ସାହିତ୍ୟର ସୁଧା ସଞ୍ଜୀବନୀ
ଉପେନ୍ଦ୍ର ବିଶ୍ୱାଳ ଅବସରପ୍ରାପ୍ତ ଜଣେ ଓଏଏସ୍ ଅଧିକାରୀ, ରୁହନ୍ତି ଭୁବନେଶ୍ୱରସ୍ଥ ରବି ଟକିଜ ଛକ ନିକଟରେ। ବ୍ୟସ୍ତବହୁଳ କର୍ମମୟ ଜୀବନ-ଜଞ୍ଜାଳ ଭିତରେ ନ ଥିଲା ବିଶେଷ ସାମାଜିକ ସମ୍ପର୍କ। ପିଲା ମଧ୍ୟ ରୁହନ୍ତି ବାହାରେ। ଅବସର ନେଲା ପରେ ପରେ…
ଦ୍ୱିତୀୟ ଡଙ୍ଗା
କଂଗ୍ରେସ ୨୦୨୨ ମସିହାର ଶେଷଆଡ଼କୁ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ’ ଯାତ୍ରା ଦ୍ୱାରା ମଜଭୁତ ହୋଇଥିବା କୁହାଯାଉଛି। ଏଥିସହିତ ମଲିକାର୍ଜ୍ଜୁନ ଖାର୍ଗେ ଦଳର ଅଧ୍ୟକ୍ଷ ନିର୍ବାଚିତ ହେବା ଏକ ସକାରାତ୍ମକ ବାର୍ତ୍ତା ଦେଉଛି। ଅବଶ୍ୟ ସମସ୍ତେ ଜାଣନ୍ତି ଯେ, ଖାର୍ଗେଙ୍କ ମଙ୍ଗ…
ଏଇ ଭାରତରେ
ଧନୀ ଲୋକଙ୍କ ପାଇଁ ଦାମୀ ତଥା ଉନ୍ନତମାନର ଦେହଲଗା ସାବୁନ ପାଇବାରେ କିଛି ସମସ୍ୟା ନ ଥିବାବେଳେ ଆମ ଦେଶରେ ଗରିବମାନେ ଏହା ପାଇପାରି ନ ଥା’ନ୍ତି। ହେଲେ ସମୀର ଲଖାନୀଙ୍କ ପ୍ରୟାସରେ ଗରିବ ଲୋକମାନେ ଭଲ ସାବୁନ ପାଇପାରୁଛନ୍ତି। ସେ…
ନୂଆବର୍ଷର ସନ୍ଦେଶ
ଇଂ. ରୌଶନ ଖାନ୍ ଡିସେମ୍ବର ୩୧ ମଧ୍ୟରାତ୍ର ଠିକ୍ ବାରଟା ବାଜିଗଲେ ବେଶ୍ ଅନୁଭବ କରିହୁଏ ନୂଆବର୍ଷର ପହିଲି ସ୍ପର୍ଶ। ମନ ଭିତରେ ଖେଳିଯାଏ ନୂତନ ଆଶା ଓ ଉଦ୍ଦୀପନାର ଶ୍ରୁତିମଧୁର ଧ୍ୱନି। ପଛରେ ରହିଯାଇଥିବା ବିଗତ ଦିନର ସୁଖଦୁଃଖର ଅଭିଜ୍ଞତାକୁ…
ଦାୟିତ୍ୱ ଓ ଦରମା
ଡ. ପ୍ରଫୁଲ୍ଲ କୁମାର ସାହୁ ସାଧାରଣତଃ କୌଣସି ବ୍ୟବସ୍ଥା ଯେତେ ପୁରୁଣା ଓ ପାକଳ ହୁଏ, ସେତେ ଶିଷ୍ଟ ଓ ଦାୟିତ୍ୱସମ୍ପନ୍ନ ହୁଏ ତା’ର କାର୍ଯ୍ୟଧାରା ଓ ବ୍ୟବହାର। ଅଥଚ ବୟସ ବଢ଼ିବା ସହିତ ପୋଖତ ହେବା ପରିବର୍ତ୍ତେ ଦିନକୁ ଦିନ…
ଏତେ ସହଜ ନୁହେଁ
ନିକଟରେ ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ଓ୍ବିଙ୍ଗ(ର’)ର ପୂର୍ବତନ ମୁଖ୍ୟ ଏ.ଏସ୍. ଦୁଲତ ତାଙ୍କ ପୁସ୍ତକରେ ଗୋଇନ୍ଦା ସଂସ୍ଥାଗୁଡ଼ିକର କାର୍ଯ୍ୟଶୈଳୀ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ, ର’ ଆଇଏସ୍ଆଇଠାରୁ ବହୁତ ଭଲ। କେଉଁ ବାଟରେ ଭଲ ତାହା ସେ…
ଶାସନ ଚିନ୍ତା
୨୦୪୭ରେ ଭାରତ ସ୍ବାଧୀନତାର ଶହେ ବର୍ଷ ପୂର୍ତ୍ତି ପାଳନ କରିବ। ଏଥିପାଇଁ ଏବେ ଠାରୁ ମୋଦି ସରକାର ଅନେକ କଥା ଚିନ୍ତା କରିବା ସହ ଭବିଷ୍ୟତ ପାଇଁ ଏକ ନକ୍ସା ପ୍ରସ୍ତୁୂତ କରିବାକୁ ବହୁ ଟାସ୍କଫୋର୍ସକୁ ଦାୟିତ୍ୱ ଦେଇଛନ୍ତିି। ଏଗୁଡ଼ିକ ମଧ୍ୟରେ…
ଜିନ୍ ପରିବର୍ତ୍ତିତ ସୋରିଷରେ ବିପଦ
ସୋରିଷ ବିନା ରୋଷେଇ ଅଧୁରା। ଏବେ ସେଇ ସୋରିଷ ଉପରେ ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ନଜର ଲାଗିଛି। ପ୍ରାକୃତିକ ସୋରିଷର ଜିନ୍ରେ ପରିବର୍ତ୍ତନ କରି ଜିନ୍ ପରିବର୍ତ୍ତିତ ସୋରିଷ ଚାଷକୁ ବଢ଼େଇବା ପାଇଁ କମ୍ପାନୀଗୁଡ଼ିକ ଲାଗିପଡ଼ିଛନ୍ତି। ଆମ ସରକାର ବି ଏହି କାମରେ…
ଆଜି ବି ରେବତୀ ବଞ୍ଚିଛି
ବ୍ୟାସକବି ଫକୀର ମୋହନଙ୍କ କାଳଜୟୀ ରଚନାଗୁଡ଼ିକ ମଧ୍ୟରୁ ‘ରେବତୀ‘ ଉପନ୍ୟାସଟି ସ୍ବତନ୍ତ୍ର। ଉକ୍ତ ଉପନ୍ୟାସର ମୂଳ ଆଧାର ନାରୀ ଶିକ୍ଷା ଉପରେ ପର୍ଯ୍ୟବସିତ। କିପରି ଶିକ୍ଷା ଅଭାବରୁ ଅନ୍ୟ ଜଣଙ୍କ ଶିକ୍ଷାକୁ ଅନ୍ଧବିଶ୍ୱାସ ତଥା କୁସଂସ୍କାର ରୂପେ ଗ୍ରହଣ କରୁଛନ୍ତି, ତାହାର…
ଏଇ ଭାରତରେ
ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ରାଜ୍ୟଗୁଡ଼ିକରେ ଧାନ କିମ୍ବା ଗହମ ଅମଳ ପରେ କୃଷକମାନେ ଖୁଣ୍ଟା ପୋଡ଼ିଦିଅନ୍ତି। ଏହାଦ୍ୱାରା ଦିଲ୍ଲୀ ସମେତ ଉତ୍ତର ଭାରତର ବହୁ ସହରରେ ବାୟୁର ମାନ ହ୍ରାସ ପାଇବା ଦ୍ୱାରା ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜୁଛି। ଖୁଣ୍ଟା ପୋଡ଼ି…
ଏଇ ଭାରତରେ
ଦେଶୀ ଧାନ ଚାଷକୁ ବଞ୍ଚାଇ ରଖିବା ପାଇଁ କେରଳର ଚେରୁଭାୟାଲ ରମନଙ୍କ ପ୍ରୟାସ ପ୍ରଶଂସନୀୟ। ରମନଙ୍କ ବୟସ ଏବେ ୭୨। ପରିଣତ ବୟସରେ ବି ସେ ଧାନ ଚାଷରେ ପୂରା ସକ୍ରିୟ। ଦୀର୍ଘ ୨୦ ବର୍ଷ ସେ ଦେଶୀ ଧାନ ଚାଷରେ…
ଜମି ମାଲିକାନା କୃଷକ ହାତକୁ ଯାଉ
ଶେଖ୍ ଫରିଦ୍ଉଦ୍ଦିନ୍ ଓଡ଼ିଶାରେ ପ୍ରାୟ ୭୫ ପ୍ରତିଶତ ଅଧିବାସୀ ଗ୍ରାମାଞ୍ଚଳରେ ବାସ କରନ୍ତି। ସେଥିମଧ୍ୟରୁ ୬୫ ପ୍ରତିଶତ କେବଳ କୃଷିଜୀବୀ। ଗ୍ରାମାଞ୍ଚଳରେ ଅଧିକାଂଶ ଗରିବଙ୍କ ମଧ୍ୟରୁ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି ୩୧ ପ୍ରତିଶତ । ସୁଖର କଥା, କୃଷିର…
Archives


