ସମ୍ପାଦକୀୟ

ସିଏସ୍‌ଆଇଆର୍‌ ମୁଖ୍ୟ

ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଦେଶର ଅନ୍ୟତମ ସର୍ବୋଚ୍ଚ ସଂସ୍ଥା ଭାବେ କାଉନ୍‌ସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ (ସିଏସ୍‌ଆଇଆର୍‌) ପରିଚିତ। ସର୍ବଭାରତୀୟ ସ୍ତରରେ ଏହାର ଅତ୍ୟାଧୁନିକ ୩୭ ଜାତୀୟ ଗବେଷଣାଗାର, ୩ ଆଉଟ୍‌ରିଚ୍‌ ସେଣ୍ଟର, ୩ ଇନୋଭେଶନ୍‌ କମ୍ପ୍ଲେକ୍ସ…

‘ରାବିଡ଼ି’ ଓ ଖୁସି

ଦେଶର ପ୍ରଧାନମନ୍ତ୍ରୀ ଯେତେବେଳେ ‘ବର୍ତ୍ତମାନ ଆମ ଦେଶରେ ମାଗଣା ରାବିଡ଼ି ବାଣ୍ଟି ଭୋଟ ହାତେଇବାର ସଭ୍ୟତା ବଢ଼ିଚାଲିଛି; ଏହି ରାବିଡ଼ି ସଭ୍ୟତା ଦେଶର ପ୍ରଗତି ପାଇଁ ବହୁତ ଘାତକ’ ବୋଲି କହିବେ, ତେବେ ତାହାକୁ ସହଜରେ ଏଡ଼ାଇ ଦେଇ ହେବ ନାହିଁ।…

ଏଇ ଭାରତରେ

ଅନେକ ସମୟରେ ଜିଲାପାଳମାନଙ୍କର କିଛି ନିଆରା କାର୍ଯ୍ୟ ସାମ୍ନାକୁ ଆସିଥାଏ, ଯାହା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଛତରପୁରର ଜିଲାପାଳ ସନ୍ଦୀପ ଜି ଆର୍‌ଙ୍କ କ୍ଷେତ୍ରରେ। ସେ ବିଭିନ୍ନ ସ୍ଥାନକୁ ଗାଡ଼ି ବଦଳରେ ସାଇକେଲରେ ଯାଉଛନ୍ତି। ବାହାରର ବାସ୍ତବତା ଜାଣିବା ଓ ତୃଣମୂଳସ୍ତରରେ…

ଏଇ ଭାରତରେ

ପିଲାଟିର ନାମ ପି. ନିରଞ୍ଜନ। ବୟସ ୧୧। ପଢୁଛନ୍ତି ୬ଷ୍ଠ ଶ୍ରେଣୀରେ। କିନ୍ତୁ ସେ କେରଳର କୃଷି ବିଭାଗ ଦ୍ୱାରା ଏର୍ନାକୁଲମ ଜିଲାର ବେଷ୍ଟ ଷ୍ଟୁଡେଣ୍ଟ ଫାର୍ମର ପୁରସ୍କାର ପାଇସାରିଛନ୍ତି। ନିରଞ୍ଜନଙ୍କ କୃଷିମନସ୍କତା ତାଙ୍କୁ ଏଭଳି ସଫଳତା ଦେଇଛି। ସେ ତାଙ୍କ…

ନୂଆ ‘ରାମସାର କ୍ଷେତ୍ର’ ସାତକୋଶିଆ

ପ୍ର. ରମେଶ ଚନ୍ଦ୍ର ପରିଡ଼ା ନିକଟରେ (୨ ଅଗଷ୍ଟ ୨୦୨୨) ଆମ ରାଜ୍ୟର ଅନ୍ୟତମ ବନଭୂମିବେଷ୍ଟିତ ସୁପ୍ରସିଦ୍ଧ ଆର୍ଦ୍ରଭୂମି ସାତକୋଶିଆକୁ ‘ରାମସାର କ୍ଷେତ୍ର’ ରୂପେ ସ୍ବୀକୃତି ମିଳିଛି। ଫଳରେ ଏହା ଏବେ ପରିଗଣିତ ହେବ ଅନ୍ୟତମ ‘ଆନ୍ତର୍ଜାତିକ ଗୁରୁତ୍ୱପୂର୍ଣ୍ଣ ଆର୍ଦ୍ରଭୂମି’ (ଓ୍ବେଟ୍‌ଲ୍ୟାଣ୍ଡ…

ଅଙ୍ଗଦାନର ଆଇନଗତ ଦିଗ

ଡା. ଉମେଶ ଚନ୍ଦ୍ର ପାତ୍ର ଅଙ୍ଗଦାନ ଏପରି ଏକ ପ୍ରକ୍ରିୟା ଯେଉଁଥିରେ ଜଣେ ବ୍ୟକ୍ତି (ମୃତ ଓ ଜୀବିତ)ଠାରୁ ସୁସ୍ଥ ଅଙ୍ଗ ଏବଂ ଟିସୁକୁ ନେଇ ଅନ୍ୟ ବ୍ୟକ୍ତିଙ୍କଠାରେ ରୋପଣ କରାଯାଏ। ଜଣେ ବ୍ୟକ୍ତିର ଶରୀରରୁ ୫୦ଜଣ ରୋଗୀ ଉପକୃତ ହୋଇପାରନ୍ତି।…

ଯୋଗୀ ସରକାରଙ୍କୁ ସମସ୍ୟା

୧୯୮୭ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ରେଣୁକା କୁମାର ତାଙ୍କ ମୂଳ କ୍ୟାଡର ଉତ୍ତରପ୍ରଦେଶ (ୟୁପି)କୁ ଫେରିଥିବା ବିଷୟ ଗତ ସପ୍ତାହରେ ଦିଲ୍ଲୀକା ବାବୁରେ ପ୍ରକାଶ ପାଇଥିଲା। କିନ୍ତୁ ଏବେ ଜଣାପଡ଼ିଛି ଯେ, ଏହି ଅଧିକାରୀ ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ଲାଗି ଆବେଦନ…

ଏଇ ଭାରତରେ

ବିହାରର ରାଜେଶ କୁମାର ସୁମନ ମାଗଣା କୋଚିଂ ଦେବା ସହ ଏକ ନିଆରା ପଦ୍ଧତିରେ ୯୦,୦୦୦ ଗଛ ଲଗାଇସାରିଲେଣି। ସମସ୍ତିପୁରରେ ଥିବା ରାଜେଶଙ୍କ କୋଚିଂ ସେଣ୍ଟର୍‌ର ନାମ ‘ଗ୍ରୀନ୍‌ ପାଠଶାଳା’। ସେଠାରେ ସେ ସରକାରୀ ଚାକିରି ଲାଗି କୋଚିଂ ଦେଉଛନ୍ତି। ଏହି…

ଫୋନ୍‌ରେ ଅଭ୍ୟାସଗତ ବ୍ୟସ୍ତତା: ଫବିଙ୍ଗ

ଡା. ସମ୍ରାଟ କର ଆଜିକାଲି ଏକ ପ୍ରକାର ଦୁନିଆ ତ ସହଜେ ମୋବାଇଲକୁ ନେଇ ଯେତିକି ଆଲୋଚନା ରଖୁଛି ତା’ଠାରୁ ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଆପଣମାନଙ୍କ ଆଖି ସାମ୍ନାରେ ବସିଥିବା ଲୋକଟି ଯଦି କଥାବାର୍ତ୍ତା ହେଉଥିବା ସମୟରେ ମଧ୍ୟ…

ଅଣଦେଖା କାହିଁକି

ଏଗରଟନ୍‌ ନେଟୋ ଆପଣଙ୍କର ଲିଙ୍ଗଗତ ସ୍ଥିତି କ’ଣ ରହିଛି? ବ୍ରାଜିଲରେ ଏହିି ପ୍ରଶ୍ନ ଏଲ୍‌ଜିବିଟିକ୍ୟୁ ସମୁଦାୟଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରେ। କାରଣ ସେଠାରେ ସମଲିଙ୍ଗୀମାନଙ୍କୁ ସରକାରୀ ପରିସଂଖ୍ୟାନରୁ ବାଦ୍‌ ଦିଆଯିବା ସହ ଅଣଦେଖା କରାଯାଇଛି। ଏବେ କିନ୍ତୁ ବ୍ରାଜିଲ…

ଗ୍ରନ୍ଥାଗାରିକ: ଶ୍ରେଣୀଗୃହ ବିନା ଶିକ୍ଷକ

ନିରଞ୍ଜନ ମହାପାତ୍ର ସମୟର ସୁଅ ସହିତ ଟେକ୍ନୋଲୋଜିର ଉନ୍ନତି ହୋଇଛି, ଯାହା ଦ୍ୱାରା ସମାଜରେ ଅନେକ ପରିବର୍ତ୍ତନ ଆସିଛି। ପରିବହନ, ଦକ୍ଷତା ଏବଂ ନିରାପତ୍ତାଠାରୁ ଆରମ୍ଭ କରି ଖାଦ୍ୟ ଏବଂ ସ୍ବାସ୍ଥ୍ୟସେବା, ସାମାଜିକୀକରଣ ଏବଂ ଉତ୍ପାଦକତା ପର୍ଯ୍ୟନ୍ତ ଟେକ୍ନୋଲୋଜି ଜୀବନର ସମସ୍ତ…

ସାତଦିନରେ ଭାରତ ଇତିହାସ

ଭାରତର ଇତିହାସକୁ ସଂକ୍ଷିପ୍ତ କରି ଏକ ସପ୍ତାହରେ ସୀମିତ ରଖାଗଲେ ସେଥିରୁ ଆମକୁ ଅତୀତର ଖୁବ୍‌ ରୋଚକ ଦୃଷ୍ଟିକୋଣ ଦେଖିବାକୁ ମିଳେ। ଭାରତ ଇତିହାସର ଅବଧି ପ୍ରାଚୀନ ହରପ୍ପା ସଭ୍ୟତା ସମୟରୁ ଏପର୍ଯ୍ୟନ୍ତ ପ୍ରାୟ ୫,୦୦୦ ବର୍ଷ। ଏହାକୁ ସାତଦିନରେ ସଂକ୍ଷିପ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri