ଏଇ ଭାରତରେ
ପ୍ଲାଷ୍ଟିକ ବର୍ଜ୍ୟ କବଳରୁ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଯେଉଁ କେତେଜଣ ପ୍ଲାଷ୍ଟିକ ବର୍ଜ୍ୟର ଅପ୍ସାଇକିଲିଂ କରୁଛନ୍ତି ସେମାନଙ୍କ ମଧ୍ୟରେ ଦିଲ୍ଲୀର କନିକା ଆହୁଜା ଅନ୍ୟତମ। ସେ ପ୍ଲାଷ୍ଟିକ ବର୍ଜ୍ୟରୁ ସୌଖୀନ ବ୍ୟାଗ୍, ଲାପ୍ଟପ ଖୋଳ, ଓ୍ବାଲେଟ୍ ବ୍ୟାଗ୍ ଏବଂ ଟେବୁଲ…
ଆମ ଶିକ୍ଷା ସଂସ୍କାର
ହରିଶଙ୍କର ମିଶ୍ର ଆମ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ୩ୟ ଶ୍ରେଣୀର ଛାତ୍ର ୩କ ପଣିକିଆ କହି ନ ପାରିବା, ଶିକ୍ଷକମାନେ ବିଳମ୍ବରେ ସ୍କୁଲ ଆସିବାର ପ୍ରତ୍ୟକ୍ଷ ପ୍ରମାଣ ପାଇଛନ୍ତି। କିନ୍ତୁ ସରକାରୀ ବିଦ୍ୟାଳୟର ୧୦ମ ଶ୍ରେଣୀ…
ହାତୀ ମୃତ୍ୟୁ ମାମଲାର ବିଚାର
ଡ. ବିଜୟ କେତନ ପଟ୍ଟନାୟକ ସକାଳୁ ଖବରକାଗଜର ପୃଷ୍ଠା ଓଲଟେଇଲେ ବା ଟେଲିଭିଜନ ଖୋଲିଦେଲେ ହାତୀ ମୃତ୍ୟୁ ଖବର ପ୍ରାୟତଃ ନଜରକୁ ଆସିଥାଏ। ଗତ ମାସେ ଦୁଇ ମାସ ଭିତରେ ଏପ୍ରକାର ଦୁଃଖଦ ଖବରର ପୌନଃପୁନିକତା ବଢ଼ି ବଢ଼ି ଚାଲିଛି। ଗତ…
ଧିମାନ ଜିତିଲେ
ହିମାଚଳପ୍ରଦେଶରେ ଆଗକୁ ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଉକ୍ତ ରାଜ୍ୟ ରାମ ଦାସ ଧିମାନଙ୍କୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ପାଇଛି। ୧୯୮୮ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଧିମାନ ମୁଖ୍ୟ ସଚିବ ଭାବେ ପଦସ୍ଥ ରାମ ସୁଭଗ ସିଂ…
ଏବକାର ମହାସଙ୍କଟ
ନିକଟରେ ଜି୭, ନାଟୋ ସଦସ୍ୟ ଓ ଜି୨୦ ବୈଦେଶିକ ମନ୍ତ୍ରୀମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତେ ଜାଣିଲେ ଯେ, ପୃଥିବୀ ଅନେକ ସଙ୍କଟଜନକ ସ୍ଥିତିକୁ ଏକାଠି ସାମ୍ନା କରୁଛି। ଖାଦ୍ୟ ଓ ଶକ୍ତି ଅସୁରକ୍ଷା, ମୁଦ୍ରା ମୂଲ୍ୟହ୍ରାସ, ଜଳବାୟୁ ପରିବର୍ତ୍ତନର…
ଅପରାଧର ପେଟେଣ୍ଟ ମେଡିସିନ
ଗାଁଠୁ ସହର, ଦେଶଠୁ ବିଦେଶ, ସବୁଠି ଦିନକୁ ଦିନ ବଢ଼ିଚାଲିଛି ଅପରାଧ, ଦୁର୍ନୀତି, କଳାବଜାର। ସରକାର ଯେତେ ବି କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ଅପରାଧ କମିବା ବଦଳରେ ଦ୍ରୁତ ଗତିରେ ବଢ଼ିଚାଲିଛି। ଘର ବାହାରେ ହେଉ କି ଭିତରେ ସବୁଠି କାୟା…
ଓଲଟା ପାଦ
ହାଭାରତ ସମୟରେ ନିୟୋଗ ପ୍ରଥାର ପ୍ରଚଳନ ଥିଲା। ଧୃତରାଷ୍ଟ୍ର, ପଣ୍ଡୁ ଓ ବିଦୁର ଏ ତିନିଜଣ ନିୟୋଗ ପ୍ରଥାର ଉତ୍ପଜ ଥିଲେ। ସେମିତି ଅନେକ ଦିନ ଧରି ସତୀଦାହ ପ୍ରଥା ପ୍ରଚଳିତ ଥିଲା। ବିକଶିତ ଦେଶ ଓ ପୃଥିବୀର ବିଭିନ୍ନ ପ୍ରାନ୍ତରେ…
ଏଇ ଭାରତରେ
ବର୍ଷାଦିନରେ ଜାମୁକୋଳି ଚାହିଦା କାହିଁରେ କ’ଣ। କିନ୍ତୁ ବର୍ଷାଋତୁ ପରେ ଏହି କୋଳି ପାଇବା ସାତସପନ ହୋଇଯାଏ । ହେଲେ ରାଜସ୍ଥାନର ଏକ ଦମ୍ପତି ବର୍ଷସାରା ଜାମୁ ଉପାଦ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ପାଲି ଜିଲାର ରାଜେଶ ଓ ପୂଜା…
ଏଇ ଭାରତରେ
ଆମେ ଜାଣୁ ଯେ ପୁରୁଣାକାଳିଆ ବା ଭିଣ୍ଟେଜ କାର୍ କେବଳ ପ୍ରଦର୍ଶନୀ ପାଇଁ ଫିଟ୍। କିନ୍ତୁ ସେଭଳି କାର୍କୁ ବୈଦ୍ୟୁତିକ କାର୍ କରି ବେଶ୍ ନାଁ କମାଇଛନ୍ତି ମହାରାଷ୍ଟ୍ରର ଯୁବରାଜ ପାଓ୍ବାର। ସେ ପୁଣେର କାଶିଭାଇ ନାଭେଲେ କଲେଜ୍ ଅଫ୍ ଇଞ୍ଜିନିୟରିଂରେ…
ବିଶ୍ବାସର ଆଖି ନାହିଁ
ମୋହନ ଚରଣ ବିଷି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଇସ୍ତଫା ଦେଲେ। କାରଣ ନିଜ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ତାଙ୍କୁ ବିରୋଧ କଲେ। କିଛିଦିନ ତଳେ ମହାରାଷ୍ଟ୍ରରେ ମଧ୍ୟ ସେମିତି କିଛି ଦେଖିବାକୁ ମିଳିଥିଲା। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ…
ସୌଧ,ସବୁଜିମା ଓ ସାହିତ୍ୟ
ଡ. ପ୍ରଫୁଲ୍ଲ କୁମାର ସାହୁ ବିଧାୟକମାନଙ୍କ ପାଇଁ ବିଧାନସଭା ସନ୍ନିକଟ ନଗରବନରେ ନିର୍ମାଣ ହେବ ବିଧାୟକ ଭବନ। ଦୁଇଶହ ପଚାଶ କୋଟି ଟଙ୍କା ବ୍ୟୟରେ ଛିଡ଼ାହେବ ଏଗାର ମହଲା ବିଶିଷ୍ଟ ସୌଖୀନ ସୌଧ। ବିଡ଼ମ୍ବନାର ବିଷୟ ଜଙ୍ଗଲକୁ ସୁରକ୍ଷା ଦେବା…
ଆଜି ନୁହେଁ ତ କେବେ ନୁହେଁ
ବିଶ୍ୱର ଥଣ୍ଡା ଦେଶଗୁଡ଼ିକରେ ଏବେ ପ୍ରବଳ ଗରମ । ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲନିଆଁ ଯୋଗୁ ୟୁରୋପର ଅଧିକାଂଶ ରାଷ୍ଟ୍ରରେ ତାପମାତ୍ରା ଅବିଶ୍ୱସନୀୟ ସ୍ତରକୁ ଚାଲିଯାଇଛି। ଆମେରିକାରେ ଅସହ୍ୟ ଗରମ ଯୋଗୁ ଲୋକେ କଲବଲ ହେଲେଣି। ଅତ୍ୟଧିକ ତାପମାତ୍ରା ବୃଦ୍ଧି ପାଇଥିବାରୁ…
Archives


