ଶ୍ରୀଲଙ୍କା ସଙ୍କଟ
୪ ଏପ୍ରିଲ ୨୦୨୨ରେ ଶ୍ରୀଲଙ୍କା କ୍ୟାବିନେଟ ବୈଠକ ବସିଥିଲା ଓ ସେଥିରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ସମ୍ପୂର୍ଣ୍ଣ ମନ୍ତ୍ରିମଣ୍ଡଳ ଏକକାଳୀନ ଇସ୍ତଫା ଦେଇଛନ୍ତି। ଦ୍ୱୀପ ଦେଶ ଶ୍ରୀଲଙ୍କାରେ ରାଜନୈତିକ ଖିଆଲି ନିଷ୍ପତ୍ତି ତା’ର ଅର୍ଥନୀତିକୁ ତଳିତଳାନ୍ତ କରିଦେଇଛି। ଅର୍ଥ, ଖାଦ୍ୟ ଓ...
ଏଇ ଭାରତରେ
ବିଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଲାଭ ପରେ ରୋଜଗାରକୁ ପଛ କରି ଶିଶୁମାନଙ୍କୁ ସଶକ୍ତ କରୁଛନ୍ତି ଈଶା ଡୋଗ୍ରା। ସେ ‘ଜୀବମ୍ ଫାଉଣ୍ଡେଶନ’ ଗଠନ କରି ତା’ମାଧ୍ୟମରେ ତାଙ୍କ ଗାଁରେ ୧୦୦ ପିଲାଙ୍କୁ ମାଗଣାରେ ଶିକ୍ଷା ଦେଉଛନ୍ତି। ଏଥିରେ ତାଙ୍କ ଭାଇ...
ଅଲୌକିକ ମେଟାଭର୍ସ
ଡ.ନରେନ୍ଦ୍ର ସେଠୀ କିଛି ଦିନ ତଳେ ଫେସ୍ବୁକ ଯେପରି ତା’ର ଲୋକପ୍ରିୟ ନାମକୁ ପରିବର୍ତ୍ତନ କରି ମେଟା କରିଦେଲା, ତା’ର ଅସଲ କାରଣ ଅନେକ ଲୋକ ବୁଝି ପାରି ନ ଥିଲେ। ପ୍ରକୃତରେ ଏହା ନିକଟ ଭବିଷ୍ୟତରେ ଆସୁଥିବା...
ଓଃ: ବେରୋଜଗାରୀ ତଥ୍ୟ
ବିମଳ ପାଣ୍ଡିଆ ଦେଶରେ ବେରୋଜଗାର ହାର ଯାହା ଓ ତାହା ଯେଉଁ ହାରରେ କମୁଛି ବୋଲି ଆମ ସରକାର କହୁଛନ୍ତି ତାହା ଯଦି ସତ, ତେବେ ଆଉ ବର୍ଷ କେଇଟାରେ ଭାରତରେ ବେରୋଜଗାର ହାର ଆମେରିକାଠାରୁ ମଧ୍ୟ କମ୍...
ଅରାଜକତାମୁହାଁ ପାକିସ୍ତାନ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ବିରୋଧରେ ଆସିବାକୁ ଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯିବା ପରେ ସେଠାକାର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି। ଏଭଳି ଅନାସ୍ଥା ଆସିବା ପଛରେ ବିଦେଶୀ ଷଡ଼ଯନ୍ତ୍ର ବିଶେଷକରି ଆମେରିକାର ହାତ ରହିଛି ବୋଲି...
ଏଇ ଭାରତରେ
ଜଳ ସଙ୍କଟ ଦୂର କରିବା ଲାଗି ସ୍ବେରେଜ ଜଳ ଟ୍ରିଟ୍ମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଦିଲ୍ଲୀର ସ୍ମିତା ସିଂଘଲ ଏ କ୍ଷେତ୍ରରେ କେଇପାଦ ଆଗକୁ ବଢ଼ିଛନ୍ତି। ସେ ସ୍ବେରେଜ ଜଳକୁ ଶୁଦ୍ଧ ଜଳରେ ପରିଣତ କରୁଛନ୍ତି। ଏଥିଲାଗି ‘ଆବ୍ସଲ୍ୟୁଟ...
ଫେଡେକ୍ସ ଚିଫ୍
ରାଜ୍ ସୁବ୍ରମଣ୍ୟମ୍ କୋରିୟର ବିତରଣ ସେବା କ୍ଷେତ୍ରରେ ଅନ୍ତର୍ଜାତୀୟ ପ୍ରସିଦ୍ଧି ଅର୍ଜନ କରିଥିବା ଆମେରିକାର ବହୁରାଷ୍ଟ୍ରୀୟ କମ୍ପାନୀ ‘ଫେଡେକ୍ସ’ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଭାରତୀୟ ଆମେରିକୀୟ ରାଜ୍ ସୁବ୍ରମଣ୍ୟମଙ୍କ ନାମ ଘୋଷଣା କରାଯାଇଛି। ସେ ଆସନ୍ତା ଜୁନ୍ରେ...
ସମ୍ପ୍ରଦାୟ ଊର୍ଦ୍ଧ୍ୱରେ ବିବେକାନନ୍ଦ
ଡ. ଛାୟାକାନ୍ତ ଷଡ଼ଙ୍ଗୀ ସ୍ବାମୀ ବିବେକାନନ୍ଦ ଆମେରିକାର ଚିକାଗୋରେ ଅନୁଷ୍ଠିତ ବିଶ୍ୱଧର୍ମ ସମ୍ମିଳନୀରେ ଯେଉଁ ବାର୍ତ୍ତା ଦେଇଥିଲେ ତାହା ଥିଲା ଅଦ୍ୱୈତବାଦ। ବେଦ, ବେଦାନ୍ତ, ଉପନିଷଦ ଆଦିରୁ ଅନେକ ଉଦ୍ଧୃତି ଦେଇ ସେ କହିଥିଲେ ଯେ ଆମତ୍ା ଓ ପରମାମତ୍ା...
ନିର୍ଯାତନା ଲାଗିରହିବ
ଶନିବାର ପୁଣି ତେଲ ଦର ବଢ଼ିଲା। ୧୨ ଦିନ ମଧ୍ୟରେ ୧୦ ଥର ବଢ଼ିଲାଣି। କିନ୍ତୁ ଗଣମାଧ୍ୟମରେ ଏହା ଅଧିକ ବିତର୍କର ବିଷୟ ହୋଇନାହିଁ। ବିରୋଧୀ ମୁଦ୍ରାସ୍ଫୀତି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଛନ୍ତି। ବେରୋଜଗାରୀ ସହ ମୁଦ୍ରାସ୍ଫୀତି ଭାରତୀୟମାନଙ୍କ ପାଇଁ...
ଏଇ ଭାରତରେ
ଆହତ ବୁଲା କୁକୁରଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ବେଙ୍ଗାଲୁରୁର ହରିଶ ଅଲୀ। ସେ ରାସ୍ତାକଡ଼ରୁ ଆହତ କୁକୁରଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କ ଚିକିତ୍ସା କରୁଛନ୍ତି ଓ ଆଶ୍ରୟ ଦେଉଛନ୍ତି। ଏବେ ସୁଦ୍ଧା ଅଲି ୨୦୦୦ରୁ ଊର୍ଦ୍ଧ୍ୱ କୁକୁର ଉଦ୍ଧାର...
ଭାରତୀୟ କାଳଗଣନା ବିଜ୍ଞାନସମ୍ମତ
ଡ. ସନ୍ତୋଷ କୁମାର ମହାପାତ୍ର ୨ ଏପ୍ରିଲ ଚୈତ୍ର ଶୁକ୍ଳ ପ୍ରତିପଦା। ଯୁଗାବ୍ଦ ୫୧୨୪, ବିକ୍ରମ ସମ୍ବତ ୨୦୭୯। ଇଂରେଜମାନେ ଭାରତ ଆସିବା ପୂର୍ବରୁ ଏହି ସମ୍ବତ ଭାରତରେ ପ୍ରଚଳିତ ଥିଲା। ସମାଜର ସମ୍ପୂର୍ଣ୍ଣ ଗତିବିଧି ଭାରତୀୟ କାଳଗଣନା ଅନୁସାରେ...
ଗାଁ ସହରର ଜନାଦେଶ
ଅନିଲ କୁମାର ବିଶ୍ୱାଳ ରାଜ୍ୟରେ ଦୁଇ ମାସ ଧରି ଚାଲୁଥିବା ଗଣତାନ୍ତ୍ରିକ ବ୍ୟବସ୍ଥାର ସବୁଠାରୁ ତୃଣମୂଳ ସ୍ତରର ଅଥଚ ବହୁ ଗୁରୁତ୍ୱ ବହନ କରୁଥିବା ପଞ୍ଚାୟତ ଓ ସହରାଞ୍ଚଳର ନିର୍ବାଚନ ଫଳାଫଳ ଆସିଗଲାଣି। ଏକ ମାସ ତଳେ ଗାଁର ଭୋଟରମାନଙ୍କର...
Archives


