ସମ୍ପାଦକୀୟ

ଧୃତରାଷ୍ଟ୍ରୀୟ ପିତୃତ୍ୱ

ଅଧ୍ୟାପକ ନିରଞ୍ଜନ ପାଢ଼ୀ ପିତୃତ୍ୱ ବୋଧହୁଏ ପ୍ରତ୍ୟେକ ପୁରୁଷ ଜୀବନ ପାଇଁ ଏକ ବାଞ୍ଛିତ ବରଦାନ। ସଭିଙ୍କୁ ପିତୃତ୍ୱର ମୁଗ୍ଧ ଅନୁଭବ ସବୁବେଳେ ସମ୍ମୋହିତ କରିଆସିଛି। ପ୍ରତ୍ୟେକ ସନ୍ତାନ ନିଜ ପିତାଙ୍କ ସତ୍ତାର ସଯତ୍ନ ଲାଳିତ ସନ୍ତକନାମା, ନିଜ ଅଚିର ଅସ୍ତିତ୍ୱର…

ସାଂଘାତିକ ଅଭିଯୋଗ

ଗତ ସପ୍ତାହରେ ଆଦାନୀ ଗ୍ରୁପ୍‌ର ଶେୟାର ମୂଲ୍ୟ ହ୍ରାସ ସମ୍ପର୍କରେ ପାଠକେ ଅବଗତ ଥିବେ। ଭାରତୀୟ ନିବେଶକମାନେ ଆମେରିକୀୟ ଇନ୍‌ଭେଷ୍ଟମେଣ୍ଟ ଫାର୍ମ ହିଣ୍ଡେନ୍‌ବର୍ଗର ରିପୋର୍ଟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ହିଣ୍ଡେନ୍‌ବର୍ଗ ଏହାର ରିପୋର୍ଟରେ ଆଦାନୀ ଗ୍ରୁପ୍‌ର କାର୍ଯ୍ୟକଳାପ ସମ୍ପର୍କରେ ସବିଶେଷ…

ଏଇ ଭାରତରେ

ପୂର୍ବେ ପିଲାମନେ କାଠ ଖେଳନାକୁ ବେଶି ଭଲ ପାଉଥିଲେ। ଏହା ତାଙ୍କ ମାନସିକ ବିକାଶରେ ପ୍ରମୁଖ ଭୂମିକା ନେଉଥିଲା। କିନ୍ତୁ ପ୍ଲାଷ୍ଟିକ ଖେଳନା ଆସିବା ପରେ କାଠ ଖେଳନାର ଚାହିଦା କମିଛି। ଅପରପକ୍ଷେ ପ୍ଲାଷ୍ଟିକ ଖେଳନା ପିଲାଙ୍କ ସ୍ବାସ୍ଥ୍ୟ ଉପରେ ନକାରାମତ୍କ…

ଶ୍ରୀସମ୍ବେଦ ଶିଖର

ସୁଧିରାଜ ରାଉତ ଶ୍ରୀସମ୍ବେଦ ଶିଖରକୁ ନିଜ ମୂଳ ଚୈତନ୍ୟରେ ସଂରକ୍ଷିତ ରଖିବା ପାଇଁ ଦାବି ଏହା କେବଳ ଜୈନ ଅନୁଗାମୀଙ୍କ ସ୍ବର ନୁହେଁ,ନୀରବିଗଲେ ଶୁଣିହେବ ଏହା ଭାରତ ଆତ୍ମାର ସ୍ବର। ଯେଉଁ ପାବନଭୂମିରେ ଚବିଶ ତୀର୍ଥକରଙ୍କ ମଧ୍ୟରୁ କୋଡ଼ିଏ ତୀର୍ଥକର ମହାନିର୍ବାଣ…

ଶକ୍ତିର ଆଗାମୀ ଉତ୍ସ ଉଦ୍‌ଜାନ

ଡ. ଜୟକୃଷ୍ଣ ପାଣିଗ୍ରାହୀ ଉନବିଂଶ ଶତାବ୍ଦୀ ମଧ୍ୟଭାଗ ବେଳକୁ ଶିଳ୍ପ ବିପ୍ଳବ ପ୍ରଗତିର ପରିଣାମରେ କୋଇଲା ବ୍ୟବହାର ବୃଦ୍ଧି ହେବା ସହ ଶକ୍ତି ଉତ୍ସରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିଲା। ପରେ ବିଂଶ ଶତାବ୍ଦୀ ପ୍ରାରମ୍ଭ ବେଳକୁ ମୁଖ୍ୟ ନିର୍ଭରଶୀଳତା କୋଇଲା ଉପରେ…

ନିଯୁକ୍ତି ଆଲୋଡ଼ନ

ସିକିମ୍‌ ସରକାର ୧୯୮୯ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଏ.ସୁଧାକର ରାଓଙ୍କୁ ଗୃହ ବିଭାଗରେ ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଯୁକ୍ତ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ ନେଇ ଏବେ ଆଲୋଡନ ସୃଷ୍ଟି ହୋଇଛି। କାରଣ ରାଓ ଏହା ପୂର୍ବରୁ ସ୍ପେଶାଲ ବ୍ରାଞ୍ଚର…

ଏଇ ଭାରତରେ

ଗରିବଙ୍କ ପାଇଁ ଘର କରିବାକୁ ଏକ ନୂଆ ଉପାୟ ଆପଣାଇଛନ୍ତି କେରଳର ଦୁଇବନ୍ଧୁ। ଏଥିପାଇଁ ଓ୍ବାଏନାଡାର ନିଜିନ କେ.ଜି. ଏବଂ ଟି. ରେନିଶ୍‌ ସାଇକେଲରେ ଗାଁ ଗାଁ ବୁଲି ପ୍ରତ୍ୟେକ ଲୋକଙ୍କଠାରୁ ୧ ଟଙ୍କା ଦାନ ଆକାରରେ ସଂଗ୍ରହ କରୁଛନ୍ତି। ସେମାନେ…

ବାଗ୍‌ଦେବୀ

ଡ. ଅରୁନ୍ଧତୀ ଦେବୀ   ସରସ୍ବତୀ ପୂଜାକୁ ଶିକ୍ଷାର୍ଥୀମାନେ ଆଗ୍ରହ, ଭକ୍ତି ସହକାରେ ପାଳନ କରିଥାନ୍ତି। ମା’ ସରସ୍ବତୀଙ୍କ ଅନ୍ୟ ନାମ ବାଗ୍‌ଦେବୀ। ଧ୍ୱନି, ଶବ୍ଦ ବା ବାକ୍ୟ କହିବାର ମହାନ୍‌ ଶକ୍ତିଟି ଆମ ପାଖରେ ଯାହା ରହିଛି, ତା’ର ନିୟନ୍ତା…

ଗଣତନ୍ତ୍ରର ମୂଲ୍ୟ

ସର୍ବେଶ୍ୱର ବେହେରା   ସର୍ବପ୍ରଥମେ ଗଣତନ୍ତ୍ର ଇଂଲଣ୍ଡରେ ଆସିଥିଲା। ଇଂଲଣ୍ଡରେ ରାଜତନ୍ତ୍ରର ନିରଙ୍କୁଶତା ବିରୁଦ୍ଧରେ ଜନସାଧାରଣ ସ୍ବର ଉତ୍ତୋଳନ କରିଥିଲେ। ଦ୍ୱାଦଶ ଶତାବ୍ଦୀର ଅନ୍ତିମ କାଳରେ ଏହି ଅସନ୍ତୋଷ ତୀବ୍ରତର ହୋଇଥିଲା। ଦେଶ ଶାସନରେ ସାଧାରଣ ଜନତାଙ୍କ ପ୍ରତିନିଧିତ୍ୱ ହେବା ଆବଶ୍ୟକ…

ପଶ୍ଚିମବଙ୍ଗରୁ ଶିକ୍ଷା

କୌଶିକ ବସୁ   ବିଶ୍ୱ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତିତ ସ୍ଥିତିରେ ପହଞ୍ଚିଛି। ପାରମ୍ପରିକ ଶ୍ରମର ସ୍ଥାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତ୍ରିିମ ବୁଦ୍ଧିମତ୍ତା) ନେଉଛି। ଏଥିପାଇଁ ଭବିଷ୍ୟତରେ ଦେଶଗୁଡ଼ିକ କାର୍ଯ୍ୟର ପରିବର୍ତ୍ତିତ ଧାରାକୁ ଗ୍ରହଣ କରିବା ସମ୍ଭାବନା ପ୍ରକାଶ ପାଇଛି। କିନ୍ତୁ…

ଏଇ ଭାରତରେ

ଛତୁ ଚାଷ ରୋଜଗାରର ବାଟ ଦେଖାଉଥିବା ବେଳେ ଛତୁ କଫି ଷ୍ଟାର୍ଟଅପ୍‌ ଏବେ ଚର୍ଚ୍ଚାର ବିଷୟ ହୋଇଛି। କେରଳର ଲାଲୁ ଥୋମାସ ଛତୁ ମିଶ୍ରିତ କଫି ନୂଆ କରି କୋଲାମସ୍ଥିତ କୃଷିବିଜ୍ଞାନ କେନ୍ଦ୍ର ସହଯୋଗରେ ତିଆରି କରିଛନ୍ତି। ସେ ସଂଯୁକ୍ତ ଆରବ…

ନୂତନ ପର୍ଯ୍ୟଟନ ନୀତି

ଯେକୌଣସି ରାଷ୍ଟ୍ରର ଉନ୍ନତିରେ ପର୍ଯ୍ୟଟନ ଶିଳ୍ପର ଭୂମିକା ପ୍ରଣିଧାନଯୋଗ୍ୟ। ଅନ୍ୟ ସମସ୍ତ ନିବେଶ କ୍ଷେତ୍ରରେ ପରିବେଶକୁ ଧୂଆଁ ନିର୍ଗତ ହେଉଥିବା ସ୍ଥଳେ, ପର୍ଯ୍ୟଟନ ଶିଳ୍ପକୁ ଧୂମବିହୀନ ଶିଳ୍ପର ମାନ୍ୟତା ଦିଆଯାଏ। ଆରୁବା, ବ୍ରିଟିଶ ଉପଦ୍ୱୀପ, ମାଳଦ୍ୱୀପ, ସେଚିଲସ, ବାହାମସ ଆଦି ଅର୍ଥନୀତିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri