ସମ୍ପାଦକୀୟ

ପ୍ରକୃତିମାତା ଓ ଚତୁର୍ମାସ୍ୟା

ନଗେନ୍ଦ୍ର ନାଥ ପଟ୍ଟନାୟକ ଆଷାଢ଼ ମାସ ଶୁକ୍ଳପକ୍ଷ ଦେବଶୟନ ଏକାଦଶୀରୁ ଦେବୋତ୍ଥାନ ପର୍ଯ୍ୟନ୍ତ ଚାରି ମାସର ଅବଧି ସନାତନ ହିନ୍ଦୁ ସଂସ୍କୃତିରେ ବିଶେଷ ଆଧ୍ୟାତ୍ମିକ ମହତ୍ତ୍ୱ ବହନ କରିଥାଏ। ବୈଦିକ ଯୁଗର ମୁନିଋଷିଗଣ ଚାରି ମାସର ଏଇ ଚତୁର୍ମାସ କାଳଖଣ୍ଡକୁ ଶାରୀରିକ…

ଏସ୍‌ୟୁପି ନିଷିଦ୍ଧ: ଏକ ବଡ଼ ପଦକ୍ଷେପ

ଭୂପେନ୍ଦ୍ର ଯାଦବ ୨୦୧୮ରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଆମର ବାର୍ତ୍ତା ଥିଲା ପ୍ଲାଷ୍ଟିକ ପ୍ରଦୂଷଣର ମୁକାବିଲା। ଦେଶରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ(ଏସ୍‌ୟୁପି)ର ଅବସାନ ଘଟାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ଆହ୍ବାନ ଜଣାଇଥିଲେ। ଏହାର ବର୍ଷକ ପରେ ନିଜର…

ସମାଧାନର ବାଟ

ବହୁ ସମୟରେ ଆଇଏଏସ୍‌ ଅଧିକାରୀମାନଙ୍କ ବିରୋଧରେ ଆସୁଥିବା ଅଭିଯୋଗର ତଦନ୍ତ ପାଇଁ ଜଣେ ଆଇଏଏସ୍‌ ଅଧିକାରୀ ପାଇବା ଅନେକ ସରକାରଙ୍କ ଲାଗି କଷ୍ଟକର ହୋଇଯାଉଛି। ଏହି ଅଧିକାରୀମାନେ ତଦନ୍ତରେ ଭାଗନେବା ଲାଗି ନିଜ ବିଭାଗୀୟ ଦାୟିତ୍ୱକୁ ଅଲଗା କରିବାକୁ ପଡ଼ୁଛି। ତଦନ୍ତର…

ଏଇ ଭାରତରେ

ପେସାରେ ଗଣିତ ଶିକ୍ଷକ, ହେଲେ ଆବିଷ୍କାର କରିବାର ନିଶା ତାଙ୍କ ଜୀବନର ଏକ ପ୍ରମୁଖ ଅଙ୍ଗ। ଏମିତି ଜଣେ ଶିକ୍ଷକ ହେଉଛନ୍ତି କଶ୍ମୀରର ବିଲାଲ ଅହମ୍ମଦ। ସେ ୧୩ ବର୍ଷ ପରିଶ୍ରମ କରି ତାଙ୍କ ୧୯୯୮ର ନିଶାନ ମାଇକ୍ରା କାର୍‌କୁ ଏକ…

ଶିକ୍ଷାନୁଷ୍ଠାନ ରାଗିଂ ଓ ଭାରତୀୟ ପିଙ୍ଗଳ କୋଡ୍‌

ସୌର ଚନ୍ଦ୍ର ମହାପାତ୍ର ଓଡ଼ିଶାର ଶିକ୍ଷାନୁଷ୍ଠାନରେ ରାଗିଂ ଚାଲିଛି। ଏହାର ବଡ଼ ଉଦାହରଣ ହେଉଛି ଭୁବନେଶ୍ୱର ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା। ଭାରତର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆଣ୍ଟି ରାଗିଂ ସ୍କ୍ବାଡ ଥିବା ସତ୍ତ୍ୱେ ରାଗିଂ ବଢ଼ି ଚାଲିଛି।…

ବନାଞ୍ଚଳରେ ଆଶାର ଆଲୋକ

କୌଶିକ ବସୁ ଘାତକ କରୋନା ଭୂତାଣୁ ବିରୋଧରେ ବିଶ୍ୱ ଲଢ଼େଇ କରୁଛି। ଏହି ସମୟରେ ୟୁରୋପକୁ ଯୁଦ୍ଧ ଏବଂ କ୍ରୂରତା ଫେରିଛି। ଏହା ବାଦ୍‌ ବିକଶିତ ଓ ବିକାଶଶୀଳ ଦେଶମାନଙ୍କରେ ସମାନ ଭାବେ ବନ୍ୟା, ବନାଗ୍ନି ଏବଂ ଭୟଙ୍କର ବାତ୍ୟା ଏବଂ…

ଯାତ୍ରାରୁ ରୋଜଗାର

ଡ. ପ୍ରମୋଦ କୁମାର ପଣ୍ଡା ଉତ୍କଳ ହେଉଛି ଉତ୍କୃଷ୍ଟ କଳାର ଦେଶ। କେଉଁ ଆଦିମ କାଳରୁ ଆମ ରାଜ୍ୟରେ କଳା ସଂସ୍କୃତିକୁ ଉଚ୍ଚସ୍ଥାନ ଦିଆଯାଇ ଆସୁଛି। ଭରତ ମୁନିଙ୍କ ନାଟ୍ୟ ଶାସ୍ତ୍ରରେ ମଧ୍ୟ ଓଡ଼ିଶାର ନାଟ୍ୟ କଥା ଉଲ୍ଲେଖ ଅଛି। ସେଥିପାଇଁ…

ଆମେରିକା ଗଣତନ୍ତ୍ର ସଙ୍କଟରେ

୧୭୭୬ରେ ଆମେରିକାରେ ଗଣତନ୍ତ୍ର ପ୍ରତିଷ୍ଠା ହେବାଠାରୁ ଏହା ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଲଗାତର ବିକଶିତ ହୋଇଆସିଛି। କିନ୍ତୁ ଏବେ ଏହାର ଗଣତନ୍ତ୍ର ଗମ୍ଭୀର ରୂପେ ସଙ୍କଟଗ୍ରସ୍ତ। ଦେଶ ଓ ବିଦେଶରେ ପରସ୍ପର ସହ ଜଡ଼ିତ ବହୁ ଅବ୍ୟବସ୍ଥିତ କାର୍ଯ୍ୟକଳାପ ବା…

ପ୍ରତିଧ୍ୱନି

ଗୁରୁକୁଳରେ ଅଧ୍ୟୟନରତ ରାଜପୁତ୍ର ଥରେ ଗୁରୁଙ୍କ ସହ କୌଣସି ସ୍ଥାନକୁ ଉଚ୍ଚ ପାର୍ବତ୍ୟ ରାସ୍ତାରେ ଯାଉଥିବା ବେଳେ ତାଙ୍କ ଗୋଡ଼ରେ କଣ୍ଟାଟିଏ ଫୁଟିଗଲା। ଯନ୍ତ୍ରଣାରେ ‘ଓଃ’ ବୋଲି ତାଙ୍କ ପାଟିରୁ ବାହାରି ଆସିବାରୁ ପର୍ବତ କନ୍ଦରରୁ ସେହି (ଓଃ) ଶବ୍ଦ ପ୍ରତିଧ୍ୱନିତ…

ଦେଶ କାହାର

ଭାରତ ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ଓ ବିବିଧତାରେ ଏକତା ଏହାର ମୂଳମନ୍ତ୍ର। ଅନେକ ଭାଷା, ଧର୍ମ ଓ ଚାଲିଚଳଣିକୁ ନେଇ ଭାରତ ବିଶ୍ୱରେ ଅନନ୍ୟ। ଗଣତନ୍ତ୍ରର ଅର୍ଥ ହେଲା ଦେଶର ସଂସାଧନ ଓ ଶାସନତନ୍ତ୍ରର ମାଲିକ ଖୋଦ୍‌ ନିଜେ ଜନତା।…

ଏଇ ଭାରତରେ

ଶିକ୍ଷକ, ଅଭିଭାବକ ଓ ଛାତ୍ର, ଏହି ତିନୋଟି ସ୍ତମ୍ଭ ଉପରେ ଶିକ୍ଷା ମଜଭୁତ ହୋଇପାରିବ ବୋଲି ଯେଉଁ ଧାରଣା ରହିଛି, ତାହା ପ୍ରମାଣ କରି ଦେଖାଇଛନ୍ତି ମହାରାଷ୍ଟ୍ରର ଶିକ୍ଷକ ରଣଜିତ୍‌ସିଂ ଦିଶାଲେ। ବ୍ୟକ୍ତିଗତ କାରଣରୁ ଇଞ୍ଜିନିୟରିଂ ଶିକ୍ଷା ଛାଡ଼ି ଘରକୁ ଫେରିବା…

ଏଇ ଭାରତରେ

ଆଇଆଇଟି,ମୁମ୍ବାଇର ୨ ପୁରାତନ ଛାତ୍ର ନୀତୀଶ ପାରିଖ ଏବଂ ରାଜକୁମାର କ୍ୱେଟ ଏଭଳି ସାଇକେଲ ନିର୍ମାଣ କରିଛନ୍ତି ଯେ, ତାହାକୁ ଟ୍ରଲି ବ୍ୟାଗ୍‌ ଭଳି ଫୋଲ୍ଡିଂକରି ନେଇହେବ। କେବଳ ଏତିକି ନୁହେଁ, ଏହାକୁ ମଧ୍ୟ ଇଲେକ୍‌ଟ୍ରିକ୍‌ ବାଇକ୍‌ ଭାବେ ବ୍ୟବହାର କରାଯାଇପାରିବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri