ଏଇ ଭାରତରେ

ଏମିତି ଏକ ବଏଲର ଯେଉଁଥିରେ ୫ଭାଗରୁ ଭାଗେ ଜାଳେଣି କାଠରେ ସବୁ କିଛି ହୋଇପାରୁଛି। ରାଜସ୍ଥାନ ଆଲ୍‌ଓ୍ବାରର ସୁଭାଷ ଝାଙ୍କ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇପାରିଛି। ଏହି ବଏଲର ଆବିଷ୍କାର କରିବା ପୂର୍ବରୁ ସେ ତାଙ୍କ ଗାଁକୁ ଆଲୋକିତ କରିବା ଲାଗି ଡିସି ଥର୍ମାଲ ପାଓ୍ବାର ପ୍ଲାଣ୍ଟ ମଧ୍ୟ ଆବିଷ୍କାର କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଯେଉଁଦିନ ଆତତାୟୀଙ୍କ ଗୁଳିରେ ନିହତ ହୋଇଥିଲେ, ଠିକ୍‌ ସେହିଦିନ ସୁଭାଷ ଗାଁକୁ ଆଲୋକିତ କରି ପାରିଥିଲେ ମାତ୍ର ୧୩ ବର୍ଷ ବୟସରେ। ଅଧାରୁ ପାଠ ଛାଡ଼ି ସୁଭାଷ ଏହିସବୁ କାର୍ଯ୍ୟରେ ସମୟ ଦେଇଚାଲିଛନ୍ତି। ଜେନିୟୁସ୍‌ ଏନର୍ଜି କ୍ରିଟିକାଲ ଇନୋଭେଶନ ପ୍ରାଇଭେଟ୍‌ ଲିମିଟେଡ୍‌ ମାଧ୍ୟମରେ ସେ ଏହି କାର୍ଯ୍ୟ କରୁିଛନ୍ତି। ଏବେ ନିର୍ମାଣ କରିଥିବା ବଏଲର ଜାଳେଣି ଓ୍ବେଷ୍ଟକୁ ମଧ୍ୟ ବ୍ୟବହାର ଓ ରିସାଇକିଲଲିଂ କରିପାରୁଛି। ଯେଉଁଠି ୧୦୦କେଜି ଜାଳେଣି କାଠ ଆବଶ୍ୟକ, ସେଠାରେ ମାତ୍ର ୨୦ କେଜିରେ କାମ ହୋଇଯାଉଛି। ସୁଭାଷ ତାଙ୍କ କମ୍ପାନୀରେ ୨୦ ଜଣଙ୍କୁ ବି ନିଯୁକ୍ତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାକେଶ ପଞ୍ଚାଲ। ବୟସ ୪୪। ସେ ଏବେ ଅସହାୟ ବରିଷ୍ଠ ନାଗରିକଙ୍କୁ ମାଗଣାରେ ଖାଦ୍ୟ ଯୋଗାଉଛନ୍ତି। ଗୁଜରାଟର ଭାସୋ ବ୍ଲକରେ ରାକେଶ ଏବେ ୫୦୦ରୁ ଅଧିକ...

ଆତ୍ମଜୀବନୀର ଆତ୍ମକଥା

ରାଧାଶ୍ୟାମ ରାଉଳ   ‘ଆତ୍ମଜୀବନୀର ଆତ୍ମକଥା’ ଶୀର୍ଷକ ଏକ ସାହିତ୍ୟ ଚର୍ଚ୍ଚାରେ ସମ୍ମାନିତ ବକ୍ତା ଭାବରେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର ସୌଭାଗ୍ୟ ସାହୁ, ଆତ୍ମଜୀବନୀ...

ଭଲ ସ୍ଵପ୍ନ ଦେଖ

ମାୟାଧର ନାୟକ   ପୃଥିବୀରେ ରାତି କ’ଣ ପାଇଁ ଆସେ, କ’ଣ ଅନ୍ଧାର ଓଜାଡି ଦେବାପାଇଁ-ନା-ଅନ୍ଧାରକୁ ବତି ଦେଖାଇବା ପାଇଁ। ପୃଥିବୀକୁ ରାତି ଆସେ ବଛା...

ଅଙ୍କୁଶ ଲାଗୁ

ମଣିପୁର ହିଂସାକୁ ପାଖାପାଖି ବର୍ଷେ ହେବାକୁ ଯାଉଛି। ଏହା ପଛରେ ସେଠାକାର ହାଇକୋର୍ଟଙ୍କ ନିଷ୍ପତ୍ତି ଥିଲା ଅନ୍ୟତମ କାରଣ। ୨୭ ମାର୍ଚ୍ଚ ୨୦୨୩ରେ ମଣିପୁର ହାଇକୋର୍ଟ...

ଏଇ ଭାରତରେ

ଗ୍ରାମାଞ୍ଚଳର ପିଲାମାନଙ୍କ ପାଇଁ ଶିକ୍ଷା, ମନୋରଞ୍ଜନ ତଥା ଖେଳର ଆବଶ୍ୟକତାକୁ ଲକ୍ଷ୍ୟ କରି ଆଇଏଏସ୍‌ ଅଧିକାରୀ ବିବେକ ଜନ୍‌ସନ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ପ୍ରେରଣାଦାୟକ।...

ବନ୍ଧୁ ନା ବଇରି

ଲଳିତେନ୍ଦୁ ପଲାଉରୀ ମୂଳ ପାକିସ୍ତାନରୁ ଅଲଗା ହୋଇ ନୂଆ ଦେଶ ଭାବେ ପ୍ରତିଷ୍ଠା ହୋଇଥିବା ବାଂଲାଦେଶର ସ୍ବାଧୀନତା ଦିବସ ୨୬ ମାର୍ଚ୍ଚ ୧୯୭୧। କିନ୍ତୁ ଡିସେମ୍ବର...

ଅସ୍ମିତାର କୋଠଘର

ଡ. ପ୍ରଫୁଲ୍ଲ କୁମାର ସାହୁ ଆପଣା ଭାଷାକୁ ନେଇ ଗର୍ବ ଅନୁଭବ କରେ ବିଶ୍ୱର ପ୍ରାୟ ପ୍ରତ୍ୟେକ ଜାତି। କୌଣସି ଜାତି ତା’ର ଧନ, ସମ୍ପତ୍ତିି,...

ଏକତା ଗୁରୁତ୍ୱପୂର୍ଣ୍ଣ

ଆମେରିକାରେ ବୋଷ୍ଟନ୍‌ ସାଉଥ୍‌ ଏସିଆନ କୋଆଲିଶନ ଦ୍ୱାରା ଆୟୋଜିତ ଏକ ଐକ୍ୟଭାବାପନ୍ନ ବୈଠକ ବା ସମ୍ମିଳନୀରେ ଯୋଗଦେଇଥିଲି, ଯାହା ବିଷୟରେ ମୁଁ ଲେଖୁଛି। ଏହି ବୈଠକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri