ନେହେରୁ ବନାମ ପଟେଲ
ଆମେ ଆଉ ଏକ ନିର୍ବାଚନ ପ୍ରକ୍ରିୟାର ମଝିରେ ରହିଛୁ ଏବଂ ଏହା ମଧ୍ୟକୁ ନେହେରୁ ବାନମ ପଟେଲ ପ୍ରସଙ୍ଗ ଫେରିଛି। କିଛି ସପ୍ତାହ ପୂର୍ବରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଏକ ଭାଷଣ ଖବରର ଶୀର୍ଷକ ଭାବେ ପ୍ରକାଶ ପାଇଥିଲା। ଶୀର୍ଷକର ଭାବାର୍ଥ…
ଏଇ ଭାରତରେ
କେରଳର ଏକ ସଂଗଠନ ନାନ୍ମା ମାରମ୍। ମାଲୟାଲମ ଭାଷାରେ ନାନ୍ମା ମାରମ କହିଲେ ଦେବୀଙ୍କ ବୃକ୍ଷ। ବୃକ୍ଷ ଯେଭଳି ପକ୍ଷୀଙ୍କୁ ଆଶ୍ରୟ ଦିଏ, ଅନ୍ୟମାନଙ୍କୁ ଛାୟା ପ୍ରଦାନ କରେ ସେହିଭଳି ଏହି ସଂଗଠନ ସମାଜରେ ଏକ ଭିନ୍ନ ପ୍ରକାର ସେବା ଜାରି…
ଆମ ପ୍ରିୟ ଖବରକାଗଜ
ବୈକୁଣ୍ଠନାଥ ମିଶ୍ର ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ରୂପେ ବିବେଚିତ ଖବରକାଗଜ ଏକ ବଳିଷ୍ଠ ତଥା ଲୋକପ୍ରିୟ ଗଣମାଧ୍ୟମ, ଯାହା ପାଠକୀୟ ଆଦୃତି ସହ ବ୍ୟବସାୟିକ ସଫଳତା ହାସଲ କରିଛି। କେବଳ ସେତିକି ନୁହେଁ, ଖବରକାଗଜ ପ୍ରକାଶନ ଖବର ସଂଗ୍ରହ ଓ ବିତରଣ ଅନେକ…
ହିଜାବ ଜାଲରେ ବେହାଲ ସମାଜ
ଡ. ଗୌରୀଶଙ୍କର ସାହୁ କୋରାନ୍ର ଅନ୍-ନୁର୍ ଅଧ୍ୟାୟ(ସୁରା)ର ଆୟତ ୩୦ ଓ ୩୧ କହେ- ହେ ପ୍ରଫେଟ୍! ମୋତେ ବିଶ୍ୱାସ କରୁଥିବା ପୁରୁଷମାନଙ୍କୁ କୁହ ”ସେମାନେ ତଳକୁ ମୁହଁ କରିବେ ଓ ସେମାନଙ୍କ ପବିତ୍ରତା ରକ୍ଷାକରିବେ। ଏହା ସେମାନଙ୍କୁ ନିଷ୍କଳଙ୍କ ରଖିବ।“…
ପିଏମ୍ଓରେ ଆଇଏଫ୍ଏସ୍
ନିକଟରେ ଭାରତୀୟ ବୈଦେଶିକ ସେବା (ଆଇଏଫ୍ଏସ୍)ର ତିନିଜଣ ଅଧିକାରୀ ଦୀପକ ମିତ୍ତଲ, ବିପିନ କୁମାର ଏବଂ ନିଧି ତିଓ୍ବାରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)ରେ ଯଥାକ୍ରମେ ଜଏଣ୍ଟ ସେକ୍ରେଟାରି, ଡେପୁଟି ସେକ୍ରେଟାରି ଏବଂ ଅଣ୍ଡର୍ସେକ୍ରେଟାରି ର଼୍ୟାଙ୍କରେ ଯୋଗଦେଇଛନ୍ତି। ଭାରତ ଜି୨୦ ଅଧ୍ୟକ୍ଷତା ଗ୍ରହଣ…
ଏଇ ଭାରତରେ
ପ୍ରଦୂଷିତ ପରିବେଶ ସୁରକ୍ଷା ଲାଗି ଯେଉଁ କେତେଜଣ ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ ନେଉଛନ୍ତି, ସେମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ସାରା ଲକ୍ଷାନି ଅନ୍ୟତମ। ଗଡ଼ଚିରୋଲିରେ ଜନ୍ମିତ ସାରା ବର୍ଜ୍ୟ ପ୍ଲାଷ୍ଟିକ ବ୍ୟାଗ୍ କିମ୍ବା ପଲିଥିନ୍ରୁ ସୂକ୍ଷ୍ମ ସୂତା ପ୍ର୍ରସ୍ତୁତ କରିବା ସହ ସେଥିରେ ସବୁଠୁ…
ଜଳ ପ୍ରଦୂଷଣ: ଏକ ସାମୂହିକ ଚିନ୍ତନ
ଡା. ଜୀବନ କୃଷ୍ଣ ମିଶ୍ର ଭୂପୃଷ୍ଠର ସମୁଦାୟ ଜନବସତି ଓ ଉନ୍ନତ ସଭ୍ୟତାକୁ ସୁବିସ୍ତୃତ ଜଳରାଶି ସଦାସର୍ବଦା ଜାଗ୍ରତ ପ୍ରହରୀ ସଦୃଶ ଚାରିପଟୁ ଘେରି ରହିଛି। ସମ୍ପ୍ରତି ସ୍ଥଳଭାଗ ଓ ଆକାଶମାର୍ଗ ପରି ଅମାପ ଜଳରାଶି ମଧ୍ୟ ଅଧୁନା ପ୍ରଦୂଷିତ ହେବାରେ…
ଆଇନ ଯାଉଛି ତା’ ବାଟରେ
ଘାସିରାମ ପଣ୍ଡା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଦ୍ୱାରା ପ୍ରସ୍ତୁତ ଭାରତରେ ଅପରାଧ ରିପୋର୍ଟରେ ବାଲ୍ୟବିବାହ ନିଷେଧ ଆଇନ, ୨୦୦୬ ଅଧୀନରେ ୨୦୨୧ମସିହାରେ ଦେଶରେ ମୋଟ ୧୦୫୦ ମାମଲା ରୁଜୁ ହୋଇଥିବା ଜଣାପଡିଛି। ୨୦୨୦ରେ ମୋଟ ୭୮୨ଟି ମାମଲା ରୁଜୁ ହୋଇଥିଲା।…
ଫିଫା ବିଶ୍ୱକପ୍ର ମାନସିକ ଓ ଆର୍ଥିକ ପ୍ରଭାବ
ରାଜ ପର୍ସାଉଦ୍ ଫୁଟ୍ବଲ ବିଶ୍ୱରେ ସବୁଠୁ ଲୋକପ୍ରିୟ ଖେଳ। ବହୁ ସମୟରେ ଏହା ଜାତୀୟ ପରିଚିତିର ଏକ ପ୍ରତୀକ ଏବଂ ସାମଗ୍ରିକ ଗର୍ବର ଏକ ଉତ୍ସ ହୋଇଥାଏ। ସେଥିପାଇଁ ଫିଫା ବିଶ୍ୱକପ୍ ଯେଉଁଭଳି ଭାବେ ତୀବ୍ର ଭାବାବେଗ ସୃଷ୍ଟି କରିପାରେ ତାହା…
ଏଇ ଭାରତରେ
ବ୍ୟକ୍ତି ଚାହିଁଲେ ନିଜେ ଶିକ୍ଷିତ ହେବା ସହ ସମାଜର ବହୁ କଲ୍ୟାଣ କରିପାରିବେ, ଯାହା କରୁଛନ୍ତି ଉତ୍ତରପ୍ରଦେଶର ବ୍ରିଜେଶ ଓ ସଞ୍ଜୟ। ସହରରେ ପଢା ଶେଷ କରି ଚାକିରି ଅନ୍ବେଷଣ କରିବା ପରିବର୍ତ୍ତେ ଏହି ଦୁଇ ସାଙ୍ଗ ସୋନଭଦ୍ର ଫେରି ଗରିବ…
କ୍ୟାମ୍ପସ୍ରେ ଜଙ୍କ୍ଫୁଡ୍ ମନା
ଡା. ପ୍ରଫୁଲ୍ଲ କୁମାର ଦାସ ବିଦ୍ୟାଳୟ ପରେ ଏବେ ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ବନ୍ଦ ହେବ ଜଙ୍କ୍ଫୁଡ୍। ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି କ୍ୟାମ୍ପସ୍ରେ ଜଙ୍କ୍ଫୁଡ୍ ପ୍ରସ୍ତୁତ କିମ୍ବା ବିକ୍ରୟ ଉପରେ ରୋକ ଲଗାଯାଇଛି। ଏଥିସହ ଛାତ୍ରୀଛାତ୍ର, ଅଧ୍ୟାପକ, ଅଧ୍ୟାପିକାଙ୍କୁ…
ଆଜିଠାରୁ ଆରମ୍ଭ ଭାରତର ଜି୨୦ ଅଧ୍ୟକ୍ଷତା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ ଜି-୨୦ର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିବା ୧୭ଟି ରାଷ୍ଟ୍ର ଏହାର ଉଦ୍ଦେଶ୍ୟକୁ ସାକାର କରିବା ନିମନ୍ତେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି- ବିଶେଷ କରି ସାମୂହିକ ଆର୍ଥିକ ସ୍ଥିରତା, ଅନ୍ତଃରାଷ୍ଟ୍ରୀୟ ଟିକସ ବ୍ୟବସ୍ଥାର ସୁସଂଗତୀକରଣ,…
Archives


