ସମ୍ପାଦକୀୟ

ବାହାରେ ପ୍ରଭାବ ନାହିଁ

ନାଗରିକ ତଥା ଆଭ୍ୟନ୍ତରୀଣ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ଲାଗି ସାର୍ବଭୌମ ରାଷ୍ଟ୍ରଗୁଡ଼ିକର ପୂର୍ଣ୍ଣ କ୍ଷମତା ବା ଅଧିକାର ରହିଛି। ସେମାନେ ଯାହା ନ କରିବା ପାଇଁ ଚାହାନ୍ତି, ସେଥିରେ ସେମାନଙ୍କୁ ବାଧ୍ୟ କରାଯାଇପାରିବ ନାହିଁ। କିନ୍ତୁ ବହୁ ସମୟରେ ଏଥିରେ ବ୍ୟତିକ୍ରମ…

ଏଇ ଭାରତରେ

ସେପ୍ଟିକ ଟାଙ୍କି ସଫା କରିବାର ଆଉ ଟେନ୍‌ସନ ରହିବ ନାହିଁ, କାରଣ ଆଇଆଇଟି ମାଡ୍ରାସର ଗବେଷକମାନେ ଏବେ ବିକାଶ କରିଛନ୍ତି ଏକ ନୂତନ ରୋବୋ ଯାହା କମ୍‌ ସମୟରେ ସେପ୍ଟିକ ଟାଙ୍କି ସଫା କରିଦେଉଛି। ଏହାକୁ ନିକଟରେ ପରୀକ୍ଷା କରାଯାଇଛି। ତାମିଲନାଡୁ…

ଗର୍ବର ବିଷୟ

ଉପେନ୍ଦ୍ର ବିଶ୍ୱାଳ କେନିଆର ପୂର୍ବ ପ୍ରଧାନମନ୍ତ୍ରୀ ରାଇଲା ଓଡିଙ୍ଗାଙ୍କ କନ୍ୟା ହେଉଛନ୍ତି ୪୪ ବର୍ଷୀୟା ରୋଜମାରୀ। ମସ୍ତିଷ୍କରେ ଟ୍ୟୁମରଜନିତ ଜଟିଳ ସମସ୍ୟା ଯୋଗୁ ଅସ୍ତ୍ରୋପଚାର କରିବାକୁ ବାଧ୍ୟ ହେଲେ ସେ। ମାତ୍ର ଦୁର୍ଭାଗ୍ୟ ବଶତଃ ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣଭାବେ ହରେଇବସିଲେ ନିଜ…

ଅପରିପକ୍ୱ ନିଷ୍ପତ୍ତିର ପରିଣାମ

ଡ. ସିଦ୍ଧାର୍ଥ କାନୁନ୍‌ଗୋ ଇନ୍ଦିରା ପାର୍କରେ ପ୍ରାତଃଭ୍ରମଣ ସାରି ସିମେଣ୍ଟ ବେଞ୍ଚରେ ବସିଥିଲି। ମୋ ପାଖ ବେଞ୍ଚରେ ଦି’ଜଣ ବୟସ୍କ ବ୍ୟକ୍ତି କଥାବାର୍ତ୍ତା ହେଉଥିଲେ। ସେମାନଙ୍କ କଥାବାର୍ତ୍ତାରୁ ଜାଣିଲି, ଜଣେ ହେଉଛନ୍ତି ନରେଶବାବୁ ଏବଂ ଅନ୍ୟ ଜଣେ ନିତ୍ୟାନନ୍ଦବାବୁ। ଦୁହେଁ ଓଡ଼ିଶା…

ଚାପରେ କେନ୍ଦ୍ର

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପ୍ରତି କେନ୍ଦ୍ର ଅତି ସମ୍ବେଦନଶୀଳ ବୋଲି ବହୁ ସମୟରେ ଦାବି କରେ। ତେବେ ବର୍ତ୍ତମାନ ମିଜୋରାମରେ ଏକ ସମସ୍ୟାରେ ତା’ ଦାବିର ପରୀକ୍ଷା ହୋଇଯିବ। କିଛି ଦିନ ହେଲା ମିଜୋରାମରେ ପ୍ରମୁଖ ସିଭିଲ ସୋସାଇଟି ଗ୍ରୁପ୍‌ଗୁଡ଼ିକ ରାଜ୍ୟର ମୁଖ୍ୟ…

ଏଇ ଭାରତରେ

କାଲିକଟ୍‌ ଏନ୍‌ଆଇଟିିର ଗବେଷକମାନେ ପରିବେଶ ସୁରକ୍ଷା ଲାଗି ଏକ ପ୍ରକାର ସ୍ମାର୍ଟ ସୋଲାର ଷ୍ଟୋଭ୍‌ ନିର୍ମାଣ କରିଛନ୍ତି। ଏହାକୁ ଘରେ, ରେସ୍ତୋରଁାରେ ଏବଂ ରାସ୍ତକଡ଼ ବ୍ୟବସାୟୀମାନେ ବ୍ୟବହାର କରିପାରିବେ। ଏଲ୍‌ପିଜିର ଅହେତୁକ ମୂଲ୍ୟ ବୃଦ୍ଧିରୁ ଏହି ଷ୍ଟୋଭ୍‌ ରକ୍ଷା କରିବ। ଏହା…

କିଶୋରୀ ମାତୃତ୍ୱ ଚିନ୍ତା

ରାଜୀବ କୁମାର ନାୟକ ଜାତୀୟ ପରିବାର ଓ ସ୍ବାସ୍ଥ୍ୟ ସ୍ଥିତି ରିପୋର୍ଟ ଅନୁସାରେ ୧୫ରୁ ୧୯ବର୍ଷ ବୟସର କିଶୋରୀମାନଙ୍କଠାରେ ମାତୃତ୍ୱ ହାର ଯଥେଷ୍ଟ ବୃଦ୍ଧି ପାଇଥିବା ଜଣାଯାଏ। ଜାତୀୟ ପରିବାର ଓ ସ୍ବାସ୍ଥ୍ୟ ସ୍ଥିତି (ଏନ୍‌.ଏଫ୍‌.ଏଚ୍‌.ଏସ୍‌.) ରିପୋର୍ଟ ୫ ଓ ୪କୁ…

ବନ୍ଧୁ ଶଙ୍ଖୁଳା

ଅଲେଖ ଚନ୍ଦ୍ର ମିଶ୍ର ବନ୍ଧୁବତ୍ସଳତା ଭାରତୀୟ ସଂସ୍କୃତିର ଏକ ମହାନ୍‌ ପରମ୍ପରା। ବନ୍ଧୁତାର ସୃଷ୍ଟି ଯେତିକି ସହଜ ତା’ର ସ୍ଥିତି ସେତିକି କଷ୍ଟ ଓ ବିଚ୍ଛେଦ ତତୋଽଧିକ ଯନ୍ତ୍ରଣାଦାୟକ। ଶାସ୍ତ୍ରାନୁସାରେ ଅଜଣା ଲୋକଟିଏ ସହିତ ମାତ୍ର ସାତ ପାଦ ଚାଲିଲେ କିମ୍ବା…

ନୂତନ ଜାତୀୟତାବାଦ

ଡାରୋନ ଆକେମୋଗ୍ଲୁ ୧୯୮୯ରେ ବର୍ଲିନ ଓ୍ବାଲ୍‌ର ପତନ ପରେ ମହା ଆନନ୍ଦର ଅନୁଭବ କରାଯାଇଯାଇଥିଲା। ଫ୍ରାନ୍ସିସ ଫୁକୁୟାମଙ୍କ ଭାଷାରେ ଆର୍ଥିକ ଓ ରାଜନୈତିକ ଉଦାରବାଦର ଏହା କେବଳ ଏକ ନିର୍ଲ୍ଲଜ ବିଜୟ ନ ଥିଲା, ବରଂ ଥିଲା ଜାତୀୟତାବାଦର ଅବକ୍ଷୟ। ବିଶ୍ୱର…

ଯୁଦ୍ଧ ଓ ସଂସ୍କୃତି

ନିକଟରେ ଟାଇମ୍ସ ଲିଟେରାରି ସପ୍ଲିମେଣ୍ଟରେ ୟୁକ୍ରେନ୍‌ ଓପନାସିକ, ପ୍ରାବନ୍ଧିକ ତଥା କବି ଓକ୍‌ସାନା ଜାବୁଝକୋଙ୍କର ଏକ ରୋଚକ ପ୍ରବନ୍ଧ ପ୍ରକାଶ ପାଇଥିଲା। ଏଥିରେ ରୁଷିଆର ଅସଭ୍ୟ ଆଚରଣକୁ ସ୍ବୀକାର କରୁ ନ ଥିବାରୁ ପାଶ୍ଚାତ୍ୟ ପାଠକମାନଙ୍କୁ ସେ ସମାଲୋଚନା କରିଥିଲେ। ଜାବୁଝକୋଙ୍କ…

ଏକ ଦେଶ: ଅନେକ ସମସ୍ୟା

ତୁଣ୍ଡ ଖୋଲିଲେ ମୁଣ୍ଡ ଯିବ! ଏମିତି ଏକ ଭୟର ବାତାବରଣ ସାରା ଦେଶରେ। ବାରାଣସୀର ଜ୍ଞାନବାପୀ ମସ୍‌ଜିଦ୍‌ ପରିସରରୁ ଶିବଲିଙ୍ଗ ମିଳିବାକୁ ନେଇ ସନ୍ଦେହ ପ୍ରକାଶ କରି ସାମାଜିକ ଗଣମାଧ୍ୟମରେ ମନ୍ତବ୍ୟ ଦେଇଥିଲେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ପ୍ରଫେସର ରତନ…

ଚିନ୍ତାଜନକ ହାତୀ ମୃତ୍ୟୁ

ଏବେ ବିଭିନ୍ନ ଗଣମାଧ୍ୟମରେ କ୍ରମାଗତ ଯେଉଁଭଳି ଭାବରେ ଓଡ଼ିଶାରେ ହେଉଥବା ହାତୀ ମୃତ୍ୟୁର ଖବର ଦେଖିବା ପାଇଁ ମିଳୁଛି ତାହା ଅତ୍ୟନ୍ତ ଚିନ୍ତାଜନକ। ହାତୀ ଯଦିଓ ଏକ ବନ୍ୟପ୍ରାଣୀ ତଥାପି ଆଜି ନୁହେଁ, କାହିଁ କେଉଁ କାଳରୁ ମଣିଷ ସହ ତା’ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri