ସମ୍ପାଦକୀୟ

ଆମେ ଯାହା କରନ୍ତେ

ବ୍ରଜମୋହନ ମିଶ୍ର   ଏ ସଂସାର କେବଳ ବିରାଟ ନୁହଁ, ଏହା ସୁନ୍ଦର ପୁଣି ଆନନ୍ଦମୟ। ଏହା ପ୍ରକାଶ କରି ଭକ୍ତକବି ମଧୁସୂଦନ ଆମ ଆଖି ଖୋଲି ଦେବା ସହ ହୃଦୟ ଭେଦିଛନ୍ତି। ବିରାଟତା ସହ ସୌନ୍ଦର୍ଯ୍ୟ ଓ ଆନନ୍ଦ ଏତେ…

ପ୍ରତିବାଦରେ ଦେଶପ୍ରେମ

ଗୋଟେ ରାଷ୍ଟ୍ର ପ୍ରତି ଦେଶପ୍ରେମ କେବଳ ସରକାରଙ୍କୁ ସମର୍ଥନ ବା ପ୍ରଶଂସା କରିବାରେ ନ ଥାଏ। ଯେତେବେଳେ କୌଣସି ଶାସନ ବ୍ୟବସ୍ଥା ନାଗରିକଙ୍କ ଅଧିକାରକୁ ଛଡ଼ାଇନେବା ପାଇଁ ଉଦ୍ୟମ କରେ, ସେତେବେଳେ ତାହା ବିରୋଧରେ ସ୍ବର ଉଠାଇବା ହେଉଛି ପ୍ରତ୍ୟେକଙ୍କ ନୈତିକ…

କୋରେଇ ଦୁର୍ଘଟଣା

ଯାଜପୁର ଜିଲା କୋରେଇ ରେଳ ଷ୍ଟେଶନରେ ୨୧ ନଭେମ୍ବର ୨୦୨୨ ସକାଳେ ଏକ ମାଲବାହୀ ଟ୍ରେନ୍‌ର ୮ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ସେଥିରୁ ଦୁଇଟି ବଗି ପ୍ଲାଟଫର୍ମ ଉପରେ ଚଢ଼ିଯିବାରୁ ୩ ଜଣଙ୍କ ପ୍ରାଣହାନି ଘଟିଛି। ମୃତକମାନେ ପ୍ରତୀକ୍ଷାଳୟରେ ଥିବା ସମୟରେ…

ଏଇ ଭାରତରେ

ଭାରତରେ ଜନ୍ମିତ ଅନେକ ବ୍ୟକ୍ତି ନିଜ ଦେଶରେ ବଢ଼ି, ପଢ଼ି ବିଦେଶରେ ପ୍ରତିଷ୍ଠିତ ହେବା ପରେ ଜନ୍ମମାଟିକୁ ଅଣଦେଖା କରିବା ଦେଖାଯାଏ। କିନ୍ତୁ ମହାରାଷ୍ଟ୍ରର ଦତ୍ତ ପାଟିଲ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭିନ୍ନ। ସେ ଜଳ ସଙ୍କଟ ଜିଲା ଲାଟୁରର ହଲଗରା…

ଝିଅ କେବଳ ଝିଅ ନୁହେଁ

ଦ୍ୱିତୀ ଚନ୍ଦ୍ର ସାହୁ   ଗୋଟେ ପୁଅ, ଆଉ ଗୋଟେ ଝିଅ। ଚାରିଜଣଙ୍କୁ ନେଇ ସୁଖର ସଂସାର ଚାଲୁଥିଲା। ବୟସ ହେବାରୁ ଝିଅକୁ ହାତକୁ ଦି’ ହାତ କରିଦେଲେ କିରାଣି ଚାକିରି କରୁଥିବା ହରିବାବୁ।ପୁଅ ଏବେ ପାରଙ୍ଗମ। ଡିଗ୍ରୀ ଶେଷ ବର୍ଷର…

ଅଭିବୃଦ୍ଧିଶୀଳ ମତ୍ସ୍ୟ ସମ୍ପଦ

ପ୍ରକାଶ ତ୍ରିପାଠୀ   ମତ୍ସ୍ୟ କ୍ଷେତ୍ରକୁ ଏକ ଶକ୍ତିଶାଳୀ ଆୟ ଏବଂ ନିଯୁକ୍ତିପ୍ରଦାନକାରୀ କ୍ଷେତ୍ର ଭାବରେ ମାନ୍ୟତା ଦିଆଯାଇଛି। ବିଶ୍ୱରେ ମାଛ ଖାଉଥିବା ଲୋକଙ୍କ ସଂଖ୍ୟା ୧୦୦ କୋଟିରୁ ଊର୍ଦ୍ଧ୍ୱ ଓ ବାର୍ଷିକ ପ୍ରାୟ ୧୦୦ ନିୟୁତ ଟନ୍‌ ମାଛ ଖାଦ୍ୟ…

ଚାପରେ ହେଉଛି ଚେପା

ପୃଥିବୀବାସୀ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଇଜିପ୍ଟର ଶର୍ମ-ଏଲ୍‌-ଶେଖ୍‌ରେ କପ୍‌-୨୭ ଶେଷ ହୋଇଛି। ସେଥିରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ବେଳେ କ୍ଷତିପୂରଣ ପାଣ୍ଠି ଗଠନ ନେଇ ସହମତି ପ୍ରକାଶ ପାଇଛି। ଅଙ୍ଗାରକାମ୍ଳ…

ଏଇ ଭାରତରେ

ସମ୍ପ୍ରତି ମୋବାଇଲ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ତେବେ ଏହାର ଅତ୍ୟଧିକ ବ୍ୟବହାର ଯୋଗୁ ପାରିବାରିକ ଜୀବନରେ ଝଡ଼ ସୃଷ୍ଟିହୋଇ ସ୍ବାମୀ ଓ ସ୍ତ୍ରୀଙ୍କ ଝଗଡ଼ା ଶେଷରେ ପୋଲିସ ଷ୍ଟେଶନରେ ପହଞ୍ଚତ୍ଛି। ଏଭଳି ଏକ ଘଟଣା ଉତ୍ତରପ୍ରଦେଶର କୁଶାନଗରରେ ଘଟିଛି। ନେବୁଆ…

ବଜ୍ରକାପ୍ତା ବଞ୍ଚି ରହୁ

ବିମଳ ପ୍ରସନ୍ନ ଦାସ   ବିଡ଼ମ୍ବନା ଯେ ବିଲୁପ୍ତପ୍ରାୟ ବିରଳ ବନ୍ୟପ୍ରାଣୀ ବଜ୍ରକାପ୍ତାର ସ୍ଥିତି ଓ ସୁରକ୍ଷା ପାଇଁ ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ୱାଇଲ୍ଡଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶାର ତଥ୍ୟ ଅନୁସାରେ ୨୦୧୮ ଅଗଷ୍ଟରୁ ୨୦୨୨ ଜୁନ୍‌…

ଆକର୍ଷଣର କେନ୍ଦ୍ର ଭାରତ

ଛାୟାକାନ୍ତ ଷଡ଼ଙ୍ଗୀ   ବିଶିଷ୍ଟ ଫରାସୀ ଲେଖକ ରୋମା ରେଁାଲା ଭାରତ ସମ୍ପର୍କରେ ଲେଖିଥିଲେ ”ଯଦି ମାନବ ସମାଜର ସବୁ ସ୍ବପ୍ନକୁ ସାକାର କରିବାକୁ ପୃଥିବୀର ଏକମାତ୍ର ସ୍ଥାନକୁ ବଛାଯାଏ ତେବେ ସେ ସ୍ଥାନଟି ହେବ ଭାରତବର୍ଷ।“ ବୋଧହୁଏ ସେଥିପାଇଁ ନିଜ…

ପ୍ରିଣ୍ଟ୍‌ ମିଡିଆର ସ୍ଥିତି

ଭାରତରେ ୨୦୨୧ରେ ପ୍ରିଣ୍ଟ୍‌ ମିଡିଆ ଆଡ୍‌ଭର୍ଟାଇଜିଂ (ଛାପା ଗଣମାଧ୍ୟମ ପାଇଥିବା ବିଜ୍ଞାପନ ଅର୍ଥ) ୧୬,୦୦୦ କୋଟି ଟଙ୍କା ବୃଦ୍ଧି ପାଇଥିଲା ବୋଲି ଚଳିତ ବର୍ଷ ପ୍ରାରମ୍ଭରେ ଏକ ଖବରକାଗଜ ପ୍ରକାଶ କରିଥିଲା। ୨୦୨୦ରେ ଏହା ଥିଲା ୧୨,୦୦୦ କୋଟି ଟଙ୍କା। ଚଳିତ…

ଏଇ ଭାରତରେ

ଆଗାମୀ ୫୦ ବର୍ଷରେ ଜଳ ସଙ୍କଟ ଉତ୍କଟ ହେବା ସହ ଏହା ଜୀବଜଗତକୁ ପ୍ରଭାବିତ କରିବ। ସେଥିପାଇଁ ଆଗାମୀ ଦିନରେ ଏକ ଜଳ ଯୁଦ୍ଧ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏ କଥାକୁ କିଏ ଗମ୍ଭୀରତାର ସହ ନିଅନ୍ତୁ ବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri