ଏଇ ଭାରତରେ

ଜଣେ ସ୍କୁଲ ପ୍ରିନ୍ସିପାଲଙ୍କ ଅଭିନବ ଶିକ୍ଷା ପଦ୍ଧତି କୋଭିଡ୍‌ ମହାମାରୀ ସମୟରେ ପିଲାମାନଙ୍କୁ ପଢ଼ାଇବାରେ ସହାୟକ ହେବା ସହ ଏବେ ତାହା ସେମାନଙ୍କ ଅଭିଭାବକଙ୍କୁ ମଧ୍ୟ ସାକ୍ଷର କରିପାରିଛି। ଝାଡ଼ଖଣ୍ଡ ଡୁମରର ଡୁମାର୍ଥର ଉତ୍‌କ୍ରମିତ ମଧ୍ୟବିଦ୍ୟାଳୟର ପ୍ରିନ୍ସିପାଲ ଡ. ସପନ ପତ୍ରଲେଖ ୨୦୨୦ରେ ଲକ୍‌ଡାଉନ ହେବା ପରେ ଡୁମାର୍ଥର ଗାଁର ପିଲାମାନଙ୍କ ପାଖରେ ମୋବାଇଲ ନ ଥିବାରୁ ସେମାନଙ୍କୁ ପଢ଼ାଇବା ଲାଗି ‘ବ୍ଲାକବୋର୍ଡ ମଡେଲ’ ଆପଣାଇଥିଲେ। ଅନ୍‌ଲାଇନରେ ପିଲାମାନେ ପଢ଼ି ନ ପାରିଲେ ସେମାନେ ସ୍କୁଲ ଛାଡ଼ି ଦେବା ଆଶଙ୍କା ପ୍ରକାଶ କରି ଡ. ସପନ ଏହି ପଦ୍ଧତି ଆରମ୍ଭ କରିଥିଲେ। ଏଥିରେ ସେ ପିଲାଙ୍କ ମାଟିଘର କାନ୍ଥରେ ବ୍ଲାକ୍‌ବୋର୍ଡ କରିବା ସହ ସେଥିରେ ପିଲାମାନଙ୍କୁ ପଢ଼ାଇଥିଲେ। ୨୦୨୦ରୁ ୨୦୨୨ ଯାଏ ସେ ଏହି ପଦ୍ଧତିରେ ପଢ଼ାଇଛନ୍ତି। ଫେବୃୟାରୀ ୨୦୨୨ରେ ସ୍କୁଲ ଖୋଲିବା ପରେ ପିଲାମାନେ ସ୍କୁଲକୁ ଆସିଲେ। ହେଲେ ସେହି ବ୍ଲାକବୋର୍ଡରେ ଏବେ ପିଲାମାନେ ସେମାନଙ୍କ ଅଭିଭାବକ, ଜେଜେବାପା ଓ ଜେଜେ ମା’ଙ୍କୁ ପଢ଼ାଉଛନ୍ତି। ଏବେ ଗାଁର ନିରକ୍ଷର ସାକ୍ଷର ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟ ଖାଉଛି

କୋଭିଡ୍‌-୧୯ ବିଶ୍ୱ ଆତଙ୍କ ଭାବେ ଉଭା ହୋଇଛି ବୋଲି ବାରମ୍ବାର ପ୍ରଚାର କରାଯାଉଛି। ଭାରତରେ ଏହି ସଂକ୍ରମଣ ଅଦ୍ୟାବଧି ୧୦ ଜଣଙ୍କ ଜୀବନ ନେଇଛି। କିନ୍ତୁ...

ଆଗାମୀ ପିଢ଼ିର କୃତ୍ରିମ ବୁଦ୍ଧିମତ୍ତା

ଜେଫ୍‌ ମୁଲଗନ୍‌ ପୃଥିବୀର ଏବକାର ସ୍ଥିତି ଯାହା ତାହାର ବହୁ ପୂର୍ବରୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅଧିକ ସ୍ବଷ୍ଟ ଥିଲା। କିନ୍ତୁ ଏହା ସର୍ମ୍ପକରେ ଡାଟା...

କୃଷି ଆଇନରେ ଜଟିଳତା

ଗୋକୁଳ ପଟ୍ଟନାୟକ କୃଷକମାନଙ୍କ ଆନ୍ଦୋଳନକୁ କେନ୍ଦ୍ରକରି କିଛି ସପ୍ତାହ ହେବ ଦେଶ ଏକ ସଙ୍କଟଜନକ ସ୍ଥିତିରେ ରହିଛି। ଲକ୍ଷ ଲକ୍ଷ କୃଷକ ରାସ୍ତା ଉପରେ ରହିଛନ୍ତି...

ତଥାପି ଅନ୍ଧାର ହଟିନାହିଁ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ଏବେ ଆଧୁନିକତାର ଉତ୍ତାଳ ପ୍ରୀତି ପ୍ରଳୟ ରୂପ ଧାରଣ କରିଛି ପ୍ରତିଟି ଜନମାନସରେ। ବସ୍ତୁବାଦୀ ସଭ୍ୟତାର ଶିଖର ଆରୋହଣ କରି...

ଅଭିନ୍ନ ଅଙ୍ଗ ମୋବାଇଲ

ବିପିନୀ ବିହାରୀ ରାଉତ ଚାଇନା ସହ ଭାରତର ମୁହାଁମୁହିଁ ସ୍ଥିତି ଉପୁଜିବା ପରେ ୫୯ଟି ଚାଇନିଜ ଆପ୍‌ ବ୍ୟାନ ହୋଇଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଚାଇନା...

ଏଇ ଭାରତରେ

ପରିବେଶକୁ ପ୍ଲାଷ୍ଟିକ ପ୍ରଦୂଷଣରୁ ମୁକ୍ତ କରିବାରେ କେରଳର ଇଞ୍ଜିନିୟର ବିଟ୍ଟୁ ଜନ୍‌ କାଲିଗାଲ୍‌ଙ୍କ ଅଭିନବ ପଦ୍ଧତି ବେଶ୍‌ ପ୍ରେରଣାଦାୟକ। କାଲିଗାଲଙ୍କ ବୟସ ୩୩ ଓ ସେ...

ଏଇ ଭାରତରେ

ପିଲାଟିର ନାମ ତନୟ ଜୈନ। ବୟସ ମାତ୍ର ୧୫ ବର୍ଷ। ସେ କୋଲକାତାର ସେଣ୍ଟ୍‌ ଜେମ୍ସ ସ୍କୁଲରେ ୧୦ମ ଶ୍ରେଣୀରେ ପଢୁଛନ୍ତି। ତନୟ କପଡ଼ା ଫ୍ୟାକ୍ଟ୍ରିରୁ...

ଖ୍ୟାତିରେ କ୍ଷତି

ଆକାର ପଟେଲ ବିଶ୍ୱ ତା’ ବିଶ୍ୱଗୁରୁ (ଭାରତ)ର କରୋନା କୁପରିଚାଳନାକୁ ନେଇ ଚିନ୍ତିତ। ଏହା ବିଶ୍ୱରେ ଏବେ ଏକ ଚର୍ଚ୍ଚିତ କାହାଣୀ ପାଲଟିଛି। ଆମେରିକାର ଇନ୍‌ଷ୍ଟିଚ୍ୟୁଟ...

Advertisement
Archives

Model This Week