କିଭ୍ରେ ବାଇଡେନ୍
ଫେବୃୟାରୀ ୨୪ରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ବର୍ଷେ ପୂରିବାକୁ ଯାଉଛି। ତଥାପି ଯୁଦ୍ଧ ଅମୀମାଂସିତ ରହୁଛି। ରୁଷିଆ ଆଗେ ଆକ୍ରମଣ କରି ଭାବିନେଇଥିଲା କମ୍ ଦିନରେ ୟୁକ୍ରେନ୍କୁ ଅକ୍ତିଆର କରି ଯୁଦ୍ଧଜୟୀ ହେବ। ହେଲେ ଦୃଢ଼ ମନୋବଳ ଓ ବିଶ୍ୱର ଅଧିକାଂଶ ପାଶ୍ଚାତ୍ୟ…
ଏଇ ଭାରତରେ
ଦୁଇ ବନ୍ଧୁ ପ୍ଲାଷ୍ଟିକ୍ ବର୍ଜ୍ୟରୁ ଏଫ୍ଏମ୍ସିସି ବୋତଲ ତିଆରି କରି ବର୍ଜ୍ୟ ସମସ୍ୟା ସମାଧାନ କରିବାରେ ଅଣ୍ଟା ଭିଡ଼ିଛନ୍ତି। ହାଇଦ୍ରାବାଦର ମନି ବାଜପେୟୀ ଏବଂ ରାଜ ମଦନଗୋପାଳ ‘ବାନିୟନ ନେଶନ’ ଷ୍ଟାର୍ଟଅପ୍ ଗଠନ କରି ଏବେ ସୁଦ୍ଧା ୧ ଲକ୍ଷ ଟନ୍…
ଭଲମନ୍ଦର କଥା
ଡ. ବାସୁଦେବ ମିଶ୍ର କବାଟ ଖୋଲିଲେ ବାହାରର ଧୂଳିମଳି ପଶିଆସେ ଘର ଭିତରକୁ। ଘରକୁ ଅସନା କରିଦିଏ। ତାକୁ ଝାଡୁର ସାହାଯ୍ୟ ନେଇ ସଫା କରିବାକୁ ପଡ଼େ। ସଫାସୁତୁରା ଲୁଗାପଟା ପିନ୍ଧି ବାହାରେ ଟିକିଏ ବୁଲି ଫେରିଆସିବା ବେଳକୁ ତାହା…
ପିଲାଙ୍କ ପାଇଁ ଆମେ କେତେ ଚିନ୍ତିତ
ରାଜୀବ କୁମାର ନାୟକ କିଶୋର ନ୍ୟାୟ (ଯତ୍ନ ଏବଂ ସୁରକ୍ଷା) ଅଧିନିୟମ ଅନୁସାରେ ଅନୁଷ୍ଠାନ ହେଉଛି ଶେଷ ଆଶ୍ରୟ ଏବଂ ଏହାକୁ ଆଖି ଆଗରେ ରଖି ୨୦୧୫ ମସିହାଠାରୁ କାର୍ଯ୍ୟକାରୀ ହୋଇଥିବା ନୂଆ ଅଧିନିୟମରେ ପ୍ରଥମଥର ସକାଶେ ବିକଳ୍ପ ଶିଶୁଯତ୍ନ…
କୁଜି ସୁପରପାୱାର
କିଛିବର୍ଷ ଧରି ଭାରତ ସରକାର, ପ୍ରତ୍ୟେକ ରାଜ୍ୟ ସରକାର, ଦେଶର ବିଭିନ୍ନ ବଡ଼ କମ୍ପାନୀ ଏବଂ ଏପରିକି ବ୍ୟବସାୟ କିମ୍ବା ସରକାର ସହିତ ସମ୍ପୃକ୍ତ ଭାରତୀୟ ବ୍ୟକ୍ତିବିଶେଷମାନେ କେବଳ ଆମେରିକୀୟ ଡଲାରରେ କଥାବାର୍ତ୍ତା ହେଉଛନ୍ତି। ଅର୍ଥମନ୍ତ୍ରୀ ତାଙ୍କର ବାର୍ଷିକ ବଜେଟ ପଢ଼ିସାରିବା…
ଏଇ ଭାରତରେ
କର୍ନାଟକରେ ଧର୍ମୀୟ ଭାଇଚାରାର ଏକ ଦୃଷ୍ଟାନ୍ତ ସାମ୍ନାକୁ ଆସିଛି। କାଲାବୁରଗି ଜିଲାରେ ଅବସ୍ଥିତ ଦରଗାହ ପରିସରରେ ଉଭୟ ଶିବରାତ୍ରି ପାଳନ କରାଯିବା ସହ ନମାଜ ପାଠ କରାଯାଇଛି। ଦରଗାହରେ ହିନ୍ଦୁମାନଙ୍କୁ ଶିବରାତ୍ରି ପାଳନ କରିବା ଏବଂ ମୁସଲମାନମାନଙ୍କୁ ନମାଜ ପାଠ କରିବା…
ଆକାଂକ୍ଷୀ ପ୍ରଯୁକ୍ତିବିତ
ଜିତେନ୍ଦ୍ର କୁମାର ନାୟକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଭିଡିଓ ଆଦାନପ୍ରଦାନକାରୀ ସାମାଜିକ ଗଣମାଧ୍ୟମ ଭାବେ ପରିଚିତ ୟୁଟ୍ୟୁବ୍ର ମୁଖ୍ୟାଳୟ ଆମେରିକାର କାଲିଫର୍ନିଆ ଅନ୍ତର୍ଗତ ସାନ୍ ବ୍ରୁନୋ। ୧୪ ଫେବୃୟାରୀ ୨୦୦୫ରେ ଷ୍ଟିଭ୍ ଚେନ୍, ଛାଦ୍ ହର୍ଲେ ଓ ଜାଓ୍ବେଦ କରିମ୍ଙ୍କ ଦ୍ୱାରା ଏହା…
ଶକ୍ତିର ଅନନ୍ୟ ଉତ୍ସ ଲିଥିୟମ୍
ଡ. ଚିତ୍ତରଞ୍ଜନ ମିଶ୍ର ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଜିଏସ୍ଆଇ) ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରର ରିଆସି ଜିଲାର ସାଲାଲ୍-ହାଇମାନା କ୍ଷେତ୍ରରେ ୫.୯ ନିୟୁତ ଟନ୍ର ଆନୁମାନିକ ଲିଥିୟମ୍ ଭଣ୍ଡାର ଆବିଷ୍କାର କରିଛି। ଲିଥିୟମ୍ ଧାତୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମ୍ପଦ।…
ପ୍ରତିକ୍ରିୟା ନାହିଁ
ହିଣ୍ଡେନ୍ବର୍ଗ ରିପୋର୍ଟକୁ ଜଣେ ଭାରତ ବିରୋଧରେ ଏକ ସ୍କାଣ୍ଡାଲ, ସ୍କାମ୍, ମୂଲ୍ୟହୀନ ନ୍ୟୁଜ, ଷଡ଼ଯନ୍ତ କିମ୍ବା ଆଉ କିଛି କହିପାରନ୍ତି। ସେଭଳି କିଏ କ’ଣ କହିବ ତାହା ଏହି ସରକାରଙ୍କ ଉପରେ ଥିବା ଜଣଙ୍କର ଦୃଷ୍ଟିକୋଣ ଉପରେ ନିର୍ଭରକରେ। ଏହାବାଦ୍ ଆଉ…
ନିଯୁକ୍ତିରେ କ୍ଷତି
କେନ୍ଦ୍ର ବିଭିନ୍ନ ରାଜ୍ୟରେ ଏକ ଡଜନରୁ ଅଧିକ ରାଜ୍ୟପାଳଙ୍କୁ ନିଯୁକ୍ତ କରିଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ସେମାନଙ୍କ ମଧ୍ୟରେ ଜଣେ ହେଲେ ଅମଲତନ୍ତ୍ରୀ ନାହାନ୍ତି। ନିଯୁକ୍ତି ପାଇଥିବା ୧୩ ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି, ଦୁଇ…
ଅସହାୟ ଚାଷୀ
ଦେଶରେ କ୍ରମବର୍ଦ୍ଧିଷ୍ଣୁ କୃଷି ସଙ୍କଟ ଓ ଚାଷୀ ଅସନ୍ତୋଷକୁ ଦୃଷ୍ଟିରେ ରଖି ଚଳିତ (୨୦୨୩-୨୦୨୪)ବଜେଟରେ କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇପାରେ ବୋଲି କହୁଥିଲେ ଅନେକ ଅର୍ଥନୀତି ବିଶାରଦ। ମାତ୍ର ସେମାନଙ୍କ ଆକଳନକୁ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ କରିଛି ସରକାରଙ୍କ ଚଳିତ କାର୍ଯ୍ୟକାଳର…
ଏକତାର ପର୍ବ ମହାଶିବରାତ୍ରି
ସୃଷ୍ଟିରୂପୀ ରଙ୍ଗମଞ୍ଚରେ ପ୍ରତ୍ୟେକ ଦେଶ ଏବଂ ଜାତିର ଯେଉଁ ନିଜସ୍ବ କଳା, ସଂସ୍କୃତି ଓ ପରମ୍ପରା ରହିଛି ତାହା ଜୀବନରେ ନିତ୍ୟ ସରସତା ପ୍ରଦାନ କରେ । ଏହା ପ୍ରଚଳିତ ବହୁ ପର୍ବ ସଂଶ୍ଳିଷ୍ଟ ଆଧ୍ୟାତ୍ମିକ ରହସ୍ୟର ସ୍ପଷ୍ଟ ଅର୍ଥ ବୋଧ…
Archives


