ସମ୍ପାଦକୀୟ

ସ୍ବାଧୀନତା ଆନ୍ଦୋଳନ ଓ ସ୍ବାମୀ ବିବେକାନନ୍ଦ

ଭାରତର ସ୍ବାଧୀନତା ପ୍ରାପ୍ତି ଥିଲା ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନ ଓ ସୁଭାଷ ବୋଷଙ୍କ ଦିଲ୍ଲୀ ଚଲୋ ଅଭିଯାନର ସମ୍ମିଳିତ ଫଳଶ୍ରୁତି। ସ୍ବାଧୀନତା ଆନ୍ଦୋଳନରେ ଏହି ଉଭୟ ଦେଶପ୍ରେମୀଙ୍କ ଅବଦାନ ସମ୍ପର୍କରେ ପର୍ଯ୍ୟାପ୍ତ ଆଲୋଚନା ହୋଇଛି। ମାତ୍ର ସ୍ବୟଂ ମହାତ୍ମା ଗାନ୍ଧୀ ଓ…

ଏଇ ଭାରତରେ

ବେଙ୍ଗାଲୁରୁର କଲେଜ ଛାତ୍ରୀ ସିୟା ଗୋଡ଼ିକା ପୁରୁଣା ଚପଲକୁୁ ନୂଆ ରୂପ ଦେଇ (ଅପ୍‌ସାଇକ୍ଲିଂ) ସେଗୁଡ଼ିକୁ ଗରିବଙ୍କୁ ମାଗଣାରେ ଦେଉଛନ୍ତି। ‘ସୋଲ୍‌ ଓ୍ବାରିୟର’ ଏନ୍‌ଜିଓ ଗଠନ କରି ସେ ଏହି କାର୍ଯ୍ୟ କରୁଛନ୍ତି। ଏଥିରେ ଅନେକେ ସ୍ବେଚ୍ଛାକୃତ ଭାବେ ସାମିଲ ହୋଇ…

ଏଇ ଭାରତରେ

ଜାଣି ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବର୍ଷ କି ଦୁଇ ବର୍ଷ ନୁହେଁ ତାରିଖ ପରେ ତାରିଖ ଗଡ଼ି ୭୦ ବର୍ଷ ଧରି ବିଚାରାଧୀନ ରହିଛି ମହାରାଷ୍ଟ୍ରର ଏକ ମାମଲା। ୭୦ ବର୍ଷ ତଳେ ଯେତେବେଳେ ଏହି ମାମଲା ଦାଏର କରାଯାଇଥିଲା,…

ଭଣ୍ଡ ଦର୍ଶନ

ହରେକୃଷ୍ଣ ଦାସ   ଛଦ୍ମ ମୁନିବେଶ ଧାରଣ କରି ରାବଣ ସୀତାଙ୍କ ହରଣ କଲା ପରେ ଏବଂ ମାରିଚ ରାକ୍ଷସ ସୁନା ହରିଣ ରୂପ ଧାରଣ କରି ଶ୍ରୀରାମଙ୍କ ବୁଦ୍ଧି ଭ୍ରଂଶ କଲା ପରେ ଅନ୍ତତଃ ଏ କଥାଟି ସ୍ପଷ୍ଟ ହୋଇଗଲା…

ଆମ ସମ୍ବିଧାନପ୍ରଣେତାଙ୍କ ବିଲାତୀ ମନୋଭାବ

ସହଦେବ ସାହୁ   ଗତ ପ୍ରବନ୍ଧ ‘ମୂଳ ଭାରତୀୟଙ୍କୁ ସମ୍ବିଧାନରେ ଉପେକ୍ଷା’ରେ ଆଲୋଚନା ଛଳରେ କହିଥିଲି କିପରି ଆମ ସମ୍ବିଧାନପ୍ରଣେତାମାନଙ୍କ ବିଲାତୀ ପାଠପଢ଼ା ସେମାନଙ୍କ ମାନସିକତାକୁ ଅଭାରତୀୟ କରିଦେଇଥିଲା – ତା’ ପଢ଼ି କେତେକ ପାଠକ ମନ୍ତବ୍ୟ ଦେଇଛନ୍ତି ଏ ଆମ…

ଅଣଦେଖା ଜଳଭଣ୍ଡାର

ପୁରାତନ ଯୁଗରୁ ନଦୀ ମାନବ ଜୀବନଜୀବିକା ଓ ପରିବେଶ ସୁରକ୍ଷାର ପ୍ରମୁଖ ଅଙ୍ଗ ଭାବେ ରହିଆସିଛି। ସମ୍ପ୍ରତି ଆଧୁନିକ ଯୁଗରେ କୃଷି, ଶିଳ୍ପ, ସ୍ବାସ୍ଥ୍ୟ ଓ ଆର୍ଥିକ ବିକାଶ କ୍ଷେତ୍ରରେ ନଦୀଜଳର ବ୍ୟାପକ ବ୍ୟବହାର କରାଯାଉଛି। ଏହିସବୁ ଲକ୍ଷ୍ୟ ହାସଲ କରିବାରେ…

ବ୍ରାସିଲିଆରେ କାପିଟୋଲ୍‌ ଛାପ

ଜାତିସଂଘ ଅନୁବନ୍ଧିତ ୧୯୩ ରାଷ୍ଟ୍ର ମଧ୍ୟରୁ ପ୍ରାୟ ୧୬୭ ଦେଶରେ ଗଣତନ୍ତ୍ର ଚାଲିଛି ବୋଲି ନଭେମ୍ବର ୨୦୨୨ରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଥିଲା। କିନ୍ତୁ ଗଭୀର ଭାବେ ଦେଖିଲେ ଗଣତନ୍ତ୍ରକୁ ଅନୁସରଣ କରୁଥିବା ଏହିସବୁ ଦେଶ ମଧ୍ୟରୁ କେତେକ ରାଷ୍ଟ୍ରରେ ଏକଚ୍ଛତ୍ରବାଦର…

ଏଇ ଭାରତରେ

ମାଟି ଦରକାର ପଡ଼ୁନାହିଁ, କେବଳ ପାଣିରେ ଚାଷ (ହାଇଡ୍ରୋପୋନିକ୍ସ) କରି ବର୍ଷକୁ ୫ କୋଟି ଟଙ୍କା ରୋଜଗାର କରୁଛନ୍ତି ତୁଷାର ଅଗ୍ରଓ୍ବାଲ, ମିତ୍‌ ପଟେଲ ଏବଂ ବିବେକ ଶୁକ୍ଳା। ଅହମ୍ମଦାବାଦର ଏହି ୩ ବନ୍ଧୁ ଉକ୍ତ ଚାଷ ସମ୍ପର୍କରେ ଏବେ ସୁଦ୍ଧା…

ଅର୍ଥ କବଳିତ ଗଣତନ୍ତ୍ର

ରବିନାରାୟଣ ସାମଲ ଭାରତର ନିର୍ବାଚନୀ ଇତିହାସରେ ରେକର୍ଡ! ଗତବର୍ଷ ନଭେମ୍ବରରେ ଅନୁଷ୍ଠିତ ତେଲଙ୍ଗାନାର ମୁନୁଗୁଡ଼ୁ ବିଧାନସଭା ଆସନର ଉପନିର୍ବାଚନ। ମୋଟ ପ୍ରାର୍ଥୀଙ୍କ ସଂଖ୍ୟା ଥିଲା ୪୭। ବିଭିନ୍ନ ରାଜନୈତିକ ଦଳ ମିଶି ଖର୍ଚ୍ଚ କରିଥିଲେ ପ୍ରାୟ ୬୨୭ କୋଟି ଟଙ୍କା। ସଭାରେ…

ବିମୁଦ୍ରୀକରଣ ନିଷ୍ପତ୍ତି ବୈଧ, କିନ୍ତୁ ଜନବିରୋଧୀ

ଭାଲଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ରର ମୋଦି ସରକାରଙ୍କ ବହୁଚର୍ଚ୍ଚିତ ବିମୁଦ୍ରୀକରଣକୁ ନେଇ ଇତିମଧ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ବିମୁଦ୍ରୀକରଣ ନିଷ୍ପତ୍ତିକୁ ବିରୋଧକରି ଦେଶର ବିଭିନ୍ନ କୋର୍ଟରେ ଦାୟର ୫୮ଟି ପିଟିଶନକୁ ବିଚାରକରି ସୁପ୍ରିମକୋର୍ଟଙ୍କ ଏକ ୫ଜଣିଆ ସାମ୍ବିଧାନିକ ପୀଠ ସଂଖ୍ୟାଗରିଷ୍ଠ…

ହଁ ଆଜ୍ଞା

ତାମିଲନାଡୁ ବିଧାନସଭାରେ ୯ ଜାନୁୟାରୀ ୨୦୨୩ରେ ଏକ ଅସାମ୍ବିଧାନିକ ଘଟଣା ଘଟିଯାଇଛି। ବିଧାନସଭା ଆରମ୍ଭ ହେବା ମାତ୍ରେ ରାଜ୍ୟପାଳ ଆର୍‌. ଏନ୍‌. ରବି ଅଭିଭାଷଣ ଦେଇଥିଲେ। ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭାଷଣକୁ ସେ ପଢ଼ୁଥିବା ବେଳେ କିଛି ଅଂଶକୁ ଡେଇଁଯାଇଥିଲେ। ଏହା…

ଏଇ ଭାରତରେ

ସମସ୍ତେ ଜାଣନ୍ତି ଯେ ଗୋବରରୁ ଖତ ହୁଏ, ଗୋବରରୁ ଉତ୍ପନ୍ନ ଗ୍ୟାସ୍‌ରେ ରୋଷେଇ କରାଯାଏ। କିନ୍ତୁ ଏ ବିଷୟ କେବେ ଶୁଣିଛନ୍ତି କି ଗୋବରରୁ କାଗଜ ପ୍ରସ୍ତୁତ ହୁଏ। ହଁ, ଏମିତି କାର୍ଯ୍ୟ କରୁଛନ୍ତି ରାଜସ୍ଥାନ ଜୟପୁରର ଭୀମ ରାଜ୍‌ ଶର୍ମା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri