପାଦନ କରୁଛନ୍ତି ଝାଡ଼ଖଣ୍ଡର କେଦାର ପ୍ରସାଦ...

ଆଜିର ଅର୍ଥନୀତି/ସ୍ପଷ୍ଟ କର

କେନ୍ଦ୍ର ବଜେଟ ଉପସ୍ଥାପନ ବେଳେ ସାଧାରଣ ଲୋକମାନେ ବ୍ୟକ୍ତିଗତ ଆୟକରରେ କ’ଣ ପରିବର୍ତ୍ତନ ଘଟୁଛି, ତାହା ଜାଣିବା ପାଇଁ ସବୁବେଳେ ଉତ୍ସୁକତା ପ୍ରକାଶ କରିଥାନ୍ତି। ଏଥିପାଇଁ...

ଶିକ୍ଷାରେ କ୍ଷତି

କୋଭିଡ୍‌-୧୯ ମହାମାରୀରେ ସ୍କୁଲ୍‌ ବନ୍ଦ ରହିବା ଯୋଗୁ ଶିକ୍ଷାରେ ବ୍ୟାପକ କ୍ଷତି ହୋଇଛି। ବିଶ୍ୱରେ ସ୍କୁଲଗୁଡ଼ିକରେ ସୃଷ୍ଟି ହୋଇଥିବା ଉକ୍ତ ସଙ୍କଟ ଦୂର କରି କିପରି...

ପୁରୁଷଙ୍କୁ ସୁରକ୍ଷା କେବେ

ଦୀପ୍ତିମୟୀ ନାୟକ   ଆମେ ସବୁବେଳେ ନାରୀ ସୁରକ୍ଷା ନେଇ ଅନେକ ପ୍ରଶ୍ନ ଉଠାଉଛେ, ହେଲେ କେବେ କେଉଁଠି ଦେଖିଛନ୍ତି କି କିଏ ପୁରୁଷଙ୍କ ସୁରକ୍ଷାକୁ...

ଏଇ ଭାରତରେ

ଖାଦ୍ୟର କୌଣସି ବାଛବିଚାର ନାହିଁ, ତାହା କେବଳ ଅନ୍ୟର ଭୋକ ମେଣ୍ଟାଇ ଖୁସି ଦେଇଥାଏ ବୋଲି କହନ୍ତି କୋଏମ୍ବାଟୁର୍‌ର ଟ୍ରାନ୍ସଓମ୍ୟାନ୍‌ ସଙ୍ଗୀତା। ଏବେ ତାଙ୍କୁ ବୟସ...

Advertisement
Archives

Model This Week