ମାନସିକତା ବଦଳିନି
ଦକ୍ଷିଣ ଏସୀୟ ଦେଶଗୁଡ଼ିକ ସହ ଆନ୍ତଃ ଦେଶୀୟ ବାଣିଜ୍ୟ ପାଇଁ ଭାରତ ସରକାର ଓ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(ଆର୍ବିଆଇ) ଆଲୋଚନା କରିଛନ୍ତି ବୋଲି ଚଳିତ ସପ୍ତାହରେ ଆର୍ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। ହେଲେ କେଉଁ ଦେଶ ସହ ଏବଂ…
ସୁଖୁଙ୍କ ପସନ୍ଦ
ହିମାଚଳପ୍ରଦେଶ ମୁଖ୍ୟ ଶାସନ ସଚିବ ରାମ ଦାସ ଧିମନଙ୍କ ଅବସର ପରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏହି ପଦବୀ ପାଇଁ ପ୍ରବୋଧ ସକ୍ସେନାଙ୍କୁ ପସନ୍ଦ କରିଛନ୍ତି। ଅନ୍ୟ ପକ୍ଷରେ ଧିମନଙ୍କୁ ରାଜ୍ୟ ମୁଖ୍ୟ ସୂଚନା କମିଶନର ଭାବେ ଅବସ୍ଥାପିତ କରାଯାଇଛି।…
ସଡ଼କ ଦୁର୍ଘଟଣାରେ କ୍ଷତି
ସଡ଼କ ନିରାପତ୍ତା ସଂକ୍ରାନ୍ତରେ ସଚେତନ ନ ହେବା ଯୋଗୁ ଓଡ଼ିଶାରେ ବାର୍ଷିକ ପ୍ରଭୁତ କ୍ଷତି ଘଟୁଛି। ଅବକାରୀ, ପରିବହନ ଓ ପୋଲିସ ପ୍ରଶାସନ ଏ କ୍ଷେତ୍ରରେ ସମ୍ମିଳିତ ଉଦ୍ୟମ କଲେ ସଡ଼କ ଦୁର୍ଘଟଣା ଏବଂ ତଜ୍ଜନିତ ମୃତାହତଙ୍କ ସଂଖ୍ୟା ୫୦ପ୍ରତିଶତରୁ ଅଧିକ…
ସ୍ପଷ୍ଟ କୃଷି ନୀତି କେବେ
କିଛି ଦିନ ତଳେ ଜଣେ କୃଷକ ତାଙ୍କ କୋବି ବିଲରେ ଟ୍ରାକ୍ଟର ପୂରେଇ ଫସଲ ଉଜାଡି ଦେବାର ଦୃଶ୍ୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଏଥିରୁ ଆମ ରାଜ୍ୟରେ କୃଷକ ଓ କୃଷିର ଅବସ୍ଥା ବିଷୟରେ କଳନା କରାଯାଇପାରେ। ତିରଟ ସମୟରେ କୃଷକଟିଏ…
ଏଇ ଭାରତରେ
ଶସ୍ୟ ଖୁଣ୍ଟା ପୋଡ଼ିଜନିତ ବାୟୁପ୍ରଦୂଷଣ ରୋକିବା ଲାଗି ବେଙ୍ଗାଲୁରୁର ସୁହାସ ବକ୍ସି ଓ ଅଶ୍ୱିନୀ ସାଭେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୨୦୨୦ରେ ‘ବାୟୋଫୁଏଲ ସର୍କଲ’ ଷ୍ଟାର୍ଟଅପ୍ ଗଠନ କରି କୃଷକମାନଙ୍କୁ ଶସ୍ୟବର୍ଜ୍ୟ ବିକ୍ରି କରିବାରେ ସାହାଯ୍ୟ କରିଆସୁଛନ୍ତି। ଏହା…
ଏଇ ଭାରତରେ
ପ୍ରଶାସନିକ ସେବା ସହ ଦୃଷ୍ଟିବାଧିତ ପିଲାଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆଇଏଏସ୍ ଅଧିକାରୀ ରିଚା ଚୌଧୁରୀଙ୍କ ପ୍ରୟାସ ପ୍ରେରଣାଦାୟୀ। ଛତିଶଗଡ଼ ଆଦିବାସୀ ଅଧ୍ୟୁଷିତ ଜିଲା ଗୌରେଲା ପାଣ୍ଡ୍ରି ମାରଓ୍ବିର ଜିଲାପାଳ ରିଚା ୨୦୨୨ରେ ଆଂଶିକ କିମ୍ବା ପୂର୍ଣ୍ଣ ଦୃଷ୍ଟିବାଧିତ…
କିଶୋର ନ୍ୟାୟ ବ୍ୟବସ୍ଥାରେ ପ୍ରାରମ୍ଭିକ ମୂଲ୍ୟାଙ୍କନ
ରାଜୀବ କୁମାର ନାୟକ କିଛିଦିନ ପୂର୍ବରୁ କାଠୁଆ ଗଣବଳାତ୍କାର ଘଟଣାର ନାବାଳକ ଅଭିଯୁକ୍ତଙ୍କୁ କିଶୋର ନ୍ୟାୟ ପରିଷଦର ନିଷ୍ପତ୍ତି ବିରୋଧରେ ଉଚ୍ଚତମ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶ ବାସ୍ତବିକ ସ୍ବାଗତ ଯୋଗ୍ୟ। ଦିଲ୍ଲୀ ଗଣବଳାତ୍କାର ମାମଲାରେ ଜଣେ ନାବାଳକ ଜଡ଼ିତ ଥିବା ଏବଂ…
ଧର୍ମ ଓ ଅଧର୍ମ
ଜଚ୍ଚିଦାନନ୍ଦ ଦାଶ ସଂସ୍କୃତ ମହାଭାରତରେ କର୍ଣ୍ଣପର୍ବରେ କୃଷ୍ଣ ଅର୍ଜୁନଙ୍କୁ ଅଳ୍ପଜ୍ଞ ତପସ୍ବୀ କୌଶିକଙ୍କ କାହାଣୀ କହିଥିଲେ, ”କୌଶିକଙ୍କ ଧର୍ମ ଥିଲା ସେ ସବୁବେଳେ ସତ କହିବେ, କେବେ ମିଛ ନ କହିଥିବାରୁ ସତ୍ୟବାଦୀ ବୋଲି ତାଙ୍କର ଖ୍ୟାତି ଥିଲା। ଦିନେ କେତେଜଣ…
ଭବିଷ୍ୟତର ଇନ୍ଧନ
ଜୋର୍ଗ ହାସ୍ ଆଜିକାଲି ସବୁଜ ଉଦ୍ଜାନର ଆଦର ଢେର ବଢିଛି। ଗତ ବର୍ଷ ନଭେମ୍ବରରେ ଇଜିପ୍ଟରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କପ୍୨୭) ରେ ଜର୍ମାନୀ ଚାନ୍ସେଲର ଓଲ୍ଫ ସ୍କୋଲୋଜ ଘୋଷଣା କରିଥିଲେ ଯେ,ସବୁଜ ଉଦ୍ଜାନ ମାର୍କେଟ ବିକାଶରେ ତାଙ୍କ ଦେଶ…
ପ୍ରାଚୀନ କାଳର ରାଜା: ମାନ୍ଧାତା
ଲୋକକଥାରେ ମାନ୍ଧାତା ଯୁଗ କହିଲେ ଏକ ପୁରାତନ ସମୟକୁ ବୁଝାଏ। ପୃଥିବୀରେ ଏହି ସମୟକୁ ମାନ୍ଧାତା ରାଜାଙ୍କ ଯୁଗ ଭାବେ ଅଭିହିତ କରାଯାଏ। ପ୍ରଭୁ ଶ୍ରୀକୃଷ୍ଣ ଓ ପୁରୁଷୋତ୍ତମ ଶ୍ରୀରାମଙ୍କ ପୂର୍ବରୁ ଧରାପୃଷ୍ଟରେ ମାନ୍ଧାତା ରାଜା ଶାସନ କରିଥିଲେ। ମହାଭାରତରେ ବି…
ଲୁଥରଙ୍କ ଦୃଷ୍ଟିରେ ଗାନ୍ଧିଜୀ
ମାର୍ଟିନ୍ ଲୁଥର କିଙ୍ଗ୍ (ଜୁନିୟର) ୧୯୫୯ ମସିହାରେ ଭାରତ ଭ୍ରମଣରେ ଆସିଥିଲେ। ଭାରତ ରହଣି କାଳରେ ସେ ଅହମ୍ମଦାବାଦସ୍ଥିତ ସାବରମତୀ ଆଶ୍ରମ ପରିଦର୍ଶନ କରିଥିବାବେଳେ ମହାତ୍ମା ଗାନ୍ଧୀ ୮ ଜଣ ସାଥୀଙ୍କ ସହ ଏହିଠାରୁ ୨୧୮ ମାଇଲ ଦୂରବର୍ତ୍ତୀ ଦାଣ୍ଡିକୁ ପଦଯାତ୍ରା…
ଭବିତବ୍ୟ ଯାହା ଅବଶ୍ୟ ଘଟିବ
ଏ ପୃଥିବୀ ସଦା ବୈଚିତ୍ର୍ୟମୟ। ପରିବେଶ ଓ ପରିସ୍ଥିତି ଦସ୍ୟୁ ରତ୍ନାକରକୁ ବାଲ୍ମୀକିରେ ରୂପାନ୍ତରିତ କରେ ଓ ବିଶ୍ରବାଙ୍କ ପରି ଋଷିଙ୍କ ଔରସ ସମ୍ଭୁତ ରାବଣ ଦେବ ଓ ମାନବଙ୍କ ଉପରେ କରି ବସେ ଅକଥନୀୟ ଅତ୍ୟାଚାର। ସତୀ ସାଧ୍ୱୀ ସୀତାଙ୍କୁ…
Archives


