ବଞ୍ଚିବା ମୋର ଅଧିକାର
ମୀରା ବେଉରା ଯଦି କୁକୁରଟିଏ ମଣିଷକୁ କାମୁଡ଼େ, ତେବେ କିଛିଦିନ ଚିକିତ୍ସା ପରେ ମଣିଷ ବିଷମୁକ୍ତ ହୋଇଯାଏ। ଯଦି ବିଷଧର ସର୍ପଟିଏ ବା ବିଛାଟିଏ ମଣିଷକୁ ଦଂଶନ କରେ ତେବେ ତିନିଚାରିଦିନ ଚିକିତ୍ସା ପରେ ସେ ଆରୋଗ୍ୟ ହୋଇଥାଏ। କିନ୍ତୁ ଯଦି…
ଆର୍ଥତ୍କ ଅଭିବୃଦ୍ଧିରେ ମତ୍ସ୍ୟ ସମ୍ପଦ
ପ୍ରକାଶ ତ୍ରିପାଠୀ ବିଶ୍ୱ ମତ୍ସ୍ୟ ଦିବସ ପ୍ରତିବର୍ଷ ନଭେମ୍ବର ୨୧ ତାରିଖରେ ପାଳନ କରାଯାଏ। ମତ୍ସ୍ୟ ଚାଷୀ, ମତ୍ସ୍ୟଜୀବୀ, ମତ୍ସ୍ୟ ବ୍ୟବସାୟୀ ଓ ମାଛ ସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡ଼ିତ ଥିବା ପ୍ରତ୍ୟେକ ସଂଗଠନ ଓ ସମ୍ପ୍ରଦାୟ ପକ୍ଷରୁ…
ଏଇ ଭାରତରେ
ସ୍କ୍ରାପରୁ ନୂଆଯନ୍ତ୍ର ତିଆରି କରି ଚାଷୀଙ୍କୁ ସାହାଯ୍ୟ କରୁଛନ୍ତି ତେଲଙ୍ଗାନାର ଅଶୋକ ଗୋରେ। ଯେଉଁ ସମୟରେ ପଢ଼ା ଉପରେ ଧ୍ୟାନଦେବା କଥା ସେ ସମୟରେ ଅଶୋକ କୃଷି ଓ କୃଷକଙ୍କ ବିକାଶ ଚିନ୍ତା କରୁଛନ୍ତି। ସୁର୍ଯ୍ୟପେଟ ଜିଲାର ଏହି ବାଳକ ୧୭…
ଓଡ଼ିଶା ଓ ତାରକସୀ ଶିଳ୍ପ
ରମେଶ ଚନ୍ଦ୍ର ସାହୁ ଭାରତ ଭଳି ଗୋଟିଏ ଅର୍ଥନୈତିକ ବିକାଶଶୀଳ ରାଷ୍ଟ୍ରରେ ହାରାହାରି ପ୍ରାୟ ୮୦ପ୍ରତିଶତ ଲୋକ ସାଧାରଣ ସୁଖ ସୁବିଧାରୁ ବଞ୍ଚତ୍ତ ହୋଇ ଦାରିଦ୍ର୍ୟ ସୀମାରେଖା ତଳେ ଜୀବନଯାପନ କରନ୍ତି। ଓଡ଼ିଶାରେ ଏ ଅବସ୍ଥା ଆହୁରି ଦୟନୀୟ। ଏଠାରେ ମୁଣ୍ଡପିଛା…
କୂଅର ଜଳ
ଅଞ୍ଜନ ଚାନ୍ଦ ଅନେକ ଦିନ ତଳର କଥା। ଥରେ ଜଣେ ବଣିକ ତୀର୍ଥ ଯାତ୍ରାରେ ବାହାରିଲେ। ଯିବା ଆଗରୁ ସେ ବାଡ଼ିରେ ଦୁଇଟି କୂଅ ଖୋଳାଇଲେ। ନିଜ ଦୁଇ ପୁଅଙ୍କୁ ପାଖକୁ ଡାକି କୂଅ ଦୁଇଟିକୁ ବାଣ୍ଟି ଦେଲେ। କହିଲେ, ମୁଁ…
ଏଇ ଭାରତରେ
ଟ୍ରାନ୍ସଜେଣ୍ଡରଙ୍କ ଜୀବନ ଜୀବିକା ଉପରେ ଯେଉଁ କେତେଜଣ ଚିନ୍ତା କରୁଛନ୍ତି, ସେମାନଙ୍କ ମଧ୍ୟରେ ରହିଛନ୍ତି ତାମିଲନାଡୁର ଆଇଏଏସ୍ ଅଧିକାରୀ ସନ୍ଦିପ ନନ୍ଦୁରି। ସେ ୩୦ ଜଣ ଟ୍ରାନ୍ସଜେଣ୍ଡରଙ୍କୁ ନେଇ କୋଭିପଟ୍ଟିରେ ଭାରତର ସର୍ବ ପ୍ରଥମ ମିଲ୍କ କୋଅପରେଟିଭ ସୋସାଇଟି ଗଠନ କରିଛନ୍ତି।…
ସଂଗ୍ରହ ସହଜ କର
ରାଜ୍ୟରେ ଧାନ କିଣା ବା ସଂଗ୍ରହ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ କୃଷି-ବ୍ୟବସାୟିକ କାର୍ଯ୍ୟ। ଧାନ ସଂଗ୍ରହ ପ୍ରକ୍ରିୟା ଦୁଇ ପର୍ଯ୍ୟାୟରେ ୫ ମାସ ଧରି ଚାଲେ। ଏହା ମଧ୍ୟରେ ପାଖାପାଖିତ୍ ଦୁଇ ମାସ ବ୍ୟବଧାନ ରହେ। ଏହା ମଧ୍ୟ ରାଜ୍ୟର ସାମଗ୍ରିକ…
ପ୍ରାଣୀଛୁଆ ପ୍ରତି ନିଷ୍ଠୁରତା
ମାନେକା ଗାନ୍ଧୀ ଶିଶୁ ବା ଛୁଆଟିଏ ଯେ କୌଣସି ପ୍ରଜାତିର ହୋଇଥାଉ ନା କାହିଁକି ତା’ଠାରୁ ସୁନ୍ଦର କିଛି ନ ଥାଏ। ଯେତେବେଳେ ଗୋଟିଏ ମଣିଷ ଶିଶୁ ମୃତ୍ୟୁର ଶିକାର ହୁଏ ସେତେବେଳେ ଆମ କ୍ରୋଧ ଚରମ ସୀମାରେ ପହଞ୍ଚେ। ଗୋଟିଏ…
ନ୍ୟାୟ ଦର୍ଶନର ମୂଳତତ୍ତ୍ୱ
ଡା. ଗୋପାଳ ଚନ୍ଦ୍ର ଦାଶ ମହର୍ଷି ଗୌତମ ନ୍ୟାୟ ଦର୍ଶନର ପ୍ରଣେତା। ଏହି ଦର୍ଶନର ସୂତ୍ର ସଂଖ୍ୟା ୫୨୨। ନ୍ୟାୟଦର୍ଶନ ଗ୍ରନ୍ଥ ୫ଟି ଅଧ୍ୟାୟରେ ବିଭକ୍ତ ଓ ପ୍ରତ୍ୟେକ ଅଧ୍ୟାୟରେ ଦୁଇଟି ଆହ୍ନିକ ଅଛି। ବାତ୍ସାୟନ, ଉଦୟନ ଓ ଜୟନ୍ତ ଭଟ୍ଟ…
କୃଷକ, କୃଷିବୈଜ୍ଞାନିକ ଓ ବିଶ୍ୱଶାନ୍ତି
ପ୍ର. ସଞ୍ଜୟ କୁମାର ସାମନ୍ତରାୟ ଷୀ ହସିଲେ ଦୁନିଆ ହସେ। ଦୁନିଆ ହସିଲେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୁଏ। କୃଷି ଉପରେ ବିଶ୍ୱର ସବୁଦେଶ ନିର୍ଭରଶୀଳ। ଭାରତର ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। କୃଷକ ନିଜ କୃଷି କ୍ଷେତ୍ରରୁ ଅଧିକ ଅମଳ…
ଏଇ ଭାରତରେ
ମହାରାଷ୍ଟ୍ରରେ କୃଷିଋଣ ଯୋଗୁ କୃଷକ ଆମତ୍ହତ୍ୟା ସବୁଠୁ ବେଶି ହେଉଥିବାବେଳେ ୩୦ ଲକ୍ଷ ଟଙ୍କା ଋଣରେ ଥିବା ଜଣେ ମହିଳା ଅଙ୍ଗୁର ଚାଷ କରି ଏବେ ବର୍ଷକୁ ତା’ଠାରୁ ଅଧିକ ରୋଜଗାର କରିବା କିଛି କମ୍ କଥା ନୁହେଁ। ଏହି ମହିଳା…
ଏଇ ଭାରତରେ
ନାଗାଲାଣ୍ଡର କୋହିମା ଜିଲା ଅନ୍ତର୍ଗତ ଖୁଜାମାର ଛାତ୍ରମାନେ ମିନି ହାଇଡ୍ରୋ ଜେନେରେଟର ନିର୍ମାଣ କରି ବିଦ୍ୟୁତ୍ ଉତ୍ପାଦନ କରୁଛନ୍ତି ଓ ଏଥିରେ ଗାଁକୁ ଆଲୋକିତ କରିପାରିଛନ୍ତି। ଚୁମୁକେଡିମା ଏନ୍ଆଇଟିର ମେକାନିକାଲ ଡିପାର୍ଟମେଣ୍ଟରେ ଟେକ୍ନିସିଆନ ଭାବେ କାର୍ଯ୍ୟ କରୁଥିବା ଏହି ଗାଁର୨୬ ବର୍ଷୀୟ…
Archives


