ବିଶ୍ବାସର ଆଖି ନାହିଁ
ମୋହନ ଚରଣ ବିଷି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଇସ୍ତଫା ଦେଲେ। କାରଣ ନିଜ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ତାଙ୍କୁ ବିରୋଧ କଲେ। କିଛିଦିନ ତଳେ ମହାରାଷ୍ଟ୍ରରେ ମଧ୍ୟ ସେମିତି କିଛି ଦେଖିବାକୁ ମିଳିଥିଲା। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ...
ସୌଧ,ସବୁଜିମା ଓ ସାହିତ୍ୟ
ଡ. ପ୍ରଫୁଲ୍ଲ କୁମାର ସାହୁ ବିଧାୟକମାନଙ୍କ ପାଇଁ ବିଧାନସଭା ସନ୍ନିକଟ ନଗରବନରେ ନିର୍ମାଣ ହେବ ବିଧାୟକ ଭବନ। ଦୁଇଶହ ପଚାଶ କୋଟି ଟଙ୍କା ବ୍ୟୟରେ ଛିଡ଼ାହେବ ଏଗାର ମହଲା ବିଶିଷ୍ଟ ସୌଖୀନ ସୌଧ। ବିଡ଼ମ୍ବନାର ବିଷୟ ଜଙ୍ଗଲକୁ ସୁରକ୍ଷା...
ଆଜି ନୁହେଁ ତ କେବେ ନୁହେଁ
ବିଶ୍ୱର ଥଣ୍ଡା ଦେଶଗୁଡ଼ିକରେ ଏବେ ପ୍ରବଳ ଗରମ । ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲନିଆଁ ଯୋଗୁ ୟୁରୋପର ଅଧିକାଂଶ ରାଷ୍ଟ୍ରରେ ତାପମାତ୍ରା ଅବିଶ୍ୱସନୀୟ ସ୍ତରକୁ ଚାଲିଯାଇଛି। ଆମେରିକାରେ ଅସହ୍ୟ ଗରମ ଯୋଗୁ ଲୋକେ କଲବଲ ହେଲେଣି। ଅତ୍ୟଧିକ ତାପମାତ୍ରା ବୃଦ୍ଧି...
ଅଯୋଗ୍ୟକୁ ଯୋଗ୍ୟ
ଚଳିତ ବର୍ଷ ଜୁଲାଇ ୧୭ରେ ନ୍ୟାଶନାଲ ଟେଷ୍ଟିଙ୍ଗ୍ ଏଜେନ୍ସି (ଏନ୍ଟିଏ) ଦ୍ୱାରା ମେଡିକାଲ ପଢ଼ିବା ଲାଗି ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ଏନ୍ଇଇଟି ବା ନିଟ୍) ଅନୁଷ୍ଠିତ ହୋଇଥିଲା। ଏଥିରେ ପାଖାପାଖି ୧୮ ଲକ୍ଷ ୭୨ ହଜାର ଛାତ୍ରୀଛାତ୍ର ପରୀକ୍ଷା...
ଭଲ ଲୋକଙ୍କର ଭୟ
ଡା. ରାମଚନ୍ଦ୍ର ରାଉତ ଭଲ ଲୋକଟିଏ ଏବେ ଖୋଜି ପାଇବା ମୁସ୍କିଲ। ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି- ସ, ମହାତ୍ମା ଦୁର୍ଦ୍ଦଲ୍ଲଭ- ଅର୍ଥାତ୍ ସେପରି ବ୍ୟକ୍ତି ଅତ୍ୟନ୍ତ ଦୁର୍ଲଭ। ପ୍ରସିଦ୍ଧ କବି ନରସିଂହ ମେହେଟ୍ଟା ମଧ୍ୟ ତାଙ୍କର ପ୍ରସିଦ୍ଧ ଭଜନ ‘ବୈଷ୍ଣବ...
ଉଡ଼ତା ଓଡ଼ିଶା
ଅନିଲ ବିଶ୍ୱାଳ ୨୦୧୬ରେ ବଲିଉଡ୍ରେ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା, ଯାହାର ନାଁ ଥିଲା ଉଡ଼ତା ପଞ୍ଜାବ। ଚଳଚ୍ଚିତ୍ରଟି ଏକପ୍ରକାର ବ୍ୟବସାୟିକ ସଫଳତା ତ ପାଇଥିଲା କିନ୍ତୁ ସେହି ଚଳଚ୍ଚିତ୍ରଟିର କାହାଣୀ ଯେଉଁ ପୃଷ୍ଠଭୂମିରେ ହୋଇଥିଲା ସେହି ସମସ୍ୟାରୁ ଆଜି...
ଏଇ ଭାରତରେ
ଜଣେ ଦୃଷ୍ଟିବାଧିତ ଅନ୍ୟମାନଙ୍କ ପାଇଁ ଆଶାବାଡ଼ି ହୋଇପାରନ୍ତି ଏହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଗୁଜରାଟରେ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ୨୩ ବର୍ଷୀୟ ଭବେଶ ଭାଟିଆ । ଦୃଷ୍ଟିଶକ୍ତି ହରାଇବା ପରେ ଭାଙ୍ଗି ନ ପଡ଼ି ସେ ‘ସନ୍ରାଇଜ...
ମାଙ୍କଡ଼ଡିଆଁ
କେରଳର କନ୍ନୁରଠାରେ ୧୮ ଜୁଲାଇରେ ୩୧ ବର୍ଷୀୟ ଜଣେ ବ୍ୟକ୍ତିଙ୍କଠାରେ ଦେଶର ଦ୍ୱିତୀୟ ମଙ୍କିପକ୍ସ ଭୂତାଣୁ ଠାବ ହୋଇଛି। ସେ ୧୩ ଜୁଲାଇରେ ଦୁବାଇରୁ ଆସି କର୍ନାଟକର ମାଙ୍ଗାଲୋର ବିମାନବନ୍ଦରରେ ଓହ୍ଲାଇଥିଲେ। ତାଙ୍କଠାରେ ମଙ୍କିପକ୍ସ ଲକ୍ଷଣ ଦେଖାଦେବା ପରେ ଡାକ୍ତରଖାନାରେ...
ଏଇ ଭାରତରେ
ସରକାର ପ୍ଲାଷ୍ଟିକମୁକ୍ତ ପରିବେଶ ଲାଗି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିଥିବାବେଳେ କବିତା ରଞ୍ଜନଙ୍କ ଦ୍ୱାରା ଆବିଷ୍କୃତ ବାୟୋଡିଗ୍ରେଡେବଲ୍ ପ୍ଲାଷ୍ଟିକ ବା ପରିବେଶ ଉପଯୋଗୀ ବିଘଟନଯୋଗ୍ୟ ପ୍ଲାଷ୍ଟିକ ନିଶ୍ଚିତ ଭାବେ ଏକ ଶୁଭ ଖବର। ତାମିଲନାଡୁ କୋଏମ୍ବାଟୁରସ୍ଥିତ ତାଙ୍କ...
ଉପଯୋଜନ
ଦ୍ୱିତୀ ଚନ୍ଦ୍ର ସାହୁ ଷାଠିଏ ସତୁରି ଦଶକର ସାମାଜିକ ସ୍ଥିତି। ସମାଜରେ ସାହୁକାରଙ୍କ କାରସାଦି ପ୍ରବଳ। ସାହୁକାର ଯାହା ଚାହିଁବେ ତାହା କରି ପାରୁଥିଲେ। ସମାଜର ତଳ ଶ୍ରେଣୀର ଲୋକଙ୍କ ଅବସ୍ଥା ଶୋଚନୀୟ। ହାତରେ ଅର୍ଥ ନାହିଁ କି...
ଅଭିବୃଦ୍ଧି ଓ ଗୁଣାତ୍ମକ ଜୀବନ
ଡ. ସନ୍ତୋଷ କୁମାର ମହାପାତ୍ର ଭାରତରେ ଅନେକ ବୁଦ୍ଧିଜୀବୀ ଅଛନ୍ତି, ଯେଉଁମାନଙ୍କର ଜ୍ଞାନ ଅଛି, କିନ୍ତୁ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ସରକାରଙ୍କ ବିଫଳତାକୁ ଘୋଡ଼ାଇବା ସହିତ ସରକାରଙ୍କୁ ସୁହାଇଲା ପରି ଲେଖିଥା’ନ୍ତି ବା କହିଥା’ନ୍ତି। ସେମାନେ ଭାବନ୍ତି ଯେ,...
ଅପେକ୍ଷାରତ
ଉତ୍ତରପ୍ରଦେଶର ଜାଲାଉନ୍ ଜିଲାରେ ୧୬ ଜୁଲାଇରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସଓ୍ବେ ଉଦ୍ଘାଟନ କରିବା ପରେ ଏକ ଜନସଭାରେ ଉଦ୍ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟ ପାଇଁ ଯେଉଁ ମାଗଣା ସୁବିଧା ବଣ୍ଟନ ସଂସ୍କୃତି (ଫ୍ରିବି କଲଚର) ସୃଷ୍ଟି କରାଯାଉଛି,...
Archives


