ସମ୍ପାଦକୀୟ

ବିବାହର ବିଚିତ୍ର ମାନସିକତା

ଆଜିକାଲି ‘କମ୍ବଳ ସହ ବାହାଘର, ଏକୁଟିଆପଣ ଦୂର ହେବ’ ଶୀର୍ଷକ ଏକ ଖବରକୁ ନେଇ ଖୁବ୍‌ ଚର୍ଚ୍ଚା। ଏକୁଟିଆପଣ ଦୂର କରିବାକୁ ଏଭଳି ଉଦ୍ଭଟ ଉପାୟର ସାହାରା ନେବା ମାନସିକ ବିକୃତି ନା ପରମ୍ପରାର ନବୀକରଣ ବିଚାର କରାଯିବା ଉଚିତ୍‌। ଜୀବନଶୈଳୀର…

ଏଇ ଭାରତରେ

ପ୍ରବାସୀ ଭାରତୀୟ (ଏନ୍‌ଆର୍‌ଆଇ) ବର ସହ ଆମଦେଶର କନ୍ୟାଙ୍କ ବାହାଘର ହେଉଛି। କିଛିଦିନ ଦାମ୍ପତ୍ୟ ଜୀବନ କଟିବା ପରେ ଉଭୟ ଅଲଗା ହୋଇଯାଉଛନ୍ତି। ଏନ୍‌ଆର୍‌ଆଇ ବର ତାଙ୍କ ସ୍ତ୍ରୀକୁ ଛାଡ଼ି ବିଦେଶ ଚାଲିଯାଉଛନ୍ତି। ଜୀବନ ସହ ସଂଘର୍ଷ କରୁଥିବା ଏଭଳି ନାରୀମାନଙ୍କ…

ଏଇ ଭାରତରେ

ବିବିଧତାର ଦେଶ ଭାରତ। ଏଠାରେ ବିଭିନ୍ନ ଜାତି କିମ୍ବା ବର୍ଗର ଲୋକଙ୍କ ସଂସ୍କୃତି ଓ ପରମ୍ପରାରେ ଭିନ୍ନତା ଦେଖିବାକୁ ମିଳେ। ଏଥିମଧ୍ୟରେ ବସନ୍ତ ଋତୁର ଆଗମନ ପୂର୍ବରୁ କଶ୍ମୀରରେ ପାଳିତ ବାସ୍କେଟ ଫିଶିଂ ଫେଷ୍ଟିଭାଲ ଅନ୍ୟତମ। ଏହା ଏକ ନିଆରା ମାଛଧରା…

ଭଲମଣିଷଙ୍କ ନିୟତି

ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଏବେ ଏକ ବିଚିତ୍ର ପରିବେଶ ଆଉ ପରିସ୍ଥିତି ମଧ୍ୟରେ ଆଗେଇ ଚାଲିଛି ଏଇ ଦୁନିଆ। ଏଇଠି ଭଲ ମଣିଷଟିଏ ବାରମ୍ବାର ଅବହେଳିତ ତଥା ଅପମାନିତ ହୋଇ ଚାଲିଥିବା ବେଳେ, ‘ବିଷକୁମ୍ଭଂ ପୟୋମୁଖମ୍‌’ ପ୍ରକୃତିର କୁଟିଳ ମଣିଷମାନେ ପାଇ…

ଅମୃତକାଳରେ ଚାଷୀ କେଉଁଠି

ବିଚିତ୍ର ବିଶ୍ୱାଳ ୨୦୨୩ର ବଜେଟ ଯଦି ଆସନ୍ତା ୨୫ବର୍ଷ ମଧ୍ୟରେ ଆସିବାକୁ ଥିବା ଅମୃତକାଳକୁ ଏକ ରାସ୍ତା, ତେବେ ବୁଝିବାକୁ ହେବ ଯେ, ଏହି ଈପ୍‌ସିତ ଅମୃତକାଳର ପରିକଳ୍ପନାରେ ଚାଷ ଓ ଚାଷୀ ନାହାନ୍ତି। ଦେଶରେ ଥିବା ବିଷମତାକୁ ନେଇ ଯେଉଁ…

ଭାରତରେ ଲିଥିୟମ୍‌

ଖବର ମିଳିଛି ଜମ୍ମୁ ଓ କଶ୍ମୀରର ରିଆସି ଜିଲାରେ ଥିବା ଖଣିରେ ୫.୯ ନିୟୁତ ଟନ୍‌ ଲିଥିୟମ୍‌ ଅଛି। ଏହା ଏକ ଅଣ-ଲୌହଯୁକ୍ତ ପଦାର୍ଥ। ଏହି ତେଜସ୍କ୍ରିୟ ଖଣିଜ ପଦାର୍ଥ ସ୍ବଚ୍ଛ ଶକ୍ତି ଭାବେ ପରିଗଣିତ ହୋଇଥାଏ ଓ ସ୍ବଳ୍ପ ସ୍ଥାନରେ…

ଏଇ ଭାରତରେ

ସ୍କୁଲ ଦୁଆରମୁହଁ ମାଡ଼ି ନ ଥିଲେ ବି ବହୁ ସମୟରେ ତୃଣମୂଳସ୍ତରରେ ବହୁ ମହିଳା ନିଜର ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ନୂତନତ୍ୱ ହାସଲ କରିଥା’ନ୍ତି, ଯାହାର ଏକ ଦୃଷ୍ଟାନ୍ତ ହେଉଛନ୍ତି ଲହରି ବାଈ। ମଧ୍ୟପ୍ରଦେଶର ବଇଗା ଆଦିବାସୀ ମହିଳା ଲହରି…

ଜ୍ଞାନ ଅଜ୍ଞାନ

ରିତେଶ କୁମାର ଶିଶୁ   ସାରା ସଂସାରରେ ଯେତେସବୁ ଜ୍ଞାନ ଅଛି, ତାହା ଏ ମାନବ ଜାତିର ଏକ ସାମୂହିକ ସଫଳତା। ପିଢ଼ି ପରେ ପିଢ଼ି ଅନେକ ବ୍ୟକ୍ତିଙ୍କର ଲବ୍ଧ ଜ୍ଞାନ ମିଶି ଆଜି ମାନବ ସମାଜର ସାମଗ୍ରିକ ବିକାଶ ହୋଇଛି।…

ଅନୁଶାସନ ଅପରାଧ ନୁହେଁ

ଯଦୁମଣି ପାଣିଗ୍ରାହୀ   ସରକାରୀ ସ୍ତରରେ ଯେଉଁଦିନଠାରୁ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରି ନିୟମ ପ୍ରଣୟନ କରାଗଲା ଅନେକ ମାତାପିତା ଓ ଅଭିଭାବକ ଏଥିରେ କିଛିଟା ଖୁସିବ୍ୟକ୍ତ କରିଥିଲେ। ସେମାନଙ୍କ ପିଲାଙ୍କୁ ଆଉ ଏଥର ଶିକ୍ଷକମାନେ ମାରି ପାରିବେନି।…

ଲୋଭର ଅନ୍ତ ନାହିଁ

ଏବେ ଆଦାନୀ ଘଟଣା ଦେଶକୁ ମାଡ଼ି ବସିଛି। ତାହାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ସୁନିଶ୍ଚିତ ପଡ଼ିବ ବୋଲି ଦେଶର ଶିକ୍ଷିତ ନାଗରିକ ବୁଝିସାରିଲେଣି। ଦେଖିବାକୁ ଗଲେ, ଭାରତର ଅର୍ଥନୀତି ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିବାର ସବୁ ଲକ୍ଷଣ ଦେଖାଯାଉଛି। କେବଳ ଆମେରିକୀୟ…

ଏଇ ଭାରତରେ

ସ୍କୁଲ ଛାଡ଼ୁଥିବା ପିଲାମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଅଶୋକ ରାଠୋର। ଅଶୋକ ରହୁଛନ୍ତି ମୁମ୍ବାଇରେ। ମୁମ୍ବାଇ ବସ୍ତିରେ ଅର୍ଥାଭାବରୁ ପଢ଼ା ଛାଡ଼ି ଦେଉଥିବା ପିଲାମାନଙ୍କୁ ସେ ଫୁଟ୍‌ବଲ ମାଧ୍ୟମରେ ଆକର୍ଷିତ କରି ପୁନର୍ବାର ଶିକ୍ଷାର ମୁଖ୍ୟ ସ୍ରୋତକୁ ଆଣୁଛନ୍ତି। ଅଶୋକ ନିଜେ…

ବହୁଦର୍ଶୀ ସାମ୍ବାଦିକ

ଜୀବନସାରା ସାମ୍ବାଦିକ ଅନ୍ୟମାନଙ୍କ କଥା କହେ। ଯାହାଙ୍କ ବ୍ୟକ୍ତିତ୍ୱ ବିଷୟରେ ବର୍ଣ୍ଣନା କରିବାକୁ ଥିବ, ସେଥିନେଇ ସେ ତଥ୍ୟ ସଂଗ୍ରହ କରେ। ହେଲେ ନିଜ ଜୀବନର କଥା ବଖାଣିବାକୁ ତା’ ପାଖରେ ତର ନ ଥାଏ। ଏହି ସ୍ତମ୍ଭରେ ସାମ୍ବାଦିକ ଏନି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri