ସମ୍ପାଦକୀୟ

ପାଶ୍ଚାତ୍ୟ ଏକତା ଓ ୟୁକ୍ରେନ୍‌ ଯୁଦ୍ଧ

ଚାର୍ଲସ୍‌ କେ. କୁପଚାନ୍‌ ଏବେ ନାଟୋ, ଆମେରିକା- ୟୁରୋପୀୟ ସଂଘ(ଇୟୁ) ଏବଂ ଜି ୭ ଦେଶଗୁଡ଼ିକ ମଧ୍ୟରେ ଦେଖାଯାଇଥିବା ଏକତା ଏକ ଶକ୍ତିଶାଳୀ ପାଶ୍ଚାତ୍ୟକୁ ପ୍ରତିପାଦିତ କରିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଥିବାବେଳେ ଆଟ୍‌ଲାଣ୍ଟିକ…

କେନୋପନିଷଦର ପ୍ରତିପାଦ୍ୟ ସିଦ୍ଧାନ୍ତ

ଡା. ଗୋପାଳ ଚନ୍ଦ୍ର ଦାଶ କେନୋପନିଷଦର ବିଷୟବସ୍ତୁ ବ୍ରହ୍ମ ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ। ଏହି ଉପନିଷଦର ମୁଖ୍ୟ ଆଲୋଚ୍ୟ ବିଷୟ ହେଉଛି ସଂସାରର ସମସ୍ତ ଜଡ଼ ଓ ଚେତନ ପଦାର୍ଥ ବ୍ରହ୍ମଙ୍କ ଶକ୍ତି ଦ୍ୱାରା ପରିଚାଳିତ। ଅର୍ଥାତ୍‌ ବ୍ରହ୍ମ ସର୍ବଶକ୍ତିମାନ୍‌। ଏହି…

ଆର୍ଥିକ ଯୁଦ୍ଧର ନୂଆ କୌଶଳ

ଯୁଦ୍ଧ ସମୟରେ ଆର୍ଥିକ ଅସ୍ତ୍ର(ଆର୍ଥିକ ଏବଂ ବିତ୍ତୀୟ କଟକଣା)ଗୁଡ଼ିକ ବ୍ୟବହାରର ଏକ ଲମ୍ବା ଇତିହାସ ରହିଛି। କିନ୍ତୁ ଜଗତୀକରଣ ଓ ସୀମାପାର ଯୋଗାଣ ଶୃଙ୍ଖଳ ବୃଦ୍ଧି ପାଇବା ଯୋଗୁ ଏହିସବୁ ଅହିଂସ ଅସ୍ତ୍ରଗୁଡ଼ିକୁ ଅଭୂତପୂର୍ବ ଶକ୍ତି ମିଳିଛି। ଆର୍ଥିକ ଏବଂ ବିତ୍ତୀୟ…

ଜଳକଷ୍ଟ

ଅନ୍ତର୍ଯ୍ୟାମୀ ପଟ୍ଟନାୟକ ସହରୀକରଣ, ଖାଦ୍ୟ ଉପତ୍ାଦନର ଚାପ, ଜନସଂଖ୍ୟା ବୃଦ୍ଧି ଏବଂ ନିର୍ମାଣ, ଘରୋଇ ଓ ଶକ୍ତି କ୍ଷେତ୍ରର ବଢ଼ୁଥିବା ଚାହିଦା ଯୋଗୁ ୨୦୩୦ ବେଳକୁ ବିଶ୍ୱ ୪୦ ପ୍ରତିଶତ ଜଳ ସଙ୍କଟର ସମ୍ମୁଖୀନ ହେବ। ଜାତିସଂଘ ଏହି ଚେତାବନୀ ଦେଇଛି।…

ଅଭେଦ୍ୟ ରହସ୍ୟ

ହରିଶଙ୍କର ମିଶ୍ର ଶ୍ରୀଜଗନ୍ନାଥ ହିଁ ସମଗ୍ର ବିଶ୍ବରେ ଓଡ଼ିଶାର ଶ୍ରେଷ୍ଠ ପରିଚୟ। ତାଙ୍କର କ୍ଷେତ୍ର ଶ୍ରୀକ୍ଷେତ୍ର ଭାରତର ଚାରିଧାମରୁ ଅନ୍ୟତମ। କ୍ଷେତ୍ରର ମାହାତ୍ମ୍ୟ ଯୋଗୁ ଆଦି ଶଙ୍କରାଚାର୍ଯ୍ୟ ଅନ୍ୟତମ ମଠ ଏଇଠାରେ ପ୍ରତିଷ୍ଠା କରିଥିଲେ। ରାମାନୁଜାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ, କବୀର, ଚୈତନ୍ୟ, ଜଗନ୍ନାଥ…

ଏଇ ଭାରତରେ

କପ୍‌ରେ ଚା’ପିଇବେ ଓ ତାହାକୁ ଚୋବାଇ ଖାଇବେ। ଏହା ଅଜବ ଲାଗୁଥିଲେ ବି ସତ। ପୁନିତ୍‌ ଦତ୍ତଙ୍କ ଦ୍ୱାରା ଏଭଳି ଚା’ କପ୍‌ ତିଆରି କରାଯାଉଛି। ଉକ୍ତ ଏଡିବଲ୍‌ ବା ଖାଇବାଯୋଗ୍ୟ କପ୍‌ ବ୍ୟବହାର ଯୋଗୁ ସିଙ୍ଗଲ ୟୁଜ୍‌ଡ ପ୍ଲାଷ୍ଟିକ୍‌ କପ୍‌…

ଏଇ ଭାରତରେ

ଅଭିନବ ଉପାୟରେ ନିଜସ୍ବ ଜ୍ଞାନ କୌଶଳରେ କମ୍‌ ସଂସାଧନ ଉପଯୋଗରେ ସ୍କ୍ରାପ୍‌ ଜିନିଷରୁ ଟର୍‌ବାଇନ ନିର୍ମାଣ କରି ବିଦ୍ୟୁତ ଉତ୍ପାଦନ କରୁଛନ୍ତି ଝାଡ଼ଖଣ୍ଡର କେଦାର ପ୍ରସାଦ ମହାତୋ। ଉତ୍ପାଦିତ ଶକ୍ତିରେ ତାଙ୍କ ଗାଁ ଘର, ରାସ୍ତା ଓ ମନ୍ଦିର ଆଲୋକିତ ହୋଇପାରିଛି।…

ମୁଖା ତଳର ମୁହଁ

ଡ. ପବିତ୍ର ସୁବୁଦ୍ଧି   ଜାମ୍ବିଆ ରାଜଧାନୀ ଲୁସାକାରେ ଅବସ୍ଥିତ ଏକ ଚିଡ଼ିଆଖାନାକୁ ଜଣେ ଦର୍ଶକ ବୁଲିବାକୁ ଯାଇଥାନ୍ତି। ବୁଲୁବୁଲୁ ସେ ଏକ କୋଠରି ଆଗରେ ଅଦ୍ଭୁତ ଫଳକଟିଏ ଦେଖି ଅଟକି ଗଲେ। ଫଳକଟିରେ ଲେଖାଥିଲା ”Here lives the most…

ବିଦ୍ୱେଷର ବିଷ ଓ ଶାନ୍ତିର ପାରିଜାତ

ଡ.ପ୍ରଫୁଲ୍ଲ କୁମାର ସାହୁ   ପ୍ରତିଟି ଦେଶର ସୁରକ୍ଷା ହିଁ ବିଶ୍ବର ସୁରକ୍ଷା। ଘୋଷାପଦ ପରି ଏକଥା ବାରମ୍ବାର କହିହୁଅନ୍ତି ବୃହତ୍‌ ଶକ୍ତିମାନେ, ଯେଉଁମାନଙ୍କ ଅହଂ ଓ ରାଜନୈତିକ ପତିଆରା ପଶାପାଲିରେ ମୋହରା ହୋଇ ମାନବୀୟ ସଂକଟର ସମ୍ମୁଖୀନ ହୁଅନ୍ତି ୟୁକ୍ରେନ୍‌…

ସ୍ମିଥ୍‌ଙ୍କ ଚାପୁଡ଼ା

ମାର୍ଚ୍ଚ ୨୮ରେ ଆମେରିକାର ଲସ୍‌ ଏଞ୍ଜେଲସରେ ୯୪ତମ ଓସ୍କାର ପୁରସ୍କାର ସମାରୋହରେ ଏକ ଅଜବ ସ୍ଥିତି ଉପୁଜିଥିଲା। ହଲିଉଡ୍‌ର ସର୍ବଶ୍ରେଷ୍ଠ ପୁରସ୍କାର ଓସ୍କାର କାର୍ଯ୍ୟକ୍ରମର ଉପସ୍ଥାପକ ତଥା କମେଡିଆନ କ୍ରିସ୍‌ ରକ୍‌ଙ୍କୁ ଚାପୁଡ଼ା ମାରିଥିଲେ ପ୍ରଖ୍ୟାତ ହଲିଉଡ ଅଭିନେତା ଓ୍ବିଲ୍‌ ସ୍ମିଥ।…

ଏଇ ଭାରତରେ

ଜଣେ ଦୃଷ୍ଟିବାଧିତ ସ୍ବାବଲମ୍ବୀ ହେବା ସହ ନିଯୁକ୍ତି ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିିଛନ୍ତି। ଏହା ବାରାଣସୀ ନିବାସୀ ସତ୍ୟପ୍ରକାଶ ମାଲବୀୟଙ୍କ ଦ୍ୱାରା ସମ୍ଭବ ହୋଇପାରିଛି। ମାଲବୀୟ ଜନ୍ମରୁ ଦୃଷ୍ଟିବାଧିତ। ତାଙ୍କୁ ଏବେ ବୟସ ୨୫। ସେ ବାରାଣସୀର ଦୃଷ୍ଟିହୀନ…

ଅବଧାରିତ ଅପରାହ୍ନ

ବିମଳ ପ୍ରସନ୍ନ ଦାସ ୧୯୧୪ ମସିହା ମାର୍ଚ୍ଚ ୨୯ ତାରିଖ ପ୍ରାୟ ତିନିଟା ତିରିଶ ମିନିଟ – ଏକ ଅବଧାରିତ ଅପରାହ୍ନ, ଶ୍ରୀମା ଶ୍ରୀଅରବିନ୍ଦଙ୍କୁ ପ୍ରଥମେ ସାକ୍ଷତ କରିଥିଲେ। ସ୍ଥାନଟି ଥିଲା ବର୍ତ୍ତମାନର ପ୍ଲେଗ୍ରାଉଣ୍ଡ ଭିତରେ ଥିବା ଗୃହର ଉପର ମହଲାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri