ସମ୍ପାଦକୀୟ

ଶାସନ ଚିନ୍ତା

୨୦୪୭ରେ ଭାରତ ସ୍ବାଧୀନତାର ଶହେ ବର୍ଷ ପୂର୍ତ୍ତି ପାଳନ କରିବ। ଏଥିପାଇଁ ଏବେ ଠାରୁ ମୋଦି ସରକାର ଅନେକ କଥା ଚିନ୍ତା କରିବା ସହ ଭବିଷ୍ୟତ ପାଇଁ ଏକ ନକ୍ସା ପ୍ରସ୍ତୁୂତ କରିବାକୁ ବହୁ ଟାସ୍କଫୋର୍ସକୁ ଦାୟିତ୍ୱ ଦେଇଛନ୍ତିି। ଏଗୁଡ଼ିକ ମଧ୍ୟରେ…

ଜିନ୍‌ ପରିବର୍ତ୍ତିତ ସୋରିଷରେ ବିପଦ

ସୋରିଷ ବିନା ରୋଷେଇ ଅଧୁରା। ଏବେ ସେଇ ସୋରିଷ ଉପରେ ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ନଜର ଲାଗିଛି। ପ୍ରାକୃତିକ ସୋରିଷର ଜିନ୍‌ରେ ପରିବର୍ତ୍ତନ କରି ଜିନ୍‌ ପରିବର୍ତ୍ତିତ ସୋରିଷ ଚାଷକୁ ବଢ଼େଇବା ପାଇଁ କମ୍ପାନୀଗୁଡ଼ିକ ଲାଗିପଡ଼ିଛନ୍ତି। ଆମ ସରକାର ବି ଏହି କାମରେ…

ଆଜି ବି ରେବତୀ ବଞ୍ଚିଛି

ବ୍ୟାସକବି ଫକୀର ମୋହନଙ୍କ କାଳଜୟୀ ରଚନାଗୁଡ଼ିକ ମଧ୍ୟରୁ ‘ରେବତୀ‘ ଉପନ୍ୟାସଟି ସ୍ବତନ୍ତ୍ର। ଉକ୍ତ ଉପନ୍ୟାସର ମୂଳ ଆଧାର ନାରୀ ଶିକ୍ଷା ଉପରେ ପର୍ଯ୍ୟବସିତ। କିପରି ଶିକ୍ଷା ଅଭାବରୁ ଅନ୍ୟ ଜଣଙ୍କ ଶିକ୍ଷାକୁ ଅନ୍ଧବିଶ୍ୱାସ ତଥା କୁସଂସ୍କାର ରୂପେ ଗ୍ରହଣ କରୁଛନ୍ତି, ତାହାର…

ଏଇ ଭାରତରେ

ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ରାଜ୍ୟଗୁଡ଼ିକରେ ଧାନ କିମ୍ବା ଗହମ ଅମଳ ପରେ କୃଷକମାନେ ଖୁଣ୍ଟା ପୋଡ଼ିଦିଅନ୍ତି। ଏହାଦ୍ୱାରା ଦିଲ୍ଲୀ ସମେତ ଉତ୍ତର ଭାରତର ବହୁ ସହରରେ ବାୟୁର ମାନ ହ୍ରାସ ପାଇବା ଦ୍ୱାରା ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜୁଛି। ଖୁଣ୍ଟା ପୋଡ଼ି…

ଏଇ ଭାରତରେ

ଦେଶୀ ଧାନ ଚାଷକୁ ବଞ୍ଚାଇ ରଖିବା ପାଇଁ କେରଳର ଚେରୁଭାୟାଲ ରମନଙ୍କ ପ୍ରୟାସ ପ୍ରଶଂସନୀୟ। ରମନଙ୍କ ବୟସ ଏବେ ୭୨। ପରିଣତ ବୟସରେ ବି ସେ ଧାନ ଚାଷରେ ପୂରା ସକ୍ରିୟ। ଦୀର୍ଘ ୨୦ ବର୍ଷ ସେ ଦେଶୀ ଧାନ ଚାଷରେ…

ଜମି ମାଲିକାନା କୃଷକ ହାତକୁ ଯାଉ

ଶେଖ୍‌ ଫରିଦ୍‌ଉଦ୍ଦିନ୍‌   ଓଡ଼ିଶାରେ ପ୍ରାୟ ୭୫ ପ୍ରତିଶତ ଅଧିବାସୀ ଗ୍ରାମାଞ୍ଚଳରେ ବାସ କରନ୍ତି। ସେଥିମଧ୍ୟରୁ ୬୫ ପ୍ରତିଶତ କେବଳ କୃଷିଜୀବୀ। ଗ୍ରାମାଞ୍ଚଳରେ ଅଧିକାଂଶ ଗରିବଙ୍କ ମଧ୍ୟରୁ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି ୩୧ ପ୍ରତିଶତ । ସୁଖର କଥା, କୃଷିର…

ରକ୍ଷକ ଯଦି ଭକ୍ଷକ ହୁଏ

ବିମଳ ପ୍ରସନ୍ନ ଦାସ   ଆଉ କେତୋଟି ଦିନ ପରେ ବର୍ଷ ୨୦୨୨ ବିଦାୟ ନେବ। ମାତ୍ର ସମୟର ବାଲୁକାରେ କେତେ ଘଟଣା, ଅଘଟଣ, ଦୁର୍ଘଟଣାର ଅଲିଭା ପଦଚିହ୍ନ ଛାଡ଼ିଯିବ। ସେଥି ମଧ୍ୟରୁ ଐତିହ୍ୟ ପ୍ରାଣୀ ଗଜରାଜ-ଯିଏ ଆମ ଶ୍ରୀଜଗନ୍ନାଥ ସଂସ୍କୃତିର…

ସହନୀୟ ଓ ସମାବେଶୀ ଅଭିବୃଦ୍ଧି

ସିଭେନ୍‌ ସ୍ମିଥ୍‌                      ଅନୁ ମାଡଗାଭ୍‌କର     ନଭେମ୍ବରରେ ଇଣ୍ଡୋନେସିଆର ବାଲିରେ ବି୨୦ ବିଶ୍ୱ ବାଣିଜ୍ୟ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଠାରେ ବିଶ୍ୱର ଅନେକ କର୍ପୋରେଟ ସିଇଓ…

ପ୍ଲାଷ୍ଟିକ ପ୍ରଦୂଷଣ ଓ ବୈଶ୍ୱିକ ବୁଝାମଣା

ପ୍ଲାଷ୍ଟିକ୍‌ ପ୍ରଦୂଷଣ ରୋକିବା ପାଇଁ ନଭେମ୍ବର ଶେଷାର୍ଦ୍ଧରେ ପ୍ରଥମ ଥର ଲାଗି ଜାତିସଂଘର ଇଣ୍ଟରଗଭର୍ନମେଣ୍ଟାଲ ନେଗୋସିଏଟିଂ କମିଟି (ଆଇଏନ୍‌ସି)ର ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ଲାଷ୍ଟିିକ୍‌ ପ୍ରଦୂଷଣ ହ୍ରାସ କରିବା ଉପରେ ଏକ ବୈଧ ତଥା ବାଧ୍ୟତାମୂଳକ ବୈଶ୍ୱିକ ବୁଝାମଣାର ସ୍ପଷ୍ଟ ଲକ୍ଷ୍ୟ…

ଅବସର ପରେ ଭଲ ଲାଗୁନି

ଦିନେ ସନ୍ଧ୍ୟାବେଳେ ମୁଁ ଓ ମୋର ବନ୍ଧୁ ଏକ ପାର୍କ ପାଖରେ ବୁଲୁଥିବାବେଳେ ଜଣେ ବାବୁଙ୍କ ସହିତ ଦେଖାହେଲା। ବାବୁଙ୍କୁ ପଚାରିଲି ଆପଣ କେମିତି ଅଛନ୍ତି ? ବାବୁ କହିଲେ, ଅବସର ପରେ କିଛି ଭଲ ଲାଗୁନି। ମୁଁ କହିଲି ଏତେ…

ଅବାଞ୍ଛିତ ଆହ୍ବାନ

ପଦ୍ମଭୂଷଣ ଉପାଧି ବିଭୂଷିତ ବିଶିଷ୍ଟ ଲେଖକ ରସ୍କିନ୍‌ ବଣ୍ଡ୍‌ ବିଶ୍ୱ ସାହିତ୍ୟ ଜଗତର ଜଣେ ଅସାଧାରଣ ପ୍ରତିଭା। ତାଙ୍କର ଆତ୍ମଜୀବନୀ ”ଦ ସିନ୍ସ ଫ୍ରମ୍‌ ଏ ରାଇଟର୍ସ ଲାଇଫ୍‌“ରେ ଭାରତ ରହଣି ସମୟରେ ଇଂରେଜମାନଙ୍କର ସମସ୍ୟା, ଦ୍ୱିତୀୟ ବିଶ୍ୱଯୁଦ୍ଧର ବିଭୀଷିକା ତଥା…

ଏଇ ଭାରତରେ

ବଗିଚା କହିଲେ ଘର ଅଗଣା, କିନ୍ତୁ ଫଳୁଛି ବ୍ରାଜିଲର ୨୫୦ ପ୍ରକାର ଫଳ। ଅଗଣାରେ ଏଭଳି ଚାଷକରି ଅନ୍ୟମାନଙ୍କୁ ବାଟ ଦେଖାଇଛନ୍ତି କେରଳର ପରେଶ ଜନାନ୍‌। ପରେଶ ରହୁଛନ୍ତି ଥ୍ରିଶୂରରେ। ସେ ଫେସ୍‌ବୁକ୍‌ ଭିଡିଓ ପ୍ରେରିତ ହୋଇ ଏହି ବିଦେଶୀ ଫଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri