ସମ୍ପାଦକୀୟ

ସମ୍ପ୍ରଦାୟ ଊର୍ଦ୍ଧ୍ୱରେ ବିବେକାନନ୍ଦ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ସ୍ବାମୀ ବିବେକାନନ୍ଦ ଆମେରିକାର ଚିକାଗୋରେ ଅନୁଷ୍ଠିତ ବିଶ୍ୱଧର୍ମ ସମ୍ମିଳନୀରେ ଯେଉଁ ବାର୍ତ୍ତା ଦେଇଥିଲେ ତାହା ଥିଲା ଅଦ୍ୱୈତବାଦ। ବେଦ, ବେଦାନ୍ତ, ଉପନିଷଦ ଆଦିରୁ ଅନେକ ଉଦ୍ଧୃତି ଦେଇ ସେ କହିଥିଲେ ଯେ ଆମତ୍ା ଓ ପରମାମତ୍ା ଏକ…

ନିର୍ଯାତନା ଲାଗିରହିବ

ଶନିବାର ପୁଣି ତେଲ ଦର ବଢ଼ିଲା। ୧୨ ଦିନ ମଧ୍ୟରେ ୧୦ ଥର ବଢ଼ିଲାଣି। କିନ୍ତୁ ଗଣମାଧ୍ୟମରେ ଏହା ଅଧିକ ବିତର୍କର ବିଷୟ ହୋଇନାହିଁ। ବିରୋଧୀ ମୁଦ୍ରାସ୍ଫୀତି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଛନ୍ତି। ବେରୋଜଗାରୀ ସହ ମୁଦ୍ରାସ୍ଫୀତି ଭାରତୀୟମାନଙ୍କ ପାଇଁ ଅତି…

ଏଇ ଭାରତରେ

ଆହତ ବୁଲା କୁକୁରଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ବେଙ୍ଗାଲୁରୁର ହରିଶ ଅଲୀ। ସେ ରାସ୍ତାକଡ଼ରୁ ଆହତ କୁକୁରଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କ ଚିକିତ୍ସା କରୁଛନ୍ତି ଓ ଆଶ୍ରୟ ଦେଉଛନ୍ତି। ଏବେ ସୁଦ୍ଧା ଅଲି ୨୦୦୦ରୁ ଊର୍ଦ୍ଧ୍ୱ କୁକୁର ଉଦ୍ଧାର କରିସାରିଲେଣିି।…

ଭାରତୀୟ କାଳଗଣନା ବିଜ୍ଞାନସମ୍ମତ

ଡ. ସନ୍ତୋଷ କୁମାର ମହାପାତ୍ର ୨ ଏପ୍ରିଲ ଚୈତ୍ର ଶୁକ୍ଳ ପ୍ରତିପଦା। ଯୁଗାବ୍ଦ ୫୧୨୪, ବିକ୍ରମ ସମ୍ବତ ୨୦୭୯। ଇଂରେଜମାନେ ଭାରତ ଆସିବା ପୂର୍ବରୁ ଏହି ସମ୍ବତ ଭାରତରେ ପ୍ରଚଳିତ ଥିଲା। ସମାଜର ସମ୍ପୂର୍ଣ୍ଣ ଗତିବିଧି ଭାରତୀୟ କାଳଗଣନା ଅନୁସାରେ ସହଜରେ…

ଗାଁ ସହରର ଜନାଦେଶ

ଅନିଲ କୁମାର ବିଶ୍ୱାଳ ରାଜ୍ୟରେ ଦୁଇ ମାସ ଧରି ଚାଲୁଥିବା ଗଣତାନ୍ତ୍ରିକ ବ୍ୟବସ୍ଥାର ସବୁଠାରୁ ତୃଣମୂଳ ସ୍ତରର ଅଥଚ ବହୁ ଗୁରୁତ୍ୱ ବହନ କରୁଥିବା ପଞ୍ଚାୟତ ଓ ସହରାଞ୍ଚଳର ନିର୍ବାଚନ ଫଳାଫଳ ଆସିଗଲାଣି। ଏକ ମାସ ତଳେ ଗାଁର ଭୋଟରମାନଙ୍କର ଶାସକ…

କାର୍ଯ୍ୟବୋଝ

ପୂର୍ବତନ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ସଚିବ ଅମରଜିତ ସିହ୍ନାଙ୍କୁ ପବ୍ଲିକ୍‌ ଏଣ୍ଟରପ୍ରାଇଜ୍‌ ସିଲେକ୍‌ସନ ବୋର୍ଡ (ପିଇଏସ୍‌ବି)ର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପୂର୍ବତନ ପରାମର୍ଶଦାତା ଥିଲେ। ତେବେ ତାଙ୍କ ନିଯୁକ୍ତିକୁ ବାବୁମାନେ ଉତ୍ସୁକତାର…

ଏଇ ଭାରତରେ

ଏଥର ପାରମ୍ପରିକ କଂକ୍ରିଟ ଘର ବଦଳରେ ଏମିତି ଘର ତୋଳିବେ ଯେଉଁଥିରେ ତାପମାତ୍ର ୭ ଡିଗ୍ରୀ ରହିବ ଓ ଶୀତଳତା ପ୍ରଦାନ କରିବ। ହରିୟାଣାର ଡ. ଶିବଦର୍ଶନ ମଲିକଙ୍କ ଦ୍ୱାରା ଏଭଳି ଘର ନିର୍ମାଣ କରିବା ସମ୍ଭବ ହୋଇପାରିଛି। ସେ ଗବେଷଣା…

ଓଡ଼ିଶାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ

ଡ. ସିଦ୍ଧାର୍ଥ କାନୁନ୍‌ଗୋ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଓଡ଼ିଶା ପ୍ରଦେଶ ଜନ୍ମଲାଭ କରିଥିଲା। ଠିକ୍‌ ଏହି ଦିନ ସିନ୍ଧୁପ୍ରଦେଶ ମଧ୍ୟ ଜନ୍ମଲାଭ କରିଥିଲା। କିନ୍ତୁ ବର୍ତ୍ତମାନ ଏହା ପାକିସ୍ତାନରେ ଅବସ୍ଥିତ। ଓଡ଼ିଶାର ଅତୀତ ଗୌରବ ସମୃଦ୍ଧମୟ। ୧୫୬୮…

ପାଶ୍ଚାତ୍ୟ ଏକତା ଓ ୟୁକ୍ରେନ୍‌ ଯୁଦ୍ଧ

ଚାର୍ଲସ୍‌ କେ. କୁପଚାନ୍‌ ଏବେ ନାଟୋ, ଆମେରିକା- ୟୁରୋପୀୟ ସଂଘ(ଇୟୁ) ଏବଂ ଜି ୭ ଦେଶଗୁଡ଼ିକ ମଧ୍ୟରେ ଦେଖାଯାଇଥିବା ଏକତା ଏକ ଶକ୍ତିଶାଳୀ ପାଶ୍ଚାତ୍ୟକୁ ପ୍ରତିପାଦିତ କରିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଥିବାବେଳେ ଆଟ୍‌ଲାଣ୍ଟିକ…

କେନୋପନିଷଦର ପ୍ରତିପାଦ୍ୟ ସିଦ୍ଧାନ୍ତ

ଡା. ଗୋପାଳ ଚନ୍ଦ୍ର ଦାଶ କେନୋପନିଷଦର ବିଷୟବସ୍ତୁ ବ୍ରହ୍ମ ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ। ଏହି ଉପନିଷଦର ମୁଖ୍ୟ ଆଲୋଚ୍ୟ ବିଷୟ ହେଉଛି ସଂସାରର ସମସ୍ତ ଜଡ଼ ଓ ଚେତନ ପଦାର୍ଥ ବ୍ରହ୍ମଙ୍କ ଶକ୍ତି ଦ୍ୱାରା ପରିଚାଳିତ। ଅର୍ଥାତ୍‌ ବ୍ରହ୍ମ ସର୍ବଶକ୍ତିମାନ୍‌। ଏହି…

ଆର୍ଥିକ ଯୁଦ୍ଧର ନୂଆ କୌଶଳ

ଯୁଦ୍ଧ ସମୟରେ ଆର୍ଥିକ ଅସ୍ତ୍ର(ଆର୍ଥିକ ଏବଂ ବିତ୍ତୀୟ କଟକଣା)ଗୁଡ଼ିକ ବ୍ୟବହାରର ଏକ ଲମ୍ବା ଇତିହାସ ରହିଛି। କିନ୍ତୁ ଜଗତୀକରଣ ଓ ସୀମାପାର ଯୋଗାଣ ଶୃଙ୍ଖଳ ବୃଦ୍ଧି ପାଇବା ଯୋଗୁ ଏହିସବୁ ଅହିଂସ ଅସ୍ତ୍ରଗୁଡ଼ିକୁ ଅଭୂତପୂର୍ବ ଶକ୍ତି ମିଳିଛି। ଆର୍ଥିକ ଏବଂ ବିତ୍ତୀୟ…

ଜଳକଷ୍ଟ

ଅନ୍ତର୍ଯ୍ୟାମୀ ପଟ୍ଟନାୟକ ସହରୀକରଣ, ଖାଦ୍ୟ ଉପତ୍ାଦନର ଚାପ, ଜନସଂଖ୍ୟା ବୃଦ୍ଧି ଏବଂ ନିର୍ମାଣ, ଘରୋଇ ଓ ଶକ୍ତି କ୍ଷେତ୍ରର ବଢ଼ୁଥିବା ଚାହିଦା ଯୋଗୁ ୨୦୩୦ ବେଳକୁ ବିଶ୍ୱ ୪୦ ପ୍ରତିଶତ ଜଳ ସଙ୍କଟର ସମ୍ମୁଖୀନ ହେବ। ଜାତିସଂଘ ଏହି ଚେତାବନୀ ଦେଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri