ସମ୍ପାଦକୀୟ

ବିଶ୍ୱ ଶ୍ରମିକ ଦିବସ ଓ ଆଜିର ଶ୍ରମିକ

ଡ. ଅଜୟ କୁମାର ନନ୍ଦ ସମଗ୍ର ବିଶ୍ୱରେ ଆଜି ପାଳିତ ହେଉଛି ବିଶ୍ୱ ଶ୍ରମିକ ଦିବସ। ଆଜିର ଦିନଟି ସେଇ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ନିଜର ହକ୍‌ ମାଗି ଶିଳ୍ପପତିମାନଙ୍କ ଆକ୍ରୋଶର ଶିକାର ହୋଇଥିତ୍ଲେ, ମୃତ୍ୟୁବରଣ କରିଥିଲେ। ଏମିତି ଏକ…

ଅର୍ଥ ବ୍ୟବସ୍ଥାରେ ବିଫଳ

ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍‌ଡିଏ) ସରକାରର ଦୁଇଟି ଅଲଗା ପାଳିର କାର୍ଯ୍ୟଧାରାକୁ ଭିନ୍ନ ବାଟରେ ଭିନ୍ନ ଭାବେ ଦେଖାଯାଇପାରେ। ପ୍ରଥମରେ ଏନ୍‌ଡିଏର ଆର୍ଥିକ ସଂସ୍କାର ପାଇଁ ତୀବ୍ର ଇଚ୍ଛା ଥିଲା। ଦ୍ୱିତୀୟରେ ସେହି ଇଚ୍ଛା ଆଉ କାହା ସପକ୍ଷରେ ଚାଲିଯାଇଥିବା ଦେଖାଯାଇଛି। ତେବେ…

ଏଇ ଭାରତରେ

ଲୋକେ କହୁଥିଲେ ପିଏଚ୍‌ଡି କରି ଖତ ବିକ୍ରି କରିବ? ହେଲେ ଆଜି ମାସକୁ ୩୦ ଟନ୍‌ ଜିଆଖତ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ଡ. ଶ୍ରବଣ ଯାଦବ ଓ ଏଥିରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। କୃଷକ ପରିବାରରେ ବଢ଼ିଥିବାରୁ ଜୈବିକ…

ନାମ, ସୁନାମ ଓ ବଦନାମ

ଡ. ମୌସୁମୀ ପରିଡ଼ା ନାମ ତ ସମସ୍ତଙ୍କର ଅଛି। ପରିଚୟ ପାଇଁ ଦୋକାନ, ବଜାର, ରାସ୍ତାଘାଟ, ବିଭିନ୍ନ ପ୍ରକାରର ଅନୁଷ୍ଠାନ, ଅଞ୍ଚଳ, ନଦୀ, ସମୁଦ୍ର, ପାହାଡ଼ ପର୍ବତ ସବୁର ନାମ ଦିଆଯାଇଛି। ଅନେକ ସମୟରେ ନାମକୁ ନେଇ ନାନା ତର୍କବିତର୍କ, ଆଲୋଚନା…

ଆଜି ସମସ୍ତେ ଗରିବ

ଉମାଶଙ୍କର ପ୍ରସାଦ ଦାରିଦ୍ର୍ୟ ବ୍ୟକ୍ତିକୁ ଯେପରି ଦୁର୍ବଳ ଚିନ୍ତାଗ୍ରସ୍ତ କରାଇଦିଏ ଦେଶର ସ୍ଥିତିକୁ ସେହିପରି ଦୋହଲାଇ ଦେଇଥାଏ। ‘ଦେଶର ଅର୍ଥନୀତି ଦୁର୍ବଳ ହୋଇଗଲେ ଅନ୍ୟ କୌଣସି କ୍ଷେତ୍ରରେ ଦେଶରେ ପ୍ରଗତି ହୁଏ ନାହଁି। ଦାରିଦ୍ର୍ୟ ଦେଶ ପକ୍ଷରେ ଏକ ଅଭିଶାପ। ଅଭାବ…

ପଦବୀ ପୂରଣ ପଦକ୍ଷେପ

ନିକଟରେ ପଦୋନ୍ନତି ଓ କ୍ୟାରିୟର ଭବିଷ୍ୟତକୁ ନେଇ ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ ସର୍ଭିସ (ସିଏସ୍‌ଏସ୍‌) ଅଧିକାରୀମାନେ କରିଥିବା ଆନ୍ଦୋଳନ କେନ୍ଦ୍ର ସରକାରଙ୍କୁ ପଦକ୍ଷେପ ନେବାକୁ ପ୍ରେରିତ କରିଛି। ଏହି ପଦକ୍ଷେପ କଥା ଶୀର୍ଷ ସ୍ତରରୁ ହିଁ ଉଠିଛି। ସମ୍ଭବତଃ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଏଇ ଭାରତରେ

ଘରଚଟିଆଙ୍କ ସୁରକ୍ଷାରେ ସମର୍ପିତ ଏଡ୍‌ଓ୍ବିିନ ଜୋଶେଫ। ବୟସ ୭୨। ଭାରତ ଆର୍ଥ ମୁଭର୍ସ ଲିମିଟେଡ୍‌ରେ ଟେକ୍ନିସିଆନ ଭାବେ ଅବସର ନେବା ପରେ ସେ ଏହି କାର୍ଯ୍ୟରେ ଲାଗିଛନ୍ତି। ଜୋଶେଫ ୧୫ ବର୍ଷ ହେଲା ୨୫୦ ଘରଚଟିଆଙ୍କୁ ଖାଇବାକୁ ଦେଉଛନ୍ତି। ଏଥିପାଇଁ ଜୋଶେଫଙ୍କୁ…

ସ୍ବର୍ଗପ୍ରାପ୍ତିର ମାର୍ଗ

ଉପେନ୍ଦ୍ର ବିଶ୍ୱାଳ ସ୍ବର୍ଗପ୍ରାପ୍ତିର ଅଭିଳାଷରେ ଜଣେ ବ୍ୟକ୍ତି ଦୀନ-ଦୁଃଖୀଙ୍କ ସେବା କଲେ, ଖୁବ୍‌ ଦାନ-ଦକ୍ଷିଣା ବି କଲେ। ତାଙ୍କର ଦେହାବସାନ ପରେ ତାଙ୍କର ସ୍ବର୍ଗପ୍ରାପ୍ତି ହେଲା। ସ୍ବର୍ଗଲୋକରେ ଜଣେ ସାଧାରଣ ବ୍ୟକ୍ତିଙ୍କୁ ଦେଖି ଧର୍ମରାଜକୁ ପଚାରିଲେ – ‘ମହାରାଜ! ଏ ବ୍ୟକ୍ତିଙ୍କୁ…

ସବୁଜ ଶକ୍ତି ଚିନ୍ତା

ଜୋଶେପ ବୋରେଲ, ଓ୍ବିର୍ନର ହୋୟେର ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଶକ୍ତି ଓ ଜଳବାୟୁ ନୀତିକୁ ଅଧିକ ଗତିଶୀଳ କରିବାକୁ ୟୁରୋପୀୟ ସଂଘ(ଇୟୁ)କୁ ବାଧ୍ୟ କରିଛି। ରାଜନୈତିକ ପ୍ରଭାବ ଲାଗି ରୁଷିଆ ଶକ୍ତିକୁ ଏକ ସାଧନ ଭାବେ ଅଧିକ ବ୍ୟବହାର କରୁଥିବାରୁ ରୁଷିଆରୁ…

ନିଦ୍ରାଭଙ୍ଗ ଯେଉଁଠି, ସକାଳ ସେଇଠି

ସୁପ୍ରଭା ବେହେରା ଡାକୁ ଅଙ୍ଗୁଳିମାଳା, ପ୍ରତିଜ୍ଞା ଥିଲା ହଜାରେଜଣଙ୍କୁ ହତ୍ୟା କରି, ସେମାନଙ୍କ ଅଙ୍ଗୁଳି ଚ୍ଛେଦନ କରି ଗଳାରେ ଧାରଣ କରିବା। ନିଜ ପ୍ରତିଜ୍ଞା ଅନୁସାରେ ୯୯୯ଜଣଙ୍କୁ ହତ୍ୟା କରି ସାରିଥିଲା ଅଙ୍ଗୁଳିମାଳା । ଶେଷ ବ୍ୟକ୍ତିର ସନ୍ଧାନରେ ଥାଏ। ଭୟଭୀତ…

କ୍ୱାଡ୍‌ର ଲକ୍ଷ୍ୟ

ପ୍ରଥମେ ଯେତେବେଳେ ଇଣ୍ଡୋ ପାସିଫିକ୍‌ (ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର)ର ୪ ଆଗୁଆ ଗଣତାନ୍ତ୍ରିକ ଦେଶଗୁଡ଼ିକର ଏକ ରଣନୀତିକ ମେଣ୍ଟ ଭାବେ କ୍ୱାଡ୍‌ ପରିକଳ୍ପନା କରାଯାଇଥିଲା ସେତେବେଳେ ଏହାର ଅଧିକ ପରିଣାମକୁ ନେଇ ଅନେକେ ସନ୍ଦେହରେ ଥିଲେ। ଚାଇନା ବୈଦେଶିକ ମନ୍ତ୍ରୀ…

ମାତୃଭୂମିର ମନ୍ତ୍ରଦାତା

ଉତ୍କଳ ଗୌରବ ମଧୁସୂଦନ ଏବଂ ଉତ୍କଳମଣି ଗୋପବନ୍ଧୁ ଉଭୟ ଥିଲେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଉତ୍ସର୍ଗୀକୃତ ପ୍ରାଣ। ଓଡ଼ିଆ ଭାଷା ଅଞ୍ଚଳକୁ ନେଇ ଏକ ନୂତନ ଓଡ଼ିଶା ପ୍ରଦେଶ ଗଠିତ ହୋଇପାରିଲେ ଓଡ଼ିଆ ଜାତି ଓ ଓଡ଼ିଆ ଭାଷାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri