ତଥାପି ବିଫଳ
ନିକଟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରମୁଖ ଶାସନ ସଚିବମାନଙ୍କ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସେଣ୍ଟ୍ରାଲ ଡେପୁଟେଶନ (କେନ୍ଦ୍ରୀୟ ପ୍ରତିନିଯୁକ୍ତି) ପାଇଁ ଅଧିକ ଆଇଏଏସ୍, ଆଇପିଏସ୍ ଏବଂ ଆଇଏଫ୍ଏସ୍ ( ଭାରତୀୟ…
ଏଇ ଭାରତରେ
ଜଣେ ସ୍କୁଲ ପ୍ରିନ୍ସିପାଲଙ୍କ ଅଭିନବ ଶିକ୍ଷା ପଦ୍ଧତି କୋଭିଡ୍ ମହାମାରୀ ସମୟରେ ପିଲାମାନଙ୍କୁ ପଢ଼ାଇବାରେ ସହାୟକ ହେବା ସହ ଏବେ ତାହା ସେମାନଙ୍କ ଅଭିଭାବକଙ୍କୁ ମଧ୍ୟ ସାକ୍ଷର କରିପାରିଛି। ଝାଡ଼ଖଣ୍ଡ ଡୁମରର ଡୁମାର୍ଥର ଉତ୍କ୍ରମିତ ମଧ୍ୟବିଦ୍ୟାଳୟର ପ୍ରିନ୍ସିପାଲ ଡ. ସପନ ପତ୍ରଲେଖ…
ପୟାଶ୍ରାଦ୍ଧ ଓ ସୂର୍ଯ୍ୟୋପରାଗ
ପଣ୍ଡିତ ପ୍ରସନ୍ନ କୁମାର ମହାପାତ୍ର ଭାରତୀୟ ସଂସ୍କୃତିରେ ପିତୃପୁରୁଷଙ୍କ ସ୍ମୃତିଚାରଣ ପରିପ୍ରେକ୍ଷୀରେ ଶ୍ରାଦ୍ଧ ମାଧ୍ୟମରେ ଆଶୀର୍ବାଦପ୍ରାପ୍ତିର ଉଦ୍ଦେଶ୍ୟ ପ୍ରଚ୍ଛନ୍ନଭାବରେ ନିହିତ। କ୍ରୋଧବର୍ଜନପୂର୍ବକ ଶାନ୍ତ ମାନସିକତାକୁ ଗ୍ରହଣକରି ଶ୍ରଦ୍ଧାର ସହିତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଦ୍ରବ୍ୟସମୂହକୁ ଶ୍ରାଦ୍ଧ କୁହାଯାଇଥାଏ। ‘ଶ୍ରଦ୍ଧୟା ଦୀୟତେ ଇତି…
ଇରାନ ଓ ଧର୍ମୀୟ ଶାସନ
ରିଜା ଅସ୍ଲନ ଇରାନରେ ମହିଳାଙ୍କ ଅଧିକାର ଏବଂ ଧର୍ମୀୟ ନୈତିକତାର ଦ୍ୱାହି ଦେଉଥିବା ତଥାକଥିତ ପୋଲିସର ନିର୍ଯାତନାକୁ ନେଇ ଦେଶବ୍ୟାପୀ ପ୍ରତିବାଦର ସ୍ବର ଉଠିଛି। ଏହା ଦେଶର ଶିୟା ଧର୍ମୀୟ ନେତାମାନଙ୍କ ଶାସନ ଏବଂ ଶୀର୍ଷ ନେତା ଆୟାତୋଲ୍ଲା ଖାମିନିଙ୍କ ଅସୀମିତ…
ପରେ ଆସ ଶସ୍ତାରେ ମିଳିବ
ଡ. ଗଣେଶ ଚନ୍ଦ୍ର କୁଣ୍ଡ ପରିବା ହାଟରେ ପହଞ୍ଚି ଦେଖିଲି ପରିବା ଦୋକାନୀ ଓ ଜଣେ ଗ୍ରାହକଙ୍କ ମଧ୍ୟରେ ଯୁକ୍ତିତର୍କ। କେହି କେହି ନ ଶୁଣିଲା ପରି ଚାଲିଯାଉଥିଲା ବେଳେ ଅନେକ ଲୋକ ଦେଖିବା ପାଇଁ ସେଠାରେ ଭିଡ ଜମାଉଥିଲେ। ଏତେ…
ଶିକ୍ଷା ଅଧିକାର ପାଇଁ ଲଢ଼େଇ
ଶିକ୍ଷା ଅଧିକାରର ବାରମ୍ବାର ଉଲ୍ଲଂଘନକୁ ପ୍ରତିବାଦ କରି ଅନେକ ହଜାର ମହିଳା ଓ ଝିଅ ଆଫଗାନିସ୍ତାନ ସହରଗୁଡ଼ିକର ରାସ୍ତାକୁ ଓହ୍ଲାଇଛନ୍ତି। ଇରାନ୍ରେ ହିଜାବକୁ ନେଇ ଆନ୍ଦୋଳନ ଚାଲିଥିଲାବେଳେ ସମାନ ସମୟରେ ଉକ୍ତ ପ୍ରତିବାଦ ଆରମ୍ଭ ହୋଇଛି। ଗତ ସେପ୍ଟେମ୍ବର ମାସରେ କାବୁଲ୍ର…
ଅସ୍ଥିର ଶତ୍ରୁ ଅସ୍ଥିସୁଶୀରତା
ଅଷ୍ଟିଓପୋରୋସିସ୍ (ଅସ୍ଥିସୁଶୀରତା) ଶରୀରରେ ଏପରି ଏକ ସ୍ଥିତି, ଯେଉଁଥିରେ ଅସ୍ଥିଗୁଡ଼ିକ ଖୁବ୍ ଦୁର୍ବଳ ହୋଇପଡ଼େ ଏବଂ ସାମାନ୍ୟ ଆଘାତରେ ଭାଙ୍ଗିଯାଏ। ୨୦ରୁ ୩୦ ବର୍ଷ ବୟସ ମଧ୍ୟରେ ଅସ୍ଥି ସବୁଠାରୁ ଅଧିକ ମଜଭୁତ ରହେ। ଏହାପରେ ଏହାର ଘନତ୍ୱ କ୍ରମେ କମିଚାଲେ।…
ଅର୍ଥ ବ୍ୟବସ୍ଥା ଓ ଭାରତ
ଭାରତ ବିଶ୍ୱର ଏକ ଷଷ୍ଠମାଂଶକୁ ପ୍ରତିନିଧିତ୍ୱ କରିଥାଏ ଏବଂ କ୍ରୟଶକ୍ତି କ୍ଷମତା ଅନୁଯାୟୀ ଆଜିର ଦିନରେ ଭାରତ ତୃତୀୟ ସର୍ବବୃହତ୍ ଅର୍ଥ ବ୍ୟବସ୍ଥା ଭାବେ ଉଭା ହୋଇଛି। ଏପରିକି ଡଲାରର ନାମମାତ୍ର ବା ସାଂକେତିକ ବିନିମୟ ମୂଲ୍ୟ ଅନୁଯାୟୀ ମଧ୍ୟ ଭାରତ…
ଏଇ ଭାରତରେ
ବହୁ ସମୟରେ ସମସ୍ୟା ନୂଆ ବାଟ ଦେଖାଇଥାଏ ଓ ସମ୍ମିଳିତ ପ୍ରୟାସରେ ସଫଳତା ହାସଲ ହୋଇଥାଏ। ଏ ଦୁଇଟିର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଛତିଶଗଡ଼ର କୱାର୍ଦ୍ଧା(କବୀରଧାମ)ରେ । ସ୍ଥାନୀୟ ଲୋକଙ୍କୁ ରାଶନ ଲାଗି ବୁଲି ବୁଲି ୧୨ କିଲୋମିଟର ଯାତ୍ରା କରିବାକୁ…
ଏଇ ଭାରତରେ
ସମ୍ପ୍ରତି ଆମେ ପ୍ରାୟତଃ ସ୍ମାର୍ଟଫୋନ ପାଇଁ ଲୋକଙ୍କ ମଧ୍ୟରେ ଥିବା ପାଗଳାମି ଖବର ଶୁଣିଥାଉ। କିନ୍ତୁ ପଶ୍ଚିମବଙ୍ଗରେ ଯାହା ଘଟିଛି ସେଥିରେ ଯେକୌଣସି ଲୋକ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଜଣେ ୧୬ ବର୍ଷ ବୟସ୍କା ନାବାଳିକା ନିଜର ରକ୍ତ ବିକ୍ରି କରି…
ବିଦ୍ୟା ଯେବେ ହୁଏ ବିବେକହୀନ
ଛନ୍ଦା ମିଶ୍ର ସାବିଦ୍ୟା ୟା ବିମୁକ୍ତୟେ। ଅର୍ଥାତ୍ ବିଦ୍ୟା ହେଉଛି ସେହି ଦୁର୍ଲଭ ବସ୍ତୁ, ଯାହା ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନରୂପକ ଆଲୋକ ଦେଖାଇ ମୁକ୍ତି ପ୍ରଦାନ କରେ। ମୁକ୍ତି ପ୍ରଦାନ କରେ ସମସ୍ତ ଅବିଦ୍ୟାରୁ, ଅବଗୁଣରୁ,…
ଧବଳ ଟଗର ଉପରେ କଳା ଆବରଣ
ସହଦେବ ସାହୁ ଭଗବାନଙ୍କ ଦୟା ଅଛି ବୋଲି ତୁମେ ଶକ୍ତିଶାଳୀ ହୋଇଛ, ଉଲ୍ଲାସରେ ଜୀବନ କାଟୁଛ-ଏଭଳି ଧାରଣା ମନ୍ଦିରଗୁଡ଼ିକରେ ପୂଜକମାନେ କହନ୍ତି, ଆଉ ଧର୍ମଗୁରୁ ଓ ପ୍ରବଚକମାନେ ପ୍ରଚାର କରନ୍ତି। ତୁମର ଧନ ବଢ଼ୁଛି ମାନେ ଭଗବାନ ତୁମ ଉପରେ…
Archives


