ଓଡ଼ିଆ ସାହିତ୍ୟର ଅନନ୍ୟ ରୂପକାର
ଡ. ସିଦ୍ଧାର୍ଥ କାନୁନ୍ଗୋ ଫକୀର ମୋହନଙ୍କ ସୃଷ୍ଟିସମ୍ଭାର ଉପରେ ଆଲୋଚନା କଲାବେଳେ ସମାଲୋଚକମାନେ ତାଙ୍କର କାଳଜୟୀ ଗଳ୍ପ ଓ ଉପନ୍ୟାସ ଉପରେ ଆଲୋକପାତ କରିଥାନ୍ତି। ଏ କଥା ଅବଶ୍ୟ ସ୍ବୀକାର୍ଯ୍ୟ ଯେ, ଫକୀର ମୋହନ ହେଉଛନ୍ତି ଓଡ଼ିଆ କ୍ଷୁଦ୍ରଗଳ୍ପ ଓ ସନ୍ତୁଷ୍ଟ…
ଓଏନ୍ଜିସିରେ ପରିବର୍ତ୍ତନ
ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତୈଳ ଓ ପ୍ରାକୃତିକ ବାଷ୍ପ ନିଗମ (ଓଏନ୍ଜିସି)ରେ ଏବେ ପରିବର୍ତ୍ତନ ହାଓ୍ବା ବହୁଛି। ଗତ ମାସ ପ୍ରାରମ୍ଭରେ ସରକାର ଅରୁଣ କୁମାର ସିଂଙ୍କୁ ଓଏନ୍ଜିସିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ। ସିଂ ଏହା ପୂର୍ବରୁ ଭାରତ ପେଟ୍ରୋଲିୟମ କର୍ପୋରେଶନ…
ଏଇ ଭାରତରେ
ଅଦରକାରୀ ପାର୍ଟଗୁଡ଼ିକରେ ନିର୍ମିତ ଏକ ବିଦ୍ୟୁତ୍ ଚାଳିତ ବାଇକ୍ରେ ୬ ଜଣ ବସି ଆରାମରେ ଯାଇପାରୁଛନ୍ତି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଉତ୍ତରପ୍ରଦେଶ ଆଜମଗଡ଼ ନିବାସୀ ଅସଦ ଅବଦୁଲ୍ଲା ଏହାର ନିର୍ମାତା। ଅସଦ ଏବେ ଆଇଆଇଟି ଛାତ୍ର। କୃଷକ…
ଜୋଷୀମଠର ଆହ୍ବାନ
ସୌଭାଗ୍ୟ ସୁନ୍ଦରରାୟ ହିମାଳୟ ପର୍ବତମାଳା ସମ୍ପ୍ରତି କ୍ଷତାକ୍ତ। ଅତ୍ୟାଧୁନିକ ଯନ୍ତ୍ରପାତିରେ ସଜ୍ଜିତ ଇଞ୍ଜିନିୟରମାନେ ପାହାଡ଼ ଖୋଳି, ଗଛ କାଟି ପ୍ରକୃତି ଉପରେ ନିଜର ପରାକାଷ୍ଠା ଜାହିର କରିଚାଲିଛନ୍ତି। ବିଜ୍ଞାନ ଓ ପ୍ରଯୁକ୍ତିର ଜୟଯାତ୍ରାର ଖୁସି ମନାଉଛନ୍ତି ଆଧୁନିକ ଭିତ୍ତିଭୂମି ନିର୍ମାଣକାରୀଗଣ। ଅପରପକ୍ଷରେ…
ପ୍ରାଣୀ ପ୍ରତି ପ୍ରେମ
ନୀଳିମା ନିବେଦିତା ଉପନିଷଦ କୁହେ : ଅନ୍ନଂ ବ୍ରହ୍ମ। ଅର୍ଥାତ୍ ଅନ୍ନ ହିଁ ବ୍ରହ୍ମ। ଯଦିଚ ପ୍ରୋଟିନ ଓ ଦେହ ପାଇଁ ହିତକର କହି ଅଧିକାଂଶ ଲୋକ ଆମିଷକୁ ଉଦରସ୍ଥ କରି ଖୁସି ହେଉଛନ୍ତି, ହେଲେ ନିଜକୁ ମଣିଷ ବୋଲାଉଥିବା ସର୍ବଶ୍ରେଷ୍ଠ…
ଗଣତନ୍ତ୍ର ବିଦ୍ରୋହୀ
ସୁସାନ ଷ୍ଟୋକ୍ସ ୬ ଜାନୁୟାରୀ ୨୦୨୧ରେ ଆମେରିକାର ପରାଜିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସମର୍ଥକମାନେ କାପିଟୋଲ ହିଲ୍କୁ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହାର ଦୁଇ ବର୍ଷ ଓ ଦୁଇ ଦିନ ପରେ ବ୍ରାଜିଲରେ ସମାନ ପ୍ରକାର ଘଟଣା ଦେଖିବାକୁ…
ସଙ୍କଟରେ ଚାଇନାର ଏକଚ୍ଛତ୍ରବାଦ
ନିକଟ ଅତୀତ ଯାଏ ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ତାଙ୍କ କୋଭିଡ୍ ନିୟନ୍ତ୍ରଣ ନୀତିକୁ ପ୍ରଶଂସା କରିବା ସହ ତାହାକୁ ମହତ୍ତ୍ୱପୂର୍ଣ୍ଣ ବୋଲି କହିଆସିଥିଲେ। ଚାଇନା ଭଳି ଏକଚ୍ଛତ୍ରବାଦୀ ତଥା ଏକ ଦଳୀୟ ଶାସିତ ଦେଶ ସ୍ବାର୍ଥବାଦୀ ରାଜନେତା ଏବଂ ଅସ୍ଥିର…
ନାମ ପାଇଁ ଦାମ୍
ଏ ଜଗତରେ ଜଡ଼ ହେଉ ବା ଜୀବ, ସଭିଙ୍କ ଥାଏ ନାଁ/ ନାମ। ନାଁ ସବୁର ପୁଣି ଅର୍ଥ ଥାଏ। ତେବେ ସମସ୍ତଙ୍କ ନାଁ ଥାଉ ଥାଉ କାହିଁକି କେତେକ ନାଁ ନେବା ଉଦ୍ଦେଶ୍ୟରେ ବିକଳ ହୁଅନ୍ତି। ବିକଳିଆ ରହନ୍ତି। ଭଲ…
ସ୍ବାଧୀନତା ଆନ୍ଦୋଳନ ଓ ସ୍ବାମୀ ବିବେକାନନ୍ଦ
ଭାରତର ସ୍ବାଧୀନତା ପ୍ରାପ୍ତି ଥିଲା ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନ ଓ ସୁଭାଷ ବୋଷଙ୍କ ଦିଲ୍ଲୀ ଚଲୋ ଅଭିଯାନର ସମ୍ମିଳିତ ଫଳଶ୍ରୁତି। ସ୍ବାଧୀନତା ଆନ୍ଦୋଳନରେ ଏହି ଉଭୟ ଦେଶପ୍ରେମୀଙ୍କ ଅବଦାନ ସମ୍ପର୍କରେ ପର୍ଯ୍ୟାପ୍ତ ଆଲୋଚନା ହୋଇଛି। ମାତ୍ର ସ୍ବୟଂ ମହାତ୍ମା ଗାନ୍ଧୀ ଓ…
ଏଇ ଭାରତରେ
ବେଙ୍ଗାଲୁରୁର କଲେଜ ଛାତ୍ରୀ ସିୟା ଗୋଡ଼ିକା ପୁରୁଣା ଚପଲକୁୁ ନୂଆ ରୂପ ଦେଇ (ଅପ୍ସାଇକ୍ଲିଂ) ସେଗୁଡ଼ିକୁ ଗରିବଙ୍କୁ ମାଗଣାରେ ଦେଉଛନ୍ତି। ‘ସୋଲ୍ ଓ୍ବାରିୟର’ ଏନ୍ଜିଓ ଗଠନ କରି ସେ ଏହି କାର୍ଯ୍ୟ କରୁଛନ୍ତି। ଏଥିରେ ଅନେକେ ସ୍ବେଚ୍ଛାକୃତ ଭାବେ ସାମିଲ ହୋଇ…
ଏଇ ଭାରତରେ
ଜାଣି ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବର୍ଷ କି ଦୁଇ ବର୍ଷ ନୁହେଁ ତାରିଖ ପରେ ତାରିଖ ଗଡ଼ି ୭୦ ବର୍ଷ ଧରି ବିଚାରାଧୀନ ରହିଛି ମହାରାଷ୍ଟ୍ରର ଏକ ମାମଲା। ୭୦ ବର୍ଷ ତଳେ ଯେତେବେଳେ ଏହି ମାମଲା ଦାଏର କରାଯାଇଥିଲା,…
ଭଣ୍ଡ ଦର୍ଶନ
ହରେକୃଷ୍ଣ ଦାସ ଛଦ୍ମ ମୁନିବେଶ ଧାରଣ କରି ରାବଣ ସୀତାଙ୍କ ହରଣ କଲା ପରେ ଏବଂ ମାରିଚ ରାକ୍ଷସ ସୁନା ହରିଣ ରୂପ ଧାରଣ କରି ଶ୍ରୀରାମଙ୍କ ବୁଦ୍ଧି ଭ୍ରଂଶ କଲା ପରେ ଅନ୍ତତଃ ଏ କଥାଟି ସ୍ପଷ୍ଟ ହୋଇଗଲା…
Archives


