ପିଇଲେ ମରିବ
ଗୁଜରାଟ ଭଳି ବିହାର ଏକ ମଦବିହୀନ ରାଜ୍ୟ ବା ‘ଡ୍ରାଏ ଷ୍ଟେଟ୍’। ଚଳିତବର୍ଷ ଜୁଲାଇ ୨୫ରେ ଗୁଜରାଟର ବୋଟାଡ୍ ଜିଲାରେ ବିଷାକ୍ତ ମଦ ପିଇ ୪୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏବେ ବିହାରର ସରନ୍ ଜିଲା ଅନ୍ତର୍ଗତ ଛାପ୍ରାରେ ମଧ୍ୟ ବିଷାକ୍ତ…
ଏଇ ଭାରତରେ
ବହୁ ସମୟରେ ତୃଣମୂଳ ସ୍ତରରେ ଲୋକେ ବୈଜ୍ଞାନିକଙ୍କ ଭଳି କିଛି ଉଦ୍ଭାବନ କରନ୍ତି, ଯାହା ସେମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥାଏ। ଏଭଳି ପରିଚୟ ଆଣିପାରିଛନ୍ତି ତାମିଲନାଡ଼ୁର ଚାଷୀ ପି.ଏମ୍. ମୁରୁଗେସାନ। ସେ ଏକ ମେଶିନ ଉଦ୍ଭାବନ କରିଛନ୍ତି, ଯେଉଁଥିରେ କଦଳୀ…
ସମ୍ପର୍କ ପ୍ରତିଷ୍ଠାତା
– ଜିତେନ୍ଦ୍ର କୁମାର ନାୟକ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ଦୂର ସମ୍ପର୍କୀୟ ନିଲେଶ ଦେଶାଇ। ଗୁଜରାଟର ଭଲସାଦ ଜିଲାରେ ଜନ୍ମଗ୍ରହଣ କରିଥିବା ନିଲେଶ କିନ୍ତୁ ମଧ୍ୟପ୍ରଦେଶର ରତଲାମ୍ରେ ବଢ଼ିଥିଲେ। ପିତା ଦିନାକର ଦେଶାଇ ସେଠାରେ ରେଲ୍ଓ୍ବେ କ୍ଲର୍କ ଥିଲେ।…
ଭକ୍ତ ଓ ଭଗବାନ୍
ନାରାୟଣ ମିଶ୍ର ଭଗବାନ୍ ଶ୍ରୀମଦ୍ ଭଗବତ୍ଗୀତାର ସପ୍ତମ ଅଧ୍ୟାୟର ୧୬ନମ୍ବର ଶ୍ଳୋକରେ କହିଛନ୍ତି- ”ଚତୁର୍ବିଧା ଭଜନ୍ତେ ମାଂ ଜନା ସୁକୃତିନୋଽର୍ଜୁନ, ଆର୍ତ୍ତୋ ଜିଜ୍ଞାସୁରର୍ଥାର୍ଥୀ ଜ୍ଞାନୀ ତ ଭରତର୍ଷଭ।“ ଅର୍ଥାତ୍ ଚାରିପ୍ରକାର ସୁକୃତି ବା ଭଗବାନ୍ଙ୍କଠାରେ ଶ୍ରଦ୍ଧା ଥିବା ବ୍ୟକ୍ତି ମୋର…
ଜାତି ବିଚାରଧାରା
ନିକଟରେ ସୁପ୍ରିମକୋର୍ଟ ସମ୍ବିଧାନର ୧୦୩ତମ ସଂଶୋଧନକୁ କାଏମ ରଖିଛନ୍ତି। ଏହାକୁ ମଧ୍ୟବିତ୍ତ ବର୍ଗ ପ୍ରଶଂସା କରିଛନ୍ତି। ସମସ୍ତଙ୍କ ପାଇଁ ସଂରକ୍ଷଣ ଦ୍ୱାର ଉନ୍ମୁକ୍ତ କରାଯିବା ଦୃଷ୍ଟିକୋଣ ସାମଗ୍ରିକ ଭାବେ ହିନ୍ଦୁତ୍ୱକୁ ଦର୍ଶାଉଛି। ଏହି ସଂଶୋଧନ କାଏମ ରହିବା ପରେ ଭାରତୀୟ ଜନତା…
ଏଇ ଭାରତରେ
ବାୟୁ ପ୍ରଦୂଷଣ ରୋକିବା ଲାଗି ବିଭିନ୍ନ ଟେକ୍ନୋଲୋଜିର ବୈଦ୍ୟୁତିକ ଗାଡ଼ି ବଜାରକୁ ଆସୁଛି। ହେଲେ ଗାଡ଼ି ଚାଲିବା ସମୟରେ ବାୟୁକୁ ସ୍ବଚ୍ଛ କଲା ଭଳି କାର୍ କଥା କେବେ ଶୁଣିଛନ୍ତି କି? ଏମିତିକା କାର୍ ନିର୍ମାଣ କରିଛନ୍ତି ଲକ୍ଷ୍ନୌର ୪ ଜଣ…
ଚାକିରିଆ ଝିଅ ହଁ, ବୋହୂ ନା
ଅକ୍ଷୟ କୁମାର ମିଶ୍ର ଯନ୍ତ୍ରଣା ଯେମିତି ଜୀବନର ଏକ ଅଂଶ, ସ୍ବାର୍ଥପରତା ସେମିତି ମଣିଷର ପ୍ରବୃତ୍ତି ପାଲଟିଗଲାଣି। ଅଧିକାଂଶ ଲୋକ ନିଜକୁ ସୁହାଇଲା ପରି କଥା କହୁଛନ୍ତି, ନିଜର ସ୍ବାର୍ଥ ସାଧନାର୍ଥେ ନିଷ୍ପତ୍ତି ଗ୍ରହଣ କରୁଛନ୍ତି। ଅନ୍ୟକୁ ଯାହା ଉପଦେଶ ଦେଉଛନ୍ତି…
ନଷ୍ଟ ନ ହେଉ ପୁସ୍ତକମେଳାର ପବିତ୍ରତା
ଡ.ପ୍ରଫୁଲ୍ଲ କୁମାର ସାହୁ ବହି ମଣିଷର ବନ୍ଧୁ। ବୌଦ୍ଧିକ ଚେତନାର ସହଚର। କୈଶୋରରେ ବୌଦ୍ଧିକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରେ ବହି। ଯୌବନର ସାମ୍ରାଜ୍ୟକୁ ଯୋଗାଏ ଜ୍ଞାନଦୀପ୍ତ ପ୍ରେରଣା। ପ୍ରୌଢ଼ାବସ୍ଥାରେ ବତାଏ ସମସ୍ୟା ସମାଧାନର ସୂତ୍ର। ବାର୍ଦ୍ଧକ୍ୟରେ ବିଷାଦରୁ ମୁକ୍ତି ପାଇଁ…
ପ୍ରୋଟୋକଲ ବିବାଦ
ଭାରତୀୟ ରାଜସ୍ବ ସେବା (ଆଇଆର୍ଏସ୍) ଅଧିକାରୀ ଏବଂ କଷ୍ଟମ୍ସ(ସୀମାଶୁଳ୍କ) ଓ ଜିଏସ୍ଟି (ସାମଗ୍ରୀ ଓ ସେବା ଟିକସ)ରେ କାର୍ଯ୍ୟରତ ଅଧିକାରୀମାନଙ୍କ ମଧ୍ୟରେ ମତଭେଦ ଗମ୍ଭୀର ରୂପ ନେଉଥିବା ମନେହେଉଛି। ଆଇଆର୍ଏସ୍ ଅଧିକାରୀମାନେ ଦାବି କରୁଥିବା ଗାର୍ଡ ଅଫ୍ ଅନର୍ ଓ ସାଲ୍ୟୁଟ୍କୁ…
ଏଇ ଭାରତରେ
ରାଜସ୍ଥାନର ଆଜ୍ମେର ଜିଲା ରସୁଲପୁର ଗାଁର ଶିକ୍ଷକ ରାଜା ମହମ୍ମଦ କରୋନା ସମୟରେ ଚାକିରି ହରାଇବା ପରେ ମୋତିଚାଷ ଆରମ୍ଭ କରିଥିଲେ। ଏବେ ସେଥିରୁ ଲକ୍ଷାଧିତ୍କ ଟଙ୍କା ରୋଜଗାର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେ ଏହି ଚାଷ କରିବାକୁ…
ବିଜ୍ଞାନ ଏବଂ ଆଧ୍ୟାତ୍ମିକତାର ଅପୂର୍ବ ମିଶ୍ରଣ
ଗିରିଜା ଶଙ୍କର ତରାସିଆ ସୁସ୍ଥ ଏବଂ ଶାନ୍ତିପୂର୍ଣ୍ଣ ସମାଜ ଗଠନ ନିମନ୍ତେ ଉଭୟ ବିଜ୍ଞାନ ଏବଂ ଆଧ୍ୟାତ୍ମିକତା ଅପରିହାର୍ଯ୍ୟ। ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତଙ୍କ ରଚିତ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ଉଭୟ ବିଜ୍ଞାନ ଏବଂ ଆଧ୍ୟାତ୍ମିକତାର ଏକ ଅପୂର୍ବ…
ଜଳବାୟୁ ପରିବର୍ତ୍ତନ ଓ ବାଣିଜ୍ୟ ନୀତି
ଡାନି ରୋଡ୍ରିକ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଦ୍ୱାରା ‘ସୁପର୍ ଆଗ୍ରେସିଭ’ ବା ଅତି ଆକ୍ରାମକ ଶିଳ୍ପନୀତି ଜାରି କରାଯିବା ପରେ ତାକୁ ନେଇ ଗତମାସ ଶେଷାର୍ଦ୍ଧରେ ବିଦେଶର ଜଣେ ନେତା ଅଭିଯୋଗ କରିଥିଲେ। ଏହି ନେତା ଜଣକ ଆମେରିକାର ଶତ୍ରୁ…
Archives


